ଏଇ କୋଠାରେ ଗଚ୍ଛିତ ରହିଛି ୨୮ ଟନ୍ ସୁନା ! May 29, 2020 ପ୍ୟାରିସ୍: ଏଇ କୋଠାକୁ ଦେଖୁଛନ୍ତି। କୋଠା ନୁହେଁ ତ ଧନର ଭଣ୍ଡାର। ହଁ, ଏଇ କୋଠାରେ ରହିଛି ୨୮ ଟନ୍ ସୁନା ଯାହା ମାଟି ତଳେ ପୋତି ଦିଆଯାଇଛି। କୁହାଯାଉଛି, …