• translate

Tag: Diesel Price

petrol
ପେଟ୍ରୋଲ ପରେ ଏବେ ୧୦୦ ଟପିବ ଡିଜେଲ ଦର

ତୈଳ ଦରରେ ଲାଗୁନି ଲଗାମ ।  ମହାମାରୀ ସଙ୍କଟ ମଧ୍ୟରେ ପୁଣି ଥରେ ବୃଦ୍ଧି ପାଇଲା ତେଲ ଦର । ପେଟ୍ରୋଲ ପରେ ଏବେ ଡିଜେଲ ଲିଟର ପିଛା ମୂଲ୍ୟ ୧୦୦ ଟପିବ । ପେଟ୍ରୋଲ, ଡିଜେଲ ମୂଲ୍ୟ ଏବେ ସୁଦ୍ଧା…

oil-p
୮୦ ଛୁଇଁଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ଲଗାତର ୧୬ ଦିନ ଧରି ତୈଳ ଦର ବୃଦ୍ଧି ପାଇଛି। ସୋମବାର ପେଟ୍ରୋଲ ଲିଟର୍ ପିଛା ୩୩ ପଇସା ଏବଂ ଡିଜେଲ୍ ଦର ଲିଟର୍ ପିଛା ୫୮ ପଇସା ବୃଦ୍ଧି ପାଇଛି। ଯାହା ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୯ ଟଙ୍କା ୨୩ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ୍ ଦର ୭୮.୮୫ ପଇସାରେ ପହଞ୍ଚିଛି। ତେବେ ବଡ଼ କଥା ହେଉଛି ଭୁବନେଶ୍ୱରରେ ପେଟ୍ରୋଲ୍ ଦର ୮୦ ଟଙ୍କା ଅତିକ୍ରମ କରିଛି। ଭୁବନେଶ୍ୱରରେ […]

petrol price hike
ପୁଣି ବଢ଼ିପାରେ ପେଟ୍ରୋଲ ଓ ଡ଼ିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢ଼ିପାରେ ତୈଳ ଦର। ପେଟ୍ରାଲ୍‌ ଓ ଡ଼ିଜେଲ୍‌ ଦର ଲିଟର ପିଛା ୪ଟଙ୍କା ବୃଦ୍ଧି ପାଇପାରେ ବୋଲି ଜଣାପଡ଼ିଛି। ଏଭଳି ଆକଳନ କରିଛନ୍ତି ତୈଳ ଓ ଅର୍ଥନୀତି ବିଶେଷକ। କର୍ଣ୍ଣାଟକ ନିର୍ବାଚନର ପୂର୍ବ ସ୍ଥିତିକୁ ଫେରିବାକୁ ହେଲେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକୁ ପେଟ୍ରୋଲ ଓ ଡ଼ିଜେଲ ଦର ବଢ଼ାଇବାକୁ ପଡ଼ିବ ବୋଲି ଏହି ସଂସ୍ଥା କହିଛି। କର୍ଣ୍ଣାଟକ ନିର୍ବାଚନ ଲାଗି ଦୀର୍ଘ ୧୯ ଦିନ ଧରି ତୈଳ ଦରରେ ସଂଶୋଧନ ସ୍ଥଗିତ ରଖାଯାଇଥିଲା। ତେବେ […]

petrol price hike
ପୁଣି ବଢ଼ିଲା ପେଟ୍ରୋଲ୍‌, ଡିଜେଲ୍‌ ଦାମ୍‌

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ସରୁ ସରୁ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦାମ୍।  ପେଟ୍ରୋଲ ଦାମ୍‌ ଲିଟର ପିଛା ୧୭ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦାମ୍‌ ଲିଟର ପିଛା ୨୧ ପଇସା ବୃଦ୍ଧି  ପାଇଛି। ଏହା ସହିତ ଡିଜେଲ ଦାମ୍‌ ଗତ ୫୬ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଗତ ୩ ସପ୍ତାହ ଧରି ପେଟ୍ରୋଲ, ଡିଜେଲ ଦାମ୍‌ ବଢ଼ିନଥିଲା। ତେଣୁ ଚର୍ଚ୍ଚା ହେଉଛି ଯେ, କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ସୁହାଇବା ପାଇଁ […]