• translate

Tag: Cuttack Odisha

Harrasment Case
'ସେ ପୁଅ ମିଛ କହୁଛି,ମୋ ଝିଅକୁ ମାଡ଼ଗାଳି କରନ୍ତି'

କଟକ ସିଡିଏ ଅଞ୍ଚଳର ଉଭୟ ପତିପତ୍ନୀ ପରସ୍ପର ବିରୋଧରେ ଅଭିଯୋଗ ଆଣିବା ଘଟଣାରେ ମହିଳାଙ୍କ ବାପା ତାଙ୍କ ଝିଅ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ସେ ପୁଅ ମିଛ କହୁଛି । ମୋ ଝିଅକୁ ସେମାନେ ମାଡ଼ଗାଳି କରନ୍ତି ବୋଲି ଅଭିଯୋଗ କରିଛନ୍ତି ।