• translate

Tag: Dubai

IAF\'s Suryakiran Team Steal Limelight At Dubai Air Show, Flies Over Burj Khalifa
ଦୁବାଇ ଆକାଶରେ ସୂର୍ଯ୍ୟକିରଣ ଦେଖାଇଲେ କମାଲ

ଦୁବାଇ ଆକାଶରରେ କରିସ୍ମା ଦେଖାଇଲା ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ । ଦେଖନ୍ତୁ ଏହାର ସଂପୂର୍ଣ୍ଣ ଭିଡିଓ..

miss-universe
ଦୁବାଇରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ 'ମିସ୍ ୟୁନିଭର୍ସ ୟୁଏଇ' ପ୍ରତିଯୋଗିତା;ଭାଗ ନେଇପାରିବେ ଭାରତୀୟ ଯୁବତୀ

ପ୍ରଥମ ଥର ପାଇଁ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଅନୁଷ୍ଠାନ କରିବ ଦୁବାଇ । ଏନେଇ ବୁର୍ଜ ଖଲିଫାର ଅରମାନି ରିଷ୍ଟୋରାଣ୍ଟରେ ମିସ୍ ୟୁନିଭର୍ସ ଅର୍ଗାନାଇଜେସନ୍ ଏବଂ ଇଉଜିନ୍ ଇଭେଣ୍ଟ ପକ୍ଷରୁ ଏହାର ଘୋଷଣା କରାଯାଇଛି ।

152nd Gandhi Jayanti | Burj Khalifa Illuminated With Mahatma Gandhi\'s Image
ଦୁବାଇ ବୁର୍ଜ ଖଲିଫାରେ ବାପୁଙ୍କ ସ୍ମୃତି

ଗାନ୍ଧି ଜୟନ୍ତୀ ଅବସରରେ ବିଶ୍ୱର ସବୁଠୁ ଉଚ୍ଚତମ ଟାୱାର ବ୍ରୁଜ ଖଲିଫାରେ ବାପୁଙ୍କ ଆଦର୍ଶ ଓ ଗାଥାର ଲାଇଟ୍ ଶୋ ଅନୁଷ୍ଠିତ ହୋଇଛି।

DRDO Crime
DRDO ଗୁପ୍ତଚର: ଦୁବାଇରୁ ଆସୁଥିଲା ଲକ୍ଷଲକ୍ଷ ଟଙ୍କା

DRDO ତଥ୍ୟ ଲିକ୍ ଘଟଣାର ଆଉ ଏକ ଖୁଲାସା। ଦୁବାଇରୁ ଆସୁଥିଲା ଲକ୍ଷଲକ୍ଷ ଟଙ୍କା। ଅଭିଯୁକ୍ତଙ୍କୁ ଜେରା ବେଳେ ମିଳିଛି ଏହି ଖବର। ୟୁକେ ନମ୍ବରରେ ୫ ଅଭିଯୁକ୍ତଙ୍କ ସହ କଥା ହେଉଥିଲେ ସେହି ମହିଳା । ପରେ ଦୁବାଇରୁ ଆସୁଥିଲା ଟଙ୍କା। ହନିଟ୍ରାପ୍ ମାଧ୍ୟମରେ ମହିଳା ଜଣକ DRDO କର୍ମଚାରୀଙ୍କୁ ଫସାଇଥିଲେ।

Odia Diaspora Celebrate Nuakhai Festivval In Dubai
ଦୁବାଇରେ ନୂଆଁଖାଇ ପାଳିଲେ ଓଡ଼ିଆ

ଦୁବାଇରେ ରହୁଥିବା ଓଡ଼ିଆଙ୍କ ନୂଆଁଖାଇ ପାଳନ। ଏକ ପାର୍କରେ ଏକାଠି ହୋଇ ପାଳିଲେ ନୂଆଁଖାଇ

Ice Cream
ଆଇସ୍‌କ୍ରିମ୍‌ର ଦାମ୍‌ ୬୦ ହଜାର ଟଙ୍କା: ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ...

ସୂଚନା ଅନୁଯାୟୀ, ଦୁବାଇର ସ୍କୁପି କ୍ୟାଫେରେ ବ୍ଲାକ୍ ଡାଇମଣ୍ଡ ନାମରେ ଏକ ଆଇସକ୍ରିମ୍ ପରସା ଯାଏ। ଯାହାର ଦାମ୍‌ ୬୦ ହଜାର ଟଙ୍କା ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାକୁ ଖାଇବାକୁ ଅନେକ ଲୋକ ପୂର୍ବରୁ ଟିକେଟ୍‌ ମଧ୍ୟ ବୁକିଂ କରୁଥିବା ଜଣାଯାଏ

driver
ଲଟେରି ବଦଳେଇଦେଲା ଭାଗ୍ୟ : ଡ୍ରାଇଭରରୁ ପାଲଟିଗଲେ କୋଟିପତି

ନୂଆଦିଲ୍ଲୀ: ବେଳେବେଳେ ମଣିଷ ଯାହା ଭାବି ନଥାଏ, ତାହା ହୋଇଯାଏ। ଏହା ସମସ୍ତଙ୍କୁ ଚକିତ କରେ। ଯାହାକୁ କହନ୍ତି କପାଳ ଲିଖନ। ଏମିତି ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା। ଦୁବାଇରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ନିଜର ଭାଗ୍ୟ ବଳରେ ଡ୍ରାଇଭରରୁ ପାଲଟିଯାଇଛନ୍ତି କୋଟିପତି । ଆପଣ ନିଶ୍ଚୟ ଜାଣିବାକୁ ଇଚ୍ଛା କରୁଥିବେ ଏହା କିପରି ସମ୍ଭବ ହେଲା। ଦୁବାଇରେ ଏକ ଘରୋଇ ସଂସ୍ଥାରେ ଜଣେ ଡ୍ରାଇଭର ଭାବେ କାମ କରନ୍ତି ଜନ୍ ବର୍ଗିସ । […]