• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Earthquake

Earth Quake
ତାଇୱାନ୍‌ରେ ପୁଣି ଭୂକମ୍ପ ଝଟକା, ଭାଙ୍ଗିଲା ଦୁଇଟି ବଡ଼ ବଡ଼ କୋଠା

ଆଜି ସକାଳେ ତାଇୱାନର ରାଜଧାନୀରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରହିଛି । ୯ମିନିଟରେ ପ୍ରାୟ ୫ଥରରୁ ଅଧିକ ଝଟକା ଅନୁଭୂତ ହୋଇଛି । ତେବେ ପାଣିପାଗ ବିଭଗର ତଥ୍ୟ ଅନୁଯାୟୀ, ସବୁଠାରୁ ଶକ୍ତିଶାଳୀ କମ୍ପନ ପୂର୍ବ ହୁଆଲିଏନରେ ଅନୁଭୂତ ହୋଇଛି ।

Earthquake in Indonesia
ଭୂକମ୍ପରେ ଥରିଲା ଇଣ୍ତୋନେସିଆ; ରିକ୍ଟର ସ୍କେଲ୍‌ରେ ତିବ୍ରତା ୬.୬

ଭୂକମ୍ପ ନେଇ କୌଣସି ସଂକେତ ମିଳିନଥିଲା। ଭୂକମ୍ପର ଆଖପାଖ ଅଞ୍ଚଳର ଲୋକେ ଏନେଇ ବେଶ୍‌ ପ୍ରଭାବିତ ହୋଇଛନ୍ତି।

Earth Quake
ବିରଳ...ଷ୍ଟାଚ୍ୟୁ ଅଫ୍ ଲିବର୍ଟିକୁ ଛୁଇଁଲା ବଜ୍ରପାତ, ଭୂକମ୍ପ କାଟିଲା ୨୪୦ ବର୍ଷର ରେକର୍ଡ

ଦୁଇ ଦିନ ମଧ୍ୟରେ ନ୍ୟୁୟର୍କ ସିଟିରେ ଦୁଇଟି ବିରଳ ପ୍ରାକୃତିକ ଘଟଣା ଘଟିଯାଇଛି । ଗତ ଏପ୍ରିଲ୍ ୪, ୨୦୨୪ ରେ ଏକ ଭୟଙ୍କର ବଜ୍ରପାତ ହୋଇଥିଲା । ବଜ୍ରପାତଟି ନ୍ୟୁୟର୍କରେ ଥିବା ଷ୍ଟାଚ୍ୟୁ ଅଫ୍ ଲିବର୍ଟିକୁ ଛୁଇଁଥିଲା ।

Himachal Pradesh
ହିମାଚଳ ପ୍ରଦେଶରେ ଭୂକଂପ ଝଟକା, ଚମ୍ବାରୁ ମନାଲୀ ଯାଏଁ ଥରିଲା ମାଟି

୧୨୦ ବର୍ଷ ତଳେ କାଲିର ଦିନରେ ଏପ୍ରିଲ ୪ରେ କାଙ୍ଗ୍ରାରେ ପ୍ରଳୟ ରଚିଥିଲା ଭୟଙ୍କର ଭୂମିକଂପ। ଏଥିରେ ୨୦ ହଜାର ଲୋକଙ୍କ ଜୀବନ ଯାଇଥିଲା।

Taiwan Earthquake
୭.୫ ତୀବ୍ରତାର ଭୂମିକମ୍ପରେ ଥରିଲା ତାଇୱାନ

୨୫ ବର୍ଷରେ ଦେଶର ସବୁଠୁ ବଡ଼ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ।

Earthquake
ଭୂକଂପରେ ଥରିଲା ତାଇୱାନ

ତାଇବାନରେ ଅନୁଭୂତ ଭୂକଂପର କେନ୍ଦ୍ରସ୍ଥଳ ଥିଲା ହୁଆଲିଆନ ସହରର ଦକ୍ଷିଣ ପଟୁ ୧୮ କିଲୋମିଟର ଦୂରରେ । ଏହା ପୂର୍ବରୁ ୧୯୯୯ ସେପ୍ଟେମ୍ବର ମାସରେ ତାଇୱାନରେ ହୋଇଥିବା ଭୂକଂପର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୭.୬ । ସେତେବେଳେ ୨ ହଜାର ୪ ଶହ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ହଜାର ବିଲଡିଂ ଭୁଶୁଡି ପଡିଥିଲା ।

Earthquake
ଭୂକମ୍ପରେ ଥରିଲା ତାଇୱାନ; ୭ ମୃତ, ୭୩୦ ଆହତ...ସୁନାମୀ ସତର୍କତା ଜାରି

ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୭.୪ରହିଛି।ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚିନ୍ତା ବଢିଯାଇଛି। ସରକାର ତ୍ୱରିତ ପଦକ୍ଷେପ ନେଇଛନ୍ତି। ସୁନାମୀ ସତର୍କତା ଜାରି କରିଛି ଜାପାନ।

Earth Quake
ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ, ୪ଘଣ୍ଟାରେ ୩ଥର କମ୍ପନ ଅନୁଭୂତ

ଭୂକମ୍ପ ଝଟକାରେ ଥରିଲା ଅରୁଣାଚଳପ୍ରଦେଶ । ରାତି ପ୍ରାୟ ଗୋଟାଏ ପରଠାରୁ ଭୋର୍ ୫ଟା ମଧ୍ୟରେ ମଧ୍ୟମ ଧରଣର ଭୂକମ୍ପ ହୋଇଛି। ଏହାର କେନ୍ଦ୍ରସ୍ଥଳ ପଶ୍ଚିମ ଓ ପୂର୍ବ କାମେଙ୍ଗ ବୋଲି ଜଣାପଡିଛି।

Earthquake
ଗୁଜରାଟରେ ଭୂକମ୍ପ ଝଟକା; ରିକ୍ଟର ସ୍କେଲରେ ତୀବ୍ରତା ୪.୦

ଭୂକମ୍ପର କେନ୍ଦ୍ରସ୍ଥଳ ଭଚାଉ ଠାରୁ ଉତ୍ତର-ଉତ୍ତର-ପୂର୍ବରେ ୨୧ କିଲୋମିଟର ଦୂରରେ ଥିଲା ।

Earthquake in delhi
ଦିଲ୍ଲୀ-NCRରେ ଭୂକମ୍ପ ଝଟ୍‌କା, ଭୟରେ ଘରୁ ବାହାରି ଆସିଲେ ଲୋକ

ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଦକ୍ଷିଣ ଚୀନ୍‌ର ଜିନଜିଆଙ୍ଗ। ରାତି ପ୍ରାୟ ୧୧ଟା ୩୯ରେ ଏହି ଭୂକମ୍ପ ଅନୁଭୂତ ହୋଇଛି ।

Earthquake
ଦିଲ୍ଲୀ-NCRରେ ଭୂକମ୍ପ ଝଟକା

ଆଫଗାନିସ୍ତାନର ହିନ୍ଦୁକୁଶ କ୍ଷେତ୍ରରେ ହୋଇଥିବା ଭୂକମ୍ପ କାରଣରୁ ଦିଲ୍ଲୀ-ଏନ୍‌ସିଆରରେ ତୀବ୍ର ଝଟକା ଅନୁଭବ ହୋଇଛି।

Earthquake of magnitude 6.7 strikes Indonesia's Talaud Islands
ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା; ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୭

ତଲାଉଡ୍‌ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ରିପୋର୍ଟ କରିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୭ ରହିଛି ।

Japan earth quake
ଭୂମିକମ୍ପ ପରେ ହୃଦୟବିଦାରକ ଦୃଶ୍ୟ, ଭାଙ୍ଗି ଯାଇଛି ଘର .. ରାସ୍ତା

ପ୍ରଳୟଙ୍କରୀ ଭୂମିକମ୍ପ ପରେ ଜାପାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ହୁ ହୁ ହୋଇ ମାଡ଼ି ଆସିଛି ସମୁଦ୍ର । ବଡ଼ ବଡ଼ କୋଠା, ରାସ୍ତା, କାର୍ -ସବୁ ଯାନବାହାନକୁ ଭସାଇ ନେଇଛି ।

Earth Quake
ଭୂମିକଂପରେ ୬ ଜଣଙ୍କ ମୃତ୍ୟୁ, ସୁନାମୀ ନେଇ ସତର୍କ ସୂଚନା

ଜାପାନ ଭୂମିକଂପରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ କୋଠା ଭୁଶୁଡ଼ିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।

Tsunami In Japan
ଶକ୍ତିଶାଳୀ ଭୂକମ୍ପ ପରେ ଜାପାନରେ ସୁନାମି, ମାଡ଼ି ଆସିଲା ଉଚ୍ଚ ଜୁଆର

ଭୂକମ୍ପ ପରେ ଜାପାନ ସହରକୁ ପ୍ରାୟ ୧.୨ ମିଟରର ଉଚ୍ଚ ସମୁଦ୍ର ଜୁଆର ମାଡ଼ି ଆସିଛି।

Earthquake in Japan
ଭୂକମ୍ପରେ ଥରିଲା ଜାପାନ; ରିକ୍ଟର ସ୍କେଲରେ ତୀବ୍ରତା ୭.୪ ରେକର୍ଡ, ସୁନାମି ଆଲର୍ଟ

ଭୂକମ୍ପ ପରେ ଜାପାନ ପାଣିପାଗ ବିଭାଗ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ସତର୍କ ସୂଚନା ଜାରି କରିଛି।

China earthquake
ଚୀନରେ ଭୟଙ୍କର ଭୂମିକମ୍ପ : ୧୧୧ ମୃତ, ୨୦୦ରୁ ଅଧିକ ଆହତ...

୬.୨ ତୀବ୍ରତାର ଭୂମିକମ୍ପରେ ଥରିଲା ଚୀନର ଗାଂନସୁ ପ୍ରୋଭିନ୍ସ.. ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ, ଭଗ୍ନାବଶେଷ ତଳେ ଫସିଛନ୍ତି ଶହ ଶହ ଲୋକେ.. ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା..

Earthquake
ଭୂକମ୍ପ ପରେ ଜରୁରୀ ସ୍ଥିତି ଘୋଷଣା, ଆଗ୍ନେୟଗିରି ଉଦ୍‌ଗିରଣ ଆଶଙ୍କା

ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଏଭଳି ଭୂକମ୍ପ ସଂଘଟିତ ହେବ ବୋଲି ଆଇସଲାଣ୍ଡ ପାଣିପାଗ ବିଭାଗ ତରଫରୁ କୁହାଯାଇଛି ।

Delhi Ncr Earthquake
ଭୂକମ୍ପରେ ଦୋହଲିଲା ରାଜଧାନୀ; ନେପାଳରେ ବି ଝଟକା ଅନୁଭୂତ

ଦିଲ୍ଲୀ ଏନ୍‌ସିଆର୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

Nepal earthquake
ମଧ୍ୟରାତ୍ରରେ ପ୍ରକୃତିର ତାଣ୍ଡବ; ନେପାଳରେ ୬.୪ ତୀବ୍ରତାର ଭୂକମ୍ପ, ମୃତ୍ୟୁସଂଖ୍ୟା ଦେଢ଼ଶହ ପାର୍‌

ଶୁକ୍ରବାର ରାତି ପ୍ରାୟ ୧୧ଟା ୩୨ । ସମସ୍ତେ ଖାଇ ପିଇ ନିଶ୍ଚିନ୍ତରେ ଶୋଇଥିବା ବେଳେ ହଠାତ୍ ଯେମିତି ଚେଇଁ ଉଠିଥିଲା ପ୍ରକୃତି । ଥରି ଉଠିଥିଲା ପାହାଡି ଦେଶ ନେପାଳ । ମଧ୍ୟରାତ୍ରରେ ପ୍ରକୃତିର ତାଣ୍ଡବ । ପୁଣି ଭୂକମ୍ପର ଭୟଙ୍କର ଝଟକା । ଏଥର ତୀବ୍ରତା ଥିଲା ୬.୪। ଶକ୍ତିଶାଳୀ, ଧ୍ୱଂସକାରୀ । ସ୍ଥଳଭାଗରୁ ପ୍ରାୟ ୧୦ କିଲୋମିଟର ତଳେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ ।

Earthquake hits Nepal
ନେପାଳରେ ବଡ଼ ଧରଣର ଭୂୂମିକମ୍ପ, ୭୦ରୁ ଅଧିକ ଲୋକ ମୃତ

ଗତକାଲି ରାତି ପ୍ରାୟ ୧୧ଟା ୩୨ରେ ଭୂକଂପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୪ ।

Afghanistan Earthquake
ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ, ୨ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ଗତକାଲି ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା। ଆମେରିକୀୟ ଭୂଗର୍ଭୀୟ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ହେରାତ ସହରଠୁ ୪୦ କିଲୋମିଟର ଉତ୍ତର-ପଶ୍ଚିମରେ ଏହି ଶକ୍ତିଶାଳୀ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା।

Earthquake
ଥରିଲା ଆଫଗାନିସ୍ତାନ, ୩୦ ମିନିଟରେ ୩ ଶକ୍ତିଶାଳୀ ଭୂମିକମ୍ପ

ହେରାତ ସହର ଠାରୁ ୪୦ କିଲୋମିଟର ଦୂର ଉତ୍ତର-ପଶ୍ଚିମ ଦିଗରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଚିହ୍ନଟ ହୋଇଛି

Earthquake
ଭୂକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ, ରିକ୍ଟର ସ୍କେଲରେ ତୀବ୍ରତା ୬.୨

ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ଦଶମିକ ୨ ରହିଥିବା ସୂଚନା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଅନୁସାରେ ଆଜି ୨ଟା ୫୧ ମିନିଟରେ ୪୦ ସେକେଣ୍ଡରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

Google Earthquake
ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କୁ ଏଣିକି ଗୁଗୁଲ କହିବ ଭୁକମ୍ପ କେବେ ?

ଗୁଗୁଲ ଦୁଇ ପ୍ରକାର ଆଲର୍ଟ କରିଥାଏ । ଗୋଟିଏ ହେଲା, ସାବାଧାନ ରୁହ ଓ ଅନ୍ୟଟି ଆକ୍ସନ ନିଅ ।