• translate

Tag: Depression

Device will release depression
ମାନସିକ ଅବସାଦରୁ ମୁକ୍ତି ଦେବ ଏହି ଡିଭାଇସ୍

ଆଜିର ଧାଁଦୌଡ ଜୀବନରେ ବିଷାଦ ଏକ ସାଧାରଣ କଥା ହୋଇଯାଇଛି। ଏହି ବିଷାଦ କାରଣରୁ ଅନେକ ସମୟରେ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚାନ୍ତ ହେବାକୁ ପଡିଛି। କିନ୍ତୁ ରୋଗୀଙ୍କୁ ଏଥିରୁ ରକ୍ଷା ମିଳିନି। କିନ୍ତୁ ବର୍ତ୍ତମାନ ଏଥିରୁ ମୁକ୍ତି ମିଳିବ। ଏନେଇ ଏକ ସ୍ୱତନ୍ତ ଡିଭାଇସ୍ ବାହାର କରାଯାଇଛି ଯାହା ଅଧାଅଧି ବିଷାଦ ଦୂର କରିବ। ଏହାକୁ ବ୍ରେନ୍ ପ୍ରେସମେକର କୁହାଯାଉଛି।

Depression In BoB To Turn Deep & Cross South Odisha-North Andhra Coasts On Sept 26: IMD
ଆସୁଛି ଆଉ ଏକ ବାତ୍ୟା

ସମ୍ଭାବ୍ୟ ବାତ୍ୟାକୁ ନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରେସମିଟ୍। ଶୁଣନ୍ତୁ ସେ କଣ କହୁଛନ୍ତି।

susata555
ସୁଶାନ୍ତଙ୍କ ଡାକ୍ତର ଦେଲେ ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରଠାରୁ ନୂଆ ନୂଆ କଥା ଖୁଲାସା ହେବାରେ ଲାଗିଛି। ପୋଲିସ ମଧ୍ୟ ଘଟଣାକୁ ଗୁରୁତର ଭାବେ ନେଇ ଅନୁସନ୍ଧାନ ଜାରି ରଖିଛି। ସୁଶାନ୍ତଙ୍କର ପାଖ ଲୋକମାନଙ୍କର ବୟାନ ମଧ୍ୟ ରେକର୍ଡ଼ କରୁଛି ପୋଲିସ। ସୁଶାନ୍ତଙ୍କ ବନ୍ଧୁ ରିୟା ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରିବା ସହ ପୋଲିସ ସୁଶାନ୍ତଙ୍କ ମନସ୍ତତ୍ତ୍ୱବିତ୍‌ ଡାକ୍ତର କିର୍ସି ଚାୱାଲଙ୍କର ମଧ୍ୟ ବୟାନ ରେକର୍ଡ କରିଛି। ସୁଶାନ୍ତଙ୍କ ଡାକ୍ତର ପୋଲିସକୁ ଏକ ଚାଞ୍ଚଲ୍ୟକର ତଥ୍ୟ […]

sushant-1
ମୃତ୍ୟୁ ପୂର୍ବରୁ ଘରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ଦରମା ଦେଇଥିଲେ ସୁଶାନ୍ତ, ଆଉ କହିଥଲେ...

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ  ଙ୍କ ଦେହାନ୍ତ ପରଠାରୁ ତାଙ୍କ ସହ ଜଡ଼ିତ ଅନେକ କଥା ଅନେକ ଖବର ଶୁଣିବାକୁ ମିଳୁଛି।  ସୋସିଆଲ ମିଡିଆରେ ବି ଭଳି ଭଳି ନୂଆ ଘଟଣା ଶେୟାର କରାଯାଉଛି। ଏହାରି ଭିତରେ ସମସ୍ତଙ୍କର ମୁହଁରେ ବଲିଉଡର ପ୍ରିୟାପ୍ରୀତି ତୋଷଣ କଥା ଉଠୁଛି। ସୁଶାନ୍ତଙ୍କ ଫ୍ୟାନ୍ସମାନେ ବଲିଉଡର ବଡ଼ ବଡ଼ ନିର୍ଦ୍ଦେଶଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ଏହାରି ଭିତରେ ସୁଶାନ୍ତ ସିଂହଙ୍କୁ ନେଇ ଏକ ନୂଆ ଘଟଣା […]

ankita
ସୁଶାନ୍ତଙ୍କ ଘରେ କାନ୍ଦି କାନ୍ଦି ପହଞ୍ଚିଲେ ତାଙ୍କ ପୁରୁଣା ପ୍ରେମିକା ଅଙ୍କିତା

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁକୁ ନେଇ ପୂରା ବଲିଉଡ ସ୍ଥାଣୁ ପାଲଟିଯାଇଛି। ତାଙ୍କ ମୃତ୍ୟୁ ଖବର ଆସିବା ପରଠାରୁ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ସହ ଜଡ଼ିତ ଅନେକ ପୋଷ୍ଟ ସେୟାର ହେବାରେ ଲାଗିଛି। ଏବେ ସୁଶାନ୍ତଙ୍କ  ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଅଙ୍କିତା କାନ୍ଦି କାନ୍ଦି ସୁଶାନ୍ତଙ୍କ ଘରକୁ ଯାଉଥିବାର ଦେଖାଉଛି।   View this post on Instagram   #Ankitalokhande #sushantsinghrajput ex girlfriend reached […]

sushant singh rajput
ସୁଶାନ୍ତଙ୍କ ମୃତ୍ୟୁରେ‌ ବଲିଉଡ୍ ଅବାକ୍: ଏହି ଷ୍ଟାର୍ କହିଲେ ବିଶ୍ୱାସ କରିପାରୁନି, ଖବର ମିଛ

ମୁମ୍ବାଇ: ବଲିଉଡ୍‌କୁ ହଠାତ୍‌ ଦୁଃଖ ସାଗରେ ବୁଡ଼ାଇ ଦେଇ ଆରପାରିକୁ ଚାଲିଯାଇଛନ୍ତି ୩୪ ବର୍ଷୀୟ ଷ୍ଟାର୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ଆଜି ସୁଶାନ୍ତ ମୁମ୍ବାଇ ସ୍ଥିତ ତାଙ୍କ ବାସ ଭବନରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି।। ଘଟଣାରେ ତଦନ୍ତ ଚାଲିଛି। ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ବଲିଉଡ୍‌କୁ ଶକ୍ତ ଝଟ୍‌କା ଦେଇଛି। ଦୋହଲି ଯାଇଛି ପୂରା ବି-ଟାଉନ୍। କେହି ସହଜରେ ବି ଏକଥାକୁ ବିଶ୍ୱାସ କରିପାରୁ […]