• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Diwali

Deepawali
ଦୁଃଖ ଦେଇଗଲା ଦୀପାବଳି ! ସ୍ୱାମୀଙ୍କ ବିୟୋଗରେ ମ୍ରିୟମାଣ ପତ୍ନୀ ହାରିଦେଲେ ଜୀବନ

ଅଧୁରା ରହିଗଲା ଦୀପାବଳି । ଘରେ ଦୀପ ଜାଳି ପିଲାଙ୍କ ମୁହଁରେ ହସ ଦେଖିବା ପୂର୍ବରୁ ଲିଭିଗଲା ଜୀବନ ଦୀପ । କିଏ ଜାଣିଥିଲା ପିଲାଙ୍କ ପାଇଁ ବାଣ କିଣି ଫେରୁଥିବା ମଣିଷଟାର ଜୀବନ ଚାଲିଯିବ ଦିୱାଲିର ମଉଜ ଭିତରେ । ଆଉ ସେହି ବିଛେଦର ଯନ୍ତ୍ରଣାକୁ ସହିନପାରି ପତ୍ନୀ ବି ଜୀବନ ହାରିଦେବେ ବୋଲି । ସତେଯେମିତି ଡକା ଡକି ହୋଇ ଚାଲିଗଲେ ।

Deepawali
ଦୁଃଖ ଦେଇଗଲା ଦୀପାବଳି ! ସ୍ୱାମୀଙ୍କ ବିୟୋଗରେ ମ୍ରିୟମାଣ ପତ୍ନୀ ହାରିଦେଲେ ଜୀବନ

ଶେଷକୃତ୍ୟ ସରୁ ସରୁ ଆତ୍ମହତ୍ୟାର ପଥ ବାଛିନେଲେ ପତ୍ନୀ । ଅବେଳରେ ଅନାଥ ହୋଇଗଲେ ବୋଲଗଡ଼ ବେଣାଗାଡିଆର ୨ କୁନି ଝିଅ ।

Air Pollution
ଅଣନିଶ୍ୱାସୀ କଲା ଦୀପାବଳି ବାଣ ଧୂଆଁ

ଦୀପାବଳି ରାତି ଗୋଟାଏରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ PM10 ମାତ୍ରା ୯୯୯ ଛୁଇଁଥିବା ବେଳେ ପଟିଆରେ ୬୭୬ ଓ କଟକରେ ୮୮୨ ରହିଥିଲା। ଏମିତିକି ଆଜି ବି ରାଜ୍ୟର ଅନେକ ସହରରେ ବାୟୁ ପ୍ରଦୂଷଣ ମାତ୍ରା ଅତି ଖରାପ ବା ଖରାପ ସ୍ତରରେ ରହିଛି।

Air Pollution
ପୋଲିସ ଆଖିରେ ଆଙ୍ଗୁଳି ଗେଞ୍ଜି ବାଣ ଫୁଟାଇଲେ ଟ୍ୱିନ୍‌ସିଟିବାସୀ; ବାୟୁ ହେଲା ବିଷ

ଫୁଟିଲା ବେପରୁଆ ବାଣ। ଚରମ ସୀମାରେ ବାୟୁ ପ୍ରଦୂଷଣ। ଖାଲି ଦିଲ୍ଲୀ ନୁହେଁ, ଓଡ଼ିଶାବାସୀ ବି ଅଣନିଶ୍ୱାସୀ।

Accident
ପୟାଶ୍ରାଦ୍ଧ ଦେବାକୁ ଆସିଥିଲେ, ଚଢ଼ିଗଲା କାର

ରାଜଧାନୀରେ ଅଭାବନୀୟ ଘଟଣା। ପୟାଶ୍ରାଦ୍ଧ ପାଇଁ ଗଂଜାମରୁ ଲିଙ୍ଗରାଜ ମନ୍ଦିର ଆସିଥିବା ବେଳେ ଗତକାଲି ସନ୍ଧ୍ୟାରେ ଦମ୍ପତ୍ତିଙ୍କୁ ଧକ୍କା ଦେଇଥିଲା କାର୍। ଏଥିରେ ପତ୍ନୀ ପ୍ରାଣ ହରାଇଛନ୍ତି ଏବଂ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି।

Fire Football
ଦୀପାବଳିରେ ନିଆରା ପରମ୍ପରା; ଭୟ ଦୂର କରିବାକୁ ନିଆଁ ପିଣ୍ତୁଳାରେ ଫୁଟବଲ୍‌ ଖେଳ

ପ୍ରଥମେ ପଡ଼ିଆ ମଝିରେ ଏହି ସ୍ୱତନ୍ତ୍ର ପ୍ରକାର ଫୁଟବଲକୁ ପୂଜା କରାଯାଇଥାଏ । ତା’ପରେ ଖେଳାଳିମାନେ ସେହି ଫୁଟବଲକୁ ମୁଣ୍ଡିଆ ବି ମାରିଥାନ୍ତି । ତା’ପରେ ଆରମ୍ଭ ହୁଏ ଖେଳ ।

Air Pollution
ଦୀପାବଳିରେ ବିଷାକ୍ତ ହେଲା ଟ୍ୱିନ ସିଟି; ରେକର୍ଡ ଛୁଇଁଲା ପ୍ରଦୂଷଣ ମାତ୍ରା

ଦୀପାବଳିରେ କଟକଣା ନମାନି ସମସ୍ତେ ବାଣ ଫୁଟାଇବା ପରେ ସାରା ରାଜ୍ୟ ବିଶେଷ କରି ଭୁବନେଶ୍ୱର ଓ କଟକରେ ବଢ଼ିଥିଲା ବାୟୂ ପ୍ରଦୂଷଣ ।

Kali Puja 2023
ପୂଜା ପାଉଛନ୍ତି ମାଆ, ଚଳଚଞ୍ଚଳ ଶକ୍ତିପୀଠ ଓ ପୂଜାମଣ୍ଡପ

ମା’ କାଳୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ଶକ୍ତିପୀଠ ଓ ପୂଜାମଣ୍ଡପ । ମଧ୍ୟ ରାତ୍ରରେ ରୀତିନୀତି ଅନୁଯାୟୀ ମାଆଙ୍କ ପୂଜାପାଠ କରାଯାଇଛି ।

Delhi's post-Diwali air quality worsens
ମାନିଲେନି ଦିଲ୍ଲୀବାସୀ, ଫୁଟେଇଲେ ବାଣ

ଦିଲ୍ଲୀରେ ଦୀପାବଳି ବଢାଇଲା ପ୍ରଦୂଷଣ । ସୁପ୍ରିମକୋର୍ଟଙ୍କ କ୍ରାକର ବ୍ୟାନକୁ ମାନିଲେନି ଦିଲ୍ଲୀ ବାସିନ୍ଦା ।

Fire breaks out at various districts
ବାଣଫୁଟା ପାଲଟିଲା କାଳ, ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଅଘଟଣ

ଦୀପାବଳି ପାଳନ ଅବସରରେ ଦୁର୍ଘଟଣା । ଛୋଟ ବଡ଼ ଦୁର୍ଘଟଣାରେ ଅନେକ ଆହତ ।

Special Story
କାହା ପାଇଁ ଦୀପାବଳି, କାହା ପାଇଁ ଅନ୍ଧାର ରାତି; କିଏ ହସୁଛି ତ ଆଉ କିଏ ଆଖିର ଲୁହକୁ ଓଠରୁ ପିଉଛି

୬ ବର୍ଷ ତଳର ସେହି ଛାତିଥରା ବାଣ ବିସ୍ଫୋରଣ ଘଟଣା ଆଜି ବି ମନେପଡ଼ିଲେ ମୁଣ୍ଡରୁ ପାଦ ଯାଏ କୋଲ ମାରିଯାଏ ବାଲେଶ୍ୱର ବାହାବଳପୁରର ଗୋଲକ ପ୍ରଧାନ ଓ ପତ୍ନୀଙ୍କର ।

Paya Sraddha
ପିତୃପୁରୁଷଙ୍କୁ ମନେ ପକାଇ ପୟାଶ୍ରାଦ୍ଧ, ବଡ଼ବଡ଼ୁଆ ଡାକ

ଆଜି ଆଲୋକର ପର୍ବ ଦୀପାବଳି । ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର । ଆଜିର ଏହି ଖୁସିର ପର୍ବ ଭିତରେ ଆଉ ଏକ ମହତ୍ତ୍ୱ ରଖେ, ପୟାଶ୍ରାଦ୍ଧ । ଅର୍ଥାତ କାର୍ତ୍ତିକ ଅମାବାସ୍ୟା ତିଥି ପଡୁଥିବାରୁ ପିତୃପୁରୁଷଙ୍କୁ ମନେ ପକାଇବାର ଦିନ । ସେଥିପାଇଁ ତ କେଉଁଠି ପୟାଶ୍ରାଦ୍ଧ କରାଯାଇଛି ତ, ଆଉ କେଉଁଠି କାଉଁରିଆ କାଠି ଜାଳି ବଡ଼ବଡ଼ୁଆ ଡାକ ପକାଯାଇଛି ।

Narendra Modi
ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି

ଏଥର ବି ଯବାନମାନଙ୍କ ସହ ଦୀପାବଳି ମନାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦୀପାବଳି ଉତ୍ସବରେ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଛନ୍ତି।

Today Diwali Celebration
ଅନ୍ଧାର ଉପରେ ଆଲୋକର ବିଜୟ, ଅଧର୍ମ ଉପରେ ଧର୍ମର ଜୟ...

ଆଜି ଆଲୋକର ପର୍ବ ଦୀପାବଳି ଏବଂ ପୟାଶ୍ରାଦ୍ଧ । ଏହି ଅବସରରେ ବଡବଡୁଆଙ୍କ ଉଦ୍ଦେଶ୍ୟରେ କାଉଁରିଆ ଜାଳିଛନ୍ତି ଶ୍ରଦ୍ଧାଳୁ ।

Kali Puja
Kali Puja 2023: ମଧ୍ୟରାତ୍ରରେ ମାଆଙ୍କ ଚକ୍ଷୁଦାନ ପରେ ହେବ ପୂଜାର୍ଚ୍ଚନା

ମଧ୍ୟରାତ୍ରରେ ମାଆ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହେବ। ଏଥର ଭଦ୍ରକର ଚରମ୍ପାରେ ୯ଟି ପୂଜା ମଣ୍ଡପରେ ପୂଜା ପାଇବେ ମାଆ।

Deepawali
ଦୀପାବଳି-ପୟାଶ୍ରାଦ୍ଧ ! ଶ୍ରୀମନ୍ଦିରରେ କେବେ କରାଯିବ ପାଳନ ? ଜାଣନ୍ତୁ...

ପୟାଶ୍ରାଦ୍ଧରେ ପିଣ୍ଡଦାନ କରାଯାଇ ନ ଥାଏ । କେବଳ ଦୀପଦାନ, ଶୀତଳ ଭୋଗ ଅର୍ପଣ ଯଥା ଖଇକୋରା, ଫଳମୂଳ ଓ ଆଖୁ ଆଦି ଅର୍ପଣ କରାଯାଇଥାଏ।

Kali Puja 2023
Kali Puja 2023: ଦୀପାବଳିରେ କାହିଁକି ହୁଏ କାଳୀ ପୂଜା; କ’ଣ କୁହେ କାହାଣୀ

ଦୀପାବଳି ରାତିରେ କାଳୀ ମା’ଙ୍କୁ ପୂଜା କରାଯାଏ। ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀରେ କାଳୀ ମା’ଙ୍କୁ ଧୂମଧାମରେ ପୂଜା ଅର୍ଚ୍ଚନା କରାଯାଏ। ଏହି ଦିନଟି ମା’ କାଳୀଙ୍କ ପାଇଁ ଉତ୍ସର୍ଗୀକୃତ।

Bholanath acknowledged Maa Kali as his mother
Kali Puja 2023: ଭୋଳାନାଥ କାଳୀଙ୍କୁ ମା’ ରୂପେ କରିଥିଲେ ସ୍ୱୀକାର; କାହିଁକି…

ରାକ୍ଷସମାନଙ୍କୁ ହତ୍ୟାକରିବା ପାଇଁ ଜଗତ ଜନନୀ ମା’ ଅମ୍ବା, ମା’ କାଳୀଙ୍କ ବିକରାଳ ରୂପ ଧାରଣ କରିଥିଲେ। ପରେ ସେ ପୁଣି ଶାନ୍ତ ରୂପକୁ ଫେରିଥିଲେ। କିପରି ହେଲେ ଶାନ୍ତ ଆସନ୍ତୁ ଜାଣିବା।

According to different religion significance of celebrating diwali festival
Diwali 2023: କେଉଁ ଧର୍ମରେ କିପରି ପାଳନ ହୁଏ ଦୀପାବଳି

କେହି କେହି ଦୀପାବଳିରେ ଶ୍ରୀଗଣେଶଙ୍କୁ ଆରାଧନା କରନ୍ତି ତ ଆଉ କେହି ଧନର ଦେବୀ ଲକ୍ଷ୍ମୀଙ୍କ ପୂଜାପାଠ ପାଇଁ ଅଧିକ ଫଳପ୍ରଦ ବୋଲି ବିବେଚନା କରନ୍ତି। ସେହିପରି ଅନ୍ୟ ବିଚାରର ଲୋକେ ଏହାକୁ ନିଜ ଆରାଧ୍ୟ କିମ୍ବା ନିର୍ବାଣ ବା ପୁନର୍ଜନ୍ମର ଖୁସିରେ ପାଳନ କରନ୍ତି।

Diwali
ଆଲୋକର ପର୍ବ ପାଇଁ ଆକାଶଛୁଆଁ ଉତ୍ସାହ ଓ ଉଦ୍ଦୀପନା

ରାତି ପାହିଲେ ଦୀପାବଳି। ଆଲୋକର ପର୍ବ ପାଇଁ ଆକାଶଛୁଆଁ ଉତ୍ସାହ ଓ ଉଦ୍ଦୀପନା । କିଏ ବାଣ କିଣି ଘରେ ଗଦା କଲାଣି, ତ ଆଉ କିଏ ଘରକୁ ସଜାଇଲାଣି ସୁନ୍ଦର ଆଲୋକମାଳାରେ । ବିଷାକ୍ତ ଧୂଆଁ, କ୍ଷତିକାରୀ ପ୍ରଦୂଷଣ ଓ ଅତ୍ୟଧିକ ଶବ୍ଦ ସୃଷ୍ଟିକାରୀ ବାଣ ନଫୁଟାଇବା ପାଇଁ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ, ବାଣ ବଜାର ଉପରେ ବି ପ୍ରଶାସନର କଡ଼ା ନଜର ରହିଛି..

Diwali
ସଞ୍ଜ ନଇଁଲେ ଦୀପ ଜଳିବ; ଫୁଟିଯିବ ଲକ୍ଷ ଲକ୍ଷ ଟଙ୍କା

କିଏ ବାଣ କିଣି ଘରେ ଗଦା କଲାଣି, ତ ଆଉ କିଏ ଘରକୁ ସଜାଇଲାଣି ସୁନ୍ଦର ଆଲୋକମାଳାରେ ।

Fortune of these potters getting miserable over less demand of Diyas in Odisha
ବଢ଼ୁଛି ଫ୍ୟାନ୍ସି ଦୀପର ଡିମାଣ୍ଡ୍‌, କମୁଛି ମାଟି ଦୀପ ବ୍ୟବସାୟ...

ଏବେ ବଜାରରେ ଫ୍ୟାନ୍ସି ଦୀପର ଚାହିଦା ବଢ଼ିବା ପରେ ମାଟି ଦୀପ ବ୍ୟବସାୟ ଠପ୍ ହୋଇଯାଇଛି । ଫଳରେ ଜୀବନ ଜୀବିକା ନେଇ ଚିନ୍ତାରେ ପଡିଛନ୍ତି କୁମ୍ଭକାର । 

How to celebrate diwali safely do not ignore 10 safety tips
Diwali Safety Tips: ଦୀପାବଳିକୁ ସୁନ୍ଦର କରିବା ପାଇଁ ମାନନ୍ତୁ ଏହି ୧୦ଟି ସେଫ୍ଟି ଟିପ୍ସ...

ଆଲୋକର ପର୍ବ ଦୀପାବଳିକୁ ଲୋକେ ଆନନ୍ଦର ସହିତ ପାଳନ କରୁଥିବା ବେଳେ ପରସ୍ପରଙ୍କୁ ଉପହାର ଦେଇ ଶୁଭ ମନାସନ୍ତି। କିନ୍ତୁ ବେଳେବେଳେ ଛୋଟ ଛୋଟ ଅସାବଧାନତା ହେତୁ ଅନେକଙ୍କ ମୁହଁରୁ ଏହି ହସ ଲିଭିଯାଏ। କିଛି ଦିଗ ପ୍ରତି ଧ୍ୟାନ ଦେଲେ ଆପଣ ଦୀପାବଳିରେ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିପାରିବେ। ଆସନ୍ତୁ ଜାଣିବା…

21 lakh diyas to light up in Ayodhya
ଅଯୋଧ୍ୟାରେ ଭବ୍ୟ ଦୀପୋତ୍ସବ, ରାମଲାଲାଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତି ଶେଷ

ଆଜି ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜନ ହେବାକୁ ଯାଉଛି ଦୀପୋତ୍ସବ । ଏହି ଅବସରରେ ସରଜୁ ତଟରେ ୨୪ ଲକ୍ଷ ଦୀପ ପ୍ରଜ୍ଜ୍ବଳନ କରାଯିବ ।

BMC prepared for Diwali
ବିଏମସିର ପ୍ରସ୍ତୁତି ବୈଠକ, ସବୁଜ ସ୍ୱଚ୍ଛ ଭାବେ ପାଳନ ହେବ ଦୀପାବଳି

ଆଲୋକର ପର୍ବ ଦୀପାବଳି ପାଇଁ ବିଏମସିର ପ୍ରସ୍ତୁତି ବୈଠକ l ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ହିସାବରେ ପାଳନ ହେବ ଦୀପାବଳି ।