• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Crime In Bhubaneswar

Crime In Bhubaneswar
କ୍ରାଇମ୍‌ ସିଟି ପାଲଟିଛି ଭୁବନେଶ୍ୱର ! ମାତିଲେଣି ଲୁଟେରା, ଟାର୍ଗେଟରେ ଜନତା

ବର୍ଷ ଆରମ୍ଭରୁ ଲୁଟେରାଙ୍କ ଟାର୍ଗେଟରେ ସାଧାରଣ ଜନତା । ଟଙ୍କା ପାଇଁ ବେକ କାଟିଲେ । କ୍ଲବରେ ପଶି ଯୁବକଙ୍କୁ ହାଣିଲେ ଏବଂ ଘର ଭିତରକୁ ବୋମା ମାଡ଼ କଲେ । ଭୋର ୩ ଟା, ଚନ୍ଦ୍ରଶେଖରପୁର ଥାନା ଡମଣା ଗ୍ରାମରେ ଲୁଟେରା ଆରମ୍ଭ କରିଛନ୍ତି ବର୍ଷର ପ୍ରଥମ ଶୀକାର ।

Subhashree Death Case: Police Get Big Clue
ଶେଷ କଲ୍‌ ୨୭ ସେକେଣ୍ଡ ! ମୃତ୍ୟୁର ଅଧ ଘଣ୍ଟା ପୂର୍ବରୁ ଶୁଭଶ୍ରୀଙ୍କ ଫୋନ୍‌ ନମ୍ବରରୁ ଯାଇଥିଲା କଲ୍‌

ମୃତ୍ୟୁର ଅଧ ଘଣ୍ଟା ପୂର୍ବରୁ ଶୁଭଶ୍ରୀଙ୍କ ଫୋନ୍‌ ନମ୍ବରରୁ ସମ୍ପୃକ୍ତ ଯୁବକଙ୍କ ପାଖକୁ ଶେଷ କଲ୍ ଯାଇଥିଲା। ଏହି କଲ୍‌ର ଅବଧି ମାତ୍ର ୨୭ ସେକେଣ୍ଡ ଥିଲା।

Accused Rupesh Panda Arrested
କାହିଁକି ଝିଅ ଡ୍ରେସ୍‌ ପିନ୍ଧି ପଡ଼ୋଶୀଙ୍କ ଘରେ ପଶିଥିଲା ଯୁବକ ? ସ୍ପଷ୍ଟ କଲା ପୋଲିସ୍‌

ମାସେ ପୂର୍ବରୁ ୨ ଅଭିଯୁକ୍ତ ଲୁଟ୍ ପାଇଁ ପ୍ଲାନ୍ କରିଥିଲେ। ଏଥିପାଇଁ ଛୁରୀ, ଖେଳନା ବନ୍ଧୁକ ଓ ଝିଅଙ୍କ ଡ୍ରେସ୍ କିଣିଥିଲେ। ୧ ତାରିଖ ସକାଳେ ଅନ୍ୟତ୍ର ଯାଇ ଅଭିଯୁକ୍ତ ଝିଅ ଡ୍ରେସ୍ ପିନ୍ଧିଥିଲେ। ସେଠାରୁ ଏକ ଅଟୋ ଯୋଗେ ଅଭିଯୁକ୍ତ ସମ୍ପୃକ୍ତ ପଡ଼ୋଶୀଙ୍କ ଘରକୁ ଯାଇଥିଲେ।

couple
ଭୁବନେଶ୍ୱରରେ ନବ ଦମ୍ପତିଙ୍କ ଆତ୍ମହତ୍ୟା !

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଘର ଭିତରୁ ଜଣେ ନବ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଲିଙ୍ଗରାଜ ଥାନା ଅନ୍ତର୍ଗତ କେଉଟ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ସ୍ୱାମୀଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ବେଡ୍ ତଳେ ମରି ପଡ଼ିଥିବା ସ୍ତ୍ରୀଙ୍କ ମୃତଦେହକୁ ପୁଲିସ୍ ଆଜି ସକାଳେ ଉଦ୍ଧାର କରିଛି। ୩ ମାସ ତଳେ ସେମାନଙ୍କର ବିବାହ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣକ ଖବରକାଗଜ ହକର୍‌ ଥିଲେ ବୋଲି ସୂଚନା ମିଳିଛି। ଗତକାଲି […]