• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Crocodile Attack

River Bridge Fencing
ସରକାରଙ୍କୁ ନଦୀଘାଟ ଚିନ୍ତା

ଶହ ଶହ ଜୀବନ ଯିବା ପରେ ସରକାରଙ୍କୁ ନଦୀଘାଟ ଚିନ୍ତା । କୁମ୍ଭୀର ଆକ୍ରମଣ ଓ ନଦୀବୁଡ଼ି ଦୁର୍ଘଟଣା ରୋକିବାକୁ ଉଦ୍ୟମ । ନଦୀ ଘାଟରେ ସୁରକ୍ଷା ବାଡ଼ ଲଗାଇବାକୁ ବ୍ଲୁ ପ୍ରିଣ୍ଟ । ପ୍ରଥମ ପର୍ଯ୍ୟାୟରେ ୧୦୦ ଘାଟରେ ଲାଗିବ ଫେନସିଂ ନେଟ୍

River Bridge Fencing
ଶହ ଶହ ଜୀବନ ଯିବା ପରେ ସରକାରଙ୍କୁ ନଦୀଘାଟ ଚିନ୍ତା

କୁମ୍ଭୀର ଆକ୍ରମଣ ଓ ନଦୀରେ ବୁଡ଼ି ପ୍ରତିବର୍ଷ ଶହ ଶହ ଜୀବନ ଯିବା ପରେ ସରକାରଙ୍କ ଚେତା ପଶିଛି । ନଦୀଘାଟ ସୁରକ୍ଷା ପାଇଁ ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ।

Crocodile attack
BREAKING : ପୁଣି ମାତିଲା ମଣିଷଖିଆ କୁମ୍ଭୀର, ମଇଁଷି ଚରାଳିଙ୍କୁ ଟାଣିନେଲା

ମଇଁଷି ଚରାଉ ଥିବାବେଳେ ଚରାଳିଙ୍କୁ ଟାଣିନେଲା କୁମ୍ଭୀର

Crocodile
ପୁଣି ନଈରେ କୁମ୍ଭୀର ଆତଙ୍କ..ଲୋକ ଦେଖି ଲୁଚୁଛି, ଶିକାର କରିବା ପୂର୍ବରୁ..

ନଈରେ କୁମ୍ଭୀର ଆତଙ୍କ । ଲୋକ ଦେଖିବା ମାତ୍ରେ ଲୁଚିଯାଉଛି...ଛପି ଛପି ଶିକାର କରୁଛି । ଜାଲୁଆ ମାଛ ଧରିବା ବେଳେ କୁମ୍ଭୀର ଦେଖିବା ପରେ ଏବେ ଭୟରେ ଲୋକେ ।

Crocodile Attack
ମହିଳାଙ୍କୁ ଖାଇଦେଲା କୁମ୍ଭୀର, ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ ଅଭାବନୀୟ ଘଟଣା...

ମହିଳାଙ୍କୁ ଖାଇଦେଲା କୁମ୍ଭୀର। ମହିଳା ଜଣକ ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିବା ଜଣାପଡ଼ିଛି।

Crocodile Attack
ମହିଳାଙ୍କୁ ଖାଇଦେଲା କୁମ୍ଭୀର, ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ ଅଭାବନୀୟ ଘଟଣା...

ମହିଳାଙ୍କୁ ଖାଇଦେଲା କୁମ୍ଭୀର। ମହିଳା ଜଣକ ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିବା ଜଣାପଡ଼ିଛି। 

crocodile attack
୧୫ ଦିନରେ ୩ ଜଣଙ୍କ ଜୀବନ ନେଲାଣି କୁମ୍ଭୀର, ସତର୍କ କରାଇଲେ ଡିଏଫଓ

ବଉଳା କୁମ୍ଭୀରଠାରୁ ସାବଧାନ ରହିବାକୁ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି। ତାସହ ଜୁନ୍, ଜୁଲାଇ ଓ ଅଗଷ୍ଟ ଏହି ତିନି ମାସ କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ଚାଲିଥିବାରୁ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇଥାନ୍ତି।

3 person allegedly dragged into water by crocodile in Kendrapara within 16 days
ବ୍ରାହ୍ମଣୀ ନଦୀରେ ମଣିଷଖିଆ କୁମ୍ଭୀର: ୧୬ ଦିନରେ ୩ ଜଣଙ୍କୁ ଟାଣି ନେଲା...

ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର। କେନ୍ଦ୍ରାପଡ଼ାରେ ପୁଣି ଜଣେ ବୃଦ୍ଧଙ୍କୁ ଟାଣି ନେଇଛି କୁମ୍ଭୀର। ୧୬ ଦିନ ମଧ୍ୟରେ କେନ୍ଦ୍ରାପଡ଼ାର ବ୍ରାହ୍ମଣୀ ନଦୀରେ ୩ ଜଣଙ୍କ ଜୀବନ ନେଲାଣି କୁମ୍ଭୀର।

Crocodile Attack
ମାଆ ଆଗରେ ପୁଅକୁ ଝାମ୍ପିନେଲା କୁମ୍ଭୀର

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ୍ ନିମପୁର ଗାଁର ଏହି ଅଭାବନୀୟ ଘଟଣା ସମଗ୍ର ଅଂଚଳରେ ଶୋକ ଖେଳାଇ ଦେଇଛି । ୧୦ ବର୍ଷର ପୁଅକୁ ଝୁରି ହେଉଛି ପୁରା ଗାଁ ।

Crocodile Attack
ପହିଲି ରଜରେ ବଡ଼ ଅଘଟଣ : ଗାଧୁଆ ତୁଠରୁ ନାବାଳକକୁ ଟାଣିନେଇ ଖାଇଦେଲା କୁମ୍ଭୀର

ମା' ପାଖରୁ ପୁଅକୁ ଝାଂପି ନେଲା କୁମ୍ଭୀର । ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲା କ୍ଷତାକ୍ତ ମୃତଦେହ । ଅତି ପାଖରୁ ୧୦ ବର୍ଷର ପୁଅକୁ ଝାଂପି ନେଇଗଲା କୁମ୍ଭୀର । ଖିନଭିନ କରି ଜୀବନ ନେବା ପରେ ଛାଡିଚାଲିଗଲା ମଝି ଦରିଆରେ ।

Minor Boy Death In Crocodile Attack
ମା’ ଆଖି ସାମ୍ନାରେ ପୁଅକୁ ଝାମ୍ପିନେଲା କୁମ୍ଭୀର

ପୁଅକୁ ହରାଇ ଛାତି ବାଡ଼େଇ କାନ୍ଦୁଛି ଅଭାଗିନୀ ମା’

Crocodile Attack
ସାବଧାନ ! ନଦୀରେ ବୁଲୁଛି ବଉଳା କୁମ୍ଭୀର

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଗମେଇ ନଦୀରେ କୁମ୍ଭୀର ମାତିଥିବାର ଖବର ଜଣାପଡ଼ିବା ପରେ ଏବେ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯ।ଇଛି । ଖବର ଜଣାପଡ଼ିବା ପରେ ସତର୍କ କରାଇଛି ବନ ବିଭାଗ...

Crocodile In Bathroom
ଚମକି ପଡ଼ିଲେ ପରିବାର ଲୋକେ, ସକାଳୁ ବାଥ୍‌ରୁମ୍‌ ଗଲା ବେଳକୁ ଶୋଇଛି କୁମ୍ଭୀର ! ତା’ପରେ..

ବାଥ୍‌ରୁମ୍‌ ଭିତରେ କମ୍ଭୀର ଥିବା ଘଟଣା ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ । ଏହାର ଏକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି ।

Man Injured in Crocodile Attack in Kendrapara
ମଣିଷ ସହ ଯୁଦ୍ଧ କରି ହାରିଲା କୁମ୍ଭୀର

କୁମ୍ଭୀର ଆଁରୁ ଖସି ନିଶ୍ଚିତ ମୃତ୍ୟୁମୁଖରୁ ଜୀବନ ରକ୍ଷା। ସାହସ, ଲଢେଇ ଓ ଉପସ୍ଥିତ ବୁଦ୍ଧିରୁ ଯାଉ ଯାଉ ବଞ୍ଚିଗଲା ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ନିମପୁର ଗାଁରେ ପୁଣି ଦେଖାଦେଇଛି କୁମ୍ଭୀର ଆତଙ୍କ। ପୁଣି ମଣିଷ ଶିକାର ବେଳେ ହାରିଛି କୁମ୍ଭୀର, ଜିତିଛି ମଣିଷ

Man Injured in Crocodile Attack in Kendrapara
କୁମ୍ଭୀର ସହ ଯୁଦ୍ଧ, ଜିତିଲା ମଣିଷ

ଗତ ୨ ମାସରେ କେବଳ ପଟ୍ଟାମୁଣ୍ଡାଇ ଅଞ୍ଚଳରେ କୁମ୍ଭୀର ଓ ମଣିଷ ମୁହାଁମୁହିଁ ହେବାରେ ଏହା ପଞ୍ଚମ ଘଟଣା ବୋଲି କୁହାଯାଉଛି।

Man Survives Crocodile Attack In Kendrapara
କୁମ୍ଭୀର ମୁହଁରୁ ମୁକୁଳିଲା ପରେ ଛାତିଥରା କାହାଣୀ ବଖାଣିଲେ ନିତ୍ୟାନନ୍ଦ...

କୁମ୍ଭୀର ମୁହଁରୁ ମୁକୁଳିଲେ ନିତ୍ୟାନନ୍ଦ, ଆଉ ଏବେ ଲୋମଟାଙ୍କୁରା କାହାଣୀ ବଖାଣୁଛନ୍ତି...

Kendrapara Boy Fights Off Giant Crocodile
କୁମ୍ଭୀର ମୁହଁରୁ ମୁକୁଳିଥିବା ବାଳକର ଛାତିଥରା କାହାଣୀ...

ବୟସ ସିନା କଅଁଳ ମନର ସାହସ କିନ୍ତୁ ପଥର ପରି ଟାଣ..ଆଉ ସେଇ ସାହସ ପାଇଁ କୁମ୍ଭୀର ମୁହଁରୁ ମୁକୁଳି ଆସିଛି ଓମ୍ ପ୍ରକାଶ। ତା’ ସାହସ ପାଇଁ ଏବେ ସବୁଠି ଚର୍ଚ୍ଚା...ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା ସାବାସ୍ ଓମ୍..ସାବାସ୍। 

Crocodile Attack
ପୁଅ ଜନ୍ମ ହେବା ଦିନ ବାପାକୁ ଖାଇଦେଲା କୁମ୍ଭୀର...କାନ୍ଦ ବୋବାଳିରେ ଫାଟୁଛି ପରିବାର

ପୁଅ ଜନ୍ମ ହେବ ବୋଲି କେତେ କଣ ଆୟୋଜନ କରିଥିଲା ବାପା। ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲା ସ୍ତ୍ରୀ...ଶୌଚ ହେବାକୁ ଯାଇଥିବା ବେଳେ ବାପାକୁ ଖାଇଦେଲା କୁମ୍ଭୀର। ପୁଅ ଜନ୍ମ ହେବା ଖୁସିରେ ନାଁ ସ୍ୱାମୀକୁ ହରାଇବା ଦୁଃଖରେ କାନ୍ଦିବ ସ୍ତ୍ରୀ....କାନ୍ଦବୋବାଳିରେ ଫାଟି ପଡ଼ୁଛି ପୂରା ପରିବାର

Crocodile Attack
ନବଜାତ ଶିଶୁପୁତ୍ର ମୁହଁ ଦେଖିବା ପୂର୍ବରୁ ଝାମ୍ପିନେଲା କୁମ୍ଭୀର : ବାପା ଡାକ ଶୁଣି ପାରିଲେନି ଶିବପ୍ରସାଦ

ପୁଅ ମୁହିଁ ଦେଖି ପାରିଲେନି, ଟାଣିନେଲା କୁମ୍ଭୀର । ସ୍ତ୍ରୀ ସରସ୍ୱତୀ ଆଜି ଏତେ ବଡ଼ ଦୁନିଆରେ ପୂରା ଏକା । କୁନି ପୁଅକୁ କୋଳରେ ଧରି ସ୍ୱାମୀ ଶିବପ୍ରସାଦଙ୍କ ବାଟକୁ ଚାହିଁ ବସିଛନ୍ତି ।

fence for crocodile
କୁମ୍ଭୀରଠୁ ବଞ୍ଚିବା ପାଇଁ ନୂଆ ପ୍ରସ୍ତୁତି; ତିଆରି ହେଲା ବାଉଁଶ ବାଡ଼

ବର୍ଷା ଦିନ ଆସିଲେ ମାଡିଆସେ ଆତଙ୍କ। କୁମ୍ଭୀର ଆତଙ୍କ। ତେଣୁ କୁମ୍ଭୀର ପାଇଁ ତିଆରି ହେଉଛି ବାଉଁଶ ବାଡ। ହେଲେ ସତରେ କ’ଣ ଏହି ବାଡ ତାଙ୍କୁ ଦେବ ସୁରକ୍ଷା ଦେବ !