• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Covid 19

40,000 crore scam during Covid
‘କୋଭିଡ୍ ସମୟରେ ୪୦ ହଜାର କୋଟି ଦୁର୍ନୀତି’: ବିଜେପି

ଖର୍ଚ୍ଚ ହୋଇଥିବା ୪୦ ହଜାର କୋଟି ଟଙ୍କାର ୟୁସି ନାହିଁ । ଦୁର୍ନୀତି ଓ ଅନିୟମିତତା ପାଇଁ ସବୁ ବ୍ଲକକୁ ୪ ଶହ କୋଟି ଫାଇନ୍ ପଡ଼ିଛି ।

Corona Virus
ଦେଶରେ କାୟା ମେଲାଉଛି କରୋନା, ଥଣ୍ଡା, କାଶ ହେଲେ ମାସ୍କ ପିନ୍ଧିବାକୁ ପରାମର୍ଶ

ରାଜ୍ୟରେ ସଂକ୍ରମଣ ବଢ଼ିବା ଆଶଙ୍କାକୁ ନେଇ ସତର୍କତା । ନୂଆବର୍ଷ ଉତ୍ସବ ଘରେ ପାଳିବାକୁ ସ୍ବାସ୍ଥ୍ୟ ବିଭାଗର ଅପିଲ ।

Covid-19
କରୋନା ଆକ୍ରାନ୍ତ ବଢ଼ିବା ପରେ ଆଲର୍ଟ, ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିଠି

ଏଥିସହ କୋଭିଡ୍ ପଜିଟିଭ ଚିହ୍ନଟ ହେଲେ ଘରୋଇ ସଙ୍ଗରୋଧରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ କୁହାଯାଇଛି ।

Covid-19
ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୫କୁ ବୃଦ୍ଧି

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଗତ ସପ୍ତାହକ ମଧ୍ୟରେ ରାଜ୍ୟରେ ୫ ଜଣ ସଂକ୍ରମିତ ଚିହ୍ନଟ ହେଲେଣି।

Covid-19
କର୍ଣ୍ଣାଟକକୁ ଫେରିଲା କୋଭିଡ୍‌ କଟକଣା, ସଂକ୍ରମିତ ବ୍ୟକ୍ତିଙ୍କୁ ୭ ଦିନ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ

JN.1 ଭାରିଆଣ୍ଟ କର୍ଣ୍ଣାଟକରେ ଚିହ୍ନଟ ହେବା ପରେ ମଙ୍ଗଳବାର କ୍ୟାବିନେଟ୍ ସବ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ ଦୀନେଶ ଗୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

Covid returns
କଡ଼ ଲେଉଟାଇଲା କରୋନା, ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ

ଦେଶରେ ଦ୍ରୁତ ଗତିରେ ବଢୁଥିବା ସଂକ୍ରମଣକୁ ଦେଖି ତତ୍ପର ରାଜ୍ୟ ସରକାର। ସତର୍କ ପଦକ୍ଷେପ ସ୍ୱରୂପ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

Mask For COVID
ପଜିଟିଭ୍‌ ଚିହ୍ନଟ ପରେ ବଢ଼ିଲା ଚିନ୍ତା; ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ପରାମର୍ଶ..

କରୋନା କଡ଼ ଲେଉଟାଇବା ପରେ ତତ୍ପର ହେଲା ସ୍ୱାସ୍ଥ୍ୟ ବିଭାଗ । କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

COVID-19
ବଢୁଛି ସଂକ୍ରମଣ ! ରାଜ୍ୟରେ ଆଉ ଏକ କରୋନା ପଜିଟିଭ୍‌ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Covid New Variant JN.1
କୋଭିଡ୍‌ର ନୂଆ ଭାରିଆଣ୍ଟ JN.1 କେତେ ଭୟଙ୍କର..କ’ଣ ଏହାର ଲକ୍ଷଣ ଓ କେମିତି ବର୍ତ୍ତିବେ..

ଦେଶରେ ପୁଣି ମୁଣ୍ଡ ଟେକୁଛି କୋଭିଡ୍ । ସ୍ଥିତିକୁ ନଜରରେ ରଖି ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରିଛନ୍ତି କର୍ଣ୍ଣାଟକ ସରକାର ।

covid 19
କରୋନା ପାଇଁ କର୍ଣ୍ଣାଟକରେ ଆଲର୍ଟ, ୬୦ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ

ଜ୍ୱର, ଥଣ୍ଡା ହୋଇଥିଲେ ମଧ୍ୟ ମାସ୍କ ବାଧ୍ୟତାମୂଳକ....ନିର୍ଦ୍ଦେଶନାମା ଜାରି କଲେ କର୍ଣ୍ଣାଟକ ସରକାର....

Covid New Variant JN.1
ଫେରୁଛି କୋଭିଡ୍‌ ! କେରଳରେ ଚିନ୍ତା ବଢ଼ାଇଲା JN.1

ଇଣ୍ଡିଆନ୍ ସାର୍ସ କୋଭିଡ୍ ଜେନୋମିକ୍ସ କନସୋଟିୟମ୍-INSACOG ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କେରଳରେ ଜାରି ରହିଥିବା ସର୍ଭେଲାନ୍ସରୁ ଜଣେ ରୋଗୀଙ୍କ ନମୂନାରୁ ଏହି ସବ୍ ଭାରିଆଣ୍ଟ JN.1 ଚିହ୍ନଟ ହୋଇଛି ।

Covid is no longer global health emergency says WHO
କରୋନା ମହାମାରୀ ନେଇ WHOର ବଡ଼ ଘୋଷଣା

ମହାମାରୀ ସରିବା ନେଇ WHO ମୁଖ୍ୟ ଟେଡ୍ରସ ଆଧାନମ୍ ଘେବ୍ରେସସ୍ ଘୋଷଣା କରିଛନ୍ତି। 

COVID-19
ରାଜ୍ୟରେ ପୁଣି ୫ଶହ ପାର ସଂକ୍ରମଣ; ଜଣେ ମୃତ

ରାଜ୍ୟରେ ୨୪ ଘଣ୍ଟାରେ ୫ଶହ ୪୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

mask
ସରକାରଙ୍କୁ ସଂକ୍ରମଣ ଚିନ୍ତା : ହସ୍ପିଟାଲକୁ ନୋ ମାସ୍କ, ନୋ ଏଣ୍ଟ୍ରି

ଜ୍ୟରେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ଜନସ୍ୱାସ୍ଥ୍ୟ ବିଭାଗ।

Covid 19
Corona Virus: ପୁଣି ଫେରୁଛି କରୋନା, ମାସ୍କ ବାଧ୍ୟତାମୂଳକ କଲେ ସରକାର

କ୍ଲିନିକ୍ ଓ ଲାବୋରେଟାରୀରେ କାର୍ଯ୍ୟରତ ଷ୍ଟାଫ୍ ମଧ୍ୟ ପିନ୍ଧିବେ ମାସ୍କ । ଥଣ୍ଡାକାଶରେ ପୀଡ଼ିତ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

Covid-19
ବଢୁଛି ସଂକ୍ରମଣ, ବଢୁଛି ଭୟ; ଦିନକରେ ୧୨ ହଜାର ୫୯୧ ନୂଆ ଆକ୍ରାନ୍ତ

ଓମିକ୍ରନର ସବ ଭେରିଏଣ୍ଟ XBB.1.16 ଅଧିକ ମାତ୍ରାରେ ମାଡ଼ିବାରେ ଲାଗିଛି ।

COVID-19
୧୦ ହଜାର ଟପିଲା ଦୈନିକ ସଂକ୍ରମଣ

ଦେଶରେ ଦୈନିକ କୋରନା ସଂକ୍ରମଣ ୧୦ ହଜାର ଟପିଲା ।

Mask Mandatory
ବଢୁଛି ସଂକ୍ରମଣ, ବଢୁଛି ଭୟ; ପୁଣି ମାସ୍କ ହେଲା ବାଧ୍ୟତାମୂଳକ

ବର୍ଷେ ହେବ କରୋନା ସଂକ୍ରମଣ କମିଥିବା ବେଳେ ପ୍ରାୟ ରାଜ୍ୟ କଟକଣାକୁ କୋହଳ କରିଥିଲେ । ଏବେ କିନ୍ତୁ ଦେଶର କିଛିଟା ରାଜ୍ୟ ପୁଣି ଥରେ କଟକଣା ଲାଗୁ କରିଛନ୍ତି, ଯେପରିକି ମାସ୍କ ପିନ୍ଧିବା ବାଧ୍ୟଚାମୂଳକ ହୋଇଯାଇଛି ।

corona virus
ପୁଣି କରୋନା ଫଁ : ଦେଶରେ ଦିନକୁ ୬ ହଜାର, ରାଜ୍ୟରେ ଶହେ ଉପରେ ପଜିଟିଭ

ମେଲିଲାଣି କରୋନା କାୟା । କଲାଣି ଛାନିଆଁ । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

COVID-19
କରୋନାର ଲମ୍ବା ଡିଆଁ; ୫ ହଜାର ଟ୍ରେଣ୍ଡକୁ ପାର କଲା ସଂକ୍ରମଣ

ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୫ ହଜାର ୩୩୫ ପଜିଟିଭ ।

corona virus
ଦେଶରେ ମାଡ଼ୁଛି XBB 1.16 ଭାରିଆଣ୍ଟ୍‌, ଓମିକ୍ରନର ଅତି ସଂକ୍ରାମକ ରୂପ

ଭାରତ ସମେତ ୨୨ଟି ଦେଶରେ ଓମିକ୍ରନର ଏହି ଭାରିଆଣ୍ଟ୍‌ର ସଂକ୍ରମଣ ରହିଛି । ତେବେ ଏହା ସଂକ୍ରାମକ କିନ୍ତୁ ମାରାତ୍ମକ ନୁହେଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

COVID-19 Testing
ହୁ ହୁ ହୋଇ ମାତୁଛି କରୋନା; ସପ୍ତାହକ ମଧ୍ୟରେ ୨ ଗୁଣ ସଂକ୍ରମଣ

ଭାରତରେ ଦିନକୁ ଦିନ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୮ଶହ ୨୪ ନୂଆ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି ।

Odisha sees highest single-day spike in Covid19 cases
ବଢ଼ୁଛି ସଂକ୍ରମଣ ସଂଖ୍ୟା; ଦିନକରେ ୩,୮୨୩ ନୂଆ ଆକ୍ରାନ୍ତ ଚିହ୍ନଟ

ପୁଣି ଦେଶରେ ବଢ଼ିଲା କରୋନା ସଂକ୍ରମଣ । ଆଜିକୁ ଲଗାତାର ଚାରିଦିନ ଧରି ୩ ହଜାର ପାର କରିଛି କୋଭିଡ୍ ସଂକ୍ରମଣ ।

Covid 19
ବଢୁଛି ସଂକ୍ରମଣ ବଢୁଛି ଭୟ: ଆଜି ବି ୩ ହଜାର ପାର ସଂକ୍ରମଣ

ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୯୫ ଜଣ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ୩୦୧୬ ଥିଲା ।

COVID cases rise in india
ଦିନକରେ ଦେଶରେ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ଜରୁରୀ ବୈଠକ ଡାକିଲେ ଦିଲ୍ଲୀ ସରକାର

୨୪ ଘଣ୍ଟାରେ ଏକାଥରେ ୪୦% ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛିା ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।