• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cyber Crime

CyberFraud
ମିଳିଲା କର୍ମଫଳ...କମ୍ପାନୀରୁ ଠକି ନେଇଥିଲେ ୧କୋଟି, ଲୁଟିନେଲା ସାଇବର ଠକ

ପୋଲିସର ଚାର୍ଜସିଟରେ ଉଲ୍ଲେଖ ଅଛି ଯେ, ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବା ଅଭିଯୁକ୍ତ ବିଭିନ୍ନ କାରବାର ମାଧ୍ୟମରେ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରୁ ୧.୦୮କୋଟି ଟଙ୍କା ଉଠାଇଥିଲେ। ଫୋରେନସିକ୍ ଅଡିଟ୍ ରିପୋର୍ଟରେ କମ୍ପାନୀର ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ଏହି ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ।

WhatsApp
ଭାରତୀୟ ମୋବାଇଲ୍ ୟୁଜର୍ସଙ୍କୁ ଧମକାଉଛି ପାକିସ୍ତାନ; ଆଡଭାଇଜରି ଜାରି କଲା ଟେଲିକମ୍ ବିଭାଗ

ତେବେ +92ରୁ ଆରମ୍ଭ ହେଉଥିବା ଫୋନ୍ ନମ୍ୱର ପ୍ରକୃତରେ ପାକିସ୍ତାନର। ଗୃହ ମନ୍ତ୍ରଣାଳୟ ମଧ୍ୟ ମୋବାଇଲ୍ ବ୍ୟବହାରକାରୀଙ୍କୁ '+92' କିମ୍ବା ଅନ୍ୟାନ୍ୟ ଅନ୍ତର୍ଜାତୀୟ ନମ୍ୱରରୁ ଆରମ୍ଭ ହେଉଥିବା ଅଜ୍ଞାତ ନମ୍ବରରୁ କଲ୍ ରିସିଭ ନ କରିବାକୁ ପରାମର୍ଶ ଦେଇଛି।

cyber crime online game
ଗେମ୍ ଖେଳୁଖେଳୁ ଆସିଲା ମେସେଜ୍, କଟିଗଲା ୨ଲକ୍ଷ; ଭୟରେ ଜୀବନ ହାରିଲେ ଛାତ୍ର

ଏହି ବିଷୟରେ ଘରେ କଣ କହିବେ ଭାବି ସେ ଭୟଭୀତ ହୋଇଯାଇଥିଲେ। ଘରଲୋକ ଗାଳି ଦେବା ଭୟରେ ସେ କୀଟନାଶକ ପିଇ ଦେଇଥିଲେ। ଏହି ଠକେଇ ବିଷୟରେ ସେ ନିଜ ବାପା-ମା’ଙ୍କୁ ଜଣାଇ ନଥିଲେ।

Fraud Call
+92 ରୁ କଲ ଆସିଲେ ସାବଧାନ, ଏହା ପାକିସ୍ତାନୀ କୋଡ୍‌ !

ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେବଳ ଲୋକମାନଙ୍କୁ ଠକିବା । ତେଣୁ ବିଦେଶୀ ନମ୍ବରରୁ ଆସୁଥିବା କଲ୍‌ ନଉଠାଇବାକୁ ଟେଲିକମ୍ ବିଭାଗ କହିଛି ।

cyber fraud
ସାବଧାନ ! ATM ଭିତରେ କାର୍ଡ ଲାଖି ଯାଉଛି କି ?

ଏଟିଏମକୁ ଟଙ୍କା ଉଠାଇବାକୁ ଗଲା ବେଳେ ମେସିନ୍ କାମ କରୁନି କି ? ଏଟିଏମ୍ ଭିତରେ କାର୍ଡ ଲାଖି ଯାଉଛି କି ? ଯଦି ଏମିତି ହେଉଛି, ତାହେଲେ ସାବଧାନ ହୋଇଯାଆନ୍ତୁ ।

Fake call
ସାଙ୍ଘାତିକ ହେଉଛି AI; ଅସଲିକୁ କରୁଛି ନକଲି, ଫସୁଛନ୍ତି ସାଧାରଣ ଜନତା

ଟେକ୍ନୋଲୋଜି ବଢ଼ିବା ସହ ବଢ଼ି ଚାଲିଛି ସାଇବର କ୍ରାଇମ । ମୁହୂର୍ତ୍ତକେ ଆକାଉଣ୍ଟରୁ ଖାଲି ହୋଇଯାଉଛି ଟଙ୍କା । ଦିନକୁ ଦିନ ବଢ଼ୁଥିବା ସାଇବର କ୍ରାଇମ ଲୋକଙ୍କ ନିଦ ହଜାଇ ଦେଉଛି । AI ର ବ୍ୟବହାର କରି ଅସମ୍ଭବକୁ ସମ୍ଭବ କରାଯାଉଛି ।

Chakshu Portal
ସାଇବର ଲୁଟେରାଙ୍କୁ ଚେକ୍ ଦେବାକୁ ‘ଚକ୍ଷୁ’ ପୋର୍ଟାଲ

ଏଣିକି ଆଉ ବର୍ତ୍ତି ପାରିବେନି ସାଇବର୍ ଠକ। ଲୋକଙ୍କୁ ଭୁଆଁ ବୁଲେଇ କଲ୍, ମେସେଜ୍ କିମ୍ବା ହ୍ବାଟସ୍ ଆପ୍ ମାଧ୍ୟମରେ ଠକୁଥିବା ସାଇବର ଲୁଟେରାଙ୍କୁ ଚେକ୍ ଦେବ ଟେଲିକମ୍ ବିଭାଗ।

Chakshu Portal
ଆଉ ଚଳିବନି ଠକେଇ ଚାଲାକି, ସାଇବର ଲୁଟେରାଙ୍କୁ ଚେକ୍ ଦେବାକୁ ‘ଚକ୍ଷୁ’ ପୋର୍ଟାଲ

ଏଣିକି ଆଉ ବର୍ତ୍ତି ପାରିବେନି ସାଇବର୍ ଠକ। ଲୋକଙ୍କୁ ଭୁଆଁ ବୁଲେଇ କଲ୍, ମେସେଜ୍ କିମ୍ବା ହ୍ବାଟସ୍ ଆପ୍ ମାଧ୍ୟମରେ ଠକୁଥିବା ସାଇବର ଲୁଟେରାଙ୍କୁ ଚେକ୍ ଦେବ ଟେଲିକମ୍ ବିଭାଗ।

Chakshu Portal
ଅନଲାଇନ ଅପରାଧୀଙ୍କ ଉପରେ କଡ଼ା ନଜର ରଖିବ 'ଚକ୍ଷୁ'

ସାଇବର ଠକେଇ ସନ୍ଦେହ ହେଲେ ସହଜରେ କରିହେବ ଅଭିଯୋଗ । 'ଚକ୍ଷୁ' ପୋର୍ଟାଲର ଲୋକାର୍ପଣ କଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

Cyber Crime
ସ୍ୱାମୀକୁ ଫଟୋ ପଠେଇଦେଲା ସ୍ତ୍ରୀର ଏକ୍ସ ବୟଫ୍ରେଣ୍ଡ

ନୂଆ ନୂଆ ବାହା ହୋଇଥିଲେ ବିନ୍ଦୁ.. ରାକେଶ ଟଙ୍କା ନେବା ପରେ ବି ଧମକ ଦେଉଥିଲା.. ହଠାତ୍ ସ୍ୱାମୀଙ୍କ ଫୋନକୁ ଆସିଲା ବିନ୍ଦୁଙ୍କ ଅଶ୍ଳିଳ ଫଟୋ..

Cyber Loot
ମାତିଛନ୍ତି ଅଦୃଶ୍ୟ ଲୁଟେରା ! ହୁସିଆର ନହେଲେ ସର୍ବସ୍ୱ ଲୁଟି ନେଉଛନ୍ତି ହ୍ୟାକର୍ 

ଦୁଇ ଜଣଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଲୁଟେରା । ଜଣେ ଯବାନଙ୍କ ଆକାଉଣ୍ଟରୁ ୪ ଲକ୍ଷ ୭୫ ହଜାର ଟଙ୍କା ଗାଏବ ।

Kidney Fraud
ମାତିଛନ୍ତି ‘କିଡନୀ’ ବିକ୍ରି ରାକେଟ୍...ସୋସିଆଲ ମିଡିଆରେ ବିଛାଉଛନ୍ତି ଜାଲ

ଏକ ଏନଜିଓ ଏନେଇ ଅଭିଯୋଗ ଆଣିବା ପରେ ପୋଲିସ ଏହି ଘଟଣା ବିଷୟରେ ଅବଗତ ହୋଇଥିଲା। ଅଂଗ ତସ୍କରୀ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି।

Cyber Fraud
ସାଇବର ଲୁଟେରାଙ୍କ ନୂଆ ତରିକା ! ନୂଆ ଆକାଉଣ୍ଟ ଖୋଲନ୍ତୁ, ୫% କମିଶନ ନିଅନ୍ତୁ

ଠକେଇ ଘଟଣାର ତଦନ୍ତ ସମୟରେ ପୋଲିସ ଆଇଟି ଟିମ୍‌ର ସହାୟତା ନେଇଥିଲା ।

Credit Card Fraud
ରାଜଧାନୀରେ କ୍ରେଡିଟ୍ କାର୍ଡ ଠକେଇର ନୂଆ ଫଣ୍ଡା

ଘରୋଇ ମେଡ଼ିକାଲ୍ ଗୁଡ଼ିକରେ ଏହି ଗ୍ୟାଙ୍ଗ୍ ସକ୍ରିୟ ରହିବା ସହ ରୋଗୀ କିମ୍ବା ରୋଗୀ ସଂପର୍କୀୟଙ୍କ ଦ୍ୱାରା ପୈଠ ନଗଦ ଟଙ୍କାକୁ ପକେଟରେ ପୁରାଉଥିଲେ ଏବଂ ଜାଲ୍ ଡକ୍ୟୁମେଣ୍ଟ ଦ୍ୱାରା ପ୍ରସ୍ତୁତ କ୍ରେଡିଟ୍ କାର୍ଡକୁ ସ୍ୱାଇପ୍ କରୁଥିଲେ।

 cyber crime
ଆଡଲ୍ଟ ସାଇଟ୍ ଦେଖିବା ପଡ଼ିଲା ମହଙ୍ଗା

ପତ୍ନୀଙ୍କ ଅନୁପସ୍ଥିତିରେ ଆଡଲ୍ଟ ସାଇଟ୍ ଦେଖିବା ସ୍ୱାମୀଙ୍କୁ ପଡ଼ିଲା ମହଙ୍ଗା । ସାଇବର ଲୁଟେରା ପଠାଇଲେ ଖରାପ ଫଟୋ । ଦେଖନ୍ତୁ ତାପରେ କ'ଣ ହେଲା ।

cyber crime
ଲୁଟିନେଲା ସାଇବର ସୁନ୍ଦରୀ

ପର ସ୍ତ୍ରୀ ଉପରେ ନଜର ପକାଇବାର କୁପରିମାଣ; ଲୁଟିନେଲା ସାଇବର ସୁନ୍ଦରୀ

Cyber Fraud In Petrol Pump
ସାବଧାନ ! ତେଲ ଟାଙ୍କିରେ ଦେଉଛନ୍ତି କି ଡେବିଟ୍‌ କାର୍ଡ ? ଖାଲି ହୋଇଯାଇପାରେ ଆକାଉଣ୍ଟ...

ପିଓଏସ୍‌ ମେସିନ ଦ୍ୱାରା ତାଙ୍କ ଡେବିଟ କାର୍ଡର ତଥ୍ୟକୁ ହ୍ୟାକ କରି ସାଇବର ଲୁଟେରାମାନେ ତାଙ୍କୁ ଚୂନ ଲଗାଇଛନ୍ତି ।

Crime Against Women
ସାଧାରଣ ମଣିଷ ପାଲଟିଛି ରକ୍ତ ପିପାଷୁ ! ମହିଳା ଅସଦାଚରଣରେ ଓଡ଼ିଶା ୪ର୍ଥ

ନର ହତ୍ୟା..ଶିଶୁ ବିରୋଧୀ ଅପରାଧ ଏବଂ ସାଇବର କ୍ରାଇମ୍ । ଦେଶ ହେଉ କି ରାଜ୍ୟ, ସବୁଠି ଘାଇଁ ଘାଇଁ ବଢି ଚାଲିଛି ଏ ସଂଖ୍ୟା । ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ବା NCRBର କ୍ରାଇମ ଇନ୍ ଇଣ୍ଡିଆ ୨୦୨୨ ରିପୋର୍ଟରୁ ଆସିଛି ଏ ସମ୍ପର୍କିତ ଆଖି ତରାଟିଲା ଭଳି ତଥ୍ୟ ।

Cyber fraud of 11 lakh by name of digital arrest case
ନଜରବନ୍ଦୀରେ ରଖିଲେ ୯ ଘଣ୍ଟା; ପଚରାଉଚରା କରି ନେଇଗଲେ ୧୧ ଲକ୍ଷ

ଡିଜିଟାଲ୍ ଗିରଫ ନାଁରେ ସାଇବର ଠକେଇ। ନୋଏଡାର ଜଣେ ମହିଳା ଇଞ୍ଜିନିୟରଙ୍କୁ ପାଖାପାଖି ୯ ଘଣ୍ଟା ନଜରବନ୍ଦୀ ରଖି ତାଙ୍କଠାରୁ ୧୧ ଲକ୍ଷ ଟଙ୍କା ଠକି ନିଆଯାଇଛି । ମହିଳାଙ୍କ ଅଭିଯୋଗ ଉପରେ କ୍ରାଇମ୍‌ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Mobile Number Ban
ବଡ଼ ପଦକ୍ଷେପ ! ଦେଶରେ ୭୦ ଲକ୍ଷ ମୋବାଇଲ ନମ୍ବର ବନ୍ଦ କଲା କେନ୍ଦ୍ର

ଆଧାର ଜନିତ ପେମେଣ୍ଟ ସେବା ଫ୍ରଡ୍‌ ବାବଦକୁ ନେଇ ମଧ୍ୟ କହିଛନ୍ତି ଶ୍ରୀ ଜୋଶୀ । ସେ କହିଛନ୍ତି ଏନେଇ ରାଜ୍ୟ ସରକାରଙ୍କୁ ସତର୍କ କରାଯାଇଛି । ଲୋକଙ୍କ ତଥ୍ୟ ଯେପରି ଚୋରି ନହୁଏ, ସେଦିଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି ।

Cyber Crime
ମିଠା କିଣି ପେମେଣ୍ଟ କରୁ କରୁ ଚାଲିଗଲା ୭୯୦୦୦ ଟଙ୍କା !

ଏଭଳି ଏକ ଠକାମୀର ଶିକାର ହେବା ପରେ ସେ ତୁରନ୍ତ ନବଘର ପୋଲିସ ଷ୍ଟେସନ୍‌ର ଦ୍ୱାରସ୍ଥ ହୋଇଥିଲେ ।

Cyber Crime
ପୁଣି ମାତିଲେଣି ଚିଟଫଣ୍ଡ ଠକ, ୪୫ ଦିନରେ ଟଙ୍କା ଡବଲ..!

ଅନଲାଇନରେ ଠକିନେଲା କ୍ରିପ୍ଟୋ କରେନସି ସଂସ୍ଥା BTC । BTC ନାଁରେ EOWରେ ଅଭିଯୋଗ କଲେ ଜମାକାରୀ ।

Cyber Crime
ଇଏ କି ଠକେଇ ? ହଠାତ୍‌ କଲ ଆସିବ ଆଉ ସେପଟୁ ଟଙ୍କା ପଠାଇଛି କହିବ, ତାପରେ ଫେରସ୍ତ ମାଗିବ..!

ଠକ ଫେରସ୍ତ ମାଗିବ ଓ ଦେଇଥିବା ମେସେଜ ପଢିବାକୁ କହିବ । ତାପରେ ମେସେଜ ଆସିଥିବା ଟଙ୍କା ଠକ ପାଖକୁ ଯିବ ।

Taraprasad Bhajanpati
ତାରାଙ୍କୁ ଠକିଥିଲା ସାଇବର ଠକ; ବିହାରରୁ ବାନ୍ଧିଲା ପୋଲିସ

ସାଇବର କ୍ରାଇମ୍‌କୁ ନେଇ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଆୟୋଜିତ ସଚେତନତା ଶିବିରରେ ନିଜର ଅନୁଭୂତି ବଖାଣିଛନ୍ତି ତାରା ।

Cyber Crime
ତମେ ତାହାଲେ ଟଙ୍କା ନେଇଛ, ଅଯଥାରେ ଆମେ ଭାଇକୁ ଦୋଷ ଦେଉଛୁ

ତମ ଭଳି ମଣିଷକୁ ଭଲ ପାଇବା ମୋର ଗୋଟେ ରଙ୍ଗ ଡିସିସନ୍ । ତମେ ହିଁ ସବୁ ଟଙ୍କା ନେଇ ଯାଇଛ ଆଉ ଆମେ ଅଯଥାରେ ଭାଇକୁ ଦୋଷ ଦେଉଥିଲି।