• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Farming

Strawberry farming
ଦାଦା ସହ ପୁତୁରା ମିଶି.. ଏମିତି ହେଲେ ଲକ୍ଷପତି

କୁହନ୍ତି ନା ହାତକୁ ହାତ ମିଶିଲେ ବଳ ବଢିଯାଏ.. ଯେମିତି ଏ ଦାଦା ପୁତୁରା ଯୋଡ଼ି ଗରିବ ଚାଷୀରୁ ହେଇଗଲେ ଲକ୍ଷପତି

Fish Farming
ମାଛ ଚାଷ କରି ଲକ୍ଷପତି ! ସ୍ତ୍ରୀଙ୍କ ସହଯୋଗରେ ବନିଗଲେ ମାଛଚାଷୀ

ଲକ୍ଷପତି ମାଛଚାଷୀ ସ୍ୱାମୀ ସ୍ତ୍ରୀଙ୍କ ଏହି ତରିକା, ପରସ୍ପର ପ୍ରତି ସହଯୋଗ ଓ କର୍ମନିଷ୍ଠା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ।

Junior Einstein
ଶୁଭଙ୍କରଙ୍କ ସ୍ମାର୍ଟ ଇନୋଭେସନ

ମାମୁଁ ଘର ଗାଁକୁ ଯାଇଥିଲେ । ହିଡ଼ରେ ଚାଲୁଚାଲୁ କଷ୍ଟ ହେଲା । ତାପରେ ଲାଗିପଡ଼ିଲେ ସ୍ମାର୍ଟ ସଲ୍ୟୁସନ ପାଇଁ । ଏହି ସ୍ମାର୍ଟ ସଲ୍ୟୁସନ ପାଇଁ ସେ ପାଇଲେ ସମ୍ମାନ ଓ ପୁରସ୍କାର ।

Hydroponic Farming
ଏଣିକି ଆଉ ଚାଷ ପାଇଁ ଲୋଡ଼ା ନାହିଁ ମାଟି, ଖାଲି ପାଣିରେ ବି ହେବ ଚାଷ

ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ସବୁଜ ଘରେ କରାଯାଉଛି ଏହି ଏକ୍ସପେରିମେଣ୍ଟ।

Crop Damage
ପାଣିରେ ବତୁରି ଯାଇଛି ବର୍ଷକର ଫସଲ, ଉଜୁଡ଼ା କ୍ଷେତକୁ ଦେଖି ମୁଣ୍ଡରେ ହାତ ଦେଇଛି ଚାଷୀ

ଅଦିନିଆ ବର୍ଷା ପରେ ଚାଷୀ ମୁଣ୍ଡରେ ଚଡକ । ବର୍ଷା ପାଣି ମାଡ଼ରେ କେଉଁଠି ଧାନ ଗଜା ହୋଇଗଲାଣି ତ କେଉଁଠି ଅମଳ ଅପେକ୍ଷାରେ ଥିବା କପା ଚାଷ ବି ଉଜୁଡ଼ି ଯାଇଛି । ଋଣ କରି ଚାଷ କରିଥିବା ଚାଷୀ ଏବେ କଣ କରିବ ସେ ନେଇ ଚିନ୍ତାରେ ପଡ଼ିଛି ।

Artificial Intelligence in Farming
ଆଉ ହଇରାଣ ହେବେନି ଚାଷୀ, ମୋବାଇଲରେ ସମାଧାନ ହେବ ଚାଷ ସମସ୍ୟା

ମୋବାଇଲରେ ସମାଧାନ ହେବ ଚାଷୀ ସମସ୍ୟା । କୃଷି ବିଭାଗ ପକ୍ଷରୁ ଆମ କୃଷି AI ଚାଟ୍ ବୋଟ୍ ଲଞ୍ଚ ।

dragon fruit farming
ଓଡ଼ିଶାରେ ଫଳୁଛି ବିଦେଶୀ ଫଳ

ଧାଡ଼ିକୁ ଧାଡ଼ି ହୋଇ ଲାଗିଛି ଡ୍ରାଗନ୍ ଫ୍ରୁଟ୍ ଗଛ I ଗଛ ଗୁଡ଼ିକ ବେଶ୍ ସୁନ୍ଦର ହେବା ସହ ଫଳ ବି ଧରିଛି । ଏହି ଫଳ ସବୁ ପାଚିଲେ ବଜାରକୁ ବିକ୍ରି ପାଇଁ ଯିବ । ଏ ଦୃଶ୍ୟ କେଉଁ ବିଦେଶରେ ନୁହେଁ ବରଂ ଆମ ଓଡ଼ିଶାର । ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଳକ ରାଇଛାପଲ ଗାଁରେ ହୋଇଛି ଏହି ସୁନ୍ଦର ଡ୍ରାଗନ ଚାଷ ।

Farmer Start Farming
ବର୍ଷା ହେଉନଥିଲା ଚିନ୍ତାରେ ଥିଲା...ଏବେ ଢାଳିବା ପରେ ଚାଷୀ ମୁହଁରେ ହସ ଫୁଟିଲା

ହେବ କି ନାହିଁ ସେହି ଚିନ୍ତାରେ ଥିଲା ଚାଷୀ । ବର୍ତ୍ତମାନ ବର୍ଷା ହେଲା, ଚାଷୀ ମୁହଁରେ ହସ ଫୁଟିଲା । ସକାଳ ହେଲା କ୍ଷଣି ବଳଦ ନେଇ ବିଲକୁ ଯାଉଛି ଚାଷୀ ଭାଇ

Farmer Problem
କାନଖୋଲି ଶୁଣ ପ୍ରଶାସନ...ପାଣି ତ ଦେଲନି, ଆମେ ଚାଷ କରିବୁ କେମିତି?

ଶୁଣ ପ୍ରଶାସନ...ଅମଳ ବେଳକୁ ପାଣି ବନ୍ଦ କରିଦେଲ...ଆମେ ଚାଷ କରିବୁ କେମିତି? ଲୋନ୍‌ ଟଙ୍କା ସୁଝିବୁ କେମିତି?

Viral Mango Tree
ଅଦ୍ଭୁତ ! ଗୋଟିଏ ଗଛରେ ଫଳୁଛି ୧୪ କିସମର ଆମ୍ବ...

ଏକଥା ଆପଣଙ୍କୁ ବିଶ୍ୱାସ ହେଉନଥିବ । କିନ୍ତୁ ବାସ୍ତବରେ ଏହା ସତ । ଆଉ ଏହାକୁ ସତ ପ୍ରମାଣିତ କରିଛନ୍ତି ଉକ୍ତ ଚାଷୀ ଉକାଭାଇ ଭାଟ୍ଟି ।

Rose Farming
ଭାଗ୍ୟ ବଦଳାଇ ଦେଲା ଗୋଲାପ ଚାଷ...ମାସକୁ ଏତିକି ହେଉଛି ରୋଜଗାର

ପ୍ରବଳ ଖରା ତାତିରେ ଜମିରେ ଖିଲିଖିଲି ହୋଇ ହସିଲା ଗୋଲାପ ଫୁଲ । ଖାଲି ଗୋଲାପ କାହିଁକି ବରଂ ଗେଣ୍ଡୁ ବି ଚାଷ ହେଉଛି । ଫୁଲ ଗୁଡିକ ଏତେ ମନଲୋଭା ହୋଇଛି ଯେ ଦେଖିଲେ ପେଟ ପୂରିଯିବ

cultivate apple
ଓଡ଼ିଶାର ଏଇଠି ଫଳୁଛି କାଶ୍ନିରୀ ଆପୁଲ୍

ଓଡ଼ିଶାର 45 ଡିଗ୍ରୀ ତାପମାତ୍ରାରେ ବି ଜମ୍ମୁକାଶ୍ମୀର ଭଳି ଆପୁଲ୍ ଫଳେଇ ପାରିଛନ୍ତି କାଳେଶ୍ୱର କାଣ୍ଡ.. କେମିତି ? ଆସନ୍ତୁ ଜାଣିବା..

Marigold Farming
ମାଲେମାଲ କରିଦେଲା ଗେଣ୍ଡୁ ଚାଷ...ରୋଜଗାର ଦେଖିଲେ

କେମିତି ରୋଜଗାର କରିବେ ବୋଲି ଭାବୁଥିଲେ, ଚିନ୍ତିତ ଥିଲେ । ଏବେ ଗେଣ୍ଡୁ ଚାଷ କରି ମାଲେମାଲ ହେଲେ । ମାସକୁ ରୋଜଗାର ଜାଣିଲେ ଉଡ଼ିଯିବ ହୋସ୍‌

MarryGold Farming
ମାଲେମାଲ କରିଦେଲା ଗେଣ୍ଡୁ ଚାଷ...ରୋଜଗାର ଦେଖିଲେ ଉଡ଼ିଯିବ ହୋସ୍‌

ଟାନବାଟ୍ ଗାଁର ମହିଲାମାନେ ନିଜ ଗାଁରେ ନିଜ ଉଦ୍ୟମରେ ରୋଜଗାର କରିବା ପାଇଁ ଜିଲ୍ଲା ଉଦ୍ୟାନ ବିଭାଗ,କୃଷି ବିଭାଗ ଓ ଓଡିଶା ଜୀବିକା ମିଶନ ସହ ଯୋଗାଯୋଗ କଲେ । ଏହି ବିଭାଗମାନେ ତାଙ୍କ ଉତ୍ସାହକୁ ଦେଖି ଗେଣ୍ଡୁଫୁଲ ଚାଷ କରିବାକୁ ଅନୁରୋଧ କଲେ । ବିହନଠାରୁ ବିଭିନ୍ନ ବୈଷୟିକ ସହାୟତା ଯୋଗାଇ ଦେଲେ । ଏବେ ନିକଟସ୍ଥ ନୂଆପଡା,ଖରିଆରରୋଡ ବଜାରରେ ଫୁଲ ବିକି ବେଶ ଦୁଇ ପଇସା ପାଉଛନ୍ତି

Potato Farming
ନୂଆପଡ଼ା ଚାଷୀଙ୍କୁ ଆଳୁ ଦେଇଛି ନୂଆ ରୋଜଗାର

ସାର୍ଥକ ହେଲା ଶ୍ରମ ଦାନ । ଯାହା ଅସମ୍ଭବ କୁହାଯାଉଥିଲା, ତାହାକୁ ସମ୍ଭବ କରି ଦେଖାଇଲେ ଚାଷୀ । ପୁଣି ଜୈବିକ ପଦ୍ଧତିରେ ପଥୁରିଆ ମାଟିରୁ ଉତ୍ପାଦନ କଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଆଳୁ।

Rayagada
ମୂଲିଆ ମୁଣ୍ଡ ଖଟାଇଲେ...ପାହାଡ ଚିରି କ୍ଷେତରେ ପାଣି ମଡେଇଲେ

ଏମିତି ଦୃଶ୍ୟ  ଦେଖିବାକୁ ମିଳିଛି ରାୟଗଡ଼ା ସଦର ବ୍ଲକ ଗୁମ୍ମା ପଚାଂୟତ ହାଡିଆ ଗାଁରେ । ସ୍ଥାନୀୟ ଅଂଚଳର ଅନନ୍ତ କୁଲେସିକା । ବେଶି ପାଠ ପଢିନଥିବାରୁ ଚାଷବାସ କରି ପରିବାର ପୋଷନ୍ତି। ପାହାଡିଆ ଅଂଚଳ ହୋଇଥିବାରୁ ସବୁ ବେଳେ ଦେଖାଦିଏ ଜଳ ସମସ୍ୟା । କ୍ଷେତକୁ କେମିତି ପାଣି ମଡାଯିବ ସେନେଇ ପ୍ରଶାସନ ପାଖରେ ବାରମ୍ବାର ନେହୁରା ବି ହୋଇଛନ୍ତି ଅନନ୍ତ ।

Yellow WaterMilion
ହଳଦିଆ ତରଭୁଜ ଚାଷ ଦେଖାଇଲା ରୋଜଗାରର ବାଟ

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବୈରାଟପୁର ଗ୍ରାମର ସ୍ବରୁପ୍ ମହାପାତ୍ର! ଜଣେ ସଫଳ ଚାଷୀ ଭାବେ ସେ ଏ ଅଞ୍ଚଳରେ ବେଶ ପରିଚିତ। ପୂର୍ବରୁ ସ୍ୱରୂପ ନାଲି ତରଭୁଜ ଚାଷକରି ବେଶ କିଛି ଅର୍ଥ ରୋଜଗାର କରିଥିଲେ। କିନ୍ତୁ ଏ ବର୍ଷ ସେ ହଳଦିଆ ତରଭୁଜ ଚାଷ କରିବାପାଇଁ ମନ ବଳାଇଛନ୍ତି। କୋରୋନା କାଳରେ ସେ ଅନେକ କ୍ଷତି ସହିଥିଲେ, କିନ୍ତୁ ଚଳିତ ବର୍ଷ ଭଲ ଲାଭ ପାଇବାକୁ ଆଶା ରଖିଛନ୍ତି।

Spiny gourd
କ୍ଷେତରେ ଫଳାଇଲେ ସୁନା ! ଦେଖିବାକୁ ଆସିଲେ କୃଷି ବିଜ୍ଞାନୀ

ତାଙ୍କ ସଫଳତା ଦେଖି ଅନ୍ୟ ଚାଷୀମାନେ ଚାଷ କରିବାକୁ ମନ ବଳାଇଛନ୍ତି। 

special story
ମାସିକ ୨ଲକ୍ଷ ଟଙ୍କାର ଚାକିରି ଛାଡ଼ି ଗାଁରେ ଚାଷ କରୁଛନ୍ତି ଯୁବ ଇଞ୍ଜିନିୟର

ମାଲେସିଆରେ ୧୧ ବର୍ଷ ରହି ମାସିକ ୨ ଲକ୍ଷ ଟଙ୍କା ଦରମା ପାଉଥିବା ଆଇଟି ଇଞ୍ଜିନିୟର ସତ୍ୟ ପ୍ରବୀନ ଚାକିରି ଛାଡ଼ି ଚାଷ କରୁଛନ୍ତି ।

Farming
ଅଭାବୀ ବିକ୍ରିର ଅଭାବନୀୟ ଚିତ୍ର ! ନିଜ କୋବି କିଆରିକୁ ଟ୍ରାକ୍ଟର ଚଢ଼ାଇ ନଷ୍ଟ କରିଦେଲା ଚାଷୀ

ପାଟଣାଗଡ଼ରେ କ୍ଷେତରେ ସଢୁଛି ଲାଲ୍ ଟହ ଟହ ଟମାଟୋ । ସବୁଠି କୃଷି ଅଧିକାରୀ ଦେଖାଇଲେ ଶୀତଳଭଣ୍ଡାର ସ୍ୱପ୍ନ ।

BCA Student
ପରିବାର କେମିତି ଚଳିବ, ସେହି ଚିନ୍ତାରେ ହାଟରେ ଶାଗ ବିକୁଛନ୍ତି ବିସିଏ ଛାତ୍ର

ଯେବେ ପରିବାର ପୋଷିବାର ଥାଏ ଚିନ୍ତା..ହାଟରେ ଶାଗ ବିକ୍ରି କରୁଛନ୍ତି ବିସିଏ ଛାତ୍ର। ଅଧ ରାତିରୁ ଉଠୁଛନ୍ତି..ସାଇକେଲ ଧରି ହାଟରେ ଶାଗ ବିକ୍ରି କରୁଛନ୍ତି..ଯେତିକି ରୋଜଗାର ହେଉଛି ସେତିକିରେ ପରିବାର ଚଳିବା ସହିତ ନିଜ ପଢା ଖର୍ଚ୍ଚ ଉଠାଉଛନ୍ତି ଡମ୍ବୁରୁଧର

 BCA qualified student
ପରିବାର ଚଳାଇବା ଚିନ୍ତା...ହାଟରେ ଶାଗ ବିକୁଛନ୍ତି ବିସିଏ ଛାତ୍ର

ଯେବେ ପରିବାର ପୋଷିବାର ଥାଏ ଚିନ୍ତା....ହାଟରେ ଶାଗ ବିକ୍ରି କରୁଛନ୍ତି ବିସିଏ ଛାତ୍ର। ଅଧ ରାତିରୁ ଉଠୁଛନ୍ତି..ସାଇକେଲ ଧରି ହାଟରେ ଶାଗ ବିକ୍ରି କରୁଛନ୍ତି...ଯେତିକି ରୋଜଗାର ହେଉଛି ସେତିକିରେ ପରିବାର ଚଳିବା ସହିତ ନିଜ ପଢା ଖର୍ଚ୍ଚ ଉଠାଉଛନ୍ତି ଡମ୍ବୁରୁଧର

Banana Farming
ନୂଆ ଷ୍ଟାଇଲ୍‌ରେ କଦଳୀ ଚାଷ ! ଛୋଟ ଗଛ କିନ୍ତୁ ନିର୍ଦ୍ଧୁମ ଫଳ

ପୂର୍ବରୁ ଗାଁ ସ୍ତ୍ରୀ ଲୋକମାନେ ପାଖ ଜଙ୍ଗଲକୁ ଯାଇ ଶାଳପତ୍ର, କେନ୍ଦପତ୍ର, ଜାଳେଣି କାଠ ସହ ବିଭିନ୍ନ ପ୍ରକାର ଜଙ୍ଗଲଜାତ ଦ୍ରବ୍ୟ ଆଣି ବଜାରରେ ବିକ୍ରି କରୁଥିଲେ ।

farmers
ପୁଣି ଚାଷୀଙ୍କ ସହ ଚଂଚକତା । ସରକାରୀ ସୁବିଧାର ସୁଯୋଗ ନେବେ କେବଳ ଅଫିସର

ଅନ୍ତରାଷ୍ଟ୍ରୀୟ କୃଷି ସମ୍ମିଳନୀରେ ଯୋଗଦେବାକୁ ବିଦେଶ ଭ୍ରମଣ ପାଇଁ ରାଜ୍ୟର ୪ ଚାଷୀ ବାଦ୍ ପଡ଼ିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ରାଜ୍ୟର ୩ ପ୍ରଶାସନିକ ଅଧିକାରୀ ।

Farmers
ବନ୍ୟା ଭାଙ୍ଗିଦେଲା ଚାଷୀଙ୍କ ମେରୁଦଣ୍ଡ, ଧୋଇନେଲା ଧାନ ତଳି ! ଏବେ ସାର ବି ମିଳୁନି

କେନାଲ ପାଣି ଆସୁନଥିବାରୁ ଚାଷୀ ବର୍ଷକୁ ଗୋଟିଏ ସାରଦ ଧାନ ଚାଷ କରି ପରିବାର ପ୍ରତିପୋଷଣ କରେ । ହେଲେ ସେହି ଧାନଚାଷକୁ ଏବେ ବନ୍ୟା ଉଜାଡି ଦେଇଛି ।