• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Dead Body Found

Minor Boy Killed
ପଣ୍ଡା ପାର୍କରୁ ବସ୍ତାରେ ବନ୍ଧା ଥିବା ନାବାଳକର ଗଳିତ ମୃତଦେହ ଉଦ୍ଧାର

ମୃତ ନାବାଳକ ହେଲେ ଦୈତ୍ୟରାଜ ନାୟକ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।  ଘଟଣାର ଛାନଭିନ କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

Couple Dead Body Found Hanging In Dhenkanal
ଘର ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁ ପୂର୍ବରୁ କାନ୍ଥରେ ଲେଖି ଦେଇଗଲେ ଏମିତି କିଛି...

ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କାନ୍ଥରେ କଳା ଅଙ୍ଗାରରେ ‘ଆମେ ବିଷ ପିଇଛୁ’  ବୋଲି ଲେଖାଯାଇଛି। 

Woman Constable Dead Body Found
ନାଳରୁ ମିଳିଲା ମହିଳା କନଷ୍ଟେବଲଙ୍କ ମୃତଦେହ, ବିବାହିତା ଥାଇ ମଧ୍ୟ ଅନ୍ୟ ଜଣଙ୍କ ସହ ରିଲେସନଶିପ୍‌ରେ ଥିଲେ...

ନାଳରୁ ମିଳିଲା ମହିଳା କନଷ୍ଟେବଲଙ୍କ ମୃତଦେହ। ଜଣେ ମହିଳା କନଷ୍ଟେବଲଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ନାଳରୁ ମିଳିବା ପରେ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

Dead Body
୬ ବର୍ଷ ହେବ ମୃତ ମହିଳାଙ୍କୁ ଚିହ୍ନଟ କରିପାରୁନି ପୋଲିସ୍‌, ହତ୍ୟା ପରେ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ...

ମହିଳାଙ୍କୁ ହତ୍ୟା ପରେ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ ହତ୍ୟାକାରୀ। ମହିଳାଙ୍କୁ ପୋଡ଼ି ଦିଆଯାଇଥିବାରୁ ତାଙ୍କୁ ଚିହ୍ନିବା ସମ୍ଭବପର ନଥିଲା। ପ୍ରାୟ ୬ ବର୍ଷ ପୂର୍ବେ ଘଟିଥିବା ଏହି ହତ୍ୟାକାଣ୍ଡରେ ମୃତ ମହିଳାଙ୍କୁ ଚିହ୍ନଟ କରିପାରି ନାହିଁ ପୋଲିସ୍‌।

Dead Bodies Of Two Youths Found On NH
ଏନ୍‌ଏଚ୍‌ରୁ ଯୁବକଙ୍କ ମୃତଦେହ ଠାବ, ରାତିରେ ଭେଟିବାକୁ ଆସିଥିଲେ ପ୍ରେମିକାଙ୍କୁ !

ଏନ୍‌ଏଚ୍‌ରୁ ୨ ଜଣ ଯୁବକଙ୍କ ମୃତଦେହ ଠାବ କରାଯାଇଛି। ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଟୋଲ୍‌ଗେଟ୍‌ ସୋତି ନିକଟରୁ ଆଜି ସକାଳେ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। 

Recovery of girl student's body from a farmhouse
ଫାର୍ମ ହାଉସ୍‌ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାର ଖୋଲିବ କି ରହସ୍ୟ ?

 ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଏକ ଫାର୍ମ ହାଉସ୍‌ର ପୋଖରୀ ଭିତରୁ ମିଳିଥିବା ମୃତ ଛାତ୍ରୀଙ୍କ ଠାରୁ ସଂଗୃହୀତ ନମୁନାର ଡାଇଟମ୍ ଟେଷ୍ଟ କରାଯିବ। ଏଥିଲାଗି ନମୁନା ଫୋରେନସିକ ଲାବକୁ ପଠାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Deadbody of a girl student
ରାତି ୨ଟାରେ ଫାର୍ମ ହାଉସ୍‌ରେ ପଶିଥିଲେ ଛାତ୍ରୀ, ସକାଳୁ ମିଳିଲା ମୃତଦେହ

ଏକ ଫାର୍ମ ହାଉସ୍‌ର ପୋଖରୀ ଭିତରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି। ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏହି ଫାର୍ମ ହାଉସ୍‌ର ପୋଖରୀ ଭିତରୁ ସନ୍ଦେହଜନକ ଅବସ୍ଥାରେ ସମ୍ପୃକ୍ତ ଛାତ୍ରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି।