• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cricket Match

Youth kills teen with cricket bat
କ୍ରିକେଟ୍ ମ୍ୟାଚ୍‌ ହେଲା କାଳ... ସାଙ୍ଗକୁ ହତ୍ୟା କଲା ସାଙ୍ଗ...

ଭାରତରେ କ୍ରିକେଟ୍ ଖେଳର ଲୋକପ୍ରିୟତା ଯଥେଷ୍ଟ ଅଧିକ ରହିଛି । କିନ୍ତୁ ଏହି କ୍ରିକେଟ୍ ମ୍ୟାଚ୍‌ରୁ ଘଟିଛି କରୁଣ କାହାଣୀ...ସାଙ୍ଗକୁ ହତ୍ୟା କରିଛି ସାଙ୍ଗ...

Cricketer Death
କ୍ରିକେଟ୍‌ ଫିଲ୍ଡରେ ଅଘଟଣ; ମୁଣ୍ତରେ ବଲ୍‌ ବାଜି ଟଳିପଡ଼ିଲେ କ୍ରିକେଟର..

ମୁମ୍ବାଇରେ କ୍ରିକେଟ ଖେଳ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ମୃତକ ହେଲେ ୫୨ ବର୍ଷୀୟ ଜୟେଶ ସାୱାଲା ।

Viral Video
ଅଜବ ବ୍ୟକ୍ତିତ୍ୱ! ଷ୍ଟାଡିୟମ ଗ୍ୟାଲେରୀରେ ବସି ମୋବାଇଲ୍‌ରେ ମ୍ୟାଚ୍‌ ଦେଖିଲେ

ଲୋକେ ଟଙ୍କା ଖର୍ଚ୍ଚ କରି ଷ୍ଟାଡିୟମ ମ୍ୟାଚ୍‌ ଦେଖିବାକୁ ଯାଆନ୍ତି । ହଜାର ହଜାର ଲୋକ ଟିମ୍‌କୁ ଚିୟର୍ସ ମଧ୍ୟ କରିଥାନ୍ତି । କିନ୍ତୁ ଏହି ବ୍ୟକ୍ତି ଜଣକ ଗ୍ୟାଲେରୀରେ ଶୋଇ ନିଜ ମୋବାଇଲ୍‌ରେ ମ୍ୟାଚ୍‌ ଦେଖୁଛନ୍ତି ।

Choudwar news
କ୍ରିକେଟ୍ ଖେଳରୁ ମହାଭାରତ; ଫିଲ୍ଡ ଭିତରେ ଅମ୍ପାୟାରଙ୍କୁ ହତ୍ୟା

ପଡିଆ ଭିତରେ ଛୁରୀରେ ଆକ୍ରମଣ, ବ୍ୟାଟରେ ବାଡେଇ ବାଡେଇ ହତ୍ୟା । ତାହା ପୁଣି ଜଣେ ଅମ୍ପାୟାରଙ୍କୁ । ଗାଁ କ୍ରିକେଟରେ ଏଭଳି ବଡ ଅଘଟଣ ଘଟିଛି ଚୌଦ୍ୱାର ଥାନା ମହିଁଶାଲଣ୍ଡାରେ । ଅମ୍ପାୟାରଙ୍କ ଆଉଟ୍ ନିଷ୍ପତ୍ତିରେ ପ୍ରଥମେ ଯୁକ୍ତିତର୍କ ପରେ ରକ୍ତାକ୍ତ ସଂଘର୍ଷ ଘଟିଛି ।

ola
ଇ-ସ୍କୁଟର ସାହାଯ୍ୟରେ କ୍ରିକେଟ୍‌ କମେଣ୍ଟ୍ରି ! ଓଡ଼ିଆ ଯୁବକଙ୍କ ବୁଦ୍ଧିକୁ ତାରିଫ୍‌ କଲେ ଓଲା ସିଇଓ

ଜୁଗାଡ଼ରେ ସବୁ କିଛି ସମ୍ଭବ । ଓଲା ଇ-ସ୍କୁଟରକୁ କମେଣ୍ଟ୍ରି ପାଇଁ ବ୍ୟବହାର କରି ଯୁବକ ଚର୍ଚ୍ଚାରେ ।

barabati
ଓଡ଼ିଶା କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଖୁସି ଖବର, ବାରବାଟୀରେ ଖେଳାଯିବ ଟି-ଟ୍ୱେଣ୍ଟି ମ୍ୟାଚ୍‌

କଟକ ବାରବାଟୀ ଷ୍ଟାଡିୟମ୍‌ରେ ହେବ ଆର୍ନ୍ତଜାତୀୟ ଟି-ଟ୍ୱେଣ୍ଟି କ୍ରିକେଟ୍‌ ମ୍ୟାଚ୍ । ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । କାରଣ ଦୀର୍ଘ ଦୁଇ ବର୍ଷ ପରେ ପୁଣିଥରେ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ମ୍ୟାଚ୍ ।

ipl2021
ସେପ୍ଟେମ୍ବର ୧୫ରୁ ଆରମ୍ଭ ହୋଇପାରେ IPL ମ୍ୟାଚ୍

IPL ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର ! ସେପ୍ଟେମ୍ବର ୧୫ରୁ ଆରମ୍ଭ ହୋଇପାରେ IPL ମ୍ୟାଚ୍