• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Delhi Ncr

Air pollution in Delhi
'ଆମେ ଜାଣିନୁ କେମିତି ରୋକିବେ, କିନ୍ତୁ ତୁରନ୍ତ ବନ୍ଦ କରନ୍ତୁ'

ଦିଲ୍ଲୀ ପ୍ରଦୂଷଣକୁ ନେଇ ବଢ଼ିଲା ଚିନ୍ତା । ସୁପ୍ରିମକୋର୍ଟ କଲେ ଭର୍ତ୍ସନା ।

Air quality in ‘severe plus’ category
ସାଙ୍ଘାତିକ ହେଉଛି ଦିଲ୍ଲୀ ପ୍ରଦୂଷଣ, ୧୦ ଯାଏଁ ପ୍ରାଥମିକ ବିଦ୍ୟାଳୟ ଛୁଟି

ଦିଲ୍ଲୀରେ ଦିନକୁ ଦିନ ଭୟଙ୍କର ହେଉଛି ବାୟୁ ପ୍ରଦୂଷଣ । ସହରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୫ ଶହ ପାଖେଇଲାଣି ।

Nepal earthquake
ମଧ୍ୟରାତ୍ରରେ ପ୍ରକୃତିର ତାଣ୍ଡବ; ନେପାଳରେ ୬.୪ ତୀବ୍ରତାର ଭୂକମ୍ପ, ମୃତ୍ୟୁସଂଖ୍ୟା ଦେଢ଼ଶହ ପାର୍‌

ଶୁକ୍ରବାର ରାତି ପ୍ରାୟ ୧୧ଟା ୩୨ । ସମସ୍ତେ ଖାଇ ପିଇ ନିଶ୍ଚିନ୍ତରେ ଶୋଇଥିବା ବେଳେ ହଠାତ୍ ଯେମିତି ଚେଇଁ ଉଠିଥିଲା ପ୍ରକୃତି । ଥରି ଉଠିଥିଲା ପାହାଡି ଦେଶ ନେପାଳ । ମଧ୍ୟରାତ୍ରରେ ପ୍ରକୃତିର ତାଣ୍ଡବ । ପୁଣି ଭୂକମ୍ପର ଭୟଙ୍କର ଝଟକା । ଏଥର ତୀବ୍ରତା ଥିଲା ୬.୪। ଶକ୍ତିଶାଳୀ, ଧ୍ୱଂସକାରୀ । ସ୍ଥଳଭାଗରୁ ପ୍ରାୟ ୧୦ କିଲୋମିଟର ତଳେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ ।

Delhi NCR
ଉତ୍ତର ଭାରତ ଉପରେ ଥମୁନି ପ୍ରକୃତିର କୋପ

ଉତ୍ତର ଭାରତ ଉପରେ ଥମୁନି ପ୍ରକୃତିର କୋପ। କେତେବେଳେ ବର୍ଷା ତ ଆଉ କେତେବେଳେ ଭୂସ୍ଖଳନରେ ବେହାଲ ଉତ୍ତର ରାଜ୍ୟର ସ୍ଥିତି। ଆଜି ଜାତୀୟ ରାଜଧାନୀ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ସକାଳୁ ଅବିଶ୍ରାନ୍ତ ବର୍ଷା ପରେ ଗୁରୁତର ପ୍ରଭାବିତ ହୋଇଛି ଜୀବନଯାତ୍ରା । ସେପଟେ ହିମାଚଳପ୍ରଦେଶ ଭୂସ୍ଖଳନର ୬ଦିନ ପରେ ବି ଧ୍ୱସଂସ୍ତୁପ ତଳୁ ସରିନି ଜୀବନ ଖୋଜା ପ୍ରକ୍ରିୟା

Air Quality In Delhi Hits Hazardous Levels After Diwali Celebrations
ଦିଲ୍ଲୀ ଆକାଶ ଧୂଆଁମୟ

ପୁଣି ସ୍ମଗ୍ ସମସ୍ୟା ଘେରରେ ଦିଲ୍ଲୀ। ଦୀପାବଳି ପରେ ପ୍ରଦୂଷଣ ରାକ୍ଷସର ଆଁରେ ଦେଶର ରାଜଧାନୀ। ଚାରିଆଡ଼େ କୁହୁଡ଼ି ଓ ଧୂଆଁର ଘନ ଆସ୍ତରଣ ଦେଖିବାକୁ ମିଳିଛି। ଦୀପାବଳି ଦୁଇ ଦିନ ହେବ ସରିବା ପରେ ମଧ୍ୟ ସ୍ଥିତିରେ ସୁଧାର ଆସୁନାହିଁ। ବାୟୁରେ ମାତ୍ରାଧିକ ବିଷାକ୍ତ କଣିକା ରହିଛି। ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟ ଲୋକେ।

Delhi Air Pollution
ନିୟମ ମାନିଲେ ନାହିଁ ଲୋକେ, ଭୟଙ୍କର ଭାବରେ ପ୍ରଦୂଷଣ ହେଲା ବାୟୁମଣ୍ଡଳ

ସରକାର କହିଲେ ବାଣ ଫୁଟାଇବ ନାହିଁ, ନିୟମ ମାନିଲେ ନାହିଁ ଲୋକେ.....ବାଣ ଫୁଟାଇଲେ ଏବଂ ପରିବେଶକୁ ପ୍ରଦୂଷଣ କଲେ

delhi pollution
ଅଣନିଃଶ୍ୱାସୀ ଦିଲ୍ଲୀବାସୀ : ନୋଏଡା-ଗାଜିଆବାଦରେ AQI ୪୦୦ରୁ ଅଧିକ

ଅଣନିଶ୍ୱାସୀ କରୁଛି ରାଜଧାନୀ ଦିଲ୍ଲୀ । ନିଶ୍ୱାସପ୍ରଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଛି । ଦେଶର ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଶୀତ ଆରମ୍ଭ ହେବା ସହିତ ଧୀରେ ଧୀରେ ବାୟୁ ଗୁଣବତ୍ତା ଖରାପ ହେବାରେ ଲାଗିଛି । ଦିଲ୍ଲୀ ସମେତ ଉତ୍ତରପ୍ରଦେଶ ଏବଂ ହରିୟାଣାର ଅନେକ ସହରରେ ବାୟୁର ଗୁଣବତ୍ତା 'ନିମ୍ନ ଶ୍ରେଣୀରେ ପହଞ୍ଚିଛି ।

delhi
ଉତ୍ତର ଭାରତରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟକା। ଦିଲ୍ଲୀ, ଏନସିଆର, ଗୁରୁଗ୍ରାମ ଅଂଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି।  ଭୂକମ୍ପ ପ୍ରଭାବରେ ହିମାଚଳ ପ୍ରଦେଶ, ପଂଜାବ ଓ ଜାମ୍ମୁ କାଶ୍ମୀର କିଛି ଅଂଚଳ ଥରି ଉଠିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନରେ ହୋଇଥିବା ସୂଚନା ମିଳିଛି।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ରେକର୍ଡ କରାଯାଇଛି। ଭୂମିକମ୍ପ ପରେ କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।