• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Covid 19 Updates

ravellers coming from outside country have to carry negative certificate.
ଓମିକ୍ରନ ବାବଦରେ ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ, ଚାଲିଛି ପରୀକ୍ଷା ନିରୀକ୍ଷା : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କୋଭିଡ୍ ପରେ ଏବେ ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ଭୟ । ଯାହାକୁ ନେଇ ପରୀକ୍ଷା ନିରୀକ୍ଷା ଚାଲିଛି । ଓମିକ୍ରନ ବାବଦରେ ଏବେ ଯାଏଁ ନିର୍ଦ୍ଦିଷ୍ଟ ତଥ୍ୟ ମିଳିନଥିବା ବେଳେ ଆମକୁ ସତର୍କ ରହିବାକୁ ହେବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Covidfree Class
ପୂଜାଛୁଟି ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ଯାଉଥିବାରୁ ସ୍କୁଲରେ ବଢିବ ଗହଳି

ପୂଜାଛୁଟି ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ଯାଉଥିବାରୁ ସ୍କୁଲରେ ବଢିବ ଗହଳି। ତେଣୁ କୋଭିଡରୁ ପିଲାଙ୍କ ସୁରକ୍ଷା ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ହେବାକୁ ଯାଉଛି।

covid situation in odisha
ରାଜଧାନୀରେ କମୁନି ସଂକ୍ରମଣ

ଭୁବନେଶ୍ୱରରେ କମୁନି କୋଭିଡ୍ ସଂକ୍ରମଣ । ପ୍ରତି ଦିନ ୨ଶହରୁ ୩ଶହ ଭିତରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ପାର୍ବଣ ପାଇଁ କିଛି ଦିନ ହେଲା ଭିଡ଼ ଲାଗି ରହିଛି ଯାହାକି କରୋନା ସଂକ୍ରମଣକୁ ବଢିବାରେ ଖୋରକା ଯୋଗାଉଛି ।