• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Devotee

Ayodhya Ram Temple
Ayodhya Ram Mandir: ଆଉ ମାତ୍ର ରାତିକ ଅପେକ୍ଷା; ଅନ୍ତ ହେବ ୫ଶହ ବର୍ଷ ପ୍ରତୀକ୍ଷା, ଅଯୋଧ୍ୟାକୁ ଫେରିବେ ରାମଲାଲା

ସରିବ କାଳ କାଳର ପ୍ରତୀକ୍ଷା... ସାକାର ହେବ କୋଟି କୋଟି ଆଖିର ସ୍ୱପ୍ନ । ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପଡ଼ିବ ପୂର୍ଣ୍ଣାହୂତି । ରାତି ପାହିଲେ ଉପନୀତ ହେବ ଶତାବ୍ଦୀ ଶତାବ୍ଦୀର ସେଇ ବହୁ ଆକାଂକ୍ଷିତ ତିଥି... ଐତିହାସିକ ଦିବସ ।

Sri Jagannath
ବିଶ୍ୱର ସବୁଠୁ ସାନ ଜଗନ୍ନାଥ ମୂର୍ତ୍ତି ଗଢିଛନ୍ତି ଜଗା ଭକ୍ତ ତୁଷାର

ନିମ୍ବ କାଠରେ ତୁଷାର ଗଢିଛନ୍ତି 5ମିଲିମିଟରର ଜଗନ୍ନାଥଙ୍କ ବିଗ୍ରହ.. ଖାଲି ଆଖିକୁ ବି ସ୍ପଷ୍ଟ ଦିଶିବନି.. କିନ୍ତୁ ନିଜ କଳାରେ ଭାବ ଓ ଭକ୍ତି ମିଶାଇ ତୁଷାର ଏହାକୁ ସମ୍ଭବ କରିଦେଖାଇଛନ୍ତି.. ଏଥିପାଇଁ ତାଙ୍କୁ ଇଣ୍ଟର ନ୍ୟାସନାଲ ବୁକ ଅଫ ରେକର୍ଡସରେ ସମ୍ମାନିତ କରାଯାଇଛି.. 

Sri Jagannath is the Lord of Cultural Integration, says devotee
ଆଉ ଜଣେ ଭକ୍ତ ସାଲବେଗ

ଇଏ ବି ଜଣେ ଭକ୍ତ...କାଳିଆ ଦୁଆରେ ସମସ୍ତେ ସମାନ.... ମୁସଲିମ୍ ସଂପ୍ରଦାୟରେ ଜନ୍ମଗ୍ରହଣ କରିଥିଲେ ସୁଦ୍ଧା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରି ବେଶ ଚର୍ଚ୍ଚାରେ କୋଲକାତାର ଡକ୍ଟର ଶେଖ ମକବୁଲ ଇସଲାମ....

Kunjan Yatra
ଉଠୁଛି ପଡ଼ୁଛି ଯାଜପୁରର ହରିପୁର; ରାହାସ ଯାତ୍ରା ପାଇଁ ଲାଗୁଛି ଗହଳି

ପବିତ୍ର କାର୍ତ୍ତିକ ମାସର ପଂଚୁକ ଆରମ୍ଭରୁ ଯାଜପୁର ଜିଲା ରସୁଲପୁର ବ୍ଲକର ହରିପୁର ରାହାସ ଯାତ୍ରା ପାଇଁ ହୋଇଉଠେ ଉତ୍ସବ ମୁଖର । ଅଂଚଳର ବିଭିନ୍ନ ମଠ ମନ୍ଦିରରେ ଭିନ୍ନ ଭିନ୍ନ କୁଞ୍ଜ ତିଆରି ହୋଇ ପୂଜା ପାଇଥା’ନ୍ତି ରାଧାକୃଷ୍ଣ ଓ ମଦନମୋହନ ।

lord jagannath
ଗଳାବାଟରେ ହାତଗୁଞ୍ଜା ଦର୍ଶନ; ଶ୍ରୀମନ୍ଦିର ପଶ୍ଚିମଦ୍ୱାର ପରେ ସିଂହଦ୍ୱାରରେ ବି ଟଙ୍କାଦିଆ ଦର୍ଶନ ବ୍ୟବସ୍ଥା

ଜଗା ଦର୍ଶନ ପାଇଁ ଗହଳିରେ ଫାଟି ପଡୁଥିଲା ଶ୍ରୀକ୍ଷେତ୍ର । ଭିଡ଼ ଏମିତି ଯେ, ଦୁଇ ତିନିଘଣ୍ଟା ଧରି ଧାଡ଼ିରେ ଠିଆ ହେଲା ପରେ ହିଁ ସିଂହଦ୍ୱାର ଯାଏଁ ଯାଇ ହେଉଥିଲା ।

lord jagannath
ଗଳାବାଟରେ ହାତଗୁଞ୍ଜା ଦର୍ଶନ; ଶ୍ରୀମନ୍ଦିର ପଶ୍ଚିମଦ୍ୱାର ପରେ ସିଂହଦ୍ୱାରରେ ବି ଟଙ୍କାଦିଆ ଦର୍ଶନ ବ୍ୟବସ୍ଥା

ଜଗା ଦର୍ଶନ ପାଇଁ ଗହଳିରେ ଫାଟି ପଡୁଥିଲା ଶ୍ରୀକ୍ଷେତ୍ର । ଭିଡ଼ ଏମିତି ଯେ, ଦୁଇ ତିନିଘଣ୍ଟା ଧରି ଧାଡ଼ିରେ ଠିଆ ହେଲା ପରେ ହିଁ ସିଂହଦ୍ୱାର ଯାଏଁ ଯାଇ ହେଉଥିଲା ।

‘Dandawat Yatra’ to Puri
ରାଜସ୍ଥାନରୁ ପୁରୀ...୧୫ ଶହ କିମି ଦଣ୍ଡ ପ୍ରଣାମ

ମୁଁ ଜଗାର ଭକ୍ତ..ଯିବି ତ ଦଣ୍ଡ ପ୍ରଣାମ କରି କରି ଯିବି । କିଛି ଏମିତି ଭାବି ରାଜସ୍ତାନରୁ ଶ୍ରୀକ୍ଷେତ୍ର ବାହାରିଛନ୍ତି ବିଜୟ । ଯିଏ ଦେଖୁଛି ସିଏ ହାତ ଯୋଡୁଛି

Meet modern-day ‘Bhakta Salabega’
ଇଏ ବି ଜଣେ ସାଲବେଗ

ଧର୍ମ ସିନା ଅଲଗା କିନ୍ତୁ ସେ ପରା କାଳିଆର ଭାବରେ ବନ୍ଧା ଭକତ । ଶ୍ରୀରାମ, ଶ୍ରୀକୃଷ୍ଣଙ୍କ ନାମ ନ ଗାଇଲେ ଆରମ୍ଭ ହୁଏନି ତାଙ୍କ ଦିନ । ସେ ହିନ୍ଦୁ ନ ହୋଇବି ହିନ୍ଦୁଙ୍କ ପର୍ବ ପାଳନ୍ତି, ଭଜନ ଗାଆନ୍ତି । ନିଷ୍ଠାର ସହ ପ୍ରଭୂ ଗୁଣଗାନ କରନ୍ତି, ସେଥିପାଇଁ ଲୋକେ କୁହନ୍ତି ଇଏ ବି ଜଣେ ସାଲବେଗ...

lady devotee
ମହାପ୍ରଭୁଙ୍କ ବାମନ ଭକ୍ତ ଟୁକୁ

ଜଗା ପ୍ରେମ କାହା ପାଇଁ କେମିତି.. ଯିଏ ଯେମିତି ଖୋଜିଛି ମହାପ୍ରଭୁଙ୍କୁ ସେମିତି ପାଇଛି.. ଜଗତର ନାଥ ଜଗନ୍ନାଥଙ୍କ ଅଗଣିତ ଭକ୍ତଙ୍କ ମଧ୍ୟରେ ୟେ ହେଉଛନ୍ତି ଅନ୍ୟତମ ଭକ୍ତ..

Devotee Offers 10 Kg Gold Crown Worth Rs 5 Crore To Pune\'s Dagdusheth Halwai Ganpati
ଗଣପତିଙ୍କୁ ୫ କୋଟିର ମୁକୁଟ ଦାନ

ପ୍ରଭୁ ଗଣେଶଙ୍କୁ ୧୦କେଜି ସୁନାରେ ନିର୍ମିତ ଏକ ମୁକୁଟ ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ। ଯାହାର ମୂଲ୍ୟ ୫ କୋଟି ଟଙ୍କା।