• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Egg Hurled

Egg Hurled
ଅଘୋଷିତ ବିଦ୍ୟୁତ୍‌କାଟକୁ ବିରୋଧ କରି ଅଫିସକୁ ଅଣ୍ଡାମାଡ଼

ବିଦ୍ୟୁତ ବିଭାଗ ଅଫିସ ଉପରକୁ କଲେ ଅଣ୍ଡା ଓ ଟମାଟ ମାଡ଼ । ଆସନ୍ତା ୨୭ରେ ସବୁ ଜିଲ୍ଲାରେ ବିଦ୍ୟୁତ୍ ଅଫିସ୍ ଘେରିବ କଂଗ୍ରେସ ।

Egg Attack
ପୁଣି ୩ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼, ଜାଣନ୍ତୁ କିଏ କାହାକୁ ମାରିଛି ଅଣ୍ଡା ?

ବଲାଙ୍ଗୀର ଜିଲ୍ଲାର ନାରାୟଣଟିକ୍ରା ଠାରେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରିଛନ୍ତି କଂଗ୍ରେସ କର୍ମୀ ।

Attacking Politics
ରାଜ୍ୟରେ ବଢୁଛି କି ଆକ୍ରମଣାତ୍ମକ ରାଜନୀତି ?

ରାଜ୍ୟରେ ବଢୁଛି କି ଆକ୍ରମଣାତ୍ମକ ରାଜନୀତି ? ପଂଚାୟତ ଭୋଟ୍ ପୂର୍ବରୁ ଆଗ୍ରେସିଭ୍ ମୁଡରେ ବିରୋଧୀ। ମମିତା-ଚାଷୀ-ବେକାରୀ ପ୍ରସଙ୍ଗରେ ତୀବ୍ର ହେବ ଆନ୍ଦୋଳନ ।

BJD MLA Soumya Ranjan Patnaik
‘ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି ବିରୋଧରେ କହି ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା’

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିମ୍ବା ବିଜେଡି ବିରୋଧରେ କହି, ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା ବୋଲି ବିଧାୟକ ସୌମ୍ୟ ରଞ୍ଜନ ଯୁକ୍ତି ବାଢିଛନ୍ତି। ଅଣ୍ଡା ମାଡ଼ ନକରି ସେହି ଅଣ୍ଡାକୁ ଗରିବ ପିଲାଙ୍କୁ ବାଣ୍ଟିଥିଲେ, ଅନେକ ଗରିବ ପିଲା ଉପକୃତ ହୁଅନ୍ତେ ବୋଲି ସେ କହିଛନ୍ତି।

Egg Hurled at CM
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତକୁ ବିରୋଧ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ବେଳେ ମେଡିକାଲ ଛକରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଅଣ୍ଡା ମାଡ଼ ହୋଇଛି।

Eggs Hurled At CM Naveen’s Carcade
ଆଗରୁ ଛକି ଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ଅଣ୍ଡା ମାଡ଼ କଲେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତକୁ ବିରୋଧ। ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ନିକଟକୁ ଧସେଇ ପଶି ୨ ଜଣ ଯୁବକ ଅଣ୍ଡା ମାଡ଼ କରିଛନ୍ତି।

Egg Hurled on minister at puri
ପୁରୀରେ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ପୁରୀ ମାଳତୀପାଟପୁର ନିକଟରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଛନ୍ତି ବିରୋଧୀ.. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିଲେ ମନ୍ତ୍ରୀ ଆରୁଖ..

Eggs hurled at minister Bikram Keshari Arukh’s vehicle
ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଥିବା ସୂଚନା ମିଳିଛି।  

ବିରୋଧୀଙ୍କ ଅସ୍ତ୍ର ଅଣ୍ଡା
ପ୍ରତିବାଦର ଶାଣିତ ଅସ୍ତ୍ର ପାଲଟିଛି କି ଅଣ୍ଡା ମାଡ଼ ?

ମମିତା ହତ୍ୟା ମାମଲା ଆରମ୍ଭ ଦିନରୁ ବିରୋଧୀଙ୍କ ପ୍ରତିବାଦର ଅସ୍ତ୍ର ପାଲଟିଛି ଅଣ୍ଡାମାଡ଼ ଦାବି ପୂରଣ ହେଉନଥିବାରୁ କେତେବେଳେ ମନ୍ତ୍ରୀ ତ କେତେବେଳେ ଶାସକ ଦଳ ନେତାଙ୍କୁ କଳାପ଼ତାକା ପ୍ରଦର୍ଶନ ସହ ଟମାଟୋ ଓ ଅଣ୍ଡାମାଡ଼ କରୁଛନ୍ତି ଉଭୟ ବିଜେପି-କଂଗ୍ରେସ୍।

Egg Attacks
ଶାସକ ଦଳ ନେତା ଓ ମନ୍ତ୍ରୀଙ୍କୁ ଘନ ଘନ ଅଣ୍ଡା ମାଡ଼ କରୁଛନ୍ତି ବିରୋଧୀ

ଶାସକ ଦଳ ନେତା ଓ ମନ୍ତ୍ରୀଙ୍କୁ ଘନ ଘନ ଅଣ୍ଡା ମାଡ଼ କରୁଛନ୍ତି ବିରୋଧୀ

Egg Hurled At Snehangini Churia And Jagannath Sarka
ବିଧାୟକ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡିକୁ ଅଣ୍ଡା ମାଡଛୁରିଆଙ୍କ ଗାଡିକୁ ଅଣ୍ଡା ମାଡ

ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡିକୁ ଅଣ୍ଡା ମାଡ । ବିଜେପୁର ଯିବାବେଳେ ତାଙ୍କ ଗାଡିକୁ ଅଣ୍ଡାମାଡ ହୋଇଛି । ବରଗଡ ଏକାମ୍ର ଛକରେ କଂଗ୍ରେସ ପକ୍ଷରୁ ଏହି ଅଣ୍ଡା ମାଡ ହୋଇଛି ।

Snehangini Chhuria
ସରକାରୀ ଦଳର ନେତାଙ୍କୁ ତ୍ରାହି ନାହିଁ, ଯିଏ ହାବୁଡ଼େ ପଡ଼ିଲା ତାଙ୍କୁ ଅଣ୍ଡା ମାଡ଼ କଲେ ବିରୋଧୀ

ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟା ମାମଲାକୁ ନେଇ ନିଆଁ ଜଳୁଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ନାକେଦମ୍‌ କଲେଣି ।

Akash dasnayak
ଯୁଆଡ଼େ ଗଲେ ସିଆଡ଼େ ବିରୋଧ, ଆକାଶ ଦାଶନାୟକଙ୍କୁ ବିଜେପି ଦେଖାଇଲା କଳାପତାକା

ବିଜେଡି ନେତା ଯୁଆଡ଼େ ଯାଉଛନ୍ତି ସିଆଡ଼େ ବିରୋଧୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି । କେଉଁଠି କଳାପତାକା ଦେଖାଇ ତାଙ୍କୁ ପ୍ରତିବାଦ କରାଯାଉଛି ତ, ଆଉ କେଉଁଠି ଅଣ୍ଡାମାଡ଼ କରି ପ୍ରତିବାଦ କରାଯାଉଛି ।

Eggs Hurled Minister Tusharkanti Behera’s Vehicle
ମନ୍ତ୍ରୀ ତୁଷାରକାନ୍ତିଙ୍କ ଗାଡ଼ିକୁ ଅଣ୍ଡାମାଡ଼

ମମିତା ମେହେର ହତ୍ୟା ମାମଲାକୁ ନେଇ ଶାସକ ବିଜେଡି ଦଳର ନେତାମାନଙ୍କୁ ପ୍ରବଳ ବିରୋଧ କରାଯାଉଛି। ବିଭିନ୍ନ ସ୍ଥାନରେ କଂଗ୍ରେସ ଓ ବିଜେପି କର୍ମୀ ଶାସକ ଦଳର ନେତାଙ୍କୁ ପ୍ରବଳ ବିରୋଧ କରି ଅଣ୍ଡାମାଡ଼ ସହ କଳା ପତାକା ପ୍ରଦର୍ଶନର ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି। 

Cuttack
ତେଜୁଛି ଆନ୍ଦୋଳନ; ହଟହଟା ହେଉଛନ୍ତି ବିଜେଡି ନେତା-ମନ୍ତ୍ରୀ, ଯୁଆଡ଼େ ଗଲେ ସିଆଡ଼େ ବିରୋଧ !

କଟକ ସିଏମ୍‌ସି ଅଫିସ ଆଗରେ ଦଳ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ନାରାବାଜି କରିଛି । ପରେ ତିନି ଜଣଙ୍କ କୁଶପୁତ୍ତଳିକା ଦାହ କରିଥିଲେ ବିଜେପି କର୍ମୀ ।

Tukuni Sahu Face Egg Hurled By Bjp, & Congress
ବିରୋଧୀଙ୍କଠାରୁ ଆଣ୍ଡା ମାଡ଼ ଖାଇଲେ ଟୁକୁନି ସାହୁ

ପୁଣି ହଟହଟା ହେଲେ ଟୁକୁନି ସାହୁ । ବିରୋଧୀଙ୍କଠାରୁ ଖାଇଲେ ଆଣ୍ଡା ମାଡ଼ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଯୋଗୁଁ ପୁଣିଥର ତାଙ୍କୁ ହଟହଟା ହେବାକୁ ପଡ଼ିଛି ।

Tukuni Sahu
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରୁଥିଲେ ମନ୍ତ୍ରୀ ଟୁକୁନି ସାହୁ, ହେଲେ ବାଟରେ ଜଗି ବସିଥିଲେ ବିରୋଧୀ !

ମମିତା ହତ୍ୟା ଘଟଣା ପ୍ରତିବାଦରେ ବିରୋଧୀ ବିଜେପି ଓ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଏହି ଅଣ୍ଡାମାଡ଼ କରାଯାଇଛି । ଏହି ସମୟରେ କଳାହାଣ୍ଡିରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରୁଥିଲେ ମନ୍ତ୍ରୀ ଟୁକୁନି ସାହୁ ।