• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Demand

Locals allege negligence work
ଭୋଟ୍ ବେଳେ ପ୍ରତିଶ୍ରୁତି ପାହାଡ଼, ସରିଗଲେ କିଏ କାହାର...ସ୍ବାଧୀନତାର ୭୫ବର୍ଷ ପରେ ମିଳୁନି ମୌଳିକ ସୁବିଧା

ଭୋଟ୍ ବେଳେ ପ୍ରତିଶ୍ରୁତି ପାହାଡ଼, ଭୋଟ୍ ସରିଗଲେ କିଏ କାହାର । ସ୍ବାଧୀନତାର ୭୫ବର୍ଷ ପରେ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ । ପାଦଚଲା ରାସ୍ତା ଓ ଗୋଳିଆ କୂଅ ପାଣିରେ ବିତୁଛି ଜୀବନ ।

Rishikunda
ପ୍ରଚଣ୍ଡ ଗ୍ରୀଷ୍ମରେ ବି ଶୁଖୁନି ଋଷିକୁଣ୍ଡର ଜଳ

ପଥର ଉପରେ ଫୁଟେ ଚଉଡା ଓ ୨ରୁ ୩ ଫୁଟ ଗଭୀର ଥିବା ଏଇ କୁଣ୍ଡର ପାଣି ବର୍ଷସାରା କେବେ ମଧ୍ୟ ଶୁଖିନଥାଏ । ଯେଉଁଥିପାଇଁ ଏଇ ଋଷିକୁଣ୍ଡରେ ପ୍ରତିଦିନ ଶହଶହ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ ଜମିଥାଏ । ହେଲେ ଏହି ଐତିହାସିକ ପୀଠର ବିକାଶ ଉପରେ ସରକାରଙ୍କ ଦୃଷ୍ଟି ପଡୁନାହିଁ ।

Winter
ମାଘ ମାସର ଜାଡ଼ରେ ରାସ୍ତା କଡ଼େ ଶୋଉଛି ବେଘର ମଣିଷ

ଅସମ୍ଭାଳ ଶୀତ ରାତିରେ ଦେହ ଥରୁଛି ଦାନ୍ତକୁ ଦାନ୍ତ ବାଡ଼େଇ ହେଉଛି । ହେଲେ ମଣିଷ କରିବ ତ କଣ କରିବ ? ରାସ୍ତା କଡ଼େ ଜୀବନ ଜିଇଁବାକୁ ହିଁ ପଡ଼ିବ ।

Doll
ପ୍ଲାଷ୍ଟିକ ଯୁଗରେ ବି ଗୋବର କଣ୍ଢେଇର ଚାହିଦା

କିଏ ଗୋବରକୁ ହାତରେ ଚକୁଟୁଛି ତ କିଏ ଗୋବରର ଲେପ ଦେଇ କଣ୍ଢେଇ ତିଆରି କରୁଛି ଆଉ କିଏ କିଏ କଣ୍ଢେଇରେ ରଙ୍ଗ ଦେବା ପରେ ଖରାରେ ଶୁଖାଉଛନ୍ତି ... ଦେବାଦେବୀ, ପଶୁପକ୍ଷୀ, ପଶୁମୁଖା ଭଳି ସୁନ୍ଦର ସୁନ୍ଦର ଖେଳଣା ତିଆରି କରି ମହିଳା ମାନେ ହୋଇପାରିଛନ୍ତି ସ୍ୱାବଲମ୍ବୀ...

Cuttack Eviction Drive - Business Owners Demand Rehabilitation
'ବିଶ୍ୱସ୍ତରୀୟ ମେଡିକାଲ ହେଉ.. ହେଲେ ଆମକୁ ଜାଗା ଖଣ୍ଡେ ମିଳୁ'

କଟକ SCBର ସଂପ୍ରସାରଣ ଲାଗି ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି.. ଆଜି ରାଣୀହାଟ କେନାଲ ରୋଡ୍ର ପୋଲଠୁ SCB ପର୍ଯ୍ୟନ୍ତ ଉଚ୍ଛେଦ କରାଯାଉଛି.. କେନାଲ ରୋଡର ପୋଲଠୁ SCB ମଧ୍ୟରେ ୩୦ ଦୋକାନକୁ ଉଚ୍ଛେଦ କରାଯିବ.. ଏନେଇ ଦୋକାନୀଙ୍କ ପ୍ରତିକ୍ରିୟା ଶୁଣନ୍ତୁ..

achutya
କିସ୍ କର୍ତ୍ତୃପକ୍ଷ ବଳପୂର୍ବକ ଜମି ମାଡି ବସିଥିବା ପ୍ରସଙ୍ଗ : ନିର୍ବାଚନ ଅଧିକାରୀଙ୍କ ନିକଟରେ ରାଜଧାନୀର ବରିଷ୍ଠ ନାଗରିକଙ୍କ ଫେରାଦ

ଭୁବନେଶ୍ୱର : କିସ୍‌ର ଦାଦାଗିରି ଆଗରେ ନିଜର ଅସହାୟତାକୁ କୋହଭରା କଣ୍ଠରେ ବୟାନ କରିଛନ୍ତି ରାଜଧାନୀର ବୟସ୍କା ମହିଳା ବିନ୍ଦୁ ଦାସ। ପ୍ଲଟ୍ ନମ୍ବର ୫୮୧/୧୭୫୧ ଭୁବନେଶ୍ୱର ପଥରଗାଡିଆ ମୌଜାରେ ଥିବା ଏହି ଜମିକୁ ୧୯୮୩ ମସିହାରେ କିଣିଥିଲେ ବିନ୍ଦୁଙ୍କ ସ୍ୱାମୀ ଜୀବନ କିଶୋର ଦାସ। ମାତ୍ର ସେଠି ଏବେ ଠିଆ ହୋଇଛି କିଟ୍ ଜଗନ୍ନାଥ ମନ୍ଦିର। ସ୍ୱାମୀ ଜମି ପାଇଁ ଲଢି ଲଢି ଆରପାରିକୁ ଚାଲିଗଲେ। ଆଉ ଏବେ ଅଧିକାର ପାଇଁ ସେ ଲଢୁଛନ୍ତି। ଏଭଳି […]