• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Dowry

Mystery shrouds after half burned body of woman found in Balasore
ଯୌତୁକ ପାଇଁ ବଧୂ ହତ୍ୟା ! ପୋଲିସ ସହ ଧସ୍ତାଧସ୍ତି, ମୃତ ମହିଳାଙ୍କ ଶାଶୁଙ୍କୁ ଘୋଷାଡ଼ିଲେ

ଗତ ରାତିରେ ଅତି ରହସ୍ୟଜନକ ଭାବେ ମିଲିଙ୍କ ଅର୍ଦ୍ଧ ଦଗ୍ଧ ମରଶରୀର ଉଦ୍ଧାର କରାଯାଇଥିବାବେଳେ ଏହା ହତ୍ୟା ନା ଆତ୍ମହତ୍ୟା ?

Teen Talaq
କଳଙ୍କ ! ଯୌତୁକ ପାଇଁ ଗର୍ଭବତୀ ପତ୍ନୀଙ୍କୁ ମାଡ଼ ମାରି ନଷ୍ଟ କଲେ ଛୁଆ

ମହିଳାଙ୍କ ଅଭିଯୋଗ ପାଇବା ପରେ ପୋଲିସ ସ୍ୱାମୀ ନାଁରେ ମାମଲା ରୁଜୁ କରିବା ସହ ଶ୍ୱଶୁର ଘରର ୬ ଜଣଙ୍କ ନାଁରେ ବି ମାମଲା ରୁଜୁ କରିଛି । ତଦନ୍ତ ପରେ ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

Bride Death
ଦେଢଲକ୍ଷ ନେଲେ...କାର ଡିମାଣ୍ଡ କଲେ...ପାଇଲେନି ବୋଲି ମାରିଦେଲେ !

ବାହାଘର ବେଳେ ଦେଢଲକ୍ଷ ଟଙ୍କା ନେଲେ, ଜାନିଯୌତୁକ ବି ନେଲେ । ଏବେ ପୁଣି କାର ମାଗୁଥିଲେ...ଅନେକ ସମୟରେ ମାରପିଟ୍‌ ବି କରୁଥିଲେ । ସଙ୍ଗେ ସଙ୍ଗେ କାର ଦେବା ସମ୍ଭବ ନହେବାରୁ ନବବଧୂକୁ ମାରିଦେଲେ ଶାଶୂଘର ଲୋକେ । ଘର ଲୋକ ପହଞ୍ଚିଲା ବେଳକୁ ସବୁ ସରିଯାଇଥିଲା

Teen Talaq
ଯୌତୁକରେ କାର ଦେଲେନି, ବାହା ମଣ୍ଡପରେ ହିଁ ୩ ତଲାକ୍ ଦେଲା ପୁଅ !

ବାହାଘର ପରେ ଗୌରୀଙ୍କୁ ଧରି ତାଙ୍କ ଶ୍ୱଶୁର ଘର ଲୋକେ ଚାଲି ଯାଇଥିଲେ। କିନ୍ତୁ ଡଲିଙ୍କ ବର ମହମ୍ମଦ ଆସିଫ ଯୌତୁକକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

Dowry
ସାହସୀ ଯୁବତୀ ଦେବକୀ ଦିଗାଲ୍! ଯୌତୁକରେ ବାଇକ୍ ମାଗିବାରୁ ଫେରି ଆସିଲେ ବାପଘର

ସଭା ମଝିରେ ନବବଧୂ ସିଧା ସିଧା ରଖିଲା ଯବାବ । କହିଲା, ଯାହାର ବାଇକରେ ଲୋଭ ତାକୁ ମୋର ବାହାହେବାର ନାହିଁ ।

Dowry Case
ଯୌତୁକରେ ବାଇକ ମାଗିଲା ବର, ଶଙ୍ଖା-ସିନ୍ଦୂର-ଚୁଡ଼ି ଖୋଲି ବାପ ଘରକୁ ଫେରିଗଲା କନ୍ୟା

ଯୌତୁକ ପ୍ରଥାକୁ ବିରୋଧ କରି ଚର୍ଚ୍ଚାରେ ଦୁର୍ଗମ ଇଲାକାର ଝିଅ ଦେବକୀ ଦିଗାଲ ।

Shashi Bhusan Behera
ବଧୂ ନିର୍ଯାତନା ଆରୋପକୁ ବାଏଁ ବାଏଁ ଉଡ଼ାଇଦେଲେ ବିଜେଡି ବିଧାୟକ ଶଶିଭୂଷଣ ବେହେରା

ଅଭିଯୋଗକୁ ଭିତ୍ତିହୀନ ବୋଲି କହିଲେ ବିଜେଡି ବିଧାୟକ ଶଶି , ଖଣ୍ଡେ ବେଡସିଟ୍ ଛଡ଼ା କିଛି ଆଣିନି

Wife of Arkesh Narayan Singhdeo alleges domestic violence
ଅର୍କେଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ ଅଦ୍ରିଜା ସିଂ

ଅଦ୍ରିଜା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂଙ୍କ ନାତୁଣୀ। ଅଦ୍ରିଜା ତାଙ୍କ ପରିବାର ସହ ଏବେ ଉତ୍ତରାଖଣ୍ଡରେ ରହୁଥିବା ବେଳେ ସେଠାରେ ଏକ ଥାନାରେ ଅଭିଯୋଗ କରିଥିଲେ।

dowry
ଅଧିକ ଯୌତୁକର ଅଫର୍‌ ମିଳିଲା, ବିବାହ ଦିନ ବାହାଘର ଭାଙ୍ଗିଦେଲା ବର

ସତରେ କେତେ ହୃଦୟହୀନ ଏ ମଣିଷ । ବିବାହ ଦିନ ହିଁ କନ୍ୟାର ହାତ ଛାଡ଼ିଦେଲା ବର । ପଚାରିବାରୁ କହିଲା . . .

Groom hit with slippers by father for demanding bike in dowry
Viral Video: ଯୌତୁକରେ ବାଇକ୍‌ ମାଗିଲା ପୁଅ, ସମସ୍ତଙ୍କ ସାମ୍ନାରେ ଚପଲରେ ପିଟିଲା ବାପା...

ଭିଡିଓରେ ଦେଖିବାକୁ ମିଳିଛି, ଯୌତୁକ ମାଗିବାରୁ ଜଣେ ବୟସ୍କ ବ୍ୟକ୍ତି ସର୍ବସମ୍ମୁଖରେ ଚପଲରେ ବରକୁ ପିଟୁଛନ୍ତି। ଏହି ସମୟରେ ଆଉ କିଛି ଲୋକ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି।

Dowry
ଯୌତୁକରେ ମିଳିଲାନି BMW : ଏୟାରପୋର୍ଟରେ କନ୍ୟାକୁ ଛାଡ଼ି ଫେରାର୍‌ ମାରିଲା ଡାକ୍ତର ବର

କନ୍ୟାକୁ ଛାଡ଼ି ସୁନାଗହଣା ଥିବା ବ୍ୟାଗ୍‌ ନେଇ ଫେରାର୍‌ ମାରିଲେ ବରପକ୍ଷ । ଏବେ ଥାନାର ଦ୍ୱାରସ୍ଥ ହେଲେ ପୀଡ଼ିତା ।

tragic story
ଯୌତୁକ ଆଣିଲାନି ବୋଲି ବୋହୂକୁ ମାରିଦେଲେ ଶାଶୂଘର ଲୋକ !!

ବାହାଘରକୁ ୬ ମାସ ହୋଇନି...ଯୌତୁକ ପାଇଁଣ ବାରମ୍ବାର ଚାପ ପକାଉଥିଲେ ଶାଶୂଘର ଲୋକ। ବାପଘର ଲୋକ ଯୌତୁକ ଦେବା ପାଇଁ ପ୍ରତିଶ୍ରୁତି ବି ଦେଇଥିଲେ...ହେଲେ ବି ବୋହୂକୁ ଶାଶୂଘର ଲୋକ ମାରିଦେଇଥିବା ନେଇ ଆସିଲା ସାଙ୍ଘାତିକ ଅଭିଯୋଗ

Bride Asks Father to Use Dowry to Build Girls Hostel In Rajasthan
ଯୌତୁକରେ ବାପା ଦେଇଥିଲେ ୭୫ ଲକ୍ଷ, ବ୍ୟାଙ୍କରେ ଟଙ୍କା ନରଖି ହଷ୍ଟେଲ ତିଆରି କରିଦେଲେ ଝିଅ

ଏମିତି ଝିଅଙ୍କୁ ଶହେ ସଲାମ। ଯୌତୁକରେ ବାପା ଦେଇଥିଲେ ୭୫ ଲକ୍ଷ ଟଙ୍କା ଉପହାର। ହେଲେ ଏହାକୁ ଖର୍ଚ୍ଚ ନକରି କି ବ୍ୟାଙ୍କରେ ନରଖି ଝିଅପିଲାଙ୍କ ପାଇଁ ହଷ୍ଟେଲ ତିଆରି କରିଦେଲେ ନବ ବିବାହିତା। ଦେଖନ୍ତୁ ଏ ଭିଡ଼ିଓ...

baripada
ସ୍ତ୍ରୀକୁ ପିଟିପିଟି ମାରିଦେଲା ସଇତାନ ସ୍ୱାମୀ

ବାରିପଦା: ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ। ମୟୂରଭଞ୍ଜ ଉଦଳା କପ୍ତିପଦା ଥାନା ମହୁଲଡିହା ଗାଁରୁ ଆସିଛି ଏଭଳି ଅଭିଯୋଗ। ମୃତକ ହେଲେ ଗୁମୁରୀ ମୁଖାର୍ଜୀ। ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଗୁମୁରୀ ଓ ତାଙ୍କ ସ୍ୱାମୀ ବିଶ୍ୱଜିତ ମୁଖାର୍ଜୀଙ୍କ ସହ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ବିଳମ୍ବିତ ରାତିରେ ଗୁମୁରୀ ଶୋଇଥିବା ବେଳେ ସ୍ୱାମୀ ବିଶ୍ୱଜିତ୍ ଏକ ଲୁହା ରଡରେ ତାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଯୌତୁକ ପାଇଁ ଗୁମୁରୀଙ୍କୁ ହତ୍ୟା କରାଯାଇଥିବା […]