• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Drowning Death

Drowning Death
ନଦୀ ପାର୍‌ ବେଳେ ବୁଡ଼ିଗଲା ଡଙ୍ଗା; ଜଣେ ମୃତ, ୪ ନିଖୋଜ

ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନଦୀ ପାର ହୋଇ ଯାଉଥିଲେ। ହେଲେ ନଦୀ ମଝିରେ ବୁଡ଼ିଗଲା ଡଙ୍ଗା । ଆଉ ଚାଲିଗଲା ଜଣଙ୍କ ଜୀବନ। ଅନ୍ୟ ୪ ଜଣ ନିଖୋଜ ଅଛନ୍ତି ।

Drowning Death
କୋଏଲ୍‌ ନଦୀରେ ଗାଧୋଇଲା ବେଳେ ବୁଡ଼ିଗଲେ ୨ ନାବାଳକ; ଜଣେ ମୃତ, ଜଣେ ନିଖୋଜ

ରାଉରକେଲାର କୋଏଲ ନଦୀରେ ବୁଡ଼ି ଜଣେ ନାବାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି।

youth drowns in canal in talcher
ଡଙ୍ଗା ଭସାଇବା ବେଳେ କେନାଲରେ ଭାସିଗଲେ ଯୁବକ

ଡଙ୍ଗା ଭସାଇବା ବେଳେ କେନାଲରେ ଭାସି ଯାଇ ଯୁବକ ମୃତ । ବୋଇତ ବନ୍ଦାଣ ବେଳେ ଏହି ଅଘଟଣ ଘଟିଛି ।

Two sisters drown to death in Kendrapara
ଗୋବରୀ ନଦୀରେ ବୁଡ଼ିଗଲେ ୨ ଭଉଣୀ

ଗୋବରୀ ନଦୀରେ ବୁଡ଼ିଗଲେ ୨ ସମ୍ପର୍କୀୟ ଭଉଣୀ । ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣକ ଏବେ ବି ନିଖୋଜ ଥିବା ସୂଚନା ମିଳିଛି ।

Two minor girls drown in pond
ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ନାବାଳିକା

ଗାଧୋଇବା ସମୟରେ ହିଁ ଉଭୟେ ପାଣିରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

Drown
ଅଙ୍ଗନବାଡ଼ି ଆସି ପୋଖରୀରେ ବୁଡ଼ିଗଲେ ଦୁଇ ଛାତ୍ର

ଅଙ୍ଗନବାଡ଼ି ପାଖରେ ଥିବା ଏକ ପୋଖରୀକୁ କୁନି ପିଲାମାନେ ଆସିଥିଲେ ।

Kuakhai River Tragedy
କୁଆଖାଇରେ ବୁଡ଼ିଗଲେ ୪ ସାଙ୍ଗ, ଭୋଜି କରିବାକୁ ଆସିଥିଲେ...

କୁଆଖାଇ ନଦୀରେ ବୁଡ଼ିଗଲେ ୪ ଛାତ୍ର। କାଲିଠୁ ଖୋଜାଖୋଜି ପରେ ଆଜି ସକାଳୁ ଆଉ ୨ ମୃତଦେହ ଉଦ୍ଧାର ହୋଇଛି।

Drowning Death
କୁଆଖାଇରେ ଗାଧୋଇବା ବେଳେ ଅଘଟଣ; ୨ ମୃତ, ୨ ନିଖୋଜ

ଭୁବନେଶ୍ୱରର ୮ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ୪ ଜଣ ବୁଡିଯାଇଛନ୍ତି ।

minor boy drowns
ନଈକୁ ଯାଇ ଫେରିଲାନି ପୁଅ, ଖାଲି ହୋଇଗଲା ବାପା-ମାଆଙ୍କ କୋଳ

ଏମିତି ଦୁଃଖ ଭଗବାନ କାହାକୁ ନଦିଅନ୍ତୁ । ଘରେ ନ କହି ନଦୀକୁ ଗୋଧୋଇବାକୁ ଯାଇଥିଲା ଏକମାତ୍ର ପୁଅ । ନଈ ଟାଣିନେଲା । ଖାଲି ହୋଇଗଲା ବାପାମାଆଙ୍କ କୋଳ । ଏବେ କାହା ପାଟିରେ ନାହିଁ ଭାଷା ।

Drowning Death
ନିଖୋଜ ଥିଲେ..ସମୁଦ୍ରରୁ ଉଦ୍ଧାର ହେଲା ପ୍ରଜ୍ଞାଙ୍କ ମୃତଦେହ

ନିଖୋଜ ପ୍ରଜ୍ଞାରାଣୀ ତ୍ରିପାଠୀଙ୍କ ମୃତଦେହ ବି ଉଦ୍ଧାର ହୋଇଛି ।

Sangrur
ରେଜଲ୍ଟ ବାହାରିବା ପରେ ପାର୍ଟି କରିବା ପାଇଁ ବାହାରିଥିଲେ, ପାଣିରେ ବୁଡ଼ି ଦୁଇ ଛାତ୍ର ମୃତ

ମାଟ୍ରିକ ପାସ୍‌ କରିବା ପରେ ଗତକାଲି ମଧ୍ୟାହ୍ନ ସମୟରେ ପାର୍ଟି କରିବାକୁ ୮ ଛାତ୍ର ଘରୁ ଟଙ୍କା ଧରି ବାହାରିଥିଲେ, ହେଲେ କିଏ ଜାଣିଥିଲା ସେମାନେ ଆଉ ଫେରିବେନି . . .

Student who scored 86 percent in Matric exam dies after drowning in bhadrak
କାଲି ମାଟ୍ରିକରେ ୮୬% ରଖିଥିଲେ, ଆଜି ଚାଲିଗଲା ଜୀବନ

କାଲି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିଲା ଓ ଏଥିରେ ଛାତ୍ର ଜଣକ ୮୬% ରଖିଥିଲେ। ହେଲେ ଦୁଃଖଦ ଘଟଣା ଆଜି ତାଙ୍କର ଜୀବନ ଚାଲି ଯାଇଛି।

5 Teenagers Drown In Lake In Gujarat
ବଞ୍ଚାଇବାକୁ ଯାଇ ଜଣକ ପରେ ଜଣେ ୫ ଜଣ ପାଣିରେ ବୁଡ଼ିଗଲେ

ପାଣିରେ ବୁଡ଼ି ୫ ନାବାଳକଙ୍କ ମୃତ୍ୟୁ ହୋଇଛି। ହ୍ରଦରେ ଗାଧୋଇବା ବେଳେ ପ୍ରଥମେ ୨ ନାବାଳକ ବୁଡ଼ି ଯାଇଥିଲେ, ସେମାନଙ୍କୁ ବଞ୍ଚାଇବାକୁ ଯାଇ ଆଉ ୩ ଜଣ ବି ବୁଡ଼ି ଯାଇଥିଲେ। 

Drowning Death
Breaking!! ବୁଢ଼ାବଳଙ୍ଗରେ ଗାଧୋଇଲା ବେଳେ ବୁଡ଼ିଗଲେ ୨ ଭାଇ

ଗାଧୋଇବା ବେଳେ ରେମୁଣା ପତୁକାଶାସନ ଗାଁରେ ଏହି ଅଘଟଣ ଘଟିଛି ।

death
ମନ୍ଦିର ଭିତରେ ମୃତ୍ୟୁ : ପାଣି ଟାଙ୍କିରେ ବୁଡ଼ିଯାଇ ୫ ପୂଜାରୀ ମୃତ

କିଏ ଜାଣିଥିଲା ଏହି ପୂଜା ତାଙ୍କ ପାଇଁ ଶେଷ ପୂଜା ହେବ । ପୂଜା କରୁ କରୁ ସବୁଦିନ ପାଇଁ ଉପରକୁ ଚାଲିଗଲେ ୫ ପୂଜାରୀ ।

Two Minor Girl Drowns To Death In Subernapur
କାହିଁକି ଏତେ ନିଷ୍ଠୁର ହେଲେ ଭଗବାନ ! ଚିକିତ୍ସା କରୁ କରୁ ଝିଅକୁ ଚିହ୍ନିଲେ, ହେଲେ ବଞ୍ଚାଇ ପାରିଲେନି...

ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଡାକ୍ତର ଓ ନର୍ସ ଉଭୟ ଶିଶୁ କନ୍ୟାଙ୍କ ଜୀବନ ବଞ୍ଚାଇ ପାରିନଥିଲେ। ଶେଷରେ ଡାକ୍ତର ଶିଶୁ ଦ୍ୱୟଙ୍କୁ ମୃତ ଘୋଷଣା କରିଥିଲେ।

Student Drowning
ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ୩ ଛାତ୍ର ମୃତ, ଜଣେ ଗୁରୁତର

୪ଜଣ ଛାତ୍ର ସାଙ୍ଗହୋଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ବିଧିର ବିଧାନ ଥିଲା ଅଲଗା । ଗାଧୋଇବା ବେଳେ ସମସ୍ତ ୪ ଜଣ ଛାତ୍ର କୌଣସି କାରଣରୁ ବୁଡ଼ିଯାଇଥିଲେ ।

Minor Drowns To Death In A Pond In Balasore
ଦୁଃଖଦ ସଂଯୋଗ: ୧୦ ବର୍ଷ ତଳେ ରାମ ନବମୀରେ ବଡ଼ ଭାଇର ଜୀବନ ଚାଲିଯାଇଥିଲା, ଏଥର ଗଲା ସାନ ଭାଇର ଜୀବନ...

୧୦ ବର୍ଷ ପୂର୍ବେ ମହାନଦୀରେ ବୁଡ଼ି ବଡ଼ ଭାଇର ଯେମିତି ଜୀବନ ଚାଲି ଯାଇଥିଲା, ସେମିତି ଗାଁ ପୋଖରୀରେ ବୁଡ଼ି ୧୨ ବର୍ଷର ସାନ ଭାଇର ଅକାଳ ବିୟୋଗ ହୋଇଛି।

Body Of Minor Boy Recovered From Daya River
ଦୟା ନଦୀରୁ ମିଳିଲା ନାବାଳକର ମୃତଦେହ, କାଲିଠୁ ନିଖୋଜ ଥିଲେ...

ଭୁବନେଶ୍ୱର ଦୟା ନଦୀରେ ଭାସି ନିଖୋଜ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ନିକଟରେ ସେ ଭାସି ଯାଇଥିଲେ।

Jagatsingpur News
ସେଲଫି ହେଲା କାଳ; ନଦୀରେ ବୁଡ଼ିଯାଇ ୩ ଛାତ୍ରଙ୍କ ମୃତ୍ୟୁ

ଘାଟରେ ସେଲଫି ନେବା ବେଳେ କାହ୍ନୁ ବାରିକଙ୍କ ଗୋଡ ଖସି ଯାଇଥିଲା । ତାଙ୍କୁ ଉଦ୍ଧାର କରିବାକୁ ଶୁଭମ୍ ପାତ୍ର ଓ ବବୁଲ ବାରିକ ପାଣି ଭିତରକୁ ଯାଇ ଭାସି ଯାଇଥିଲେ ।

970 people have drowned to death in last 3 years in Odisha
ପାଣିରେ ବୁଡ଼ି ପ୍ରାଣହାନୀ ମାମଲା; ରାଜ୍ୟରେ ୩ ବର୍ଷରେ ୯୭୦ ଜଣଙ୍କ ମୃତ୍ୟୁ

ଗୋଟିଏ କି ଦୁଇଟି ଘଟଣା ନୁହେଁ, ଜଣେ କି ଦୁଇ ଜଣ ନୁହଁନ୍ତି ଗତ ୩ ବର୍ଷରେ ୯୭୦ ଜଣଙ୍କ ହୋଇଛି ସଲୀଳ ସମାଧି । ଏକଥା ଆମେ କହୁନୁ । ଗୃହରେ ଏଭଳି ଉଦବେଗଜନକ ତଥ୍ୟ ରଖିଛନ୍ତି ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।

Four Youths Drowned In River While Taking Bath In Rajasthan
ଇନଷ୍ଟାଗ୍ରାମରେ LIVE କରୁଥିଲେ, ଜଣକ ପରେ ଜଣେ ୪ ଜଣ ବୁଡ଼ିଗଲେ...

ଇନଷ୍ଟାଗ୍ରାମରେ ଲାଇଭ କଲାବେଳେ, ଅଭାବନୀୟ ଘଟଣା। ଜଣକ ପରେ ଜଣେ ପାଣିରେ ବୁଡ଼ି ୪ ଜଣଙ୍କ ଜୀବନ ଚାଲି ଯାଇଛି।

Youth dies just few hours before his marriage in Odisha's Angul
ରୋଷଣୀ ବଦଳରେ ଉଠିଲା କୋକେଇ: ରାତି ପାହିଲେ ବାହା ହୋଇଥାନ୍ତେ, ତା’ପୂର୍ବରୁ ଚାଲିଗଲା ଜୀବନ...

ରାତି ପାହିଲେ ବାହାଘର ହୋଇଥାନ୍ତା। ସବୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ବାହାଘରର ଠିକ୍‌ ପୂର୍ବ ଦିନ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି।

tragic incident
ଦୁଃଖଦ !!! ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ଶିକ୍ଷକ

ଛାତ୍ରଙ୍କୁ ନୂଆ ଜୀବନ ଦେଲେ, ନିଜେ ଜୀବନ ହାରିଦେଲେ । ଛାତ୍ରକୁ ବଞ୍ଚାଇ ଶିକ୍ଷକ ମୃତ ।

Three Minor Boys Drown In Pond In Kendrapara
ପୋଖରୀରେ ବୁଡ଼ି ୩ ଶିଶୁ ମୃତ

ଆଜି ଅପରାହ୍ଣ ୧ଟା ବେଳେ ଗାଁର କିଛି ପିଲା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଦୁର୍ଭାଗ୍ୟବଶତଃ ସେମାନଙ୍କ ମଧ୍ୟରୁ ୩ ଜଣ ଶିଶୁ ପାଣିରେ ବୁଡ଼ି ଯାଇଥିଲେ।