• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Electric Vehicle

EV Charging Tips
EV Charging Tips: ଇଲେକ୍ଟ୍ରିକ୍‌ ଗାଡ଼ିକୁ କେମିତି କରିବେ ଚାର୍ଜ ? ଆପଣଙ୍କ ପାଇଁ କିଛି ଜାଣିବା କଥା...

How to charge your EV: ଆପଣଙ୍କର ଇଲେକ୍ଟ୍ରିକ୍‌ ଗାଡ଼ି ଅଛି କି ? ତେବେ କେମିତି କରିବେ ଇଲେକ୍ଟ୍ରିକ୍‌ ଗାଡ଼ିକୁ ଚାର୍ଜିଂ ? ଜାଣନ୍ତୁ କ’ଣ କରିବେ ଓ କ’ଣ କରିବେ ନାହିଁ... 

Electric Vehicle
E-ଭେଇକିଲ ପାଇଁ ନୋ ଟେନ୍‌ସନ୍‌; କରିବାକୁ ପଡ଼ିବନି ଚାର୍ଜ, ଆପେ ଆପେ ଚାଲିବ ଗାଡ଼ି !

ମାର୍କେଟ୍‌ରେ E-ଭେଇକିଲର ଚାର୍ଜିଂ ପଏଣ୍ଟର କୌଣସି ସୁବିଧା ନଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଏହି କାରଣରୁ E-ଭେଇକିଲ୍‌ ଉପରୁ ଲୋକମାନେ ମୁହଁ ଫେରାଇ ନେଉଛନ୍ତି ।

Electric Vehicle Explosion
ଇଲେକ୍ଟ୍ରି ବାଇକ ଚାର୍ଜିଂ ବେଳେ ବିସ୍ଫୋରଣ; ଜଳିଗଲା ୯୦ ବାଇକ ଓ ୩ ଦୋକାନ

ଆନ୍ଧ୍ର ଶ୍ରୀକାକୁଲମ କାଶୀବୁଗା ସହରରେ ଘଟିଛି ଅଘଟଣ । ଚାର୍ଜିଂ ବେଳେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିବା ଜଣାପଡ଼ିଛି । ପାଖରେ ଥିବା ଦୋକାନ ବାଡିକୁ ବି ବ୍ୟାପିଲା ନିଆଁ । ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ ।

How to extend your electric scooter's range? Follow these steps
ଆପଣାନ୍ତୁ ଏହି ଉପାୟ, ବଢ଼ିବ ଆପଣଙ୍କ ଇ-ସ୍କୁଟର ମାଇଲେଜ୍

ଜାଣନ୍ତୁ କେମିତି ବଢ଼ିବ ଇ-ସ୍କୁଟର ମାଇଲେଜ ?

Car Covers 1,000 Km In Single Charge
କାର୍ କଲା ବିଶ୍ୱ ରେକର୍ଡ! ଥରେ ଚାର୍ଜ ହେଲେ ଯିବ ୧୦୦୦କିମି

ଭେଇକିଲ୍ ପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର। ଖୁବ୍ ଶୀଘ୍ର ଏଭଳି ଏକ ଇଲେକ୍ଟ୍ରିକ୍ କାର୍ ବଜାରକୁ ଆସୁଛି ଯାହାର ରେଞ୍ଜ୍‌ ଖୁବ୍ ଜବରଦସ୍ତ ହେବ। ଏହା ଥରେ ଚାର୍ଜ ହେଲେ ୧୦୦୦କିମି ପର୍ଯ୍ୟନ୍ତ ଚାଲିପାରିବ। ଆସନ୍ତୁ ଜାଣିବା ଏହି କାର୍ ବିଷୟରେ।

Road Bumps Could Power Electric Vehicles
ଖାଲଢିପ ରାସ୍ତା ବୈଦ୍ୟୁତିକ କାର୍‌କୁ ଚାର୍ଜ କରିବ !

ଖାଲଢିପ ରାସ୍ତା ବି ଖରାପ ନୁହେଁ! ଏହା ବୈଦ୍ୟୁତିକ କାର୍‌କୁ ସାହାଯ୍ୟ କରିବ। ବିଏମଡବ୍ଲୁରୁ ଏକ ନୂଆ ପେଟେଣ୍ଟରୁ ଜଣାପଡିଛି ଯେ କାର୍‌ଗୁଡିକ ଶକ୍ତି ଉତ୍ପାଦନ ପାଇଁ କମ୍ପାନୀ ଖରାପ ସଡକକୁ ବ୍ୟବହାର କରିବ।

Lightyear 0 electric vehicle charges while driving
ଆସୁଛି ବୈଦ୍ୟୁତିକ କାର୍; ଡ୍ରାଇଭିଂ ବେଳେ ରିଚାର୍ଜ ହେବ

ଯଦି ଆପଣଙ୍କୁ କୁହାଯାଏ କୌଣସି କାର୍ ଚାଲିବା ସମୟରେ ହିଁ ଚାର୍ଜ ହେଉଛି ତାହା ଆପଣଙ୍କୁ ଅବିଶ୍ୱାସ ଲାଗିପାରେ। ଏହାକୁ କିନ୍ତୁ ଆଗାମୀ ଦିନରେ ସତ ହେବାକୁ ଯାଉଛି। ଆସନ୍ତୁ ପୂରା ଖବର ଜାଣିନେବା।

EV
୧୦ ମିନିଟ୍‌ରେ ଚାର୍ଜ ହୋଇଯିବ ଇଭି ବ୍ୟାଟେରୀ

ପେନ୍‌ ଷ୍ଟେଟ୍‌ର ଗବେଷକମାନେ ଏପରି ନୂଆ ଟେକ୍ନୋଲୋଜି ତିଆରି କରିଛନ୍ତି

EV Scooter Fires
ଏଣିକି ଇ-ସ୍କୁଟରରେ ନିଆଁ ଲାଗିଲେ ମୋଟା ଅଙ୍କର ଜରିମାନା ଦେବ କମ୍ପାନୀ

ଯଦି କୌଣସି ଇ-ସ୍କୁଟରରେ ତ୍ରୁଟି ପରିଲକ୍ଷିତ ହୁଏ, ତା’ହେଲେ ସମ୍ପୃକ୍ତ ଇ-ଯାନ କମ୍ପାନୀ ଠାରୁ ମୋଟା ଅଙ୍କର ଫାଇନ୍‌ ଆଦାୟ କରିବା ପାଇଁ ସରକାର ଯୋଜନା କରୁଥିବା ଜଣାପଡ଼ିଛି।

vechile
ପାଞ୍ଚ ସିଟ୍ ବିଶିଷ୍ଟ ଜିପ୍ ତିଆରି କଲେ ଇଞ୍ଜିନିୟରିଂ ଛାତ୍ର ! ମାତ୍ର ୩୦ ଟଙ୍କାରେ ଚାଲିବ ୧୮୫ କିମି

ପ୍ରତିଦିନ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ଏବଂ ପରିବେଶ ପ୍ରଦୂଷଣ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ କିଛି ନୂଆ ଉଦ୍ଭାବନ କରିବାକୁ ପ୍ରେରଣା ଦେଇଛି । ମଧ୍ୟପ୍ରଦେଶର ସାଗର ନିବାସୀ ହିମାଂଶୁ ଭୋଇ ପଟେଲ ଏକ ଇ-ଜିପ୍ ତିଆରି କରିଛନ୍ତି ।

E-Vehicle
ଇ-ଯାନ ପ୍ରତି ଲୋକଙ୍କ ବଢ଼ୁଛି ଆଗ୍ରହ, ବର୍ଷକ ଭିତରେ ୪ ଗୁଣା ଚାହିଦା ବୃଦ୍ଧି

ଇ-ଯାନ ଆଡକୁ ଢଳୁଛନ୍ତି କି ମହଙ୍ଗା ତେଲରେ ଆକ୍ତାମାକ୍ତା ଜନତା ? ଗତ ବର୍ଷ ତୁଳନାରେ ରାଜ୍ୟରେ ବିକ୍ରି ହେଲାଣି ୪ ଗୁଣା ଅଧିକ ଇ-ଯାନI ନୂଆ ଗାଡ଼ି କିଣାରେ ସବସିଡି ପ୍ରଦାନ ନେଇ ଅର୍ଥ ଓ ପରିବହନ ବିଭାଗ ଆଲୋଚନା ।

E-Vehicle
ବଢ଼ୁଛି ଇଲେକ୍‌ଟ୍ରିକ୍‌ ଯାନର ଚାହିଦା, ଲୋକଙ୍କୁ ଗାଡ଼ି କିଣାରେ ସବ୍‌ସିଡି ଦେବାକୁ ସରକାରଙ୍କ ଯୋଜନା

ତେଲର ମହଙ୍ଗା ମାଡ଼ରେ ପେଟ୍ରୋଲ-ଡିଜେଲ୍‌କୁ ମୁହଁ ମୋଡ଼ିଲେଣି ଲୋକେ । ଏବେ ଇଲେକ୍‌ଟ୍ରିକ୍ ଯାନ ମୁହାଁ ଜନତା । କେବଳ ସେଇଥି ପାଇଁ ଚଳିତ ବର୍ଷ ରାଜ୍ୟରେ ବ୍ୟାଟେରୀ ଚାଳିତ ଇଲେକ୍‌ଟ୍ରିକ୍ ଯାନ ପଞ୍ଜୀକରଣ ଗତବର୍ଷ ତୁଳନାରେ ୪ ଗୁଣା ଟପିଗଲାଣି ।

E-Vehicle
ରାଜ୍ୟରେ ଇ-ଭେଇକିଲ୍‌ ନୀତି ୨୦୨୧କୁ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ରାଜ୍ୟରେ ଇ-ଭେଇକିଲ୍‌ ନୀତି ୨୦୨୧କୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ସପ୍ତାହରେ ରାଜ୍ୟ ଇ-ଭେଇକିଲ୍‌ ନୀତିକୁ ରାଜ୍ୟ ସରକାର କ୍ୟାବିନେଟରେ ମଞ୍ଜୁରୀ ଦେଇଥିଲେ।