• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Dies

Accident
ସେଲଫି ସାଜିଲା କାଳ, ଅକାଳରେ ଚାଲିଗଲା ପତ୍ନୀଙ୍କ ଜୀବନ

ନୂଆ ନୂଆ ବାହାଘର ହୋଇଥିଲା । ଆଖିରେ ଆଖିଏ ସ୍ୱପ୍ନ ନେଇ ସ୍ୱାମୀଙ୍କ ସହ ସଂସାର ଆରମ୍ଭ କରିବାକୁ ଭାବିଥିଲେ । କିନ୍ତୁ ବିଧିର ବିଧାନ ଥିଲା ବଡ଼ ନିଷ୍ଠୁର । ପତ୍ନୀଙ୍କୁ ଛଡ଼ାଇ ନେଲା ଯମ ।

Special Story | Tragic - Youth Dies 10 Days Before Marriage In Bolangir
୧୦ ଦିନ ପରେ ଘରୁ ଶିବାନନ୍ଦଙ୍କ ପାଲିଙ୍କି ଉଠିଥାଆନ୍ତା, କିନ୍ତୁ କୋକୋଇ ଉଠିଲା...ମୁଣ୍ଡ ବାଡ଼େଇ କାନ୍ଦୁଛି ମାଆ...

ମାତ୍ର ୧୦ ଦିନ ପରେ ଯେଉଁ ଘରୁ ଫୁଲରେ ସଜା ହୋଇଥିବା ପାଲିଙ୍କି ଉଠିଥାଆନ୍ତା, ଆଜି ସେହି ଘରୁ ଫୁଲ ସଜା କୋକୋଇ ଉଠିଲା। ହୁଳହୁଳି ବଦଳରେ ପଡ଼ିଲା ହରିବୋଲ। ଡିଜେ ବଦଳରେ ଶୁଭିଲା ରାମ ରାମ ସତ୍ୟହେ...ହରିନାମ ସତ୍ୟ ହେ...ଭେଣ୍ଡିଆ ପୁଅକୁ ହରାଇ ମୁଣ୍ଡ ବାଡ଼େଇ କାନ୍ଦୁଥିଲା ମାଆ, ଛାତିକୁ ପଥର କରିଦେଇଥିଲେ ବାପା....

Bhubaneswar Youth Dies By Suicide Over Girlfriend’s ‘Betrayal’
ଧୋକା ଦେଲା ସୋନାଲି, ଆତ୍ମହତ୍ୟା ପୂର୍ବରୁ ସୁଇସାଇଡ୍‌ ନୋଟ୍‌ ଲେଖି ମୃତ୍ୟୁର କାରଣ ଲେଖିଦେଲେ ସୌମ୍ୟ...

ଡ୍ୟାଡି, ମମି....ସୋନାଲି ମତେ ଧୋକା ଦେଲା...ମୁଁ ବଂଚିବାକୁ ଚାହୁଁନି। ୩୦ ବର୍ଷ ହେଲା ଠାକୁରଙ୍କୁ ଡାକୁଥିଲି କିନ୍ତୁ କିଛି ହେଲାନି,ମୋ ଜୀବନଟା ମୋ ପାଇଁ ବୋଝ ହୋଇଗଲା...ସୋନାଲି ମତେ ବହୁତ ତଡପେଇଲା। ଏମିତି କିଛି ସୁଇସାଇଡ୍‌ ନୋଟ୍‌ରେ ଲେଖି ଆତ୍ମହତ୍ୟା କଲେ ସୌମ୍ୟ, ଦେଖନ୍ତୁ ଏହି ନୋଟ୍‌

scb
ଏସ୍‌ସିବିରେ ଜୀବନ ହାରିଲେ ସାଲେପୁର ଦୁଷ୍କର୍ମ ପୀଡ଼ିତା

କଟକ : ସାଲେପୁରରେ ଅଭାବନୀୟ ଘଟଣା। ଜୀବନ ହାରିଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା। ଅଭିଯୋଗ ଅନୁସାରେ, କଟକ ଜିଲ୍ଲା ତୁଣପୁର ଅଞ୍ଚଳର ଏହି ନାବାଳିକାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ କୋଲ୍ଡ ଡ୍ରିଙ୍କସ୍‌ରେ ନିଶା ଦେଇ ଦୁଷ୍କର୍ମ କରିଥିଲେ। ଏଥିସହ ସେହି ସମୟର ଫଟୋ ଉଠାଇ ବ୍ଲାକ୍‌ମେଲ କରୁଥିଲେ ଅଭିଯୁକ୍ତ। ଏଥିରେ ମର୍ମାହତ ହୋଇ ପୀଡ଼ିତା ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କିରଛନ୍ତି। ଆଜି ଘଟଣାର ୬ଦିନ […]