• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Dead Body

Mayurbhanj
ସାମାଜିକ ବ୍ୟବସ୍ଥାର କରୁଣ ପରିଣତି, ୧୦ କେଜି ମାଂସ ପାଇଁ ଶବକୁ ଦେଲେନି କାନ୍ଧ

ମେଣ୍ଢା ମାଂସ ଖାଇବାକୁ ଦେଲେ ଶବ ଉଠିବ, ସାହି ଭାଇ କେହି ଶବ ଉଠାଇବା ପାଇଁ ମନା କରିଦେଲେ ।

Dillip Deadbody
ହାଇଟେକ୍ ଟ୍ରାଜେଡି; ଦିଲୀପଙ୍କ ଶବ ନେଲେ ପରିବାର ଲୋକେ

ମୃତକୁ ଜୀବିତ ଏବଂ ଜୀବିତକୁ ମୃତ ଦର୍ଶାଇ ଶବ ଅଦଳ ବଦଳ କରିବାରେ କାହାର ହାତ ରହିଛି ? ଏତେ ବଡ ଭୁଲ ପାଇଁ ଦାୟୀ କିଏ ?

Hi-Tech Medical
କାହାର ଅବହେଳା ପାଇଁ ସୃଷ୍ଟି ହେଲା ଦ୍ୱନ୍ଦ୍ୱ ?

ମୃତଦେହ ଚିହ୍ନଟ ଦ୍ବନ୍ଦ୍ବ ଭିତରେ ଅକାଳରେ ଝଡିପଡିଛି ଗୋଟିଏ ନିରୀହ ଜୀବନ । ସ୍ବାମୀ ଛାଡି ଚାଲିଯିବା କୋହରେ ଜୀବନ ହାରିଛନ୍ତି ପତ୍ନୀ । ପ୍ରଶ୍ନ ଉଠୁଛି, କେଉଁ ପରିସ୍ଥିତିରେ ଉପୁଜିଲା ଏଭଳି ସାଂଘାତିକ ଦ୍ୱନ୍ଦ୍ୱ ?

Hi-Tech Medical
ହାଇଟେକ୍ ଡେଡବଡି ଦ୍ୱନ୍ଦ୍ୱକୁ ନେଇ ହଇଚଇ

ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ଅନ୍ତହୀନ ଟ୍ରାଜେଡି। ସେଦିନର ବିସ୍ଫୋରଣ ଆଜି ଆହୁରି ବିସ୍ଫୋରକ ରୂପ ନେଇଛି। ମେଡ଼ିକାଲ୍ କିମ୍ବା ପୋଲିସର ଦାୟିତ୍ୱହୀନତା ପାଇଁ ହେଉ କିମ୍ବା ପରିବାରର ଅଜ୍ଞତାରୁ ହେଉ, ମୃତକଙ୍କ ପରିଚୟକୁ ନେଇ ସୃଷ୍ଟି ହୋଇଛି ବିରାଟ ଦ୍ୱନ୍ଦ୍ୱ ।

Hi-Tech Medical
ହାଇଟେକ୍ ଡେଡବଡି ଦ୍ୱନ୍ଦ୍ୱ, ବଞ୍ଚିଛନ୍ତି ଦିଲୀପ-ଜ୍ୟୋତିରଞ୍ଜନ ଗଲେ କୁଆଡ଼େ ?

ସ୍ୱାମୀ ଦିଲୀପଙ୍କ ମୃତ୍ୟୁଖବର ଶୁଣି ଆତ୍ମହତ୍ୟା କରିଥିଲେ ପତ୍ନୀ । ଆହତ ଜ୍ୟୋତି ରଞ୍ଜନଙ୍କୁ ଫେରାଇବାକୁ ପରିବାରର ଦାବି ।

Woman lived with her fathers corpse for 15 years
ଏ କି ଭଲପାଇବା ? ବାପାଙ୍କ ମୃତଦେହ ସହ ୧୫ ବର୍ଷ, ପଡ଼ୋଶୀ ବି ବାରିପାରିଲେନି ଦୁର୍ଗନ୍ଧ

ଜଣେ ବୃଦ୍ଧ ନିଜ ପତ୍ନୀଙ୍କ ମୃତଦେହ ସହ ଦୀର୍ଘ ବର୍ଷ ବିତାଇଥିବା ନେଇ କାହାଣି ଆପଣ ନିଶ୍ଚୟ ଶୁଣିଥିବେ । ପର୍ତ୍ତୁଗାଲରୁ ମଧ୍ୟ ସମାନ କାହାଣୀ ଏବେ ସାମ୍ନାକୁ ଆସିଛି ।

Nuapada Health Department, Body Carried On Stretcher
ଏମିତି ଆମ ବ୍ୟବସ୍ଥା ! ଶବକୁ ପୁଣି ଅସମ୍ମାନ; ମିଳିଲାନି ଗାଡ଼ି, ଷ୍ଟ୍ରେଚରରେ ବୋହିଲେ ୮ କି.ମି.

ମେଡିକାଲ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେଇନଥିବା ବେଳେ, ସିନାପାଲି ଚିକିତ୍ସାଳୟରେ ମହାପ୍ରୟାଣ ଗାଡିର ବ୍ୟବସ୍ଥା ନାହିଁ ଓ ବ୍ୟକ୍ତିଗତ ଭାବରେ ଯୋଗାଇ ଦିଆଯାଏ ବୋଲି ଲୋକେ ଅଭିଯୋଗ କରିଛନ୍ତି ।

Newly-Weds Found Dead Before Reception
ରିପେପ୍‌ସନ୍‌ ପୂର୍ବରୁ ମିଳିଲା ନବବିବାହିତ ଦମ୍ପତିଙ୍କ ମୃତ ଦେହ; ଜାଣନ୍ତୁ କାରଣ...

ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ବିବାହର ୨ ଦିନ ପରେ ବର-କନ୍ୟାଙ୍କ ମୃତ ଦେହ ମିଳିଛି। ମଙ୍ଗଳବାର ରାତିରେ ଏନେଇ ଏକ ରିସେପ୍‌ସନ୍ ପାର୍ଟି ଅନୁଷ୍ଠିତ ହେବାର ଥିଲା। ଏହା ପୂର୍ବରୁ ଏମିତି ଦୁଃଖଦ ଘଟଣା ଘଟିଯାଇଛି।

Special story
ଦୁଇ ଦିନ ହେଲା ଦାଣ୍ଡରେ ପଡ଼ିଛି ଶବ ! ଶ୍ମଶାନ ଜମି ବିବାଦ ପାଇଁ . . .

ଦାହ ନହେବାରୁ ଦୁଆର ମୁହଁରେ ପଡ଼ି ରହିଛି ରହିଛି ବୃଦ୍ଧାଙ୍କ ଶବ, ଆଉ ଜଗି ବସିଛନ୍ତି ଆତ୍ମୀୟ ସ୍ୱଜନ

4 year old girls dead body had to carried in bus
ମିଳିଲାନି ଆମ୍ବୁଲାନ୍ସ ; କୋଳରେ ଝିଅର ଶବକୁ ଧରି ବସ୍‌ରେ ଗାଁକୁ ଗଲେ ବାପା

ସନ୍ତାନକୁ କାନ୍ଧରେ ବସେଇ ଜହ୍ନ ଦେଖାଏ ବାପା। ତୋଫା ଜହ୍ନର କିରଣରେ ସନ୍ତାନର ମୁହଁକୁ ଦେଖି ଆତ୍ମହରା ହୋଇପଡେ ତାର ପିତୃତ୍ୱ। ଏ ବି ଜଣେ ବାପା। ସେ ଚାଲୁଛନ୍ତି । କାନ୍ଧରେ ତାଙ୍କ ଶୋଇଯାଇଛି ୪ ବର୍ଷର ଝିଅ। ହେଲେ ସେ ଝିଅ ଆଉ ଜହ୍ନ ଦେଖିବାକୁ ଉଠିବନି। ସେ ଆଉ ଗପ ଶୁଣିବାକୁ ଅଝଟ ହେବନି। ସେ ସବୁଦିନ ପାଇଁ ଶୋଇ ଯାଇଛି।

The daughter spent 5 days with her mother's body
ମାଆ ମୃତଦେହ ସହ ୫ ଦିନ ବିତାଇଲା ଝିଅ

ମାଆ ମୃତଦେହ ପାଖରେ ପ୍ରାୟ ୫ ଦିନ ବସି ରହିଲା ଝିଅ, ଆଉ ତା ପରେ...

Special Story | Watch - Monkeys Refuse To Leave Dead Body Of A Troop Member
ଦୁଃଖରେ ମ୍ରିୟମାଣ ମାଙ୍କଡ଼ପଲ, କରାଇ ଦେଲେନି ସାଥୀ ମାଙ୍କଡ଼ର ସତ୍କାର

ଆଜିର ଦୁନିଆରେ ମଣିଷ ପାଇଁ ମଧ୍ୟ ତା ନିଜ ଲୋକ କାନ୍ଦୁ ନାହାଁନ୍ତି। କିନ୍ତୁ ଏ ଭିଡିଓ ଦେଖିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ। ଇଲେକ୍ଟ୍ରି ସକ୍ ଖାଇ ମୃତ୍ୟୁବରଣ କରିଥିବା ମାଙ୍କଡ଼ଟିଏର ଶବକୁ ସତ୍କାର ପାଇଁ ଛାଡ଼ିଲେନି ତା ସାଥୀ ମାଙ୍କଡ଼ମାନେ। ସ୍ଥିତି ଏମିତି ହେଲା ଯେ, ମାଙ୍କଡ଼ଟିର ମୃତଦେହ ଉଦ୍ଧାର କରିଥିବା ଲୋକଙ୍କୁ ସେମାନେ କାମୁଡ଼ିବା ପାଇଁ ଗୋଡ଼େଇଲେ।

Dog
ପୋଷ୍ଟମର୍ଟମ ପାଇଁ ରଖାଯାଇଥିଲା ଶବ, ହେଲେ ମୃତଦେହର ମୁୁହଁ ଖାଇଦେଲା କୁକୁର !

ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାରେ ରଖା ଯାଇଥିଲା ଶବ, ହେଲେ ମୃତଦେହକୁ ଖାଇଗଲା କୁକୁର। ଡାକ୍ତରଖାନାର ଶବାଗାରରେ ରଖା ଯାଇଥିବା ମୃତଦେହର ମୁହଁକୁ କୁକୁର ଖାଇ ଦେଇଥିବା ଅଭିଯୋଗ ହୋଇଛି।

ମାଟିତଳୁ ଗଳିତ ମୃତଦେହ ଉଦ୍ଧାର

ମହାଲିଙ୍ଗ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ମାଟିତଳୁ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିଅମରୁ ଏକ ମୃତଦେହ ଉଦ୍ଧାର ହୋଇଛି। ମହାଲିଙ୍ଗ ଷ୍ଟାଡିୟମ୍‌ରୁ ମୃତଦେହ ମିଳିଛି। ମାଟି ଖୋଳିବା ପରେ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ କାହାର ସେ ସମ୍ପର୍କରେ ସୂଚନା ମିଳିନି।

Special Story | Family In Odisha Performs Last Rituals Of Man Without Dead Body!!
ବିନା ଶବରେ ମଶାଣି ଗଲା କୋକେଇ, ଚାଦର ତଳେ ଥିଲା ପ୍ରତୀକାତ୍ମକ ମୃତଦେହ

ବହୁଦିନ ପରେ ଗୁଜରାଟରୁ ଫେରୁଥିଲେ ସ୍ୱାମୀ। ଘରେ ଅପେକ୍ଷା କରିଥିଲେ ପତ୍ନୀ ଓ ଦୁଇଝିଅ। ହେଲେ ଟ୍ରେନରେ ଜଗି ବସିଥିଲା ଯମ। ସ୍ଥିତି ଏମିତି ହେଲା ଯେ, ସ୍ୱାମୀଙ୍କ ମୃତଦେହ ମଧ୍ୟ ଦେଖି ପାରିଲେ ନାହିଁ ପତ୍ନୀ।

Woman slept near the corpse
ଶବ ଠାରୁ ମାତ୍ର ୩ ଫୁଟ ଦୂରରେ ୨ମାସ ଶୋଇଥିଲେ ମହିଳା

ଆମେରିକାରେ କରୋନା ମହାମାରୀ ସମୟରେ ଜଣେ ମହିଳାଙ୍କ ସହ ଯାହା ଘଟିଲା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଯେତେବେଳେ କରୋନା ଆମେରିକାର ଶିଖରରେ ଥିଲା, ଏହି ମହିଳା ଜଣକ ମାତ୍ର ତିନି ଫୁଟ ଦୂରରେ ଏକ ଶବ ନିକଟରେ ଅନେକ ଦିନ ଶୋଇଥିଲେ କିନ୍ତୁ ଏ ବିଷୟରେ ସେ ଜାଣିପାରି ନ ଥିଲେ।

ହସ୍ପିଟାଲରେ ପଡ଼ିରହିଥିବା କୁନି ଝିଅର ମୃତଦେହ
ଶବ ଜଗିଛି କନେଷ୍ଟବଳ: କେବେ ହେବ ମୃତଦେହର ବ୍ୟବଚ୍ଛେଦ?

କନେଷ୍ଟବଳ ଜଣଙ୍କ କହୁଛନ୍ତି, ମୁଁ ଶବ ଜଗିଛି। ପୋଷ୍ଟମର୍ଟମ କେତେବେଳେ ହେବ ମୁଁ ଜାଣିନି। ଅନ୍ୟପଟେ ଚାନ୍ଦବାଲି ମେଡିକାଲ ଇନଚାର୍ଜ କହିଛନ୍ତି, ଶବ ନେଇ ପୋଷ୍ଟମର୍ଟମ କରିବା ପୋଲିସର ଦାୟିତ୍ୱ। 

କୁସୁମଙ୍କ ଫାଇଲ ଫଟୋ
ମମତାକୁ ଗୋଡ଼ରେ ଆଡ଼େଇ ଚାଲିଗଲା ବୋହୂ, ଜୀବନ ହାରିଲେ ଶାଶୂ

ଗତକାଲି ସେହି କୋଠରୀରୁ ଅତି ରହସ୍ୟଜନକ ଭାବେ କୁସୁମଙ୍କ ମିଳିଛି ମୃତଦେହ। ବନ୍ଦ କୋଠରୀରୁ ଦୁର୍ଗନ୍ଧ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଥିବାବେଳେ ସାନବୋହୂଙ୍କ ଏତଲାକ୍ରମେ ପୋଲିସ ଏକ ମାମଲା ରୁଜୁ କରିଛି। 

Jawan Killed
ରାସ୍ତାକଡ଼ରୁ ମିଳିଲା ଯବାନଙ୍କ ସନ୍ଦେହ ଜନକ ମୃତଦେହ

ଯାଜପୁର ଜିଲ୍ଲା ଧର୍ମଶାଳାରେ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ । ରାୟଧରାପୁର-ବନ୍ଧଡିହ ରାସ୍ତାର ଅରାବଳ ଗାଁ ପାଖରେ ଜନକ ଗାଁର ଯବାନ ଜିତେନ୍ଦ୍ର ଜେନାସାମନ୍ତଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି ।

deadbody
କୁଆଖାଇ ନଦୀ ପଠାରୁ ଅଧାପୋତା ମୃତଦେହ ଉଦ୍ଧାର ଘଟଣା: ମୃତକଙ୍କ ପରିଚୟ ସମ୍ପର୍କରେ ଜଣାଇଲେ ମିଳିବ ପୁରସ୍କାର

ଭୁବନେଶ୍ୱର କୁଆଖାଇ ନଦୀ ପଠାରୁ ଅଧାପୋତା ମୃତଦେହ ଉଦ୍ଧାର ଘଟଣାରେ ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ପୋଲିସ ପୋଷ୍ଟର ଜାରି କରିଛି। ମୃତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ  ପୋଷ୍ଟରରେ ମୃତକଙ୍କ ମୁହଁ ଓ ଜବତ ହୋଇଥିବା ଅନ୍ୟ ବସ୍ତୁର ଫଟୋ ରହିଛି।

କୁଆଖାଇ ନଦୀ ପଠାରୁ ମିଳିଲା ମୃତଦେହ
କୁଆଖାଇ ନଦୀ ପଠାରୁ ମିଳିଲା ମୃତଦେହ, ବାଲି ତଳେ ପୋତା ଯାଇଥିଲା

କୁଆଖାଇ ନଦୀ ପଠାରେ ଗତକାଲି ସନ୍ଧ୍ୟାରେ ଏକ ମୃତଦେହ ଉଦ୍ଧାର କରାଯାଇଥିଲା। ଯଦିଓ ମୃତକଙ୍କ ପରିଚୟ ମିଳିପାରି ନାହିଁ ତେବେ ମୃତଦେହ ଜଣେ ପୁରୁଷଙ୍କ ବୋଲି ଜଣାପଡ଼ିଛି।

Decomposed Dead Body
ଶରୀରଠୁ ୨୦୦ ମିଟର ଦୂରରେ ପଡ଼ିଛି ମୁଣ୍ଡ ଓ ହାତ

ବିଲ ମଝିରେ ଗଳିତ ମୃତଦେହ ଉଦ୍ଧାର। ଗୋଟିଏ ସ୍ଥାନରେ ଶରୀରର କିଛି ଅଂଶ ପଡ଼ିଥିବା ବେଳେ ଅନ୍ୟ ସ୍ଥାନରେ ପଡ଼ିଛି ଆଉ କିଛି ଅଂଶ। ଶରୀର ଠାରୁ ପ୍ରାୟ ୨୦୦ ମିଟର ଦୂରରେ ପଡ଼ି ରହିଛି ମୁଣ୍ଡ ଓ ୨ଟି ହାତ। 

Capture 5
ମିଳିଲାନି ଷ୍ଟ୍ରେଚର, ମା’ର ମୃତଦେହକୁ କାନ୍ଧରେ ବୋହିଲା ପୁଅ

କେନ୍ଦ୍ରାପଡ଼ା: ମୃତଦେହକୁ ମିଳିଲାନି ଷ୍ଟ୍ରେଚର । ମା’ର ମୃତଦେହକୁ କାନ୍ଧରେ ବୋହିଲା ପୁଅ । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଡେରାବିଶ ଥାନା ବରାହିଲୋ ଗାଁର ୮୨ ବର୍ଷୀୟା ବୃଦ୍ଧା ଦୁଖୀ ପଣ୍ଡାଙ୍କ…