• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Drone

drone camera monitoring the movements of elephants
ହାତୀଙ୍କ ଗତିବିଧି ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା

ରାତି ସମୟରେ ହାତୀ ପଲ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି। ଏହାକୁ ଆଖି ଆଗରେ ରଖି କୋଇଡା ବନାଞ୍ଚଳ ପକ୍ଷରୁ ରାତିରେ ହାତୀର ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନ କ୍ୟାମେରା ବ୍ୟବସ୍ଥା ହୋଇଛି।

Farmer Protest
Farmers Protest: ଡ୍ରୋନ୍‌କୁ ଖସାଇଲା ୧୦ ଟଙ୍କାର ଗୁଡ଼ି, ଭାଇରାଲ ହେଲା ଭିଡିଓ

କିନ୍ତୁ ପୋଲିସ୍‌ର ଏହି ଡ୍ରୋନ୍‌କୁ ଖସାଇବାରେ ସଫଳ ହୋଇଛନ୍ତି କୃଷକ। ଗୁଡ଼ି ସାହାଯ୍ୟରେ ଡ୍ରୋନ୍‌ଗୁଡ଼ିକୁ ଚାଷୀମାନେ ତଳକୁ ଖସାଇବାକୁ ଚେଷ୍ଟା କରିଥିଲେ।

drone footage of Srimandir
ଶ୍ରୀମନ୍ଦିର କଟକଣାକୁ ଫୁ’...ପୁଣି ଉଡିଲା ଡ୍ରୋନ୍...ଭାଇରାଲ ହେଉଛି ଭିଡିଓ...  

ଶ୍ରୀମନ୍ଦିରର ସୁରକ୍ଷାକୁ ଭେଦି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିରର ଡ୍ରୋନ୍ ଭିଜୁଆଲ। ଯାହାକୁ ନେଇ ଅସନ୍ତୁଷ୍ଟ ଭକ୍ତ ଓ ସେବାୟତ। 

Drone
ଶ୍ରୀମନ୍ଦିର କଟକଣାକୁ ଫୁ’… ପୁଣି ଉଡିଲା ଡ୍ରୋନ୍…ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

ଗଳାବାଟେ ଚାଲିଛି ଅନିୟମିତତା। ଶ୍ରୀମନ୍ଦିରର ସୁରକ୍ଷା ବଳୟକୁ ଫୁ’ କରି ପୁଣି ମନ୍ଦିର ଉପରେ ଉଡିଲା ଡ୍ରୋନ। ଯାହାର ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।

Drone Deal
ଭାରତ କିଣିବ ଅତ୍ୟାଧୁନିକ MQ-9B ଆର୍ମଡ୍ ଡ୍ରୋନ୍, ଆକାଶ ମାର୍ଗରୁ ଶତ୍ରୁଙ୍କ ଉପରେ ରହିବ ତୀକ୍ଷ୍ଣ ନଜର

ଏହି ଡ୍ରୋନ୍‌ କିଣିବା ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ଆହୁରି ବୃଦ୍ଧି ପାଇବ। ବିନା ଚାଳକରେ ଆକାଶ ମାର୍ଗରୁ ଶତ୍ରୁଙ୍କ ଉପରେ ରହିବ ତୀକ୍ଷ୍ଣ ନଜର।

Health Service
ସ୍ୱାସ୍ଥ୍ୟସେବାରେ ଯୋଡ଼ିହେଲା ନୂଆ ଫର୍ଦ୍ଦ; ଆକାଶମାର୍ଗରେ ଆସିବ ଜରୁରୀ ଔଷଧ

ଏମ୍ସରୁ କିଭଳି ଏ ଡ୍ରୋନ୍ ପରିଚାଳିତ ହେବ? କେତେ ବେଗରେ ଆଉ କେତେ ଦୂର ଯାଇପାରିବ?

Bhubaneswar AIIMS
AIIMSରେ ଡ୍ରୋନ୍ ସେବା; ଡ୍ରୋନ୍‌ରେ ପଠାଯିବ ରକ୍ତ,ଔଷଧ ଓ ମେଡିକାଲ ଉପକରଣ

AIIMSରୁ ରକ୍ତ ନେଇ ଟାଙ୍ଗି ମେଡିକାଲ ଯାଇ ଫେରିଥିଲା ଡ୍ରୋନ୍ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ।

Drone
ଗୁଳି ଫୁଟିବନି କି ଶବ୍ଦ ହେବନି; ଚୁଟକିରେ ଅଚଳ ହୋଇଯିବ ଶତ୍ରୁପକ୍ଷର ଡ୍ରୋନ୍

ଗୁଳି ଫୁଟିବନି କି ଶବ୍ଦ ସୃଷ୍ଟି ହେବନି, କିନ୍ତୁ ଏହାରି ପ୍ରଭାବରେ ଆକାଶ ମାର୍ଗରୁ ଶତ୍ରୁ ପକ୍ଷ ଡ୍ରୋନକୁ ଅନାୟାସରେ ତଳକୁ ଖସାଇ ଦିଆଯାଇ ପାରିବ ।

Drone spotted over PM Modi residence in delhi
ସକାଳୁ ସକାଳୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘର ଉପରେ ଉଡ଼ିଲା ଡ୍ରୋନ୍‌

ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ଉପରେ ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳିଛି। ଆଜି ଭୋର ୫ଟାରେ ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଡ୍ରୋନ୍‌ ଉଡ଼ୁଥିବା ନଜର ଆସିଥିଲା।

drone
ମାଓବାଦୀଙ୍କ ହାତରେ ଡ୍ରୋନ୍, ସୁରକ୍ଷାକର୍ମୀଙ୍କ ଉପରେ ରଖୁଛନ୍ତି ନଜର

ବସ୍ତର ମାଓ ସଂଗଠନ ପାଖରେ ୧୦ରୁ ଅଧିକ ଡ୍ରୋନ ଥିବା ସୂଚନା

Commissionerate Police
ଏଣିକି ଗଡ଼ବଡ଼ କଲେ ଆଉ ଖସି ପାରିବେନି, ଆକାଶମାର୍ଗରୁ ସନ୍ଦିଗ୍ଧ ବ୍ୟକ୍ତି ଓ ଗାଡ଼ି ଉପରେ ରହିବ ନଜର..

ରାଜଧାନୀ ଭୁବନେଶ୍ୱରକୁ ଜଗିବ ପୋଲିସ୍‌ ଡ୍ରୋନ୍‌। ଏଥର ଆକାଶ ମାର୍ଗରୁ ପାଟ୍ରୋଲିଂ କରିବ କମିଶନରେଟ ପୋଲିସ୍‌। ଡ୍ରୋନ୍‌ ଉଡ଼ାଇ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖିବ ପୋଲିସ୍‌।ରାଜଧାନୀରେ ବୁଲୁଥିବା ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଗାଡ଼ି ଉପରେ ଆକାଶମାର୍ଗରୁ ନଜର ରଖିବାକୁ ଏଭଳି ଡ୍ରୋନ୍‌ ପାଟ୍ରୋଲିଂ ଆରମ୍ଭ କରିବାକୁ ଯାଉଛି କମିଶନରେଟ ପୋଲିସ

drones deliver blood bags
ଡ୍ରୋନ୍ କରିବ ବ୍ଲଡ୍ ଡେଲିଭରି

ଡ୍ରୋନ୍ କରିବ ବ୍ଲଡ୍ ଡେଲିଭରି । ଚିକିତ୍ସା କ୍ଷେତ୍ରରେ ଏହି ଡ୍ରୋନ୍‌ ଟେକ୍ନୋଲୋଜି ସଫଳ ପ୍ରୟୋଗ ହୋଇଛି। ଦିଲ୍ଲୀରେ ପ୍ରଥମ ଥର ପାଇଁ ଡ୍ରୋନ୍‌ ମାଧ୍ୟମରେ ICMR ଏଭଳି ରକ୍ତ ପ୍ରେରଣ ପରୀକ୍ଷଣ କରିଛି।

The crow started flying with the drone
Viral Video: ଉଡୁଥିବା ଡ୍ରୋନ୍ ଉପରେ କାଉର ଆକ୍ରମଣ

ସୋସିଆଲ୍ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଥିରେ ଏକ କାଉ ଡ୍ରୋନ୍ ଉପରେ ଆକ୍ରମଣ କରୁଥିବା ଦେଖାଯାଉଛି। ସେ ଏହାକୁ ଧରି ଉଡୁଛି ମଧ୍ୟ।

Kite Drone Fight
ଶତ୍ରୁ ପକ୍ଷର ଗୁଇନ୍ଦା ଡ୍ରୋନ୍‌କୁ ମାଡ଼ି ବସିବ ଚିଲ

ଚିଲ ଶତ୍ରୁପକ୍ଷର ଡ୍ରୋନ୍‌କୁ ଟାର୍ଗେଟ କରି ଖସାଇବ ।

Drone
ଏଣିକି ଡ୍ରୋନ୍‌ ଜଗିବ ଜଙ୍ଗଲ ! ବନ କର୍ମଚାରୀଙ୍କୁ ବିପଦରୁ କରିବ ଉଦ୍ଧାର

ଡ୍ରୋନ କିପରି ବ୍ୟବହାର କରାଯିବ, ସେଥିରେ କିପରି ଆବଶ୍ୟକ ସାମଗ୍ରୀ ଅନ୍ୟତ୍ର ପଠାଯିବ । ସେନେଇ ତାଲିମ ଦିଆଯାଇଛି ।

Wingman
ଚୀନ୍‌ର ନୂତନ ଆବିଷ୍କାର: ଏୟାର ଶୋ’ରେ ୱିଙ୍ଗମ୍ୟାନ୍ FH-97 ର ଝଲକ୍

ଚୀନ୍‌ର ନୂତନ ଆବିଷ୍କାର। ମଙ୍ଗଳବାର ଚୀନ୍‌ର ଜୁହାଇ ‘ଏୟାର ଶୋ’ ରେ ନିଜର ବାୟୁ ଶକ୍ତିର ପ୍ରଦର୍ଶନ କରିଛି ଚୀନ୍। ମାନବ ବିହୀନ ଡ୍ରୋନ୍ 'ୱିଙ୍ଗମ୍ୟାନ୍’ ର ଝଲକ ଦେଖାଇଛି ଚୀନ୍। ଏହା ଆମେରିକାର କ୍ରାଟୋସ୍ XQ-58A ଡ୍ରୋନ୍‌ ସଦୃଶ ବୋଲି ଚୀନ୍‌ ପକ୍ଷରୁ କୁହାଯାଇଛି।

Drone Seen In Arina Sector
LOCରେ ଉଡୁଛି ଡ୍ରୋନ୍‌, ପୋଲିସର ଖୋଳତାଳ

ଜମ୍ମୁସ୍ଥିତ ଅରିନା ସେକ୍ଟରର ଅନ୍ତରାଷ୍ଟ୍ରୀୟ ସୀମାରେ ଏକ ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଛି । ଆଜି ସକାଳ ପ୍ରାୟ ୫ଟା ୩୦ରେ ଡ୍ରୋନ ପରି ଏକ ଉଡୁଥିବା ଜିନଷକୁ ସୀମାର ସୁରକ୍ଷାକର୍ମୀମାନେ ଦେଖିଥିଲେ । ଅନରିୟା ସେକ୍ଟରରେ ଉଡୁଥିବା ଏହିଅ ଡ୍ରୋନ୍‌ରୁ ଲାଲ ଓ ହଳଦିଆ ରଙ୍ଗର ରଶ୍ମୀ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ଯବାନମାନେ ପ୍ରାୟ ୨୫ ରାଉଣ୍ଡ ଗୁଳି ଚଳାଇଥିଲେ। ତେବେ ଏହି ଗୁଳି ବର୍ଷଣ ପରେ ଡ୍ରୋନଟି ପାକିସ୍ତାନ ଅଭିମୁଖେ ଚାଲିଯାଇଥିଲା ।

drone
ଶ୍ରୀନଗରରେ ବ୍ୟାନ୍ ହେଲା ଡ୍ରୋନ୍ ଉଡ଼ାଣ, ରଖି ପାରିବେନି-କିଣି ପାରିବେନି-ବିକି ପାରିବେନି

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଉଡ଼ନ୍ତା ଆତଙ୍କକୁ ରୋକିବାକୁ କାର୍ଯ୍ୟାନୁଷ୍ଠାନ । ଶ୍ରୀନଗରରେ ବ୍ୟାନ୍ ହେଲା ଡ୍ରୋନ୍ ଉଡ଼ାଣ । କେବଳ ଉଡ଼ାଣ ନୁହେଁ, ଡ୍ରୋନ୍ ରଖିବା, ବିକାକିଣା ଓ ପରିବହନ ଉପରେ ବି ନିଷେଧା ଦେଶ ଲାଗିଛି । ଯେଉଁମାନଙ୍କର…