• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Electric Vehicles

Electric vehicles
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ମିଳିବ ଇଭି ଆଡଭାନ୍ସ

ଗ୍ରୁପ୍-ଏ ବା ବି’ କର୍ମଚାରୀଙ୍କୁ ଇଲେକ୍ଟ୍ରି କାର୍ ପାଇଁ ଆଡଭାନ୍ସ ମିଳିବ । ସେହିପରି ଗ୍ରୁପ୍ ସି’ ଓ ଡି’ କର୍ମଚାରୀଙ୍କୁ ଦୁଇ ଚକିଆ ଯାନ କିଣିବାକୁ ଅଗ୍ରୀମ ଟଙ୍କା ଦେବେ ସରକାର ।

Odisha Makes 100% Exemption On Taxes For Electric Vehicles
ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ପ୍ରୋତ୍ସାହନ

ଇଲେକଟ୍ରିକ ଗାଡି କିଣିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ସରକାର ଆପଣାଇଛନ୍ତି ଏକ ନୂଆ ପଦକ୍ଷେପ । ଇଲେକଟ୍ରିକ ଯାନ ଉପରେ ଶତ ପ୍ରତିଶତ ଟିକସ ଓ ପଂଜୀକରଣ ଫି ଛାଡ କରିଛନ୍ତି ରାଜ୍ୟ ସରକାର । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ...

100% Exemption On Taxes For Electric Vehicles
ଇଲେକ୍ଟ୍ରିକ୍ ଗାଡ଼ି ଉପରେ ଶତ ପ୍ରତିଶତ ଟିକସ ଛାଡ୍‌ କଲେ ଓଡ଼ିଶା ସରକାର

ଇଲେକ୍ଟ୍ରିକ୍ ଗାଡ଼ି ଉପରେ ଶତ ପ୍ରତିଶତ ଟିକସ ଓ ପଞ୍ଜୀକରଣ ଫି’ ଛାଡ୍‌ କରିଛନ୍ତି ରାଜ୍ୟ ସରକାର।  ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। 

electronic car
ବଡ଼ ରିହାତି, ଇ-କାର୍ ଓ ଇ-ସାଇକେଲ୍ କିଣିଲେ ମିଳିବ ସବସିଡି !

ପେଟ୍ରୋଲ ଓ ଡିଜେଲ ଦର ବଢିବା ପରେ ଇ-ଯାନ ଆଡକୁ ଆକର୍ଷିତ ହେଉଛନ୍ତି ଲୋକେ। ତେବେ ଦାମ ଅଧିକ ହୋଇଥିବାରୁ କିଛି ଲୋକ ଏହା କିଣିବାକୁ ପଛଘୁଞ୍ଚା ଦେଉଛନ୍ତି। ଏସବୁ ସମସ୍ୟାକୁ ଦେଖି ସରକାର ଏମିତି ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଇଲେକ୍ଟ୍ରିକ୍ ଯାନ କିଣିଲେ ସବସିଡି ମିଳିବ ବୋଲି ସରକାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

subsidy on purchase of Electric Vehicles
ରାଜ୍ୟ ସରକାରଙ୍କ ଘୋଷଣା: ଇ-ଯାନ କିଣିଲେ ମିଳିବ ରିହାତି

ବ୍ୟାଟେରୀ ଗାଡ଼ି କିଣିଲେ ମିଳିବ ରିହାତି। ଇ- ଯାନ ଉପରେ ରାଜ୍ୟ ସରକାର ରିହାତି ଘୋଷଣା କରିଛନ୍ତି। ଦୁଇ ଚକିଆ ଯାନ କିଣିଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। ୩ ଚକିଆ ଯାନ କିଣିଲେ ୧୦ ହଜାର ଏବଂ  ୪ ଚକିଆରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ।

electric-vehicles
ଏଣିକି ସରକାରୀ ବାବୁମାନେ ଇ-ଯାନ ଚଢିବାକୁ ବାଧ୍ୟ, ଅଗଷ୍ଟ ଶେଷ ସୁଦ୍ଧା ଲକ୍ଷ୍ୟ ପୂରଣ ପାଇଁ ଧାର୍ଯ୍ୟ ହୋଇଛି ସମୟ

ଦିଲ୍ଲୀ ପରିବହନ ବିଭାଗର ରିପୋର୍ଟ ଅନୁସାରେ, ୨୦୨୧ ବୈଦ୍ୟୁତିକ ନୀତି କାର୍ଯ୍ୟକାରୀ ହେବା ପରେ ଏ ପର୍ଯ୍ୟନ୍ତ ପାଖାପାଖି ୧୪ ହଜାର ୫୦୦ ଇଲେକ୍ଟ୍ରିକ୍‌ ଗାଡ଼ି ପଞ୍ଜୀକୃତ ହୋଇଛି। ଏହାସହ ରାସ୍ତାରେ କେମିତି ସଠିକ୍‌ ଭାବରେ ଗାଡ଼ି ଗୁଡ଼ିକ ଚାର୍ଜ ହୋଇପାରିବ ସେନେଇ ଦିଲ୍ଲୀ ସରକାର ଅନେକ ଯୋଜନା କରୁଥିବା ନେଇ ସୂଚନା ମିଳିଛି। ଚଳିତ ଡିସେମ୍ବର ସୁଦ୍ଧା ଦିଲ୍ଲୀର ବିଭିନ୍ନ ବିଲଡିଂ କମ୍ପ୍ଲେକ୍ସରେ ୧୦ ହଜାରରୁ ଅଧିକ ବୈଦ୍ୟୁତିକ ଯାନ ଚାର୍ଜର ସ୍ଥାନ ସ୍ଥାପନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।