• translate

Tag: Daringbadi

road
ଶତାଧିକ ପୁରୁଷ ଓ ମହିଳାଙ୍କ ହାତରେ କୋଡି କୋଦାଳ : ପାହାଡ ଚିରି ଜଳପ୍ରପାତକୁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ପ୍ରଶାସନକୁ ଅପେକ୍ଷା କଲେନି, ନିଜେ ଚାନ୍ଦା କରି ଜଳପ୍ରପାତକୁ ରାସ୍ତା ନିର୍ମାଣ କରିଛନ୍ତି ଗ୍ରାମବାସୀ ।

Breathtaking Visuals Of Winter In Odisha’s Picturesque Daringbadi
ଶୀତ ଛୁଇଁଛି ବାଲିଗୁଡ଼ାକୁ

ବାଲିଗୁଡ଼ାକୁ ସ୍ପର୍ଶ କରିଛି ଶୀତ, ସକାଳୁ ସକାଳୁ ଚାଲିଛି ଯୋଗର ଆସାର...ଫୁଲ ଓ ପତ୍ରରେ ପଡ଼ିଲାଣି କାକର

Mercury Plummets Across Odisha, OTV Live From Daringbadi
ବଢୁଛି ଶୀତ...କାକରରେ ସଜେଇ ହେଲାଣି ଧରା ....

ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତର ପ୍ରକୋପ ବଢିବାରେ ଲାଗିଛି । କନ୍ଧମାଳରେ ଅସହ୍ୟ ଜାଡ ଅନୁଭୂତ ହେଉଛି । ଶୀତ ବଢିବା ପରେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଲାଣି।

Cold Wave Sweeps Phulbani, Minimum Temperature Drops To 11 Degree Celsius In Daringbadi
ଥରୁଛି ହାତ-ଗୋଡ଼.. ଶୀତ ବଢ଼ିଲାଣି..

ରାଜ୍ୟରେ ଜାରି ରହିଛି ଶୀତ ଲହରୀ.. ଗତ ୪ ଦିନ ହେଲାଣି ରାଜ୍ୟରେ ପାରଦ ଖସି ଚାଲିଛି ।

Odisha Winter Temperature Drop In Daringbadi And Koraput
କୋରାପୁଟକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ଆକାଶ ମେଘମୁକ୍ତ ହେବା ପରେ ଆରମ୍ଭ ହୋଇଯାଇଛି ଶୀତ । କନ୍ଧମାଳରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଏଥିସହ ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ିକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ । ସେପଟେ ଜଙ୍ଗଲ ପାହାଡ଼ ଘେରା ବଣାଇରେ ବି ବଢିଲାଣି ଶୀତ । ଦେଖନ୍ତୁ ଏହି ରିପୋର୍ଟ ।

Dense Fog Engulfs Parts Of Odisha
କୁହୁଡିମୟ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ! ମନ ମୋହୁଛି ମନୋରମ ପରିବେଶ…

ମନୋରମ ପରିବେଶରେ ସଜେଇ ହେଉଛି ଦାରିଙ୍ଗବାଡ଼ି। ସକାଳୁ ସକାଳୁ କୁହୁଡ଼ି ବଳୟରେ ଢାଙ୍କି ହୋଇ ଯାଉଛି। ଯାହାର ମଜା ଉଠାଉଛନ୍ତି ସ୍ଥାନୀୟ ଲୋକେ...

daRINGIBADI
ପ୍ରଧାନଶିକ୍ଷକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

କନ୍ଧମାଳ : ଅସଦାଚରଣ ନୁହଁ ବରଂ ଦୁଷ୍କର୍ମ ହୋଇଛି। ସ୍କୁଲର ପ୍ରଧାନଶିକ୍ଷକ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର ଏକ ସ୍କୁଲର ପ୍ରଧାନଶିକ୍ଷକ ଅନ୍ତେବାସୀ ଛାତ୍ରୀଙ୍କ ସହ ଏଭଳି ଜଘନ୍ୟକାଣ୍ଡ ଭିଆଇଛନ୍ତି। ପୂର୍ବରୁ ପ୍ରଧାନଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ ପୀଡ଼ିତାଙ୍କ ପରିବାର ଲୋକେ। ତେବେ ଲୋକଲଜ୍ଜାକୁ ଡରି ବାପା ଏବଂ ପରିବାର ଲୋକଙ୍କୁ ଦୁଷ୍କର୍ମ ସମ୍ପର୍କରେ କହି ପାରିନଥିଲେ ପୀଡ଼ିତା। ହେଲେ କିଛି ଦିନ ପୂର୍ବେ ପୀଡ଼ିତା […]