ବଜାରରେ ମିଳୁଥିବା ସସ୍କୁ ଆପଣ ବେଶ୍ ଉପଭୋଗ କରି ଖାଉଥିବେ । ଲାଲ ରଙ୍ଗର ସସ୍ ଦେଖିବାକୁ ଯେତେ ସୁନ୍ଦର ସ୍ୱାସ୍ଥ୍ୟ ପକ୍ଷେ ସେତେ ଖରାପ । ଏହା ଆମେ କହୁନୁ ବରଂ ଏଭଳି କିଛି ଦୃଶ୍ୟ କଟକର ମାଲଗୋଦାମରେ ଦେଖିବାକୁ ମିଳିଛି । ଏହାର ତିଆରି ପ୍ରଦ୍ଧତି ଓ କାରଖାନାକୁ ଦେଖିଲେ ଏହା ସ୍ପଷ୍ଟ ଭାବେ ଜାଣି ହେବ ଯେ ଏହା ଦେହ ପ୍ରତି କେତେ ହାନିକାରକ ।
ବଣାଇ ଅଞ୍ଚଳରେ ଧରାପଡିଲା ନକଲି ସସ୍ କାରବାର। ପିକଅପ ଭ୍ୟାନରୁ ୬୭୮ ବୋଲିତ ନକଲି ସସ୍ ଜବତ । ଜଣେ ବ୍ୟାକ୍ତିକୁ ଗିରଫ କଲା ବଣାଇ ପୋଲିସ ।