• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Encounter In Cuttack

Encounter in Cuttack
କଟକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର: ବନ୍ଧୁକ ବିକ୍ରି ଡିଲ୍‌ ପାଇଁ ଆସିଥିଲା, ଫାୟାରିଂ କଲା ପୋଲିସ୍‌...

କଟକରେ ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଓରଫ ଦୀପକ ନାୟକକୁ ପୋଲିସର ଏନ୍‌କାଉଣ୍ଟର କରିଛି। ଶଙ୍କରର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ SCBରେ ଭର୍ତ୍ତି କରାଯାଇଛି। 

Dreaded Criminal Rakesh Das Nabbed After Police Encounter In Cuttack
ରାକା ନିକଟରୁ ଗୋଟେ ବନ୍ଧୁକ ୩ ଟି ଗୁଳି ଜବତ

ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ୍ ରାକେଶ ଦାସକୁ କାବୁ କରିଛି ପୋଲିସ୍। ଧରିବାକୁ ଉଦ୍ୟମ ବେଳେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା ରାକା..

encounter in ctc
ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କଟକ: କଟକରେ ପୁଣି ଏନ୍‌କାଉଣ୍ଟର।  ଗତକାଲି ସନ୍ଧ୍ୟାରେ ଚୌଦ୍ୱାର ଅଞ୍ଚଳରେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଅଶୋକ ବେହେରା ଓରଫ୍ ଟୁଟୁନି ଆହତ ହୋଇଛି। ଟୁଟୁନିର ଗୋଡ଼ରେ ଗୁଳି ବାଜିଛି। ତାକୁ SCB ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଟୁଟୁନି ଠାରୁ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ।  ଅବଦୁର ରେହମାନ୍‌ର ଭାଇକୁ ଗୁଳିମାଡ଼ ଘଟଣାରେ ଟୁଟୁନିର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ଗତ ୩୬ ଘଣ୍ଟା ଭିତରେ କଟକରେ ତୃତୀୟ ଏନ୍‌କାଉଣ୍ଟର କରିଛି କମିଶନରେଟ୍ ପୋଲିସ। […]

tito
ଅାତଙ୍କବାଦୀ ଅବଦୁର ରେହମାନ ଭାଇକୁ ଗୁଳିମାଡ଼ ଘଟଣାରେ ୮ ଗିରଫ

କଟକ  : କଟକ ଜଗତପୁରର ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନର ଭାଇ ସେକ୍ ତାହିରକୁ ଗୁଳିମାଡ଼ ଘଟଣାରେ ୮ ଜଣ ଗିରଫ। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଟିଟୋ ଗ୍ୟାଙ୍ଗର ସଦସ୍ୟ ବୋଲି ସୂଚନା ମିଳିଛି। ଟେଣ୍ଡର ଫିକ୍ସିଂ ନେଇ ଗତ ୨୯ରେ ଜଗତପୁରରେ ତାହିରକୁ ଗୁଳିମାଡ଼ ହୋଇଥିଲା। ଗତକାଲି କଟକ ଚାଉଳିଆଗଞ୍ଜରେ ପୋଲିସ୍‌ର ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଥିଲେ। ସେମାନେ ହେଲେ କାଲା ବାବୁ ଓ ଅଲେଖ ରାଉତରାୟ। ଉଭୟଙ୍କୁ ଜେରାବେଳେ ସେମାନେ […]

ctc
ଏନ୍‌କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କଟକ: କଟକରେ ପୁଣି ଏନ୍‌କାଉଣ୍ଟର। ଚାଉଳିଆଗଞ୍ଜରେ କମିଶନରେଟ୍ ପୋଲିସ୍‌ର ଏନ୍‌କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ କାଲା ବାବୁ ଓ ଅଲେଖ ରାଉତରାୟ। ଉଭୟେ ଟିଟୋ ଗ୍ୟାଙ୍ଗର ସଦସ୍ୟ ବୋଲି ସୂଚନା ମିଳିଛି।  ନିକଟରେ ସନ୍ଦିଗ୍ଧ ଆତଙ୍କବାଦୀ ରେହମାନର ଭାଇ ତାହିରଙ୍କୁ ଗୁଳି ଘଟଣାରେ ଉଭୟେ ସଂପୃକ୍ତ ଥିବା ପୋଲିସ୍ କହିଛି। କାଲା ବାବୁ ଓ ଅଲେଖ ଚାଉଳିଆଗଞ୍ଜ ଅଞ୍ଚଳରେ ଥିବା ନେଇ ନିର୍ଦ୍ଦିଷ୍ଟ ସୂଚନା ପାଇ ପୋଲିସ୍‌ର ଏକ ଟିମ୍ […]

encounter in cuttack
ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଆହତ

କଟକ: କଟକରେ ପୁଣି ଏନକାଉଣ୍ଟର। ସଦରଥାନା  ଅଞ୍ଚଳରେ କମିଶନରରେଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଏହି  ଏନକାଉଣ୍ଟର କରିଛି।  ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଧାକର  ପାତ୍ର ଓରଫ ଲିପୁ ଓ ମନୋଜ କୁମାର ମହାରଣା ଓରଫ ମଂଗୁ  ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କ ଗୋଡରେ ବାଜିଛି ଗୁଳି। ସୂଚନା ଅନୁସାରେ, ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧି ମଂଗୁ ଓ ଲିପୁଠାରୁ ୨ଟି ବନ୍ଧୁକ ସହ ୧୫ଟି ଗୁଳି  ଜବତ ହୋଇଛି। ପୂର୍ବରୁ […]