• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cricket

Undefeated in the league, onto the semis
ଲିଗରେ ଅପରାଜେୟ, ବର୍ତ୍ତମାନ ସେମି ପାଳି

ବିଶ୍ୱକପରେ ଲିଗ ପର୍ଯ୍ୟାୟ ଶେଷ । ଆସନ୍ତାକାଲିଠାରୁ ନକ ଆଉଟ ପର୍ଯ୍ୟାୟ ।

abdul razzaq disrespectful comments on aishwarya rai bachchan
ବିଶ୍ୱକପରୁ ବିଦା ହେବା ପରେ ଜଳୁଛି ପାକିସ୍ତାନ; ଐଶ୍ୱର୍ଯ୍ୟାଙ୍କୁ ନେଇ ରଜାକ୍‌ଙ୍କ ଅଶାଳୀନ ମନ୍ତବ୍ୟ

ବିଶ୍ୱକପରୁ ପାକିସ୍ତାନ ବାହାର ହୋଇଛି। ଏଭଳି ପରିସ୍ଥିତିରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଅବଦୁଲ ରଜାକ୍‌ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିଷୟରେ ଏକ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି, ଯେଉଁଥିପାଇଁ ସେ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି।

Pakistan set to stare down semi-final challenge
ପାକିସ୍ତାନକୁ ଭଗବାନ ସାହା, ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ବାଲାଂଦେଶ

ସୂତାଖିଅରେ ଝୁଲୁଛି ପାକିସ୍ତାନର ସେମି ଫାଇନାଲ ଆଶା । ମ୍ୟାଚ ଉପରେ ପୁରା କ୍ରିକେଟ ଦୁନିଆର ନଜର ରହିଥିବା ବେଳେ, କୌଣସି ଚମତ୍କାରିତା ହିଁ ପାକିସ୍ତାନକୁ ସେମି ପର୍ଯ୍ୟନ୍ତ ନେଇ ପାରିବ ।

Virat Kohl
ଉତ୍ତର ରଖିଲେ କୋହଲି, କହିଲେ ଏହା ନିର୍ଦ୍ଦେଶ ଥିଲା

ନିଜ ଉତ୍ତରରେ କୋହଲି କହିଛନ୍ତି, ତାଙ୍କୁ ଏପରି କରିବାକୁ ଡ୍ରେସିଂ ରୁମ ତରଫରୁ ନିର୍ଦ୍ଦେଶ ଥିଲା । ସହଳ ଦୁଇ ଓପନରଙ୍କ ୱିକେଟ ପଡ଼ି ଯାଇଥିଲା ।

Australia VS Afghanistan
ଅଫଗାନିସ୍ତାନ ପାଇଁ କର ଅବା ମର, ଅଷ୍ଟ୍ରେଲିଆ ନିକଟରେ ସେମି ସୁଯୋଗ

ଆଜି ଅଷ୍ଟ୍ରେଲିଆ ଆଫଗାନିସ୍ତାନ ମଧ୍ୟରେ ବିଶ୍ବକପ ମୁକାବିଲା । ଉଭୟ ଦଳ ସେମିଫାଇନାଲ ରେସରେ ଅଛନ୍ତି ।

Sri Lanka Cricket Board
ବିଶ୍ୱକପ୍‌ରେ ଭାରତ ଠାରୁ ଲଜ୍ଜାଜନକ ପରାଜୟ ପରେ ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ

ବିଶ୍ୱକପ୍‌ ୨୦୨୩ରେ ଲଗାତର ଖରାପ ପ୍ରଦର୍ଶନ ପରେ କ୍ରୀଡା ମନ୍ତ୍ରୀ ସୋମବାର କ୍ରିକେଟ ବୋର୍ଡକୁ ଭାଙ୍ଗିବା ପାଇଁ କହିଥିଲେ ।

Virat Kohli
ବିରାଟଙ୍କ ପାଇଁ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଲେ ଯୁବରାଜ

ବିରାଟଙ୍କ ପାଇଁ ହୃଦୟସ୍ପର୍ଶୀ ବାର୍ତ୍ତା । ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି ବିରାଟ କୋହଲି ।

Kolkata and Kohli
୧୪ ବର୍ଷ ପୂର୍ବରୁ ଆରମ୍ଭ, ଆଜି ପଡ଼ିପାରେ ଯବନିକା

ହଜାର ହଜାର ଜନତାଙ୍କ ସାମ୍ନାରେ ଏପରି ଶତକ ମାରିବା ତାଙ୍କୁ ସେଦିନ ନିହାତି ଭାବେ ଉତ୍ସାହିତ କରିଥିବ । ସେବେଠାରୁ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି ।

Ind vs SA
ସୁପର ସନଡେରେ ସୁପର ମୁକାବିଲା, ଦୁଇ ଟପ ଟିମଙ୍କ ମଧ୍ୟରେ ଫାଇଟ

ଆଜି ବିଶ୍ୱକପରେ ଭାରତ-ସାଉଥ ଆଫ୍ରିକା ଟକ୍କର । ଇନଫର୍ମ ରୋହିତ ଆଣ୍ଡ କୋ’ର ମୁକାବିଲା ଅନ୍ୟତମ ଟାଇଟଲ ଫେଭରିଟ ଦକ୍ଷିଣ ଆଫ୍ରିକା ସହ ।

Virat Kohli
ବିରାଟ କୋହଲି : ଏ ମ୍ୟାନ, ଏ ମିଥ୍, ଏ ଲିଜେଣ୍ଡ

କ୍ରିକେଟ ଜଗତର ସେ ଅଦ୍ବିତୀୟ ସମ୍ରାଟ ପାଲଟି ଯାଇଥିଲେ । ରେକର୍ଡ ପରେ ରେକର୍ଡ ପ୍ରତିଷ୍ଠା କରି ଚାଲିଥିଲେ ।

Ind vs Srilanka
ବିଶ୍ବକପରେ ଆଜି ଭାରତ ଶ୍ରୀଲଙ୍କା ମୁହାଁମୁହିଁ

ଦୀର୍ଘ ୧୨ ବର୍ଷ ପରେ ପୁଣି ଥରେ ମୁମ୍ବାଇରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ଶ୍ରୀଲଙ୍କା ।

Suryakumar Yadav
ଟିମ୍ ଇଣ୍ଡିଆର ନୂଆ ଅଧିନାୟକ ହେବେ ସୂର୍ଯ୍ୟ କୁମାର ଯାଦବ ! ରୋହିତ, ବିରାଟ ଓ ହାର୍ଦ୍ଦିକ ନେଇପାରନ୍ତି ବିଶ୍ରାମ

ନୂଆ ଅଧିନାୟକଙ୍କ ସହ ନୂଆ କୋଚ୍‌ଙ୍କୁ ନେଇ ମଧ୍ୟ ଅଷ୍ଟ୍ରେଲିଆ ସିରିଜ୍‌ ଖେଳିବ ଭାରତ। କାହିଁକି ନା ଦିନିକିଆ ବିଶ୍ୱକପ୍‌ ପରେ ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ଶେଷ ହେବ।

Hardik Pandya
ଟିମ ଇଣ୍ଡିଆକୁ ଝଟକା, ବାଦ ପଡ଼ିବେ ହାର୍ଦ୍ଦିକ!

ବିଶ୍ବକପର ଆଗାମୀ ଦୁଇଟି ମ୍ୟାଚରୁ ବାଦ ପଡ଼ି ପାରନ୍ତି ହାର୍ଦ୍ଦିକ । ଏନେଇ ଜୋର ଧରିଛି ଚର୍ଚ୍ଚା । ଗତ ଅକ୍ଟୋବର ୧୯ ରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ହାର୍ଦ୍ଦିକ । ଗୋଇଠିରେ ଆଘାତ କାରଣରୁ ସେ ନିଜର ଓଭର ମଧ୍ୟ ଶେଷ କରି ପାରି ନଥିଲେ ।

PAKvsAFG
ଫସର ଫାଟିଲା ସବୁ ରଣନୀତି, ବିଶ୍ବକପରୁ ଆଉଟ ହେବ ବାବର ବାହିନୀ

ବାହାସ୍ଫୋଟ ମାରୁଥିଲେ । ଭାରତରେ ଭାରତକୁ ହରାଇବେ ପୁଣି ବିଶ୍ବକପ ଜିତିବେ । କିନ୍ତୁ ସବୁ ଫସର ଫାଟିଗଲା ।

Bishan Singh
ବିଶନ ସିଂ ବେଦିଙ୍କ ପରଲୋକ

ପୂର୍ବତନ କ୍ରିକେଟ ଅଧିନାୟକ ତଥା କିମ୍ବଦନ୍ତୀ ବାମହାତୀ ସ୍ପିନର ବିଶନ ସିଂ ବେଦିଙ୍କ ପରଲୋକ । ୭୭ ବର୍ଷରେ ପରଲୋକ ଗମନ କରିଛନ୍ତି ବିଶନ ।

pakvsafg
ବିଶ୍ବକପରୁ ବାଦ ପଡ଼ିବ ପାକିସ୍ତାନ!

ଲଗାତାର ଭାବେ ବିଶ୍ବକପରେ ଖରାପ ପ୍ରଦର୍ଶନ, ପାକିସ୍ତାନକୁ କର ଅବା ମର ସ୍ଥିତିରେ ଆଣି ଛିଡ଼ା କରିଛି । ଆଜିର ମ୍ୟାଚରେ ପାକିସ୍ତାନ ପାଇଁ ଅଫଗାନିସ୍ତାନର ସ୍ପିନ ବୋଲିଂ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।

Virat Kohli
ସଚିନଙ୍କୁ ଟପିଲେ କିଙ୍ଗ କୋହଲି

ବିରାଟ କମାଲ କୋହଲି .. ବିରାଟ ମାଇଲଷ୍ଟୋନ ମ୍ୟାନ କୋହଲି .. ବିରାଟ ରେକର୍ଡ ବ୍ରେକର କୋହଲି ..

Rohit Sharma
ଟ୍ରାଫିକ ନିୟମ ଉଲଙ୍ଘନ କଲେ ରୋହିତ, ବସ୍‌ରେ ଯିବାକୁ କହିଲା ପୋଲିସ

କାର୍‌ର ବେଗ ଥିଲା ଘଣ୍ଟା ପ୍ରତି ୨୧୫ କିଲୋମିଟର । ମୁମ୍ବାଇ-ପୁଣେ ଏକ୍ସପ୍ରେସ ହାଇୱେରେ ଗଡ଼ୁଥିଲା ଗାଡ଼ି । ଟିମ ଇଣ୍ତିଆ କ୍ୟାପଟେନ ରୋହିତ ଶର୍ମା ଚଳାଉଥିଲେ ଗାଡ଼ି । ଏନେଇ ପ୍ରକାଶ ପାଇଛି ରିପୋର୍ଟ ।

India vs Pakistan
କେବେ ଖେଳାଯାଇଥିଲା ଭାରତ-ପାକିସ୍ତାନ ମଧ୍ୟରେ ପ୍ରଥମ ମ୍ୟାଚ୍‌, ଜାଣନ୍ତୁ କ’ଣ ଥିଲା ଏହାର ରେଜଲ୍ଟ...

ଆମେ ଭାରତ ଓ ପାକିସ୍ତାନ କ୍ରିକେଟ ଇତିହାସକୁ ଦେଖିବା ତାହାଲେ ଏହି ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍‌ ୧୯୫୨ରେ ଖେଳାଯାଇଥିଲା। ଏହା ଏକ ଟେଷ୍ଟ ମ୍ୟାଚ୍‌ ଥିଲା।

Cricket In Olympics
୧୨୮ ବର୍ଷ ପରେ ଅଲମ୍ପିକ୍ସରେ ଖେଳାଯିବ କ୍ରିକେଟ୍ !

୨୦୨୮ ଅଲମ୍ପିକ୍ସ ଲସ୍ ଏଞ୍ଜଲ୍ସେରେ ହେବାକୁ ଯାଉଛି। ଏହା ପୂର୍ବରୁ ଲସ୍ ଏଞ୍ଜେଲ୍ସ ଆୟୋଜନ ସମିତି ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ୍ କରିବାକୁ IOCକୁ ପ୍ରସ୍ତାବ ଦେଇଥିଲା। କ୍ରିକେଟ୍ ସହ ଫ୍ଲାଗ୍ ଫୁଟବଲ୍, ବେସ୍ବଲ୍, ସ୍କ୍ୱାସ୍ ଓ ଲାକ୍ରୋସ୍ ଭଳି ଖେଳ ଅଲମ୍ପିକ୍ସରେ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଛି ।

icc world cup 2023
ଆଜି ଡବଲ୍ ମ୍ୟାଚ୍‌; ଧର୍ମଶାଳାରେ ହେବ ହାଇଭୋଲଟେଜ୍ ଫାଇଟ୍

ନିଜର ପ୍ରଥମ ମ୍ୟାଚ ଜିତିଛି ବାଂଲାଦେଶ । ଆଜିର ଦ୍ୱିତୀୟ ମ୍ୟାଚ ହେବ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ । ହାଇଦ୍ରାବାଦରେ ଏହି ମ୍ୟାଚ ଖେଳାଯିବ ।

Can Team India win the 2023 World Cup
Sports: ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଭାରତର ସମ୍ଭାବନା କେତେ

ଭାରତରେ ଆରମ୍ଭ ହୋଇଯାଇଛି ୨୦୨୩ ଦିନିକିଆ ବିଶ୍ୱକପ୍। ଏଥର ମୁକୁଟର ଦାବିଦାରମାନଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ। ତେବେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବି ରହିଛି ଦୌଡ଼ରେ।

Australia Team Jersey
କାହିଁକି ହଳଦିଆ ଓ ସବୁଜ ରଙ୍ଗର ଜର୍ସି ପିନ୍ଧନ୍ତି ଅଷ୍ଟ୍ରେଲିଆ ଟିମ୍, ଜାଣନ୍ତୁ ଏହା ପଛର କାରଣ...

ଅଷ୍ଟ୍ରେଲିଆ ଜର୍ସି ପଛରେ ଥିବା ପୂରା କାହାଣୀ ଏହାର ଜାତୀୟ ଫୁଲ ସହ ଜଡ଼ିତ। ଅଷ୍ଟ୍ରେଲିଆର ଜାତୀୟ ଫୁଲ ହେଉଛି ’ଦି ଗୋଲ୍ଡେନ୍ ୱେଟଲ୍’। ’ଦି ଗୋଲ୍ଡେନ୍ ୱେଟଲ୍’ ଫୁଲର ପତ୍ର ସବୁଜ ରଙ୍ଗ ଓ ଏହାର ଫୁଲ ହଳଦିଆ ରଙ୍ଗର ହୋଇଥାଏ।

BCCI
Sports: ବିଶ୍ୱ କ୍ରିକେଟରେ ବିସିସିଆଇ କେମିତି ହେଲା ପାୱାରହାଉସ୍ ?

କିନ୍ତୁ ୩୦-୩୫ ବର୍ଷ ତଳେ ଏପରି ସ୍ଥିତି ନଥିଲା । ଦିନ ଥିଲା ବିଶ୍ୱକପ୍ ଫାଇନାଲ ପାଇଁ ବିସିସିଆଇ ବସ୍‌ଙ୍କୁ ମାତ୍ର ଦୁଇଟି ପାସ୍ ମିଳିଥିଲା। ଭାବି ପାରୁଛନ୍ତି ସେ ଦିନର କଥା, ଆଉ ଏବେର ବିସିସିଆଇ ବସ୍‌ଙ୍କ କେତେ କ୍ଷମତା।

Asian Games Gold Medal
ଏସୀୟ କ୍ରୀଡ଼ାରେ ଆଜି ଭାରତକୁ ସୁନା ବର୍ଷା; ମିଳିଲା ୬ଟି ସ୍ୱର୍ଣ୍ଣ

ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ମଧ୍ୟ ଭାରତ ଲାଗି ସ୍ୱର୍ଣ୍ଣ ପଦକ ଆଣିଛନ୍ତି ସ୍ୱାସ୍ଥିକ୍ ସାଇରାଜ୍ ଏବଂ ଚିରାଗ ସେଟ୍ଟୀ ଯୋଡ଼ି । ଫାଇନାଲରେ ଦକ୍ଷିଣ କୋରିଆ ଯୋଡ଼ି ଚୋୟି ସୋଲଗାୟୁ ଓ କିମ୍ ଓନୋଙ୍କୁ ପରାସ୍ତ କରି ବାଜି ମାରିଛନ୍ତି ଭାରତୀୟ ଯୋଡ଼ି ।