• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Crime Against Women

Crime Against Women
ଅଡୁଆରେ ଡାକ୍ତର!! ରୋଗୀଙ୍କୁ ସୁନ୍ଦର କିରିଦେବେ କହି ରଖିଲେ ଶାରୀରିକ ସମ୍ପର୍କ

ଡାକ୍ତରଙ୍କ ଅଜବ ଅଫର୍‌। ଶାରୀରିକ ସମ୍ପର୍କ ରଖିଲେ ମାଗଣାରେ କରିଦେବେ ଚିକିତ୍ସା।

Crime
ସ୍ତ୍ରୀକୁ ଛୁରୀ ଭୁସି ମାରିଦେଲା ସ୍ୱାମୀ..ପରେ ମାଆକୁ କହିଲା ସବୁଦିନ ପାଇଁ ଶୁଆଇ ଦେଲି

ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା । ପଞ୍ଜାବର ଜଣେ ବ୍ୟକ୍ତି କାନାଡ଼ାରେ ନିଜ ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ୪୧ ବର୍ଷୀୟ ବଲବିନ୍ଦର କୌର ।

Crime
ଏକ ତରଫା ଭାଉଜ ପ୍ରେମରେ ଅନ୍ଧ, ଭାଇକୁ ମାରିଦେଲା ଭାଇ

ଭାଉଜକୁ ଏକ ତରଫା ପ୍ରେମ । ବିରୋଧ କରିବାରୁ ଭାଇକୁ ନିର୍ମମ ହତ୍ୟା । ରାଜଧାନୀ ଉପକଣ୍ଠରେ ଏଭଳି ହତ୍ୟାକାଣ୍ଡ ଘଟିଛି ।

Crime
ସ୍ତ୍ରୀ ମଦ ପିଉଥିଲା ବୋଲି ମାରିଦେଲା ସ୍ୱାମୀ, ଶବ ସହ ୩ ଦିନ ବିତାଇଲା ଜହ୍ଲାଦ

ସ୍ତ୍ରୀ ଶବ ସହ ୩ ଦିନ ବିତାଇଲା ସ୍ୱାମୀ । ଭୁବନେଶ୍ୱର ମୈତ୍ରୀ ବିହାର ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ୍ । ମୈତ୍ରୀ ବିହାର ତାରିଣୀ ନଗର ଅଞ୍ଚଳରେ ମହିଳାକୁ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

Son Attempt To Kill Mother
ପାଗଳ ବୋଲି କହିଦେଲା ମାଆ; ରାଗିଯାଇ ଛୁରୀ ଭୁସି ନିଆଁ ଲଗାଇଦେଲା ପୁଅ

ହରିୟାଣା ଗୁରୁଗ୍ରାମର ଜଣେ ୫୯ ବର୍ଷୀୟ ବୃଦ୍ଧା ରାନୁ ଶାହ ତାଙ୍କ ପୁଅର ପାଗଳାମୀ ପାଇଁ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି।

Crime
ରାଗ ଉଜାଡ଼ି ଦେଲା ସଂସାର; ସ୍ତ୍ରୀକୁ ମାରିଲା, ପୁଅକୁ ଶ୍ୱଶୁର ଘରେ ଛାଡ଼ି ନିଜେ ଫେରାର୍ ମାରିଲା

ବିଦେଶରେ ନିଜ ସ୍ତ୍ରୀକୁ ହତ୍ୟା କଲା । ପରେ ପୁଅକୁ ଆଣି ଭାରତ ଫେରିଲା । ମନ ବୁଝିଲାନି ଯେ, ପୁଅକୁ ନେଇ ସ୍ତ୍ରୀ ବାପଘରେ ଛାଡ଼ିବା ପରେ ନିଜ ଅପରାଧ ସ୍ୱୀକାର କରି ଫେରାର ହୋଇଗଲା । ଏପରି ଏକ ଅତି ଲଜ୍ଜାଜନକ ଘଟଣା ଘଟିଛି ଅଷ୍ଟ୍ରେଲିଆରେ ।

Crime
ଝଗଡ଼ା ନେଲା ଭୟଙ୍କର ରୂପ, ସ୍ତ୍ରୀକୁ ଜୀବନ୍ତ ପୋଡ଼ିଦେଲା ସ୍ୱାମୀ

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଲା । ଦିଲ୍ଲୀରେ ଏପରି ଭୟଙ୍କର ତଥା ବିଭତ୍ସ ହତ୍ୟାକାଣ୍ତ ଘଟିଛି ।

Crime
ଦୁଇ ଭଉଣୀଙ୍କୁ ମଦ ପିଆଇ ଦୁଷ୍କର୍ମ ପରେ, ଭିଡିଓ ସୁଟ୍ କରି ଭାଇରାଲ କଲେ

ଝିଅମାନେ ଚିନ୍ତା କଲେ ଏଭଳି ଜୀବନ ବଞ୍ଚିବା ଅପେକ୍ଷା ମରିଯିବା ଭଲ । ତେଣୁ ସେମାନେ ଆଜି ଗଛରେ ଝୁଲି ନିଜ ଜୀବନ ହାରିଛନ୍ତି ।

Woman Paraded Naked
କର୍ଣ୍ଣାଟକରେ ଲଜ୍ଜା ! ଅଧ ଏକର ଜମି ପାଇଁ ମହିଳାଙ୍କୁ ରାସ୍ତାରେ ଉଲଗ୍ନ କରି ଚଲାଇଲେ..ଭିଡିଓ ଭାଇରାଲ..

ଅଧ ଏକର ଜମି ପାଇଁ ମହିଳାଙ୍କୁ ରାସ୍ତାରେ ନଗ୍ନ ଅବସ୍ଥାରେ ଚଲାଇଲା ଅଭିଯୁକ୍ତ। ତା’ଛଡ଼ା ପରିବାର ଲୋକଙ୍କୁ ନିସ୍ତୁକ ମାଡ଼ ବି ମାରିଲା।

Police IIC
ଜୁଆ ଖେଳ ବନ୍ଦ କରିବାକୁ କହିବାରୁ ଦୋକାନ ଘରେ ମହିଳା IIC ଙ୍କୁ ନିର୍ଘାତ ମାଡ଼ !

ରାତିରେ ପାଟ୍ରୋଲିଂ ବେଳେ ମହିଳା ଆଇଆଇସିଙ୍କୁ ଦୋକାନ ଘରେ ବନ୍ଦ କରି ନିର୍ଯାତନା ଅଭିଯୋଗ। ଜୋର ଜବରଦସ୍ତ ମହିଳା ଥାନାଧିକାରୀଙ୍କୁ ଦୋକାନ ଘର ଭିତରେ ଅଟକ ରଖିବା ସହ, ପୋଲିସ ଗାଡ଼ିର ଡ୍ରାଇଭରଙ୍କୁ ଆକ୍ରମଣ।

Crime Against Women
ନିଷ୍ଠୁର ପାଲଟିଲା ସାଙ୍ଗ; କଲା ଦୁଷ୍କର୍ମ, ଢାଳିଲା ଗରମ ଡ଼ାଲି

ରାଜଧାନୀ ଦିଲ୍ଲୀରେ ଲଜ୍ଜାଜନକ ଘଟଣା। ପୁରୁଷ ବନ୍ଧୁଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ଯୁବତୀ।

Crime Against Women
ନୃଶଂସ ଭାଇ !! ଅଶ୍ଲୀଳ ଭିଡିଓ ଦେଖିବା ପରେ ଉଭଣୀକୁ କଲା ଦୁଷ୍କର୍ମ

ପୋଲିସର କହିବାନୁଯାୟୀ ଅଭିଯୁକ୍ତ ସଞ୍ଜୁ ତା’ର ସମ୍ପର୍କୀୟ ଭଉଣୀକୁ ଘରେ କେହି ନଥିବା ବେଳେ ଦୁଷ୍କର୍ମ କରିବା ସହ ହତ୍ୟା ବି କରିଛି।

Spy Camera
ବନ୍ଧା ହେଲେ ଡାକ୍ତରୀ ଛାତ୍ର; ମହିଳାଙ୍କ ବେଡରୁମ୍‌ରେ ଲଗାଇଥିଲେ ସ୍ପାଏ କ୍ୟାମେରା..

ମହିଳାଙ୍କ ବେଡରୁମ୍‌ରେ ସ୍ପାଏ କ୍ୟାମେରା ଲଗାଇଥିଲେ ଡାକ୍ତରୀ ଛାତ୍ର। ରେକର୍ଡ କରୁଥିଲେ ଅଶ୍ଲୀଳ ଭିଡିଓ। ଚେନ୍ନାଇରେ ସାମ୍ନାକୁ ଆସିଛି ଏଭଳି ଘଟଣା।

Ninth Class Student
ନବମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଲେ ଛୁଆ, ହଷ୍ଟେଲ ୱାଡେନ୍‌ ସସ୍‌ପେଣ୍ଡ

ପୋଲିସ ଏହି ଘଟଣାରେ ପୋକ୍ସୋ ଆକ୍ଟ ଜରିଆରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

Crime Against Women
ହସ୍ପିଟାଲ୍‌ ବେଡ୍‌ରେ ମାଆ-ପୁଅଙ୍କୁ ଛାଡ଼ି ଫେରାର୍‌ ସ୍ୱାମୀ

ହସ୍ପିଟାଲରେ ୧୦ ଦିନର ଶିଶୁପୁତ୍ର ଓ ସ୍ତ୍ରୀକୁ ଛାଡ଼ି ପଳାଇଛି ସ୍ୱାମୀ। ମେଡିକାଲ ବେଡ୍‌ରେ ୧୦ ଦିନ ହେବ ସ୍ୱାମୀର ବାଟକୁ ଅନାଇ ବସିଛି ସ୍ତ୍ରୀ।

Crime
ନୃଶଂସ ପ୍ରେମିକ !! ପ୍ରେମିକାକୁ ବୁଲିବାକୁ ଡାକି ନେଇ ଛୁରୀ ଭୁଷିଲା..

ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏହାକୁ ନେଇ ବିବାଦ ତେଜିବାରୁ ପୂର୍ବ ଯୋଜନା ମୁତାବକ ନିବେଦିତାଙ୍କୁ ଏକ ଛୁରୀରେ ୧୦ରୁ ଅଧିକ ଥର ଭୁଷିଥିବା ଅଭିଯୋଗ ହୋଇଛି ।

Rape
ବୟଫ୍ରେଣ୍ଡ ସହ ବୁଲିବାକୁ ଯାଇଥିଲେ ନାବାଳିକା, ୧୩ ଜଣ କଲେ ଦୁଷ୍କର୍ମ...

ନିଜ ସାଙ୍ଗ ସାଥି ଫଟୋଗ୍ରାଫର ମାନଙ୍କୁ ମଧ୍ୟ ଡାକିଥିଲେ । ଏମିତି ମୋଟ ୧୧ ଜଣ ସେହି ନାବାଳିକାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ । 

Crime Against Women
ଘରୁ ପଳାଇଥିବା ମହିଳାଙ୍କୁ ଗଣଦୁର୍ଷ୍କମ !

ପାରିବାରିକ ଝଗଡା ପାଇଁ ଘର ଛାଡ଼ି ପଳାଇ ଆସିଥିବା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଅଭିଯୋଗ ହୋଇଛି ।

Crime Against Women
ଯୌନ ଶୋଷଣର ନୂଆ ତରିକା; ପ୍ରାଇଭେଟ୍‌ ସେକ୍ରେଟାରୀଙ୍କ ସହ ଶାରୀରିକ ସମ୍ପର୍କ ପାଇଁ କଣ୍ଟ୍ରାକ୍ଟ

ସଫ୍ଟୱେୟାର କମ୍ପାନୀ CEO ଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ସାଇନ୍‌ କରାଇଲେ କଣ୍ଟ୍ରାକ୍ଟ ।

Crime Against Women
ରୁମ୍‌ ଲାଇଟ୍‌ ବନ୍ଦ କରିବାରୁ ଶାଶୂକୁ ରଡ୍‌ରେ ପିଟିପିଟି ମାରିଦେଲା ବୋହୂ !

ବାରଙ୍ଗ ଥାନା ମଧୁପୁର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ । ବନ୍ଦ ଘରେ ଶାଶୁଙ୍କୁ ହତ୍ୟା କରିଥିବା ବୋହୂ ଗିରଫ ।

Kidnap cases
ବଢୁଛି ଅପରାଧ: ପ୍ରତି ୩ ଘଣ୍ଟାରେ ୨ ଜଣଙ୍କୁ ଅପହରଣ

ପ୍ରତିଦିନ ରାଜ୍ୟରେ ୧୬ ଜଣ ଅପହରଣ ହେଉଛନ୍ତି, ଆଉ ନିଖୋଜ ହେଉଛନ୍ତି ୫୧ ଜଣ। ନ୍ୟାସନାଲ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ- NCRBରୁ ମିଳିଛି ଏଭଳି ଆଖି ତରାଟିଲା ଭଳି ତଥ୍ୟ।

Crime Against Women
ସାଧାରଣ ମଣିଷ ପାଲଟିଛି ରକ୍ତ ପିପାଷୁ ! ମହିଳା ଅସଦାଚରଣରେ ଓଡ଼ିଶା ୪ର୍ଥ

ନର ହତ୍ୟା..ଶିଶୁ ବିରୋଧୀ ଅପରାଧ ଏବଂ ସାଇବର କ୍ରାଇମ୍ । ଦେଶ ହେଉ କି ରାଜ୍ୟ, ସବୁଠି ଘାଇଁ ଘାଇଁ ବଢି ଚାଲିଛି ଏ ସଂଖ୍ୟା । ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ବା NCRBର କ୍ରାଇମ ଇନ୍ ଇଣ୍ଡିଆ ୨୦୨୨ ରିପୋର୍ଟରୁ ଆସିଛି ଏ ସମ୍ପର୍କିତ ଆଖି ତରାଟିଲା ଭଳି ତଥ୍ୟ ।

Boyfriend Kill Girlfriend
ନୃଶଂସ ପ୍ରେମିକ !! ପ୍ରେମିକାକୁ ଜୀବନରୁ ମାରି ହ୍ୱାଟ୍ସଆପ୍‌ରେ ଷ୍ଟୋରୀ ରଖିଲା..

୫ ବର୍ଷର ଭଲ ପାଇବାକୁ କେଇ ମିନିଟ୍‌ରେ ଶେଷ କରିଦେଲା ପ୍ରେମିକ । ଯାହାକୁ ବାହା ହେବା ପାଇଁ ସ୍ୱପ୍ନ ଦେଖାଇଥିଲା ତାକୁ ହିଁ ଜୀବନରୁ ମାରିଦେଲା । ହ୍ୱାଟ୍ସଆପ୍‌ ଷ୍ଟୋରୀ ଧରାପକାଇଦେଲା ପ୍ରେମିକକୁ ।

Crime Against Women
ରାଜଧାନୀରେ ରହିପାରିବେ ତ ମହିଳା ? ଘରୁ ବାହାରିଲେ ଜୀବନ ଯିବାର ଡ଼ର !

ରକ୍ତରଞ୍ଜିତ ରାଜଧାନୀ । ମହିଳାଙ୍କ ପାଇଁ ଅସୁରକ୍ଷିତ ପାଲଟିଛି ସହର । ରବିବାର ଗୋଟିଏ ଦିନରେ ଚାରି ଚାରି ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବା ଆସିଛି ଅଭିଯୋଗ ।

Crime Against Women
ମହିଳା ରହିପାରିବେ ତ ରାଜଧାନୀରେ ? ଘରୁ ବାହାରିଲେ ଜୀବନ ଯିବାର ଡ଼ର !

ରକ୍ତରଞ୍ଜିତ ରାଜଧାନୀ । ମହିଳାଙ୍କ ପାଇଁ ଅସୁରକ୍ଷିତ ପାଲଟିଛି ସହର । ରବିବାର ଗୋଟିଏ ଦିନରେ ଚାରି ଚାରି ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବା ଆସିଛି ଅଭିଯୋଗ ।