• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Disha Patani

Disha patani confirms relationship with gym friend
ଟାଇଗର ଶ୍ରଫଙ୍କ ସହ ବ୍ରେକ୍‌ଅପ୍ ପରେ ନୂଆ ପ୍ରେମିକ ଖୋଜିନେଲେ ଦିଶା ପଟାନୀ

ଟାଇଗର୍‌ ଶ୍ରଫ୍‌ଙ୍କ ସହ ଦୀର୍ଘ ଦିନ ସମ୍ପର୍କରେ ରହିବା ପରେ ଅଭିନେତ୍ରୀ ଦିଶା ପଟାନୀ ଏବେ ଅଲଗା ହୋଇଯାଇଛନ୍ତି। କିନ୍ତୁ ଟାଇଗର ଏବେ ସେମିତି ସିଙ୍ଗଲ ଥିବାବେଳେ ଦିଶା କିନ୍ତୁ ନୂଆ ପ୍ରେମିକ ଖୋଜି ନେଇଛନ୍ତି। ଜାଣିଛନ୍ତି ସେ କିଏ…

NMACC Event
NMACCରେ ଜବରଦସ୍ତ ପର୍‌ଫର୍ମାନ୍ସ; ଦେଖିବାକୁ ମିଳିଲା ସେଲିବ୍ରେଟିଙ୍କ ଜଲ୍‌ୱା

NMACC ଫ୍ୟାଶନ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଅନେକ ବଲିଉଡ୍‌ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା। ଶାହରୁଖ ଖାନ ତାଙ୍କ ପରିବାର ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସ୍ୱାମୀ ନିକ୍‌ ଜୋନାସଙ୍କ ସହ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଦେଖିବାକୁ ମିଳିଥିଲା ଆହୁରି ଅନେନ ଷ୍ଟାର୍‌ଙ୍କ ଜଲ୍‌ୱା।

Aleksandar Alex reacts on dating rumours with Disha Patani
ଆଲେକ୍ସଜାଣ୍ଡାର୍ ଆଲେକ୍ସଙ୍କ ସହ ଦିଶା ପାଟନୀଙ୍କ ଅଛି କି ସଂପର୍କ….

କିଛିଦିନ ହେବ ସର୍ବିଆ ମଡେଲ ଆଲେକ୍ସଜାଣ୍ଡାର୍ ଆଲେକ୍ସଙ୍କ ସହ ଦିଶା ପାଟନୀଙ୍କୁ ଦେଖିବାକୁ ମିଳୁଛି। ଏହାରି ଭିତରେ ଟାଇଗର୍ ଶ୍ରଫ୍‌ଙ୍କ ସହ ତାଙ୍କ ବ୍ରେକଅପ୍ ଖବର ମଧ୍ୟ ରହିଛି। ତେବେ ଦିଶାଙ୍କ ସମ୍ପର୍କ ଆଲେକ୍ସଙ୍କ ସହ ଅଛି କି?

Bollywood actress disha patani educational qualification
ବାପା ଡିଏସ୍‌ପି, ଭଉଣୀ ଲେଫ୍ଟନାଣ୍ଟ; ଦିଶା ପଟାନୀ କଲେଜ୍ ଡ୍ରପ୍ ଆଉଟ୍

ମଡେଲ ତଥା ଅଭିନେତ୍ରୀ ଦିଶା ପଟାନୀ ଫିଲ୍ମ 'ଏମ୍‌ଏସ୍‌ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ'ରୁ ନିଜ ପରିଚୟ ସାଉଁଟିଥିଲେ। ମନୋରଞ୍ଜନ ଜଗତରେ କୌଣସି ପାରିବାରିକ ସଂପର୍କ ନଥିବାରୁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଛି। ଆସନ୍ତୁ ନଜର ପକେଇବା ତାଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ।

Disha Patani Tiger Shroff break up reason reveal
କାହିଁକି ଭାଙ୍ଗିଲା ଟାଇଗର–ଦିଶାଙ୍କ ୬ ବର୍ଷର ସମ୍ପର୍କ

ଟାଇଗର ଶ୍ରଫ୍‌ ଓ ଦିଶା ପାଟାନୀଙ୍କ ୬ ବର୍ଷର ଦୀର୍ଘ ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ। ଏହି ଖବର ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ଏବେ ସାମ୍ନାକୁ ଆସିଛି ଏହା ପଛର କାରଣ।

Disha Patani trolled for her dress
ଦିଶା ପାଟନୀଙ୍କ ପୋଷାକ ବଢେଇଲା ସୋସିଆଲ୍ ମିଡିଆ ତାପମାତ୍ରା; ଟ୍ରୋଲ୍ ହେଲେ

ଟ୍ରୋଲ୍ ହେଉଛନ୍ତି ଦିଶା ପାଟନୀ। ଅଙ୍ଗ ପ୍ରଦର୍ଶନ ପୋଷାକ ଯୋଗୁଁ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ତାଙ୍କୁ ଉର୍ଫି ଜାଭେଦଙ୍କ ସହ ତୁଳନା କରୁଛନ୍ତି ଲୋକେ।

Disha Patani
ଦିଶା ପାଟନୀଙ୍କ ଏହି ରୂପ ଦେଖି ସମସ୍ତେ ଫିଦା

ଆଜିକାଲି ବଲିଉଡ୍ ଅଭିନେତ୍ରୀ ଦିଶା ପାଟନୀ ନିଜର ଗ୍ଲାମରସ୍‌ ଫଟୋ ପାଇଁ ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ ପାଶ୍ଚାତ୍ୟ ପୋଷାକରେ ତ ପୁଣି କେତେବେଳେ ବିକିନୀରେ ଦିଶା ନିଜର ଫଟୋ ସେୟାର କରିଥାନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କୁ ଆଉ ଏକ ଅବତାରରେ ଦେଖିବାକୁ ମିଳିଛି। ଦୀର୍ଘ ଦିନ ପରେ ଦିଶା ଟ୍ରାଡିସନାଲ୍‌ ଆଉଟ୍‌ଫିଟ୍‌ରେ ନିଜର ଫଟୋ ସେୟାର କରିଛନ୍ତି। ଏହାକୁ ଦେଖି ପ୍ରଶଂସମାନେ ବହୁତ ପସନ୍ଦ କରୁଥିବା ଦେଖାଯାଏ।

Disha Patanai
ସମୁଦ୍ର କୂଳରେ ଦିଶା ପାଟନୀଙ୍କ ସନ୍‌ବାଥ୍ ଫଟୋ ଭାଇରାଲ୍‌

ବଲିଉଡରେ ଯଦି ଫିଟ୍‌ନେସ୍ ଅଭିନେତ୍ରୀଙ୍କ କଥା ଉଠେ ତେବେ ଦିଶା ପାଟନୀ ବାଦ ପଡିବେନି। ନିଜର ଫିଟ୍‌ନେସ୍‌ର ଯତ୍ନ ନେଉଥିବା ଦିଶା ଫିଟ୍ ଫିଜିକ୍ ଦୃଷ୍ଟିରୁ ଜଣେ ଆଗଧାଡିର ଅଭିନେତ୍ରୀ। ଫିଲ୍ମରେ ଅଭିନୟ ଏବଂ ସୋସିଆଲ୍‌ ମିଡିଆରେ ତାଙ୍କ ଫଟୋ ଦ୍ୱାରା ଲୋକଙ୍କ ହୃଦୟରେ ରାଜ କରୁଥିବା ଦିଶା ନିକଟରେ ସମୁଦ୍ର କୂଳରେ ସୁନ୍ଦର ଚେହେରା ସହିତ ନଜର ଆସିବାର ଦେଖିବାକୁ ମିଳିଥିଲା। ଏପରିକି ଅଭିନେତା ଟାଇଗର ଶ୍ରଫ୍ ଦିଶା ପାଟନୀଙ୍କୁ ଗୋଲାପୀ ବିକିନିରେ ସମୁଦ୍ର କୂଳରେ ସନ୍‌ବାଥ୍ ନେଉଥିବା ଦେଖିବା ପରେ ନିଜକୁ ଅଟକାଇ ପାରି ନ ଥିଲେ।