• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Covid 19 Vaccination

Vaccination
ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହେବ ଟିକାକରଣ

ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି। 

Vaccination centres will be increased to more than 3000 to facilitate universal inoculation
‘ଲୋକମାନେ ଆଗ୍ରହ ଦେଖାଇଲେ ଅଧିକ ଲୋକଙ୍କ ଟୀକାକରଣ କରାଯାଇପାରିବ’

ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା....

vaccine
୫ରୁ ୧୧ ବର୍ଷ ପିଲାଙ୍କୁ କରୋନା କବଚ : DCGIଙ୍କୁ ସୁପାରିଶ କରିଛି SEC

କୋର୍ବେଭାକ୍ସକୁ ଅନୁମୋଦନ ମିଳିଲେ ରାଜ୍ୟରେ କିଭଳି ହେବ ଏ ବର୍ଗଙ୍କ ଟିକାକରଣ ? ଏଥିପାଇଁ ପ୍ରସ୍ତୁତ ଅଛନ୍ତି ତ ରାଜ୍ୟ ସରକାର ?

The measles vaccine will be given to children
ଗାଇଡ୍‌ଲାଇନ୍‌ ଆସିବା ପରେ ୫ରୁ ୧୨ ବର୍ଷ ଶିଶୁଙ୍କ ଟୀକାକରଣ

ଶିଶୁଙ୍କୁ ଟୀକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ନିଜ ପ୍ରତିକ୍ରିୟା ରଖିଛନ୍ତି । ୫ରୁ ୧୨ ବର୍ଷ ଶିଶୁଙ୍କ ଟୀକାକରଣ ଲାଗି DCGIର ସୁପାରିସ ପରେ ପ୍ରତିକ୍ରିୟା ।

Booster dose of COVID-19 vaccine
ଦେଶରେ ଆଗଧାଡ଼ିର କୋଭିଡ ଯୋଦ୍ଧାଙ୍କୁ ଦିଆଯାଉଛି କରୋନାର ବୁଷ୍ଟର ଡୋଜ ଟିକା

କରୋନା ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆଜିଠୁ ଆରମ୍ଭ ହୋଇଛି ପ୍ରିକସନ୍ ଡୋଜ୍ । ସାରା ଦେଶରେ ପୂର୍ବ ଭଳି ପୁଣି ଆଜିଠୁ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ବର୍ଷରୁ ଉର୍ଦ୍ଧ୍ୱ ବହୁବିଧ ଆକ୍ରାନ୍ତଙ୍କୁ ଦିଆଯାଉଛି କରୋନାର ବୁଷ୍ଟର ଡୋଜ୍‌ । ଦେଖନ୍ତୁ ଏହାର କିଛି ଚିତ୍ର...

corona
ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା ! କୋଭାକ୍ସିନ୍‌ ବଦଳରେ ଦୁଇ ଭାଇକୁ ଦେଇଦେଲେ କୋଭିସିଲ୍ଡ

ଦୁଇ ଭାଇଙ୍କୁ ଭୁଲ ଭ୍ୟାକ୍ସିନ୍‌ ଦେଇଦେଲେ ସ୍ୱାସ୍ଥ୍ୟକର୍ମୀ । ଚିନ୍ତାରେ ପରିବାର ଲୋକ ।

Collector Threaten To Official
ଜିଲ୍ଲାପାଳଙ୍କ ଧମକ- ‘ଟିକାକରଣରେ ବିଳମ୍ବ ହେଲେ ଫାଶୀରେ ଝୁଲାଇ ଦେବି’

କରୋନା ଟିକାକରଣ ସମ୍ପୂର୍ଣ୍ଣ ନହେବା ନେଇ ରାଗିଗଲେ ଜିଲ୍ଲାପାଳ। ଏପରିକି ଅଧିକାରୀଙ୍କୁ ଫାଶୀରେ ଝୁଲାଇବା ଭଳି ଧମକ ଦେବାକୁ ମଧ୍ୟ ସେ ପଛାଇ ନାହାନ୍ତି। ମଧ୍ୟପ୍ରଦେଶ ଗ୍ୱାଲିୟରର ଜିଲ୍ଲାପାଳ କୌଶଳେନ୍ଦ୍ର ବିକ୍ରମ ସିଂ ଏଭଳି ଧମକ ଦେଇଛନ୍ତି।

Covid-19 Vaccination |   Expert Panel To Meet Over Booster Shot Today
ଭାରତକୁ ମିଳିବ କି ବୁଷ୍ଟର ଡୋଜ ପାଇଁ ଅନୁମୋଦନ ?

ଭାରତରେ ଦିଆଯିବ କରୋନାର ବୁଷ୍ଟର ଡୋଜ । ଆଜି ବସୁଛି ବିଶେଷଜ୍ଞ କମିଟିର ପ୍ରଥମ ବୈଠକ ... ଭାରତର ପ୍ରଥମ ଟିକା ଉତ୍ପାଦନକାରୀ କଂପାନି ଭାବେ କୋଭିସିଲଡ ବୁଷ୍ଟର ଡୋଜକୁ ଅନୁମୋଦନ ପାଇଁ ଆବେଦନ କରିଛି ସିରମ୍ଉ ଇନଷ୍ଟିଚ୍ୟୁଟ ।

vaccination-on-wheels
ଆରମ୍ଭ ହେଲା ଭାକ୍ସିନେସନ ଅନ୍ ହ୍ୱିଲ୍‌’: ଦିନ ମଜୁରିଆଙ୍କ ଘରେ ପହଞ୍ଚିବ ଟିକା

ସେଣ୍ଟ୍ରାଲ ଦିଲ୍ଲୀର ଲୋହାମଣ୍ଡିରେ ରହୁଥିବ ଦିନ ମଜୁରିଆଙ୍କ ଘରେ ଭ୍ୟାକ୍ସିନ ପହଞ୍ଚାଇବା ପାଇଁ ‘ଭ୍ୟାକ୍ସିନେସନ ଅନ୍ ହ୍ୱିଲ୍‌’ ସେବା ଯୋଜନାକୁ ଲଞ୍ଚ କରାଯାଇଛି ।

Sameer Dash
ସ୍କୁଲ ଖୋଲିବାରେ ବାଧକ ସାଜିବନି ଟିକାକରଣ: ମନ୍ତ୍ରୀ

୨୬ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଦଶମ  ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଥିଲେ।

health-workers
ରାସ୍ତା ରୋକି ପାରିଲାନି ପ୍ରଖର ଜଳସ୍ରୋତ : ଉଚ୍ଛୁଳା ନଈ ପାର୍ ହୋଇ ଟିକା ଦେବା ପାଇଁ କଲେ ସ୍ୱାସ୍ଥ୍ୟକର୍ମୀ

ହାତରେ ଭ୍ୟାକ୍ସିନ୍ ଡବା । ଆଉ ସାମ୍ନାରେ ନଦୀର ପ୍ରଖର ଜଳପ୍ରୋତ । ତଥାପି ମନରେ ତିଳେ ମାତ୍ର ଭୟ ନାହିଁ । ଲୋକଙ୍କ ପାଇଁ ଡାକ୍ତରୀ ଟିମ୍ ଜଣେ ଜଣଙ୍କ ହାତ ଧରି ନଦୀ ପାର ହେଉଥିବା ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି । ଏହି ଭିଡିଓ ଦେଖିଲେ କାହାର ବି ଦେଶ ଶୀତେଇ ଯିବ । ଉଚ୍ଛୁଳା ନଈକୁ ଦେଖିଲେ ଆଗକୁ ବଢ଼ିବାକୁ ସାହସ ହେବନି । ସ୍ୱାସ୍ଥ୍ୟକର୍ମୀ ମାନେ ବର୍ତ୍ତମାନ ସମୟରେ ନିଜ ଜୀବନକୁ ବାଜି ଲଗାଇ ସଂକ୍ରମଣ ଭୟକୁ ଏଡାଇ ନିଜ କର୍ତ୍ତବ୍ୟ କରି ଚାଲିଛନ୍ତି । ବର୍ତ୍ତମାନ କରୋନା ଯୋଦ୍ଧାଙ୍କର ସେହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ତ୍ରାଲା ସ୍ୱାସ୍ଥ୍ୟ କେନ୍ଦ୍ରର ଦାୟିତ୍ୱରେ ଥିବା ଡକ୍ଟର ଇରାମ ୟାସିମିନ ଏହି ଭିଡିଓ ଉତ୍ତୋଳନ କରିଛନ୍ତି ।

pregnant women
ଟିକାକରଣ କେନ୍ଦ୍ରରେ ଲାଇନରେ ଛିଡ଼ା ହେବେନି ଗର୍ଭବତୀ : ତିଆରି ହେବ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ

ଟିକା ନେବାକୁ ଆସୁଥିବା ଗର୍ଭବତୀ ଧାଡ଼ିରେ ଛିଡ଼ା ହେବେ ନାହିଁ । ଏଣୁ ଟିକାକରଣ କେନ୍ଦ୍ରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ ତିଆରି କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ତା ସହିତ ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ରହୁଛି କି ନାହିଁ ତାହା ଅନୁଧ୍ୟାନ କରାଯିବ । ଗର୍ଭବତୀମାନେ ଟିକା ନେଲେ ଫଳପ୍ରଦ ହେବ ବୋଲି ସେମାନଙ୍କୁ ସଚେତନ କରାଯିବ ବୋଲି ସେ କହିଛନ୍ତି । ତା ସହିତ ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ ।