• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Dolphins

 Dolphin
ଚିଲିକାରେ ବିପଦରେ ବିରଳ ଇରାୱାଡି ପ୍ରଜାତିର ଡଲଫିନ୍, ବୁଡ଼ି ଯିବ କି ବଂଶ ?

ଡଙ୍ଗାର ଫ୍ୟାନ୍, ମାଛ ଜାଲ ଯୋଗୁଁ ଡଲଫିନଙ୍କ ଜୀବନ ଯାଉଛି । କାର୍ଯ୍ୟାନୁଷ୍ଠାନ ହେଉଥିବା କହିଲା ବନ ବିଭାଗ ।

Russia Deploys Trained Dolphins At Black Sea Naval Base
ଏବେ ରୁଷିଆ ସେନାରେ ଡଲଫିନ୍ ସାମିଲ୍

କୃଷ୍ଣ ସାଗରରେ ରୁଷୀୟ ଯୁଦ୍ଧପୋତ ଜଗୁଛନ୍ତି ଡଲଫିନ୍ । ପାଣି ତଳେ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ତାଲିମ୍ ପ୍ରାପ୍ତ ଡଲଫିନଙ୍କ ମୁତୟନ କରାଯାଇଛି ।

Dolphins Slaughtered
ପରମ୍ପରା ପାଇଁ ମାରିଲେ ୧୪୨୮ ନୀରିହ ଡଲ୍‌ଫିନ୍‌

ପରମ୍ପରା ପାଇଁ ଡଲ୍‌ଫିନ୍‌ ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ବରଂ ହଜାର ହଜାର ଡଲ୍‌ଫିନ୍‌ଙ୍କର ହତ୍ୟା । ଡେନ୍‌ମାର୍କ ସ୍ଥିତ ସ୍ୱାମିତ୍ୱରେ ପରମ୍ପରା ପୂରଣ କରିବା ପାଇଁ ପ୍ରାୟ ୧୪୨୮ ଟି ଡଲଫିନ୍‌କୁ ହତ୍ୟା କରାଯାଇଛି । ସମଗ୍ର ବିଶ୍ୱ ଏହି ଘଟଣାକୁ ନିନ୍ଦା କରିଛି । ସମୁଦ୍ର କୂଳରେ ମରି ପଡିଥିବା ମୃତ ଡଲ୍‌ଫିନ୍‌ଙ୍କ ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ପୂରା ସମୁଦ୍ରର ପାଣି ରକ୍ତରେ ଲାଲ ହୋଇଯାଇଥିବାବେଳେ ସମସ୍ତେ ଏହି ଲୋମହର୍ଷଣକାରୀ ଦୃଶ୍ୟ ଦେଖି ନିନ୍ଦା କରିବା ସହ ଏପରି ପୂରାତନ ପରମ୍ପରାକୁ ଘୃଣା କରୁଛନ୍ତି ।

Dolphin Metabolism
ମଣିଷ ପରି ଡଲ୍‌ଫିନ୍‌ର ବି ମେଟାବୋଲିଜିମ୍‌ରେ ମନ୍ଥରତା ଦେଖାଯାଏ

ମେଦବହୁଳତାକୁ ଏବେ ସାରା ବିଶ୍ୱ ଚିନ୍ତାରେ। ତେବେ ଏଥିପାଇଁ ମେଟାବୋଲିଜିମ୍‌ର ମନ୍ଥରତା ମୁଖ୍ୟ କାରଣ ବୋଲି ବିବେଚନା କରାଯାଏ, ଯେଉଁଥିପାଇଁ ଅଧିକାଂଶ ଜୀବନଶୈଳୀ ଦାୟୀ ବୋଲି କୁହାଯାଏ। ଆମେ ଭାବୁ ଯେ ଏହା କେବଳ ମାନବ କ୍ଷେତ୍ରରେ ହୋଇଥାଏ। କିନ୍ତୁ ନୂଆ ଅନୁସନ୍ଧାନରୁ ଜଣାପଡିଛି ଯେ ଡଲଫିନ୍ ସହିତ ମଧ୍ୟ ଏଭଳି ହୋଇଥାଏ। ଡ୍ୟୁକ୍ ୟୁନିଭର୍ସିଟିର ଅନୁସନ୍ଧାନରୁ ଜଣାପଡିଛି ଯେ ବଟଲନୋଜ୍ ଡଲଫିନ୍‌ମାନେ ବୟସ ଅନୁସାରେ କମ୍ ହାରରେ କ୍ୟାଲୋରୀ ବର୍ଣ୍ଣ କରିବାରେ ସକ୍ଷମ ହୋଇଥାନ୍ତି।