• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ecmo Treatment

ECMO Treatment In SCB
ECMO ସପୋର୍ଟରେ ବିରଳ ଅପରେସନ୍; ଶ୍ୱାସନଳୀରୁ ବାହାରିଲା ଟ୍ୟୁମର

କଟକ ଏସସିବି ମେଡିକାଲରେ ପ୍ରଥମ ଥର ପାଇଁ ଇକମୋ ମେସିନ ସପୋର୍ଟରେ ଅପରେସନ କରାଯାଇଛି।

Abhishek Mohapatra
ଆଜି ସମ୍ପନ୍ନ ହେବ ଅଭିଷେକଙ୍କ ଶେଷକୃତ୍ୟ, କରୋନା ସହ ଲଢେଇ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ

ପ୍ରାୟ ୩ ମାସ ଧରି ଇକ୍‌ମୋ ଚିକିତ୍ସା ସତ୍ତ୍ୱେ ଜୀବନ ଯୁଦ୍ଧରେ ହାରି ଯାଇଥିବା ଅଭିଷେକ ମହାପାତ୍ରଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହେବ। ଗାଁରେ ଅଭିଷେକଙ୍କ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିଲା।

Odisha’s Abhisek Mohapatra Undergoing ECMO Treatment In Kolkata Succumbs
୩ ମାସ ଇକ୍‌ମୋ ଚିକିତ୍ସା ସତ୍ତ୍ୱେ ଅଭିଷେକଙ୍କ ପରଲୋକ

୩ ମାସ ଇକ୍‌ମୋ ଚିକିତ୍ସା ସତ୍ତ୍ୱେ ଅଭିଷେକଙ୍କ ପରଲୋକ । ଜୁନ ୯ରେ କୋଲକାତାକୁ ଏୟାର ଲିଫ୍ଟ କରାଯାଇଥିଲା ।

abhishek mohapatra
କରୋନା ସହ ଲଢେଇ କରି ଶେଷରେ ହାରିଗଲେ ଅଭିଷେକ ମହାପାତ୍ର

କରୋନା ସହ ଲଢେଇ କରି ଶେଷରେ ହାରିଲେ ଅଭିଷେକ ମହାପାତ୍ର।   ଇକ୍‌ମୋ  ଚିକିତ୍ସାଧୀନ ଥିବା  ଅଭିଷେକ ମହାପାତ୍ରଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ଦେଲେ ଅଭିଷେକଙ୍କ ମାମୁ ପୁଅ ଭାଇ ରୋଶନ ମହାନ୍ତି। କରୋନା ଆକ୍ରାନ୍ତ ହେବା ପରେ  ମାସାଧିକ କାଳ କୋଲକାତାରେ ଚିକିତ୍ସାଧୀନ ଥିଲେ ଅଭିଷେକ।

ECMO Treatment In SCB Medical
SCB ଇକ୍‌ମୋ ୟୁନିଟରେ ଭର୍ତ୍ତି ହେଲେ ଆଉ ଜଣେ ରୋଗୀ

କଟକ SCB ମେଡିକାଲ୍‌ରେ ଇକ୍‌ମୋ ଚିକିତ୍ସା ଆରମ୍ଭ ହେବା ପରେ ଆଉ ଜଣେ ରୋଗୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଗତକାଲି ରାତିରେ ବଲାଙ୍ଗିର ଅଞ୍ଚଳର ଜଣେ ମହିଳାଙ୍କ ଇକ୍‌ମୋ ଚିକିତ୍ସା ଆରମ୍ଭ ହୋଇଛି।