• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Covid19 Vaccination

30 Students Vaccinated With 1 Syringe In Madhya Pradesh
ଗୋଟିଏ ସିରିଞ୍ଜରେ ୩୦ ଜଣ ଛାତ୍ରଙ୍କୁ କରୋନା ଟିକା ଦେଲେ ଏ ବାବୁ, ପଚାରିବାରୁ କହିଲେ- “ମୋର ଭୁଲ୍‌ କ’ଣ”

ଟିକାକରଣ ବେଳେ ଗୋଟିଏ ସିରିଞ୍ଜରେ ୩୦ ଜଣଙ୍କୁ କରୋନା ଭ୍ୟାକ୍ସିନ୍‌ ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ କିଛି ଅଭିଭାବକ ଅଭିଯୋଗ ଆଣିଛନ୍ତି।

Again India Creates History: Cross 200 Crore Mark In Covid Vaccine Doses
ଟିକାକରଣରେ ପୁଣି ମାଇଲଷ୍ଟୋନ୍ ଅତିକ୍ରମ କଲା ଭାରତ

ଦେଶରେ ୨ ଶହ କୋଟି ଡୋଜ୍ ଟିକାକରଣ ହୋଇଛି। ୧୮ ମାସ ଧରି ଚାଲିଥିବା ଟିକାକରଣରେ ଏବେ ଯାଏ  ୨୦୦ କୋଟି ମାର୍କକୁ ପାର୍‌ କରିଛି।

COVID-19 Vaccines for Children 6 Months
୬ ମାସର ଶିଶୁ ନେବେ କୋଭିଡ୍‌ ଟିକା

ଆମେରିକାରେ ୬ ମାସର ଶିଶୁଙ୍କୁ ଦିଆଯିବ କରୋନା ଟିକା। ୟୁଏସ୍ ଫୁଡ୍ ଓ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ପକ୍ଷରୁ ଏନେଇ ଦୁଇଟି କମ୍ପାନୀକୁ ଜରୁରୀ ଅନୁମୋଦନ ମିଳିଛି।

Vaccination
ଟିକାକରଣ ପାଇଁ ଜାରି ହେଲା ନୂଆ ଗାଇଡଲାଇନ

ଦେଶରେ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି। କରୋନା ମୁକାବିଲା ପାଇଁ ସାରା ଦେଶରେ ଟିକାକରଣ ଚାଲିଛି।

 A boatman and another man refuses to take vaccine
‘ଆମେ ଟିକା ନେବୁନି’... କିଏ ଦୌଡ଼ି ପଳାଇଲେ ତ ଆଉ କିଏ ଗଛରେ ଚଢ଼ିଗଲେ...

କିଛି ଲୋକ ଟିକା ନେବାକୁ ଭୟ କରୁଥିବା ଦେଖିବାକୁ ମିଳିଛି। ଟିକା ନନେବା ପାଇଁ କିଏ ଦୌଡ଼ି ପଳାଉଛନ୍ତି ତ ଆଉ କିଏ ଗଛ ଉପରେ ଚଢ଼ି ଯାଉଛନ୍ତି। ଏପରି କିଛି ଦୃଶ୍ୟ ଉତ୍ତରପ୍ରଦେଶ ଓ ବିହାରରେ ଦେଖିବାକୁ ମିଳିଛି।

corona
ବନ୍ଧା ହେବେ ୧୧ ଥର ଟିକା ନେଇଥିବା ୮୪ ବର୍ଷ ବୟସ୍କ ବ୍ୟକ୍ତି

୧୧ ଥର କରୋନା ଟିକା ନେଇ ଫସିଲେ ବୃଦ୍ଧ। ଖୁବ ଶୀଘ୍ର ଗିରଫ ହୋଇପାରନ୍ତି ।

covid vaccination
ଥରେ ନୁହେଁ, ୨ଥର ନୁହେଁ...୧୧ଥର ନେଇ ସାରିଲେଣି କରୋନା ଟିକା !

ଥରେ ନୁହେଁ, ୨ଥର ନୁହେଁ...୧୧ଥର ନେଇ ସାରିଲେଣି କରୋନା ଟିକା ! ଏହାସହ ଭ୍ୟାକ୍ସିନ୍‌କୁ ବ୍ରହ୍ମାଙ୍କ ବରଦାନ ମଧ୍ୟ କହିଛନ୍ତି। ବିହାରର ଜଣେ ବୃଦ୍ଧ ୧୧ଥର କରୋନା ଟିକା ନେଇ ସାରିଥିବା ଦାବି କରିଛନ୍ତି। 

vaccination
କାଲିଠୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା: କଟକରେ ଆଜି ସନ୍ଧ୍ୟାରୁ ସ୍ଲଟ୍‌ ବୁକିଂ

କଟକ ଜିଲ୍ଲାରେ ୧୫ରୁ ୧୮ ବର୍ଷ ବର୍ଗଙ୍କୁ ଟିକା ପାଇଁ ଆଜି ସନ୍ଧ୍ୟାରୁ ସ୍ଲଟ୍ ବୁକିଂ ହେବ। ସ୍ଲଟ୍ ବୁକିଂ କରିଥିବା ୧୫ରୁ ୧୮ ବର୍ଷ ବର୍ଗ ପିଲା କାଲିଠାରୁ ଟିକା ନେବେ।

vaccine
କିଶୋର ଟିକାକରଣ ପାଇଁ ଗାଇଡଲାଇନ ଜାରି : ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କୋଭାକ୍ସିନ

ଜାନୁଆରୀ ୧ରୁ ଛୋଟ ପିଲାମାନଙ୍କ ଟିକାକରଣ ପାଇଁ ଆରମ୍ଭ ହେବ ପଞ୍ଜୀକରଣ । ଏଥିପାଇଁ ଗାଇଡଲାଇନ ଜାରି କରାଯାଇଛି ।

vaccination
ଓମିକ୍ରନରୁ ସୁରକ୍ଷା ଦେବ ଟିକା !

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ରୁ ସୁରକ୍ଷା ଦେବ ଟିକା ! ଶତ ପ୍ରତିଶତ ନ ହେଲେ ବି କ୍ରସ୍‌ ପ୍ରୋଟେକ୍ସନ ଦେବ ଟିକା। ଲୋକମାନଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ପ୍ରତି ଗାଁରେ ଥିବା ସାମାଜିକ କର୍ମୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛି।

vaccination status
ଏବେ ଜାଣନ୍ତୁ, କିଏ କରୋନା ଟିକା ନେଇଛନ୍ତି କି ନେଇ ନାହାନ୍ତି ?

ଏଣିକି ଯେକୌଣସି ବ୍ୟକ୍ତିଙ୍କର ଟିକାକରଣର ସ୍ଥିତି ବିଷୟରେ ଆପଣଙ୍କୁ ସୂଚନା ମିଳିପାରିବ। ଏନେଇ କୋ ଓ୍ୱିନ୍ ପୋର୍ଟାଲରେ ଏକ ନୂଆ ଫିଚର୍ସ ଯୋଡ଼ି ହୋଇଛି।

Covid Vaccine
ଆଶ୍ଚର୍ଯ୍ୟ ! କରୋନା ଟିକା ନନେଇ ମିଳିଲା ପ୍ରମାଣପତ୍ର

କରୋନା ଟିକା ନନେଇ ମଧ୍ୟ ଜଣେ ମହିଳାଙ୍କୁ ମିଳିଛି ଟିକା ନେଇଥିବାର ପ୍ରମାଣପତ୍ର। ଜଣେ ମହିଳା କରୋନାର ପ୍ରଥମ ଡୋଜ ନେଇ ନ ଥିବା ବେଳେ ତାଙ୍କୁ ମିଳିଛି ଟିକା ପ୍ରମାଣପତ୍ର। କେବଳ ସେତିକି ନୁହେଁ, ମହିଳା ଜଣକ କେବେ ଉତ୍ତରପ୍ରଦେଶ ଯାଇ ନାହାନ୍ତି। ହେଲେ ତାଙ୍କୁ ସେଠାକାର ପ୍ରମାଣପତ୍ର ମିଳିଛି।

Long Queue Outside Vaccination Centre In Keonjhar
୧୩ ଘଣ୍ଟା ଧାଡ଼ିରେ ଛିଡ଼ା ହେବା ପରେ ବି ଲୋକଙ୍କୁ ମିଳିଲାନି ଟିକା

କରୋନା ଟିକା ପାଇଁ ସାଂଘାତିକ ଭିଡ଼। ୧୩ ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବା ପରେ ବି ଲୋକଙ୍କୁ ମିଳିଲାନି ଟିକା।

covid19 vaccination
ରାଜ୍ୟରେ ନକଲି କୋଭିସିଲ୍ଡ ଟିକା ପ୍ରତି ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ରାଜ୍ୟରେ ନକଲି କୋଭିସିଲ୍ଡ ଟିକା ପ୍ରତି ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ଏହି ନିର୍ଦ୍ଦେଶ ଦେଇଛନ୍ତି।

vaccination of pregnant women
ଗର୍ଭବତୀଙ୍କୁ ଟିକାକରଣ ପାଇଁ SOP ଜାରି କଲେ ରାଜ୍ୟ ସରକାର

ଗର୍ଭବତୀଙ୍କୁ ଟିକାକରଣ ପାଇଁ ରାଜ୍ୟ ସରକାର SOP ଜାରି କରିଛନ୍ତି। ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି SOP ଜାରି ହୋଇଛି।