• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Double Murder

SP Press Meet
୧.୪୦ ଲକ୍ଷ ଟଙ୍କାରେ ଭାଇକୁ ମାରିଦେଲେ...ଜମି ପାଇଁ ସାନଭାଇକୁ ହତ୍ୟା କଲା ବଡ଼ଭାଇ-ଭାଉଜ

ନୀଳଗିରି ଥାନା ମିତ୍ରପୁରରୁ ୪ ଦିନ ହେବ ନିଖୋଜ ଥିବା ଭବାନୀ ରାଉତ, ମନୋରଂଜନ ମହାପାତ୍ରଙ୍କ ମୃତ ଦେହ ବ୍ଲୁ ଲେକରୁ ମିଳିଛି । ଭାଇ ଭାଉଜ ହିଁ ଷଡ଼ଯନ୍ତ୍ରକାରୀ ବୋଲି ବାଲେଶ୍ୱର ଏସପି କହିଛନ୍ତି ।

Crime
ସୁପାରୀ କିଲର ଲଗାଇ ମାରିଦେଲେ, ଲେକ୍‌ରେ ଫିଙ୍ଗିଦେଲେ..!

୫ ଦିନ ତଳେ ଭବାନୀ ଓ ମନୋରଞ୍ଜନ ନିଖୋଜ ହୋଇଥିଲେ । ବ୍ଲୁ ଲେକ୍  ନିକଟରେ ରକ୍ତଛିଟା ବାଇକ ସହ ଚପଲ ମିଳିଥିଲା ।

Double murder during festive rocks Koraput
ହତ୍ୟାର ପ୍ରତିଶୋଧ ହତ୍ୟା; କୋରାପୁଟ କୁନ୍ଦୁଲିରେ ଡବଲ୍ ମର୍ଡରକୁ ନେଇ ଚାଞ୍ଚଲ୍ୟ

ହତ୍ୟାରେ, ହତ୍ୟାର ବଦଲା । ମାତ୍ର ଘଣ୍ଟାଏ ଭିତରେ ପ୍ରତିଶୋଧ । ପାର୍ବଣର ପରିବେଶ ଭିତରେ କୋରାପୁଟ ପଟାଙ୍ଗି ବ୍ଲକ୍ କୁନ୍ଦୁଲି ହାଟପଦା ଅଞ୍ଚଳରେ ଡବଲ ମର୍ଡର । ସମୟ ସକାଳ ପ୍ରାୟ ୮ଟା । ସ୍ଥାନୀୟ ଟେମା ଗାଁର ଗୋବର୍ଦ୍ଧନ ପାଣ୍ଡକା, ହାଟପଦା ଅଞ୍ଚଳରେ ବୁଲୁଥିଲେ ।

Double murder during festive rocks Koraput
ହତ୍ୟାର ପ୍ରତିଶୋଧ ହତ୍ୟା; କୋରାପୁଟ କୁନ୍ଦୁଲିରେ ଡବଲ୍ ମର୍ଡରକୁ ନେଇ ଚାଞ୍ଚଲ୍ୟ

ହତ୍ୟାରେ, ହତ୍ୟାର ବଦଲା । ମାତ୍ର ଘଣ୍ଟାଏ ଭିତରେ ପ୍ରତିଶୋଧ । ପାର୍ବଣର ପରିବେଶ ଭିତରେ କୋରାପୁଟ ପଟାଙ୍ଗି ବ୍ଲକ୍ କୁନ୍ଦୁଲି ହାଟପଦା ଅଞ୍ଚଳରେ ଡବଲ ମର୍ଡର । ସମୟ ସକାଳ ପ୍ରାୟ ୮ଟା । ସ୍ଥାନୀୟ ଟେମା ଗାଁର ଗୋବର୍ଦ୍ଧନ ପାଣ୍ଡକା, ହାଟପଦା ଅଞ୍ଚଳରେ ବୁଲୁଥିଲେ ।

Husband Wife Death
ସ୍ୱାମୀ ପରେ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଅଡ଼ବା ଥାନା ଘୋଡ଼ାପଙ୍କା ଗାଁରେ ଡବଲ୍ ମର୍ଡର । ସ୍ୱାମୀ ପରେ ସ୍ତ୍ରୀକୁ ବି ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ ।

double murder
ରାତିରେ ନାତିକୁ ଆସିଲା ସ୍ୱପ୍ନ, ସୂର୍ଯ୍ୟ ଉଇଁବା ମାତ୍ରେ ଅଜାଆଈକୁ କଲା ହତ୍ୟା

ଅନ୍ଧବିଶ୍ୱାସ ପାଇଁ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା । ନାତିର ମୁଣ୍ଡରେ ଭୁତ ସବାର ହେଲା. .ଠେଙ୍ଗାରେ

double murder
କିଲର୍‌ ବୋହୂ : ଶାଶୂଶ୍ୱଶୁରଙ୍କ ହତ୍ୟା ପରେ ବାହୁନି କାନ୍ଦୁଥିଲା, ହେଲେ ନିଜେ ଥିଲା ମାଷ୍ଟରମାଇଣ୍ଡ୍

ଶାଶୂଶ୍ୱଶୁରଙ୍କ ହତ୍ୟାର ମାଷ୍ଟରମାଇଣ୍ଡ୍ ଥିଲା ବୋହୂ । ପ୍ରେମିକ ସହ ମିଶି ଜୀବନ ନେଇଗଲା । ଆଗକୁ ଟାର୍ଗେଟରେ ଥିଲା ବିଚରା ସ୍ୱାମୀ ।

double murder
ଏପରି ମା’କୁ ଧିକ୍‌ ! ଅବୈଧ ପ୍ରେମ ପାଇଁ ଦୁଇ ପିଲାଙ୍କୁ ମାରି ନାଳରେ ଫିଙ୍ଗିଦେଲା

ନିଜର ଦୁଇ ପିଲା ଅନୈତିକ ସମ୍ପର୍କରେ କଣ୍ଟା ସାଜିଲେ । ପ୍ରେମିକ ସହ ମିଶି ଦୁଇ ଜଣକୁ ହତ୍ୟା କଲା ମା’ ।

Woman, Daughter-In-Law Murdered At Delhi Home
ଘରେ କେହି ନଥିବାବେଳେ ଶାଶୁ, ବୋହୂକୁ ହତ୍ୟା; ଟଙ୍କା ଓ ସୁନା ଗାଏବ

ଘରେ କେହି ନଥିବାବେଳେ ଶାଶୁ, ବୋହୂକୁ ହତ୍ୟା। ପୋଲିସ୍‌ ସୂଚନା ଅନୁସାରେ, ଘରୁ ଟଙ୍କା ଓ ସୁନା ଅଳଙ୍କାର ଗାଏବ ହୋଇଯାଇଛି।

Double Murder In Koraput
ଚଇତି ପରବ ବେଳେ ଗଡ଼ିଲା ମୁଣ୍ଡ, ସାମାନ୍ୟ ବଚସାକୁ ନେଇ ଡବଲ୍‌ ମର୍ଡର

ଚଇତି ପରବ ପାଳନ ବେଳେ ଗଡ଼ିଲା ମୁଣ୍ଡ। ସାମାନ୍ୟ ବଚସାକୁ ନେଇ ୨ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। 

Murder
ଜମିବାଡ଼ିକୁ କେନ୍ଦ୍ର କରି ଡବଲ ମର୍ଡର, ବାପା-ପୁଅ ମୃତ

ପାରିବାରିକ କଳହରୁ ରୁହୁନିଆ ଗାଁର ଦେବ ସିନ୍ଧିରିଆ ତାଙ୍କ ପୁଅ ରତନ ସିନ୍ଧିରିଆ ଓ ବୋହୁ ସୁକାନ୍ତି ସିନ୍ଧିରିଆଙ୍କୁ ଆକ୍ରମଣ କରିଥିଲେ ଅମିଲ ସିନ୍ଧିରିଆ ଓ କମିଲ ସିନ୍ଧିରିଆ ।

Bhubaneswar Double Murder
ସ୍ତ୍ରୀ-ପୁଅକୁ ହତ୍ୟା ପଛରେ ଋଣ ଭାର, ଘରେ ପଶି ମା’ ଝଅକୁ ଛୁରାମାଡ଼ ପଛରେ ବି ସେଇ ଋଣ ବୋଝ

ମୁଣ୍ଡ ଉପରେ ଲକ୍ଷାଧିକ ଟଙ୍କାର ଋଣ ଭାର । ପ୍ରତିଦିନ ଧାର ଟଙ୍କା ମାଗିବାକୁ ଲୋକେ ଘରକୁ ଆସୁଥିଲେ । ମାନସିକ ଦୁଶ୍ଚିନ୍ତା ଏତେ ହୋଇଥିଲା ଯେ, ଶେଷରେ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଥିଲେ ସ୍ୱାମୀ ।

Bhubaneswar Stabbing | Police Detain Accused Rupesh After Discharge From Hospital
ଲୁଟ ପାଇଁ ଆସିଥିଲା ରୂପେଶ !

ଲୁଟ ପାଇଁ ହୋଇଥିଲା ମା ଝିଅଙ୍କୁ ଆକ୍ରମଣ । ରୂପେଶଠାରୁ ନିଜକୁ ରକ୍ଷା କରିବା ଚେଷ୍ଟାରେ ମା ଝିଅ ମଧ୍ୟ ଅଭିଯୁକ୍ତ ରୂପେଶକୁ ଆଟାକ କରିଥିବା ପୋଲିସ କହିଛି ।

Bhubaneswar Double Murder
ଟଙ୍କା ସୁଝିବ କହିଥିଲା ସ୍ୱାମୀ, ହେଲେ ନିଜ ସ୍ତ୍ରୀ-ପୁଅକୁ ତଣ୍ଟି ଚିପି ହତ୍ୟା କରିଦେଲା !

ଭୁବନେଶ୍ୱର ଡବଲ ମର୍ଡର ଘଟଣାର ବଡ଼ ଖୁଲାସା । ହତ୍ୟା ପଛରେ ଆର୍ଥିକ ସମସ୍ୟା ଆଉ ଋଣ ବୋଝ । ପରିବାରରେ ଆର୍ଥିକ ସମସ୍ୟା ଥିବାରୁ ନିଜ ସ୍ତ୍ରୀ ଓ ପୁଅକୁ ହତ୍ୟା କଲା ସ୍ୱାମୀ ।

gun
ଡବଲ ମର୍ଡର ଘଟଣାରେ ନବମ ଶ୍ରେଣୀ ଛାତ୍ର ଗିରଫ

ଗୋରଖପୁର: ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ଡବଲ୍‌ ମର୍ଡର ଘଟଣାରେ ପୁଲିସ ଜଣେ ନବମ ଶ୍ରେଣୀ ଛାତ୍ରକୁ ଗିରଫ କରିଛି। ପୂର୍ବରୁ ଏହି ହତ୍ୟାକାଣ୍ଡରେ ୯ ଜଣ ଗିରଫ ହେବା ପରେ ବୁଧବାର ରାତିରେ ନବମ ଶ୍ରେଣୀର ଛାତ୍ରକୁ ପୁଲିସ୍‌ ଗିରଫ କରି ଜେଲ୍ ପଠାଇଛି। ଘଟଣା ଅନୁସାରେ, ବରଗଦବା ଗାଁରେ ଏକ ନଦୀ ପାଖରେ ଦୁଇ ଦାଦା ପୁଅ ଭାଇ କୃଷ୍ଣା (୨୫) ଓ ଦିବାକର (୨୩)ଙ୍କୁ ୯ ଏମଏମ […]

balasore
ବାଲେଶ୍ୱରରେ ଡବଲ୍ ମର୍ଡ଼ର୍: ପୋଲିସର ଛାନଭିନ୍ ଆରମ୍ଭ

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର ଥାନା ଝଗଡ଼ପାଡ଼ିରେ ଡବଲ୍ ମର୍ଡ଼ର୍ ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ। ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣା ସ୍ଥଳକୁ ଯାଇ ଛାନଭିନ୍ ‌ଆରମ୍ଭ କରିଛି।  ସେଠାରୁ ୨ଟି ବାଇକ୍ ଜବତ ହୋଇଛି। ଗତକାଲି ବାକିରେ କୁକୁଡ଼ା ମାଂସ ନଦେବାରୁ ଦୁଇଭାଇଙ୍କୁ ଛୁରାଭୁସି ହତ୍ୟା ଅଭିଯୋଗ ହୋଇଥିଲା। ମୃତ ଦୁଇ ଭାଇ ହେଲେ ନାଙ୍ଗୁଡ଼ି ଗାଁର ବିକାଶ ଜେନା ଓ ତପନ ଜେନା। ମିଳିଥିବା ସୂଚନା ଅନୁସାରେ, ଝଗଡ଼ପାଡ଼ି ଛକରେ କୁକୁଡ଼ା ଦୋକାନ ଦେଇଥିବା […]