• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cyber Loot

Cyber Loot
୪ ଡଜନ୍‌ ଅଣ୍ଡାକୁ ୪୯ ଟଙ୍କାରେ କରୁଥିଲେ ଅର୍ଡର, ସାଇବର ଲୁଟେରା ନେଇଗଲେ ୪୮ ହଜାର

ମାତ୍ର ୪୯ ଟଙ୍କାରେ ୪ ଡଜନ୍‌ ଅଣ୍ଡା ଅର୍ଡର କରିବା ଲୋଭରେ ସେ ହରାଇଛନ୍ତି ୪୮ ହଜାର ଟଙ୍କା।

Cyber Crime
ପୁଣି ମାତିଲେଣି ଚିଟଫଣ୍ଡ ଠକ, ୪୫ ଦିନରେ ଟଙ୍କା ଡବଲ..!

ଅନଲାଇନରେ ଠକିନେଲା କ୍ରିପ୍ଟୋ କରେନସି ସଂସ୍ଥା BTC । BTC ନାଁରେ EOWରେ ଅଭିଯୋଗ କଲେ ଜମାକାରୀ ।

Hotel Fake Website
ରୁମ୍‌ ବୁକ୍ କରୁଥିଲେ ସାବଧାନ ! ପୁରୀ-ଭୁବନେଶ୍ୱରର ବିଭିନ୍ନ ହୋଟେଲ୍‌ ନାଁରେ ରହିଛି ଫେକ୍‌ ୱେବ୍‌ସାଇଟ୍

ନକଲି ୱେବସାଇଟ୍ ଖୋଲି ପର୍ଯ୍ୟଟକଙ୍କୁ ଲଗାଉଛନ୍ତି ଚୂନ । ପୁରୀ ଓ ଭୁବନେଶ୍ବରରେ ଠକେଇକୁ ନେଇ ବଢ଼ିଲା ଚିନ୍ତା

Cyber Crime, Online Fraud,
ଟ୍ରେଡିଂ ଆପ୍ ଜରିଆରେ ଲୁଟର ନୂଆ ଫଣ୍ଡା

ଲୋନ ଆପ୍ ଜରିଆରେ ଠକେଇ ପରେ ଏବେ ଟ୍ରେଡିଂ ଆପ୍ ନାଁରେ ଚାଲିଛି ବେଆଇନ ଟିଟଫଣ୍ଡ ବେପାର । ଜମାକାରୀଙ୍କୁ ଆକୃଷ୍ଟ କରିବାକୁ ସ୍ୱତନ୍ତ୍ର ଆପ୍ ଜରିଆରେ ଚିତା କାଟୁଛନ୍ତି ଅଦୃଶ୍ୟ ଲୁଟେରା ।

Cyber Loot
ସାଇବର ଥାନା ହେବାର ଦେଢ ବର୍ଷ ମଧ୍ୟରେ ୨ କୋଟି ଠକି ନେଲେ ଲୁଟେରା

ଲୋଭରେ ପଡ଼ି ଲୋକେ ଇନଭେଷ୍ଟମେଣ୍ଟ ଏବଂ ଅନଲାଇନ୍‌ ଟ୍ରେଣ୍ଡିଂ ମୋହରେ ପଡ଼ି ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଖାଲି ଏତିକି ନୁହେଁ ବରଂ ଟେଲିଗ୍ରାମ୍‌ ଜରିଆରେ ଲିଙ୍କ୍ ପଠାଇ ଅଧିକ ରିର୍ଟନ ପାଇବା ଆଶାରେ କୋଟି କୋଟି ଟଙ୍କାର ଠକେଇର ଶିକାର ହୋଇଛନ୍ତି ଲୋକେ । ପାଖାପାଖି ଏନେଇ ୧୪ ମାମଲା ସାମ୍ନାକୁ ଆସିଛି ।

40 Bank Customers Lose Lakhs In 3 Days
୪୦ ବ୍ୟାଙ୍କ ଗ୍ରାହକଙ୍କୁ ଠକିଦେଲା ଗୋଟିଏ ଲିଙ୍କ୍ ; ଲୁଟିନେଲା ଲକ୍ଷ ଲକ୍ଷ ଟଙ୍କା

୪୦ ଜଣ ବ୍ୟାଙ୍କ ଗ୍ରାହକଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି । KYC ଏବଂ PAN ବିବରଣୀ ଅପଡେଟ୍‌ କରିବାକୁ କହି ଲୁଟ କରିଛନ୍ତି ଲକ୍ଷାଧିକ ଟଙ୍କା । ସୂଚନା ମୁତାବକ ଗ୍ରାହକଙ୍କ ନିକଟକୁ ଏକ ମେସେଜ ଆସିଥିଲା । ଯେଉଁଥିରେ ଆକାଉଣ୍ଟ ସଂପର୍କିତ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଥିଲା ।

Cyber Loot
Naukri.Comରେ ଚାକିରି ଖୋଜୁଥିଲେ ! ସାଇବର ଠକେଇର ଶିକାର ହେଲେ...

ଦୁଇ ଜଣଙ୍କ ନିକଟରୁ ୪ ଲକ୍ଷ ଟଙ୍କା ଆଦାୟ କରିଛି ସାଇବର ଥାନା ପୋଲିସ ।

Harassment by digital lending apps driving defaulters to suicide, but no action from RBI
ସାବଧାନ ! ଡିଜିଟାଲ ଲୋନ୍ ଆପ୍‌ ହୋଇପାରେ ଆତ୍ମହତ୍ୟାର କାରଣ

କେତେବେଳେ କେଉଁଠୁ କଲ ଆସିବ କିମ୍ବା ମୋବାଇଲ୍‌ରେ କେଉଁ ସୁଇଚ୍‌ ଚିପି ହୋଇଯିବ, ଆଉ ଆଖି ପିଛୁଳାକେ ସାରା ଜୀବନର ସଞ୍ଚୟ ଉଭାନ ହୋଇଯିବ ।

Nude Video Call
ନ୍ୟୁଡ୍‌ ଭିଡିଓ କଲ୍‌ ପରେ ଆସିଲା ସିବିଆଇରୁ ଫୋନ୍‌ !

ସପ୍ତାହକ ମଧ୍ୟରେ ଲୁଟି ନେଲେ ୨୫ ଲକ୍ଷ ଟଙ୍କା । ସାଇବରଥାନାରେ ଅଭିଯୋଗ ପରେ ତନାଘନା ।

cyber loot
ଜିଲ୍ଲାପାଳଙ୍କୁ ବି ଛାଡ଼ିଲେନି ସାଇବର ଲୁଟେରା ! ତାଙ୍କ ନାଁରେ ବି ଫେକ୍‌ ହ୍ୱାଟ୍ସଆପ୍‌ ଆକାଉଣ୍ଟ

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲିଛନ୍ତି ସାଇବର ଠକ । ଏବଂ ତାଙ୍କ ନାଁରେ ଲୋକଙ୍କୁ ମେସେଜ୍ ପଠାଇ ଆମାଜନ ଗିଫ୍ଟ କାର୍ଡ ମାଗୁଛନ୍ତି ।

Cyber Crime
ସାବଧାନ ! ସାଇବର ଠକଙ୍କ ନୂଆ ଫଣ୍ଡା, ସେକ୍ସ ସାଇଟ୍‌ ମାଧ୍ୟମରେ ଲୁଟି ନେଉଛନ୍ତି ଟଙ୍କା

ନୂଆ ଉପାୟରେ ଚୂନ ଲଗାଇଛନ୍ତି ସାଇବର ଠକ । ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ମେଡିକାଲର ଫାର୍ମାସିଷ୍ଟଙ୍କଠାରୁ ଲକ୍ଷେ ଟଙ୍କା ଠକେଇ ହୋଇଛି ।

cyber fraud
‘ସେୟାର ବଜାରରେ ଟଙ୍କା ଲଗାନ୍ତୁ ଆମେ ପ୍ରଫିଟ୍‌ ଦେବୁ’ ! ସାଇବର ଲୁଟେରାଙ୍କ ଲୁଟ୍ ଡାଇଲଗ୍

କେନ୍ଦ୍ରାପଡ଼ା/ଭୁବନେଶ୍ୱର: ସାଇବର ସେଲ୍‌କୁ ବଡ଼ ସଫଳତା । ଫେରାଇ ଆଣିଲା ଲକ୍ଷାଧିକ ଟଙ୍କା । ‘ସେୟାର ମାର୍କେଟରେ ଟଙ୍କା ଲଗାଇଲେ, ଆମେ ତୁମକୁ ପ୍ରଚୁର ଲାଭ ଦେବୁ ।’ ଏଭଳି କିଛି ଲୋଭ ଦେଖାଇ ଟଙ୍କା ଲୁଟ କରିବାର ଉପାୟ ବାହାର…