• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Eci

General Election 2024
ଇତିହାସରେ ପ୍ରଥମ, ଟଙ୍କା-ମଦରେ ଭାସିବ ନିର୍ବାଚନ! ଜବତ ହେଲାଣି ୪, ୬୫୮ କୋଟିର ଉପହାର

ଏଥର ଦେଶରେ ୭ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେଉଛି । ମୂଳରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇନି, ଏଣେ ସାରା ଦେଶରୁ ଜବତ ହେଲାଣି ୪ ହଜାର ୬୫୮ କୋଟି ମୂଲ୍ୟର ବିଭିନ୍ନ ଉପହାର ସାମଗ୍ରୀ । ଯାହାକି ୭୫ବର୍ଷର ଲୋକସଭା ନିର୍ବାଚନ ଇତିହାସରେ ସର୍ବାଧିକ ।

SBI
ପୁଣି SBIକୁ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌, ଇଲେକ୍ଟୋରାଲ ବଣ୍ଡର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ନୋଟିସ

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏ ଉପରେ ଶୁଣାଣି କରିଥିଲେ।

Electoral Bond
କେଉଁ କଂପାନୀ ନିର୍ବାଚନୀ ବଣ୍ଡ ଜରିଆରେ ଦେଇଛି ସବୁଠୁ ଅଧିକ ଅର୍ଥ ?

ଗତ ମଙ୍ଗଳବାର ଏହି ତଥ୍ୟ SBI ଦାଖଲ କରିବା ପରେ, ଏହାକୁ ୧୫ ତାରିଖ ସୁଦ୍ଧା ସାର୍ବଜନୀନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହାକୁ ଯେମିତି ମିଳିଥିଲା ସେମିତି ପ୍ରକାଶ କରାଯାଇଛି ବୋଲି ଦର୍ଶାଇଛି ECI । 

Election Commission
ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ କେମିତି ଚାଲିଛି ପ୍ରସ୍ତୁତି ?

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିବେ ଆୟୋଗର ଏହି ସ୍ପେଶାଲ ଟିମ୍।

Election Guidelines
ପ୍ରଚାର କଟକଣା ସାମାନ୍ୟ କୋହଳ କଲେ ଭାରତୀୟ ନିର୍ବାଚନ କମିଶନ

ଆସନ୍ତା ୧୪ ତାରିଖରେ ଉତ୍ତରାଖଣ୍ଡର ୭୦ ଆସନରେ ଏବଂ ଗୋଆର ୪୦ଟି ଆସନରେ ଭୋଟ୍ ଗ୍ରହଣ ହେବ।

Odisha Panchayat Polls
କଟକଣା ଅବଧି ବଢାଇଲେ କେନ୍ଦ୍ର ନିର୍ବାଚନ କମିଶନର

କଟକଣା ଜାନୁଆରୀ ୨୨ ଅର୍ଥାତ୍ ପର୍ଯ୍ୟନ୍ତ ରହିଥିବା ବେଳେ କାଲିଠୁ ପୁଣି ଆଉ ସପ୍ତାହେ ବଢ଼ାଯାଇଛି । ବିଧାନସଭା ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟ ସମେତ ବର୍ତ୍ତମାନ ସମୟରେ ଚାଲୁଥିବା ଅନ୍ୟ ସମସ୍ତ ପ୍ରକାର ନିର୍ବାଚନ ପ୍ରକ୍ରିୟା ପାଇଁ ଏହା ପ୍ରଜୁଯ୍ୟ ହେବ ବୋଲି କୁହାଯାଇଛି । ନିର୍ବାଚନ ପ୍ରଚାର ପାଇଁ ସମସ୍ତ ପ୍ରକାର ରାଲି ଓ ରୋଡ୍ ଶୋ ଉପରେ କଟକଣାକୁ ପୁଣି ସପ୍ତାହେ ବଢ଼ାଇଛନ୍ତି ଇସିଆଇ ।

Election
ଘୋଷଣା ହେଲା ୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ

୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ECI କହିଲେ- ୫ ରାଜ୍ୟର ୬୯୦ଟି ଆସନ ପାଇଁ ହେବ ନିର୍ବାଚନ, ୫ ରାଜ୍ୟର ୧୮ କୋଟି ୩୪ ଲକ୍ଷ ମତଦାତା ମତଦାନ କରିବେ, ସୁରକ୍ଷିତ ନିର୍ବାଚନ କରାଇବା ଆମର ମୁଖ୍ୟ ଲକ୍ଷ୍ୟ