ନିଦାହାସ୍ କପ୍ ଟି-ଟ୍ୱେଣ୍ଟିରେ ଭାରତ ଚାମ୍ପିଅନ୍: ବାଂଲାଦେଶ ୪ ଓ୍ୱିକେଟରେ ପରାସ୍ତ Mar 19, 2018 କଲମ୍ବୋ: ନିଦାହାସ୍ କପ୍ ଟି-ଟ୍ୱେଣ୍ଟିରେ ଚାମ୍ପିଅନ ହୋଇଛି ଟିମ୍ ଇଣ୍ଡିଆ। ଫାଇନାଲରେ ବାଂଲାଦେଶକୁ ୪ ଓ୍ୱିକେଟରେ ହରାଇ ଏହି ବିଜୟ ହାସଲ କରିଛି। ଭାରତ…