• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Covid19

Covid Ventilator
କରୋନା ଆକ୍ରାନ୍ତ ଥିଲେ, ସମସ୍ତେ ମେଡିକାଲ ଯିବା ଜରୁରୀ କି ନୁହେଁ ? ଜାଣନ୍ତୁ..

ସଂଶୋଧିତ ଗାଇଡଲାଇନ୍‌ ଅନୁସାରେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁନଥିବା ରୋଗୀଙ୍କୁ ସାମାନ୍ୟ ଲକ୍ଷଣଯୁକ୍ତ ରୋଗୀ ଭାବେ ଗଣାହେବ ।

Covid19
ଦେଶରେ କମିଛି ଦୈନିକ ସଂକ୍ରମଣ; ଆଜି ୨ ଲକ୍ଷ ୫୮ ହଜାର ୮୯ ଆକ୍ରାନ୍ତ ଚିହ୍ନଟ

ଦେଶରେ ଦିନକରେ ୨ ଲକ୍ଷ ୫୮ ହଜାର ୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗତକାଲିଠାରୁ ୧୩ ହଜାର ୧୧୩ ଜଣ କମ୍ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଦେଶରେ ଦିନକରେ ୩୮୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

corona virus
ରାଜ୍ୟରେ ୧୦ ହଜାର ତଳକୁ ଖସୁନି ସଂକ୍ରମଣ; ଦିନକରେ ୧୦,୪୮୯ ଆକ୍ରାନ୍ତ ଚିହ୍ନଟ

ଗତକାଲି ରାଜ୍ୟରେ ଉପରମୁହାଁ ରହିଥିଲା କରୋନା ଗ୍ରାଫ । ସଂକ୍ରମଣ ସଂଖ୍ୟାରେ ଲଗାମ ଲାଗୁନଥିଲା। ଦିନକରେ ୧୧,୧୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି କୋଭିଡ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି । ଆଜି ରାଜ୍ୟରେ ଦିନକରେ ୧୦,୪୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Coronavirus
କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ସାମ୍ନାକୁ ଆସିଲା ଆଶ୍ୱସ୍ତିକର ଖବର

କରୋନାର ଉପରମୁହାଁ ଦୈନିକ ସଂକ୍ରମଣ ଭିତରେ ଦିଲ୍ଲୀବାସୀଙ୍କ ପାଇଁ  ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଗତକାଲି ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସହ ୧୮ ହଜାର ୨୮୬ ନୂଆ କେସ୍ ସାମ୍ନାକୁ ଆସିଥିଲା।

Covid
ଲଗାମ ଧରୁନି ସଂକ୍ରମଣ; ଦିନକରେ ୨,୭୧,୨୦୨ ଆକ୍ରାନ୍ତ

ଗତକାଲିଠାରୁ ଆଜି ଦେଶରେ ୨ ହଜାର ୩୬୯ ଜଣ ଅଧତ୍କ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ଦିନକରେ ୨ ଲକ୍ଷ ୭୧ ହଜାର ୨୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିନକରେ ୩୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୬ ହଜାର ୬୬କୁ ବୃଦ୍ଧି ପାଇଛି।

Covid
ଉପରମୁହାଁ ହେଉଛି କରୋନା ସଂକ୍ରମଣ: ଦିନକରେ ୧୧,୧୭୭ ଚିହ୍ନଟ

ରାଜ୍ୟରେ ଉପରମୁହାଁ ହେଉଛି କରୋନା ଗ୍ରାଫ । ସଂକ୍ରମଣ ସଂଖ୍ୟାରେ ଲଗାମ ଲାଗୁନି। ସଂକ୍ରମଣ ସଂଖ୍ୟା ୧୧ ହଜାର ଟପିଲାଣି । ଆଜି ଦିନକରେ ୧୧,୧୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Corona Cases In Maharashtra
ବେକାବୁ କରୋନା: ମହାରାଷ୍ଟ୍ରରେ ସାଂଘାତିକ ସ୍ଥିତି, ଆକ୍ଟିଭ୍ କେସ୍ ଅଢ଼େଇ ଲକ୍ଷ ପାର୍

ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ଆଡ଼କୁ ମୁହାଁଇଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଉଦ୍‌ବେଗଜନକ ରହିଛି। ମହାରାଷ୍ଟ୍ରରେ ଆକ୍ଟିଭ୍ କେସ୍ ଅଢ଼େଇ ଲକ୍ଷ ପାର୍ କରିଛି।

Odisha Panchayat Polls
ଦିନକ ପରେ ଆରମ୍ଭ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା

ଦିନକ ପରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା । ଫେବୃୟାରୀ ୧୬ ରୁ ୫ଟି ପର୍ଯ୍ୟାୟରେ ପଡ଼ିବ ଭୋଟ୍ । ତେଣୁ ସବୁ ପ୍ରକାର ପ୍ରସ୍ତୁତିରେ ଫାଇନାଲ୍ ଟଚ୍ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।

Odisha Panchayat Polls
କୋଭିଡ୍ ସ୍ଥିତିରେ କେମିତି ହେବ ପଞ୍ଚାୟତ ଭୋଟ୍?

ଦିନକ ପରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା । ଫେବୃୟାରୀ ୧୬ ରୁ ୫ଟି ପର୍ଯ୍ୟାୟରେ ପଡ଼ିବ ଭୋଟ୍ । ତେଣୁ ସବୁ ପ୍ରକାର ପ୍ରସ୍ତୁତିରେ ଫାଇନାଲ୍ ଟଚ୍ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।

Expert Suggestion
ଅନାବଶ୍ୟକ ମେଡିସିନ ବ୍ୟବହାର ନକରିବାକୁ ପରାମର୍ଶ ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଲକ୍ଷଣ ଥିଲେ ବୃଦ୍ଧ ବ୍ୟକ୍ତି ମଧ୍ୟ ଆଇସୋଲେସନରେ ରହିବେ। ଅନାବଶ୍ୟକ ମେଡିସିନ ବ୍ୟବହାର ନକରିବାକୁ ସେ ପରାମର୍ଶ ଦେଇଛନ୍ତି।

Covid Test
ଦେଶରେ ୩ ଲକ୍ଷ ମୁହାଁ କରୋନାର ଦୈନିକ ସଂକ୍ରମଣ

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୪୧କୁ ବୃଦ୍ଧି ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଦେଇଛି।

Covid Hospital
ରାଜ୍ୟରେ ୧୧ ହଜାର ମୁହାଁ ଦୈନିକ ସଂକ୍ରମଣ

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩,୦୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hospital
'ଜରୁରୀ ନଥିଲେ ହସ୍ପିଟାଲ ଆସନି'

ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ପକ୍ଷରୁ ଗତକାଲି ନୂଆ ଗାଇଡଲାଇନ୍ ଜାରି କରାଯାଇଥିଲା। 

Covid Party
ପାଗଳାମୀ ! ୧୦ ହଜାର ଟଙ୍କା ଖର୍ଚ୍ଚ କରି କରୋନା ଆକ୍ରାନ୍ତଙ୍କ ସହ ଡିନର ପାର୍ଟି

କିଛି ଲୋକେ ଭ୍ୟାକ୍‌ସିନ୍‌ ନନେବା ଲାଗି ‘ମାରାତ୍ମକ କୌଶଳ’ ଆପଣାଇବାକୁ ମଧ୍ୟ ପଛଘୁଞ୍ଚା ଦେଉ ନାହାନ୍ତି। ଜାଣିଶୁଣି କରୋନା ପଜିଟିଭ୍‌ ହେଉଛନ୍ତି। କରୋନା ଆକ୍ରାନ୍ତଙ୍କ ସହ ଡିନର୍‌ ଓ ୱାଇନ୍‌ ପାର୍ଟି କରୁଛନ୍ତି।

Covid test
ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ୬୦ ହଜାର ପାର

ଦେଶରେ ଆକ୍ଟିଭ କେଶ୍ ୧୨ ଲକ୍ଷ ୭୨ ହଜାର ୭୩ ରହିଛି। ଦେଶରେ ପଜିଟିଭିଟି ରେଟ୍ ୧୪.୭୮ ପ୍ରତିଶତ ଥିବା ଜଣାପଡ଼ିଛି।

Gangasagar Mela
ଗଙ୍ଗା ଆଣିବ କି ବିପଦ ? ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଲେ ୩ ଲକ୍ଷ ଲୋକ !

ଗତବର୍ଷ କୁମ୍ଭମେଳା ଭଳି କରୋନାର ହଟ୍‌ସ୍ପଟ୍‌ ପାଲଟିବ କି ଗଙ୍ଗାସାଗର ମେଳା ? କରୋନା ସଂକ୍ରମଣ କାଳରେ ଗତବର୍ଷ କୁମ୍ଭମେଳା ଯେଭଳି ବିପଦ ଆଣିଥିଲା ଗଙ୍ଗାସାଗର ମେଳା ଆଉ ବିପଦ ଆଣିବ ନାହିଁ ତ ?

Covid test Guidelines
କରୋନା ସଂକ୍ରମଣର ୧୦ ହଜାର ଟ୍ରେଣ୍ଡ୍‌ରେ ଓଡ଼ିଶା

 ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୧୧ ହଜାର ୮୭୯କୁ ବୃଦ୍ଧି ହୋଇଛି।

Covid Hospital
ସ୍ୱାସ୍ଥ୍ୟ ସେବାକୁ ନେଇ ଆସିଲା ଗାଇଡଲାଇନ୍‌: ଗଣମାଧ୍ୟମକୁ OPD ଓ IPD ମନା

ଗୁରୁତର ରୋଗୀଙ୍କ ପାଇଁ ଜଣେ ଆଟେଣ୍ଡାଣ୍ଟଙ୍କୁ ଅନୁମତି ମିଳିବ। ଅନ୍ୟମାନଙ୍କୁ ପ୍ରବେଶ ଉପରେ କଟକଣା ଲାଗିବ।

Sewage Water
ଚିନ୍ତାର ବିଷୟ ! ସିୱେଜ ପାଣି ବି ହେଲା କରୋନା ପଜିଟିଭ୍‌

ସମସ୍ତେ କୁହନ୍ତି ମାସ୍କ ପିନ୍ଧିବା ଦ୍ୱାରା ଓ ସାମାଜିକ ଦୂରତା ବଜାୟ ରଖିଲେ କରୋନା ସଂକ୍ରମଣ ଚେନ୍‌କୁ କିଛି ମାତ୍ରାରେ ବ୍ରେକ୍‌ ଦେଇ ହେବ । ହେଲେ ଏବେ ଯେଉଁଭଳି ପରିସ୍ଥିତି ସାମ୍ନାକୁ ଆସିଛି, ସେଥିରେ କରୋନା ସଂକ୍ରମଣ ଅଧିକ ବ୍ୟାପିବାର ଆଶଙ୍କା ରହିଛି ।

PM Modi
କାଢା ପିଇବାକୁ କହିଲେ ମୋଦି

ଟିକାକୁ ନେଇ କୌଣସି ଭ୍ରମକୁ ଆମେ ପ୍ରଶ୍ରୟ ଦେବା ନାହିଁ। କରୋନା ବିରୋଧରେ ଲଢ଼େଇ ନେଇ ଆମର ୨ ବର୍ଷର ଅଭିଜ୍ଞତା ଅଛି।

Corona Himachal Pradesh
ସିମ୍‌ଲା ବୁଲିବାକୁ ଯାଉଥିଲେ ସାବଧାନ ! ଘରକୁ ଆଣିପାରନ୍ତି କରୋନା

ଗତ ସପ୍ତାହ ତୁଳନାରେ ୧୦ ଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ତଥ୍ୟ ଅନୁସାରେ ଶିମଲାରେ ସମ୍ପୂର୍ଣ୍ଣ ଥମି ଯାଇଥିବା କରୋନା ମାମଲା ଏବେ ଦ୍ରୁତଗତିରେ ବୃଦ୍ଧି ପାଇଛି ।

Corona Cases In Odisha
ପିକ୍‌ ସମୟରେ ଓଡ଼ିଶାରେ ଦୈନିକ ସଂକ୍ରମଣ ୩୦ ହଜାର ଛୁଇଁବ: ସ୍ୱାସ୍ଥ୍ୟ ବିଶେଷଜ୍ଞ

ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ ପିକ୍ ଛୁଇଁବ କରୋନା ସଂକ୍ରମଣ। ପିକ୍ ଛୁଇଁଲା ବେଳେ ଦୈନିକ ୩୦ ହଜାରରୁ ଅଧିକ ରହିବ ସଂକ୍ରମଣ। ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂଚନା ଦେଇଛନ୍ତି।

Religious Places Closed
ମକର ସଂକ୍ରାନ୍ତି ଉତ୍ସବକୁ ଫିକା ପକାଇଲା କରୋନା: ଅଧିକାଂଶ ଧର୍ମାନୁଷ୍ଠାନ ବନ୍ଦ

ଆସନ୍ତାକାଲି ମକର ସଂକ୍ରାନ୍ତି । ରାଜ୍ୟର ପ୍ରାୟ ଧର୍ମାନୁଷ୍ଠାନ ଗୁଡିକୁ ସ୍ଥାନୀୟ ପ୍ରଶାସନ ଦ୍ୱାରା ବନ୍ଦ ରଖାଯାଇଛି । ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।

BMC
BMC କାର୍ଯ୍ୟାଳୟରେ ପସିଲା କରୋନା: ଏକାଥରକେ ୨୨ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଆଜି ୧୦ ହଜାର ପାର୍‌ କରିଛି। BMC କାର୍ଯ୍ୟାଳୟର ୨୨ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । କାଲି ଟେଷ୍ଟ କରାଯାଇଥବା ନମୁନାରୁ ୨୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦିଆଯାଇଛି ।

India Open 2022
India Open 2022: ୭ ଭାରତୀୟ ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ କରୋନାର କାୟା। ୭ ଜଣ ଭାରତୀୟ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।