• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Death

Accident
ଭୋଜିଖାଇ ଫେରୁଥିଲେ, କାନ୍ଥରେ ପିଟି ହେଲା କାର୍...ଆଖିବୁଜିଲେ ୪ସାଙ୍ଗ

ଦୁର୍ଘଟଣାର ମାତ୍ରା ଏତେ ଅଧିକ ଥିଲା ଯେ, ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା । କାରଟି ଧକ୍କା ଦେବା ପରେ କାନ୍ଥର କିଛି ଅଂଶ ଭାଙ୍ଗିଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Bus Accident
ଚାଲୁଥିଲା ବସ, ଆସିଲା ହାର୍ଟ ଆଟାକ...ତଥାପି ଭୁଲିଲେନି କର୍ତ୍ତବ୍ୟ, ବଞ୍ଚାଇଲେ ୫୦ ଜୀବନ

ସେ ମୃତ୍ୟୁର ଗନ୍ଧ ବାରି ସାରିଥିଲେ । କିନ୍ତୁ ତାଙ୍କ ଉପରେ ନ୍ୟସ୍ତ ଥିଲା ୫୦ରୁ ଅଧିକ ଜୀବନ । କେମିତି ବା ମୃତ୍ୟୁ କବଳରେ ପଡ଼ି ଥାଆନ୍ତେ । ନିଜେ ଚାଲିଯିବା ଆଗରୁ ବଞ୍ଚାଇ ଦେଇଗଲେ ୫୦ରୁ ଜୀବନ ।

Elephant Attack
ମାତିଲା ଦନ୍ତାହାତୀ; ନେଲା ୨ଜଣଙ୍କ ଜୀବନ

ମୃତକମାନେ ହେଲେ ସୁରୁବାଲି କିସାନ ଓ ଖଇରି କିସାନ । ଗତ ବିଳମ୍ବିତ ରାତିରେ କାନ୍ଥ ଭାଙ୍ଗି ଘର ଭିତରେ ପଶିଥିଲା ଦନ୍ତା ହାତୀ ।

Accident
କୁହୁଡ଼ି ସାଜିଲା କାଳ..ଟ୍ରକ ତଳେ ଚାପି ହୋଇ ପାଞ୍ଚ ମୃତ

କୁହୁଡି ନେଉଛି ଜୀବନ। ପ୍ରତିଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ମଧ୍ୟ ଘନ କୁହୁଡ଼ି ପାଇଁ ଦୁର୍ଘଟଣା ବଢ଼ି ଚାଲିଛି। ନାଗପୁରରେ ୩ଟି ସ୍ଥାନରେ ଦୁର୍ଘଟଣା ଯୋଗୁଁ ଦମ୍ପତିଙ୍କ ସମେତ ୫ଜଣଙ୍କ ମୃତ୍ୟୁ ଘଟିଛି।

Madhya Pradesh
ଚାହୁଁଥିଲେ ଝିଅ, ହେଲେ ଜନ୍ମନେଲା ପୁଅ; ଗଳାକାଟି ମାରିଦେଲା ବାପା

ନବଜାତ ପୁଅର ଗଳାକାଟି ହତ୍ୟା କରିଛି ନୃଶଂସ ବାପା । ସୂଚନା ଅନୁସାରେ ତାଙ୍କର ୨ ପୁଅଙ୍କ ମଧ୍ୟରୁ ଜଣେ ପୁଅର ବୟସ ୭ ବର୍ଷ ଓ ଅନ୍ୟ ଜଣେ ପୁଅ ୫ ବର୍ଷର ।

Viral Girl
ଭୁଲ ଅସ୍ତ୍ରୋପଚାର ପାଇଁ ଜୀବନ ହାରିଲେ ମହିଳା

ଭୁଲ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ସଂପର୍କୀୟଙ୍କ ଧାରଣା ।

Laxmi Death Case
ବିତି ଗଲାଣି ୧୫ ଦିନ, ତଥାପି ପୋଲିସ ହାତ ଖାଲି; ପ୍ରତିବାଦରେ ରାୟଗଡ଼ା ବନ୍ଦ

ମା ଗୃହ ୱାଡେନ୍ ଲକ୍ଷ୍ମୀ ମାଝୀଙ୍କ ରହସ୍ୟଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଆଜି ୧୨ ଘଣ୍ଟିଆ ରାୟଗଡ଼ା ଜିଲ୍ଲା ବନ୍ଦ ଡାକରା ।

Road mishap
ଟୁରିଷ୍ଟ ବସ୍‌ ଧକ୍କାରେ ନାବାଳକ ମୃତ୍ୟୁ ଘଟଣା; ଆଜି ବି ଉଠିଲାପଡ଼ିଲା ସମ୍ବଲପୁର ସହର

କାଲି ସଂଧ୍ୟାରେ ଏକ ସ୍କୁଟିଯୋଗେ ମୁଦିପଡ଼ାରୁ କୁଞ୍ଜେଲପଡ଼ା ଯାଉଥିଲା ବେଳେ ୧୩ ବର୍ଷିୟ ଏଇ ନବମ ଶ୍ରେଣୀ ଛାତ୍ର ଦିଶାନ୍ତ ନାୟକଙ୍କୁ ମୁଦିପଡ଼ା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ୍ ଆଗରେ ଏକ ଟୁରିଷ୍ଟ ବସ୍ ଧକ୍କା ଦେଇଥିଲା ।

Suicide
ସହି ପାରିଲେନି ସ୍ୱାମୀଙ୍କ ବିୟୋଗ, ଆତ୍ମହତ୍ୟା କରିଦେଲେ

ସ୍ବାମୀଙ୍କ ଅକାଳ ବିୟୋଗକୁ ସହ୍ୟ ନକରିପାରି ସ୍ତ୍ରୀର ଆତ୍ମହତ୍ୟା । ଖବର ଆସିଛି ଜଟଣୀ ଥାନା ଅଞ୍ଚଳରୁ ।

Laxmi case
ଲକ୍ଷ୍ମୀ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚର ଏଣ୍ଟ୍ରି, କର୍ମଚାରୀଙ୍କ ସହ ନିର୍ଦ୍ଦେଶକଙ୍କୁ ପଚରାଉଚରା

ବଢୁଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ସ୍ଥିତ ମା’ ଗୃହ ୱାଡେନ୍ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ରହସ୍ୟ । ଅନ୍ୟ କେଉଁଠି ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଲକ୍ଷ୍ମୀଙ୍କୁ ଜାଳି ଦିଆ ଯାଇଥିବା ଆଶଙ୍କା କରାଯାଉଛି ।

 Black magic suspicion
ଅନ୍ଧ ବିଶ୍ୱାସର କରୁଣ ପରିଣତି; ବୃଦ୍ଧ, ପତ୍ନୀ, ନାତୁଣୀଙ୍କୁ ହତ୍ୟା କଲେ ପରିବାର ଲୋକେ

ମନ୍ତ୍ର ଭଗବାନଙ୍କ ପ୍ରତି ଆରାଧନା ହୋଇଥିବା ବେଳେ, ତନ୍ତ୍ର ସାଧାରଣତଃ ତାମସିକ ହୋଇଥାଏ । ବିଜ୍ଞାନ ଯେତେ ଉନ୍ନତି କଲେ ମଧ୍ୟ ଏହି ଅନ୍ଧ ବିଶ୍ବାସରୁ ବାହାରି ପାରୁନି ଆଧୁନିକ ମଣିଷ । ଆଜି ବି ତନ୍ତ୍ରର ପ୍ରଭାବ ସମାଜ ଉପରେ ଦେଖିବାକୁ ମିଳେ । ଆଉ ଏହାର ସଦ୍ୟତମ ଉଦାହରଣ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ।

Kerla Girl Suicide
ଯୌତୁକ ପାଇଁ ଅଟକିଲା ବାହାଘର, ଆତ୍ମହତ୍ୟାର ବାଟ ବାଛିଲେ ଡାକ୍ତର!

ଆଇନ କାନୁନ୍ ତା ବାଟରେ ଲୋକେ ତାଙ୍କ ବାଟରେ । ଯୌତୁକ ଆକାରରେ ବରକୁ କମ୍ ପଡିଲା ୫୦ ଲକ୍ଷ ଟଙ୍କା, କାର୍ ଓ ୪୦ ଭରି ସୁନା । ନିରାଶ ହୋଇ ଜୀବନ ହାରିଦେଲା କନିଆଁ । ସେ ପୁଣି ପିଜି କରୁଥିବା ଡାକ୍ତର ଛାତ୍ରୀ । କେରଳରେ ଏଭଳି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ।

CID actor Dinesh Phadnis
ଇନିସପେକ୍ଟର ଫେଡ୍ରିକ୍ସଙ୍କ ପରଲୋକ, ଟିଭି ଜଗତରେ ଶୋକର ଛାୟା

ଇନିସପେକ୍ଟର ଫେଡ୍ରିକ୍ସ .. ସୋନୀ ଟିଭିରେ ପ୍ରସାରିତ ଲୋକପ୍ରିୟ କ୍ରାଇମ ଶୋ ‘CID ’ର ଚରିତ୍ର । ଏହି ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଦିନେଶ ଫଡନିସଙ୍କ ପରଲୋକ ହୋଇ ଯାଇଛି ।

Delhi boy stabs 18-year-old multiple times
ନିଶାରେ ମତ୍ତ ହୋଇ ହାଣିଲା, ତା'ଉପରେ ନାଚିଲା ..

ନିଶାରେ ମତ୍ତ ବାଳକର ବିଭତ୍ସ କାଣ୍ତ । ୬୦ ଥର ଛୁରୀ ଭୁଷିଲା, ପରେ ନାଚିଲା । ମଝିରେ ମଝିରେ ମୁଣ୍ତକୁ ଗୋଇଠା ମଧ୍ୟ ମାରିଲା ।

Tractor overturns
ଘାଟିରେ ଓଲଟିଲା ଟ୍ରାକ୍ଟର: ୨ ମୃତ, ୬ ଗୁରୁତର

ଟ୍ରାକ୍ଟର ଓଲଟି ୨ ମୃତ । ବ୍ରହ୍ମପୁରରେ ଘଟିଛି ଅଭାବନୀୟ ଘଟଣା ।

Odia Jatra Comedy Rabi Satpathy passes away
ହସାଉଥିଲେ, କନ୍ଦାଇ ଚାଲିଗଲେ; ସମସ୍ତଙ୍କ ପ୍ରିୟ ରବିନନା

ଝଡ଼ ପରର ନିରବତା । ଶାନ୍ତ ପଡ଼ି ଯାଇଛି ସବୁବେଳେ ହସାଉଥିବା ମୁହଁଟି ।

Explosion in Rourkela Steel Plant
ଶୁଭମ୍ ଇସ୍ପାତ କାରଖାନାରେ ବିସ୍ଫୋରଣ, ଜଣେ ଶ୍ରମିକ ମୃତ

ରାଉରକେଲାରେ ବଡ଼ ଧରଣର ବିସ୍ଫୋରଣ । କାରଖାନାରେ ବିସ୍ଫୋରଣ ଘଟି ଜଣେ ମୃତ ।

Kerala toddler dies
ଗାଡ଼ି ପାର୍କ କରୁଥିଲେ ଜେଜେ, ହଠାତ୍ ନାତି ଉପରେ ଚଢିଗଲା କାର

ଜେଜେ ଗାଡ଼ି ପାର୍କ କରୁଥିଲେ, ନାତି ଘର ସାମ୍ନାରେ ଖେଳୁଥିଲା । କିନ୍ତୁ ଗାଡ଼ି ତଳେ ଚାପି ହୋଇ ନାତିର ଜୀବନ ଯାଇଛି ।

Passenger Bus Fire
ଉଜୁଡ଼ିଗଲା ଦୀପାବଳିର ଖୁସି, ଭାସିଗଲା ସୁଖର ସଂସାର

ଆସିଛି ଆଲୋକର ପର୍ବ ଦୀପାବଳି। ସେଥିପାଇଁ ତ କିଏ ଘରକୁ ଫେରୁଥିଲେ ଖୁସି ମନରେ, ତ ଆଉ କିଏ ବେପାର ଆଶାରେ କୋଲକାତାରୁ ଫେରୁଥିଲେ ପସରା ଧରି। ରାତି ପାହିଥିଲେ ଯିଏ ଯାହା ବାଟରେ ପହଞ୍ଚିଯାଇଥାନ୍ତେ। କିନ୍ତୁ ଦୁର୍ଭାଗ୍ୟ, ସର୍ବଗିଳା ନିଆଁ କେଉଁଠି ଲୁଚିଥିଲା କେଜାଣି, ହଠାତ୍ ବ୍ୟାପିଯାଇଥିଲା ବସରେ। ଯେଉଁଥିରେ କେନ୍ଦ୍ରାପଡ଼ାର ଜଣେ ମହିଳା ଯାତ୍ରୀଙ୍କ ପ୍ରାଣହାନୀ ହୋଇଥିବାବେଳେ ମରଣମୁହଁରୁ ଫେରିଆସିଥିଲେ ବସର ଅନ୍ୟ ସମସ୍ତ ଯାତ୍ରୀ..

Bolero Accident
ମୁହଁ ଧୋଉ ଧୋଉ ଚାଲିଗଲା ଜୀବନ ..

ଛକି ରହିଥିଲା ମୃତ୍ୟୁ । ମୁହଁ ଧୋଉ ଧୋଉ ନିଜ ଜୀବନ ସହ ମଧ୍ୟ ହାତ ଧୋଇ ବସିଲେ ।

death
Shocking News : ଛାତ୍ର ମାଡ଼ରେ ଅଧ୍ୟାପକ ମୃତ

କି କୁଳାଙ୍ଗାର ଛାତ୍ର ସେ...ତାଗିଦ କରିବାରୁ ହିଂସ୍ରକ ରାକ୍ଷସ ପାଲଟି ଯାଇଥିଲା..ଭଗବାନ ସଦୃଶ ଗୁରୁଙ୍କୁ ଆକ୍ରମଣ କରିଥିଲା.. ୯ମାସ ଧରି ଚିକିତ୍ସାଧୀନ ରହିବା ପରେ ଅଧ୍ୟାପକ ଅମିତଙ୍କର ମୃତ୍ୟୁ ଘଟିଛି

death
କାଳ ହେଲା ଗଣ୍ଡରେ ଗାଧୁଆ : ବୁଡ଼ିଗଲେ ଯୁବ ଡାକ୍ତର

ଗଞ୍ଜାମ ସୋରଡ଼ାରେ ଅଭାବନୀୟ ଘଟଣା…୩ସାଙ୍ଗଙ୍କ ସହ ଭୋଜି କରିବାକୁ ଯାଇଥିଲେ…ଗାଧୋଇଲା ବେଳେ ଗୋଡ଼ ଖସି ଅଘଟଣ

death
ବିଧିର ବିଧାନ ଥିଲା ଏମିତି...ଝରକା ଫାଙ୍କରେ ମା’କୁ ଖୋଜୁ ଖୋଜୁ ୪ ମହଲାରୁ ଗଳିପଡ଼ିଲା କୁନିଝିଅ

ଝରକାରୁ ଖସି କୁନି ଝିଅର ମୃତ୍ୟୁ । ଟିକେ ଅସାବଧନତା ପାଇଁ ଚାଲିଗଲା ଜୀବନ । ସତେଯେମିତି ଝରକା ପାଖରେ ଛକି ରହିଥିଲା ମୃତ୍ୟୁ।

24 deaths in 24 hours
ଔଷଧ ଅଭାବ: ୨୪ ଘଣ୍ଟାରେ ୨୪ ମୃତ ! ୭୦ ଜଣ ଏବେ ବି ଗୁରୁତର ଥିବା ସୂଚନା

ଔଷଧ ଓ କର୍ମଚାରୀଙ୍କ ଅଭାବ ପାଇଁ ଅଘଟଣ ଆଶଙ୍କା...ଶନିବାର ଓ ରବିବାର ମଧ୍ୟରେ ଉଦବେଗଜନକ ଘଟଣା..ଭିନ୍ନ ଭିନ୍ନ କାରଣରୁ ୨୪ ଘଣ୍ଟାରେ ୧୨ ଶିଶୁଙ୍କ ସହ ୨୪ ମୃତ

Death toll in Libya’s Derna flooding could reach 20,000
ଦାଉ ସାଧିଲା ଦଇବ; ଲିବ୍ୟାରେ ପ୍ରଳୟଙ୍କରୀ ବନ୍ୟା, ୨୦ ହଜାର ଟପିବ ମୃତ୍ୟୁସଂଖ୍ୟା !

ଲିବ୍ୟା ବିପର୍ଯ୍ୟୟ ମନୁଷ୍ୟଗତ ତ୍ରୁଟିରୁ ହୋଇଥାଇପାରେ । ବିପର୍ଯ୍ୟୟ ଆସିବା ନେଇ ପାଣିପାଗ ବିଶେଷଜ୍ଞ ଆଗୁଆ ସୂଚନା ଦେଇଥିଲେ । ସେହିପରି ଡର୍ନା ୱାଡି ଡ୍ୟାମରେ ସୃଷ୍ଟି ହୋଇଥିବା ଫାଟ ସଂପର୍କରେ ବି ବିଶେଷଜ୍ଞ ଚେତାଇ ଦେଇଥିଲେ ।