• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: England

Ind vs Eng
ଜୟସ୍ୱାଲଙ୍କ ପରେ ବୁମ୍ରାଙ୍କ ଜଲୱା, ଦ୍ୱିତୀୟ ଟେଷ୍ଟରେ ମଜବୁତ୍‌ ସ୍ଥିତିରେ ଭାରତ

ବିଶାଖାପାଟଣାରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଆଜି ଥିଲା ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଯଶ୍ୱସୀ ଜୟସ୍ୱାଲ ଦମଦାର ଦ୍ୱିଶତକ ହାସଲ କରି ଭାରତକୁ ଭ୍ରମଣକାରୀ ଦଳ ବିପକ୍ଷରେ ଏକ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲେ।

England
ଇଂଲଣ୍ଡକୁ ଡବଲ ଝଟକା, ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ କ୍ୱାଲିଫାଏ କରିପାରିବନି ଇଂଲଣ୍ଡ !

୨୦୨୫ରେ ପୁଣି ଫେରୁଛି ଆଇସିସି ଚାମ୍ପିଅନ୍ସ ଟ୍ରଫି। ଏହାକୁ ଆୟୋଜିତ କରିବାର ଅଧିକାର ମିଳିଛି ପାକିସ୍ତାନକୁ। ତେବେ ଏହି ଚାମ୍ପିଅନ୍ସ ଟ୍ରଫି କ୍ୱାଲିଫାଏକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି।

Afghanistan Win
ବିଶ୍ୱକପ୍‌ରେ ବଡ଼ ବିପର୍ଯ୍ୟୟ, ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇଲା ଆଫଗାନିସ୍ତାନ

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ସାମ୍ନାରେ ୨୮୫ ରନ୍‌ର ଟାର୍ଗେଟ ରଖିଥିଲା ଆଫଗାନିସ୍ତାନ। ତେବେ ଏହି ଟାର୍ଗେଟକୁ ପୂରଣ କରିପାରିନଥିଲା ଇଂଲଣ୍ଡ। ମାତ୍ର ୨୧୫ ରନ୍‌ କରି ଅଲଆଉଟ ହୋଇଥିଲା ଡିଫେଣ୍ଡିଂ ଚମ୍ପିଆନ୍ ଇଂଲଣ୍ଡ।

England
ଭାରତ ଆସିବେ ସୁନକ, ଦେଖିବେ ବିଶ୍ବକପ ମ୍ୟାଚ

ଭାରତ-ଇଂଲଣ୍ତ ମ୍ୟାଚ ଦେଖିବେ ଇଂଲଣ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ । ଆସନ୍ତା 29 ରେ ଲକ୍ଷ୍ନୌରେ ଖେଳାଯିବ ଭାରତ ଓ ଇଂଲଣ୍ତ ମଧ୍ୟରେ ବିଶ୍ବକପ ମ୍ୟାଚ ।

Eng vs Nz
୪ ବର୍ଷ ପରେ ପ୍ରତିଶୋଧ ନେଲା ନ୍ୟୁଜିଲାଣ୍ଡ, କନୱେ ଓ ରବୀନ୍ଦ୍ରଙ୍କ ବ୍ୟାଟିଂରେ ଧରାଶାୟୀ ଇଂଲଣ୍ଡ

ଆଜି ପ୍ରଥମ ମ୍ୟାଚ୍‌ରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ। ପ୍ରଥମ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୨୮୨ ରନ୍ କରିଥିଲା। ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍‌ ୭୭ ରନ୍‌ କରିଥିବାବେଳେ ଅଧିନାୟକ ଜୋଶ୍ ବଟଲର ୪୩ ରନ୍ କରିଥିଲେ।

England Drought
ଇଂଲଣ୍ଡରେ ବଡ଼ ମରୁଡ଼ି ! ଫ୍ରାନ୍ସରେ ଜୁଆଡ଼େ ଦେଖିବ ଖାଲି ନିଆଁ

ଏ ବର୍ଷ ମାତ୍ର ୩୫ ପ୍ରତିଶତ ବର୍ଷା ହୋଇଛି ଇଂଲଣ୍ଡରେ । ପୂର୍ବାଞ୍ଚଳ, ଦକ୍ଷିଣାଞ୍ଚଳ, କେନ୍ଦ୍ରାଞ୍ଚଳକୁ ମରୁଡ଼ି ଘୋଷଣା  ।

BOLBAM
ଇଂଲଣ୍ଡରେ ବି କାଉଡ଼ିଆଙ୍କ ବୋଲବମ୍‌ ଯାତ୍ରା

ଭକ୍ତମାନେ ଯେଉଁ ସ୍ଥାନରୁ ଜଳ ଉଠାଇଥିଲେ ତାହାର ନାମ ହେଉଛି ରୋମାନ୍ ବାଥ୍ । ଏହା ଏକ ଉଷ୍ମ ପ୍ରସ୍ରବଣ ।

MonkeyPox
କରୋନା ବେଳେ ଆଉ ଏକ ଆତଙ୍କ 'ମଙ୍କିପକ୍ସ' !

୪ ବ୍ୟକ୍ତିଙ୍କ ଉପରେ ଅଧିକ ତଦନ୍ତ ଚାଲିଥିବା ନେଇ UKHSA କହିଛି।

China
ବିଶ୍ୱର ଧନୀ ରାଷ୍ଟ୍ର ତାଲିକାରେ ଆମେରିକାକୁ ବାଦ୍‌ ଦେଇ ଶୀର୍ଷରେ ଚୀନ୍‌

ରିପୋର୍ଟରେ କୁହାଯାଇଛି ଯେ ଧନୀ ତାଲିକାର ପ୍ରଥମ ସ୍ଥାନରେ ଥିବା ଚାଇନା ଓ ଦ୍ୱିତୀୟ ସ୍ଥାନରେ ଥିବା ଆମେରିକାରର ମୋଟ ସମ୍ପତ୍ତିର ଗୋଟିଏ ବଡ଼ ଅଂଶ କେବଳ କିଛି ଧନୀ ଲୋକଙ୍କ ମଧ୍ୟରେ ସୀମିତ ରହିଛି ।

T20 World Cup | New Zealand, England To Lock Horns In First Semi Final Today
ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ବନାମ୍ ନ୍ୟୁଜିଲାଣ୍ଡ

ଟି-୨୦ ବିଶ୍ୱକପ୍ର ଆଜି ପ୍ରଥମ ସେମିଫାଇନାଲ୍..ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ..

Online Baby
ମହିଳା ଜନ୍ମ ଦେଲେ ‘ଅନ୍‌ଲାଇନ୍ ଶିଶୁ’

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ବିଚିତ୍ର ଖବର ଭାଇରାଲ ହୋଇଥାଏ। ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଆଜିକାଲି ଏପରି ଏକ ଅଜବ ଖବର ସାମ୍ନାକୁ ଆସିଛି ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଖବରଟି ଜଣେ ମହିଳାଙ୍କ ସହ ଜଡିତ, ଯିଏ ତାଙ୍କର ଏକ 'ଅନ୍‌ଲାଇନ୍ ଶିଶୁ' କୁ ଜନ୍ମ ଦେଇଛନ୍ତି। ଏହି ମହିଳା ଅନଲାଇନ୍ ସହଯୋଗରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।

Scorched child
ଶସ୍ତା ସାବୁନ ହେଲା କାଳ : ପୋଡିଗଲା ୪ ବର୍ଷର ଶିଶୁ

ଛୋଟ ପିଲାମାନଙ୍କର ଚର୍ମ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ। ଏନେଇ ସେମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବା ଜରୁରୀ। କିନ୍ତୁ ଅନେକ ସମୟରେ ପିତାମାତା ଶସ୍ତା ସ୍ୱାର୍ଥରେ ଉତ୍ପାଦର ଗୁଣ ଉପରେ ଆପୋଷ ବୁଝାମଣା କରିନିଅନ୍ତି, ଯାହା ବେଳେବେଳେ ପିଲାମାନଙ୍କ ଜୀବନ ପ୍ରତି ବିପଦ ଆଣିଥାଏ। ଇଂଲଣ୍ଡରୁ ଏଭଳି ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି। ଜଣେ ୪ ବର୍ଷର ଶିଶୁକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାର ବର୍ଣ୍ଣ ୱାର୍ଡରେ ଭର୍ତ୍ତି କରାଯାଇଛି।

woman gave birth birth four kids in a year
ବର୍ଷକ ଭିତରେ ୨ ଥର ପ୍ରସବ, ୪ ସନ୍ତାନର ମା’ ହେଲେ ମହିଳା

ଦେଢବର୍ଷ ଧରି କରୋନା ମହାମାରୀ ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ବିପର୍ଯ୍ୟସ୍ତ କରି ଦେଇଛି। ଅନେକ ଦୁଃଖ ଦେଇଛି, ଅନେକ ଯନ୍ତ୍ରଣା ଦେଇଛି। କାହାର ଆର୍ଥିକ ସ୍ଥିତି ଉଜାଡି ଦେଇଛି ତ କାହାର ପରିବାର ଶୂନ୍ୟ କରି ଦେଇଛି। ହେଲେ ଏମିତି କିଛି ଲୋକ ଅଛନ୍ତି, ଯାହାଙ୍କୁ କରୋନା ଅନେକ ଖୁସି ଆଣି ଦେଇଛି।