• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Elephant Death In Odisha

Elephant Death
ବାର୍‌ହା ଶିକାର ପାଇଁ ତାର ବିଛା ଯାଇଥିଲା, ହେଲେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଗଲା ହାତୀ

ବାର୍‌ହା ଶିକାର ପାଇଁ ୧୧ କେଭି ତାର ବିଛାଇଥିଲେ ଶିକାରୀ। ଏହା ସଂସ୍ପର୍ଶରେ ଆସି ପ୍ରାଣ ହାରିଲା ହାତୀ।

Death Of Two Female Elephants in Keonjhar
କରେଣ୍ଟ ନେଲା ହାତୀ ଜୀବନ: ନିଲମ୍ବିତ ହେଲେ ଫରେଷ୍ଟର, ଗାର୍ଡ

KVK ଫାର୍ମ ଭିତରେ ବିଦ୍ୟୁତ୍‌ ତାର ଲାଗି ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ। 

Elephant death
ହାରିଗଲା ହାତୀ ! କାଳ ହେଲା କି ପାଣି ଭିତରେ ଚିକିତ୍ସା ?

ପାଣି ଭିତରୁ ତାକୁ ପୂର୍ବରୁ କଢ଼ାଗଲାନି କାହିଁକି ? ଠିକ୍ ଚିକିତ୍ସା କରାଯାଇଥିଲା ତ ?

Elephants Death
ରାଜ୍ୟରେ ଅନବରତ ବଢି ଚାଲିଛି ହାତୀ ମୃତ୍ୟୁ ସଂଖ୍ୟା; ଚାଞ୍ଚଲ୍ୟକର ତଥ୍ୟ ଦେଲେ ପିସିସିଏଫ୍

କେବେ ଶିକାରୀ ଗୁଳି ତ ଆଉ କେବେ ଟ୍ରେନ୍ ଇଂଜିନ ନେଉଛି ହାତୀଙ୍କ ଜୀବନ । ଏଭଳି ବିଭିନ୍ନ କାରଣକୁ ନେଇ ଆମ ରାଜ୍ୟର ହାତୀ ଏବେ ସଙ୍କଟରେ । ରାଜ୍ୟରେ ହାତୀ ମୃତ୍ୟୁ କିଏ ଦେବ ଏମାନଙ୍କୁ ସୁରକ୍ଷା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Elephants Killed
ଗତ ୫ ବର୍ଷରେ ଓଡ଼ିଶାରେ ୪୦୬ ହାତୀଙ୍କ ମୃତ୍ୟୁ

ରାଜ୍ୟରେ ଗତ ୫ ବର୍ଷରେ ୪୦୬ ହାତୀଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ କେବଳ ଦୁର୍ଘଟଣାରେ ୧୬୨ଟି ହାତୀ ପ୍ରାଣ ହରାଇଛନ୍ତି।