• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cryptocurrency

crypto
ହମାସ ଆତଙ୍କବାଦୀଙ୍କ ହାତରେ କ୍ରିପ୍ଟୋ କରେନ୍ସି...ଭାରତରୁ ନେଇ କାମରେ ଲଗାଉଥିଲା

ପଶ୍ଚିମ ଦିଲ୍ଲୀର ଜଣେ ବ୍ୟବସାୟୀ ଗତ ୨୦୨୧ରେ ୪ କୋଟିର କ୍ରିପ୍ଟୋ କରେନ୍ସି ହରେଇ ଥିଲେ । ଏନେଇ ସେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଆଣ୍ଟି ଟେରର୍ ୟୁନିଟ ତଦନ୍ତ ଆରମ୍ଭ କରିବା ପରେ ଏଥିରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିଛି ।

Cyber Lootera
କ୍ରିପ୍ଟୋ କରେନ୍ସି କିଣୁଥିଲେ ସାବଧାନ ! ଆକାଉଣ୍ଟ ହୋଇଯିବ ଖାଲି..

ସାଇବର ଲୁଟେରାଙ୍କ ମାୟା ଜାଲରେ କଟକର ଦୁଇ ଯୁବ ଇଞ୍ଜିନିୟର। କ୍ରିପ୍ଟୋ କରେନ୍ସି ଲୋଭ ଯୋଗୁ ଖାଲି ହୋଇଗଲା ଆକାଉଣ୍ଟ।

19-year-old Delhi boy arrested for crypto scam
ଦିନରେ ଲଣ୍ଠନ ଦେଖାଇଲା, ଡବଲ୍‌ ହେବ କହି ସବୁ ନେଇଗଲା

ଅଭିଯୁକ୍ତ ଜଣକ କ୍ରିପ୍ଟୋ କରେନ୍ସିରେ ଟଙ୍କା ନିବେଶ କରିବାକୁ ବ୍ୟକ୍ତିଙ୍କୁ କହିଥିଲା। ଟଙ୍କା ନିବେଶ କଲେ ଗୋଟିଏ ଦିନରେ ଟଙ୍କା ଡବଲ୍‌ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। 

Seizure of Rs 1.75 crore cryptocurrency from RWSS Additional Chief Engineer
ଅଚଳ ହେବ ଯନ୍ତ୍ରୀ ନିହାରଙ୍କ କ୍ରିପ୍ଟୋ କରେନ୍ସି, ରେଡ୍‌ ବେଳେ ମିଳିଥିଲା ୪ କୋଟିର ସମ୍ପତ୍ତି...

ଅଚଳ ହେବ RWSS ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ କ୍ରିପ୍ଟୋ କରେନ୍ସି। କ୍ରିପ୍ଟୋରେ ଅର୍ଥ ବିନିଯୋଗ ନେଇ ଏକ୍ସପର୍ଟଙ୍କ ସହାୟତା ନିଆଯାଉଛି।

Cryptocurrency
ନିବେଶକଙ୍କ ପାଇଁ ଆଲର୍ଟ ! କ୍ରିପ୍ଟୋ ଉପରେ ଲାଗିବ ଟ୍ୟାକ୍ସ

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍‌ ଉପସ୍ଥାପନ ବେଳେ କ୍ରିପ୍ଟୋ କରେନ୍ସି(Cryptocurrency)କୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି।

Cryptocurrency
ମାଲାମାଲ୍‌ କରିଦେଲା ଏହି Cryptocurrency, ଗୋଟିଏ ସପ୍ତାହରେ ୧,୦୦୦ ଟଙ୍କା ହୋଇଗଲା ୩,୦୦୦ କୋଟି !

କ୍ରିପ୍ଟୋକରେନ୍ସି(Cryptocurrency)ରେ ଆଜିକାଲି ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳୁଛି। ନୂଆ ଟୋକେନ୍‌ ଗତ ସପ୍ତାହକ ମଧ୍ୟରେ ଭଲ ରିଟର୍ଣ୍ଣ ଦେଇଥିବା ସୂଚନା ମିଳିଛି। ଯାହା ଅବିଶ୍ୱସନୀୟ। 

Cryptocurrencies
କ୍ରିପ୍ଟୋକରେନ୍ସିର ଭବିଷ୍ୟତ କ’ଣ ? ଜାଣନ୍ତୁ ୫ ଟି ପଏଣ୍ଟରେ . . .   

ଭାରତରେ କ୍ରିପ୍ଟୋକରେନ୍ସିର ଭବିଷ୍ୟତ କଣ ? ସରକାର ଏହା ଉପରେ ଲଗାମ ଲଗାଇବେ ନା ଖୋଲା ଛାଡିଦେବେ । ଏହା ଉପରେ ସରକାର ଏକ ବିଲ୍ ଆଣିବେ ନା ନାହିଁ ? ଭାରତୀୟ ରିଜର୍ଭ ବ୍ୟାଙ୍କର କଣ ରହିବ ଭୂମିକା ? ସବୁ ପ୍ରଶ୍ନର ଉତ୍ତର ଖୋଜିଲା ବେଳକୁ ଅଧିକ ଜଟିଳ ଲାଗୁଛି କ୍ରିପ୍ଟୋକରେନ୍ସି । କାରଣ ଆମ ଦେଶରେ ଅଛନ୍ତି ପ୍ରାୟ 15 ମିଲିୟନ୍ କ୍ରିପ୍ଟୋ ନିବେଶକ । ସମସ୍ତେ ଚିନ୍ତାରେ । ଜାଣନ୍ତୁ ଏହି ପାଞ୍ଚଟି ପଏଣ୍ଟ ।

cryptocurrency
ବନ୍ଦ ହେବ କି କ୍ରିପ୍ଟୋକରେନ୍ସି ? ସରକାର ଆଣିପାରନ୍ତି ନୂଆ ବିଲ୍

ଯଦି ଆପଣ କ୍ରିପ୍ଟୋକରେନ୍ସିରେ ବିନିଯୋଗ କରିବାକୁ ଆଗ୍ରହୀ କିମ୍ବା ଏଥିରେ ଟଙ୍କା ବିନିଯୋଗ କରିଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ । ବାସ୍ତବରେ, ଭାରତ ସରକାର ଶୀଘ୍ର କ୍ରିପ୍ଟୋ ମୁଦ୍ରା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବାକୁ ଯାଉଛନ୍ତି ।

Narendra Modi
“କ୍ରିପଟୋ କରେନ୍ସି ଭୁଲ୍ ହାତରେ ପଡ଼ିଲେ ଏହା ଯୁବ ପିଢ଼ୀକୁ ଧ୍ୱଂସ କରିଦେବ”

ପ୍ରକୃତରେ ଏହା ହେଉଛି ଏକ ଡିଜିଟାଲ୍ କରେନ୍ସି ବା ମୁଦ୍ରା। କିନ୍ତୁ ଏହାର କୌଣସି କାଗଜ ନୋଟ୍ କିମ୍ବା ଧାତବ କଏନ୍ ନାହିଁ । ଏହାର ପ୍ରଚଳନ କେବଳ ଇଣ୍ଟରନେଟ୍ ଦୁନିଆରେ ହୋଇଥାଏ।