• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Deficit Rainfall

Drought Situation
ଲଘୁଚାପ ବର୍ଷା ବି ଚାଷକୁ ଅଣ୍ଟୁନି; ଭାଦ୍ରବରେ ବି ଅନାବୃଷ୍ଟି

ଭାଦ୍ରବରେ ବର୍ଷାକୁ ଅନେଇଛି ଭଦ୍ରକ । ଜମି ଫାଟି ଆଁ କଲାଣି, ରୁଆ ଧାନ ଜଳି ଯାଉଛି । ପ୍ରଥମେ ବୈତରଣୀ ବଢିରେ ଚାଷ ଧୋଇଗଲା, ଆଉ ଏବେ ଅନାବୃଷ୍ଟି ଦାଉ ସାଧିଛି ।

Drought
୧୧ ଜିଲ୍ଲାରେ ଆସନ୍ନ ମରୁଡ଼ି !

ଶ୍ରାବଣରେ ଚାଷୀ କାନ୍ଦୁଛି, ଧାନ କ୍ଷେତ ତ୍ରାହି ତ୍ରାହି ଡାକୁଛି । ଜମି ଫାଟି ଆଁ କରିଛି । ଦିନେ ଦୁଇଦିନ ଭିତରେ ବର୍ଷା ନହେଲେ ମରୁଡ଼ି ନିଶ୍ଚିନ୍ତ..

Deficit rainfall
ମୌସୁମୀର ଲୁଚକାଳି ଖେଳରେ ଚାଷୀର କପାଳ ଫାଟିଲା

ଯୋଡ଼ା ଶ୍ରାବଣ ଯାଇ ଭାଦ୍ରବ ହେବାକୁ ବସିଲାଣି l ତଥାପି ବିଲକୁ ଯାଇପାରୁନି ଲଙ୍ଗଳ l ସ୍ୱଳ୍ପ ବୃଷ୍ଟିପାତ କାରଣରୁ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ସ୍ଥାନରେ ଅଧାରେ ଅଟକିଛି ଧାନ ଚାଷ କାର୍ଯ୍ୟ l ଜଳସେଚନ ସୁବିଧା ନଥିବାରୁ ତଳି ରୁଆ ଓ ବେଉସା କାର୍ଯ୍ୟ ଆଗକୁ ବଢିପାରୁ ନାହିଁ । ଆଗକୁ ବର୍ଷାର ପରିମାଣ ନ ହେଲେ ଏଥର ମରୁଡ଼ିରେ ବେଉସା .....

Deficit rainfall
ବର୍ଷାର ଦେଖା ଦର୍ଶନ ନାହିଁ...ମରୁଡ଼ି ଜଳଜଳ, ହିଡ଼ମୁଣ୍ଡରେ କାନ୍ଦୁଛି ଚାଷୀ

ଅଷାଢ ଯାଇ ଶ୍ରାବଣ ହେଲାଣି...ବର୍ଷାର ଦେଖା ନାହିଁ । ପ୍ରତିବର୍ଷ ଏ ସମୟରେ ରୁଆ ସରେ...ହେଲେ ଏଥର ବର୍ଷା ନଥିବାରୁ ହିଡ ମୁଣ୍ଡରେ କାନ୍ଦୁଛି ଚାଷୀ।

Deficit rainfall
ଆଉ ୪ ଦିନରେ ବର୍ଷା ନହେଲେ ମରୁଡ଼ି ନିଶ୍ଚିତ !

ଆଷାଢ ଯାଇ ଶ୍ରାବଣ ହେଲାଣି..ବର୍ଷାର ଦେଖା ନାହିଁ । ପ୍ରତିବର୍ଷ ଏ ସମୟରେ ରୁଆ ସରେ..ହେଲେ ଏଥର ବର୍ଷା ନଥିବାରୁ ହିଡ ମୁଣ୍ଡରେ କାନ୍ଦୁଛି ଚାଷୀ

Drought Fear In Dhenkanal
ନିଅଣ୍ଟିଆ ବର୍ଷା ପାଇଁ କେଉଁଠି ମରୁଡ଼ି ପରିସ୍ଥିତି ତ ଆଉ କେଉଁଠି ନଷ୍ଟ ହେବାକୁ ବସିଲାଣି ତଳି

ନିଅଣ୍ଟିଆ ବର୍ଷା ପାଇଁ କେଉଁଠି ମରୁଡ଼ି ପରିସ୍ଥିତି ତ ଆଉ କେଉଁଠି ତଳି ନଷ୍ଟ ହେବାକୁ ବସିଲାଣି। ଯଦି ଆଗକୁ ବର୍ଷା ପରିମାଣ ନ ବଢ଼େ, ତା’ହେଲେ ସ୍ଥିତି ସାଙ୍ଘାତିକ ହେବାର ଆଶଙ୍କା କରିଛନ୍ତି ଚାଷୀ।

Deficit Rainfall
ସ୍ୱାଭାବିକରୁ ଅଧିକ ବର୍ଷା ପୂର୍ବାନୁମାନ ସତ୍ତ୍ୱେ ମୌସୁମୀର ଲୁଚକାଳି ଖେଳ : ରାଜ୍ୟର ୧୯ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ

ମୌସୁମୀ ଦୁର୍ବଳ, ବର୍ଷା ଅଭାବରୁ ଚାଷୀ କଲବଲ । କେଉଁଠି ପାଣି ଅଭାବରୁ ଚାଷ ଜମି ଫାଟି ଆଁ କଲାଣି, ତ କେଉଁଠି ଧାନ ତଳି ଜଳିଗଲାଣି । ଭଦ୍ର ଜିଲ୍ଲା ବାସୁଦେବପୁର ଅଞ୍ଚଳର ଆକାଶରେ ମେଘ ମାଳ ମାଳ ,ହେଲେ ବର୍ଷା ଅଭାବରୁ ଜମି ଏକଦମ୍ ଶୁଖିଲା