• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Coronavirus

Coronavirus
ବିଶେଷଜ୍ଞଙ୍କ ଚେତାବନୀ : ଚୀନର ୬୦ ପ୍ରତିଶତ ଲୋକ କରୋନା ସଂକ୍ରମିତ ହେବେ, ଯାଇପାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ

ମହାମାରୀ ବିଶେଷଜ୍ଞଙ୍କ ଚେତାବନୀ । ପୁଣି ଲକ୍ଷ ଲକ୍ଷ ଲୋକ କରୋନାରେ ଜୀବନ ହରାଇ ପାରନ୍ତି ।

corona virus
ଚୀନରେ ପୁଣି କୋଭିଡ୍ ବିସ୍ଫୋରଣ : ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ବେଡ୍

ଚୀନରେ ପୁଣି ହାହାକାର । ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ ।

Corona
ପୁଣି ବିବାଦରେ କରୋନା, ଜୈବିକ ଅସ୍ତ୍ର ଭାବେ ଉହାନ ଲବ୍ରୋଟୋରୀରୁ ବାହାରିଛି ଭାଇରସ୍

ପୂର୍ବରୁ ବିଭିନ୍ନ ଦେଶ ଓ ଭିନ୍ନ ଭିନ୍ନ ବୈଜ୍ଞାନିକ ବହୁବାର ଏଭଳି ଦାବି କରି ଆସୁଥିବା ବେଳେ ଏ ସନ୍ଦେହକୁ ଏବେ ସତ ବୋଲି କହିଛନ୍ତି ଉହାନ ଗବେଷଣା କେନ୍ଦ୍ରରେ ଗବେଷଣା କରୁଥିବା ଆମେରିକୀୟ ବୈଜ୍ଞାନିକ  ଆଣ୍ଡ୍ର୍ୟୁ ହଫ୍‌ସ ।

Covid Was Man-Made Virus
'କରୋନା ଭୂତାଣୁକୁ ତିଆରି କରିଛି ମଣିଷ'

ହଫ୍‌ଙ୍କ ଦ୍ୱାରା ଲିଖିତ ପୁସ୍ତକ ଦ ଟ୍ରୁଥ୍ ଏବାଉଟ୍ ଉହାନ ପୁସ୍ତକରେ ଏନେଇ ଉଲ୍ଲେଖ କରିଛନ୍ତି।

Scientists big mistake 48500 years old virus activated
ଦୁନିଆ ପାଇଁ ବିପଦ: ବୈଜ୍ଞାନିକଙ୍କ ଭୁଲ୍ ଯୋଗୁ ସକ୍ରିୟ ହେଲା ୪୮,୫୦୦ ବର୍ଷର ପୁରୁଣା ଭାଇରସ୍‌

ଆଜି ବି ଅନେକ ଦେଶ କରୋନା ଭାଇରସ୍ ସହ ଯୁଝୁଛନ୍ତି। କରୋନା ଯୋଗୁଁ ଚାଇନାରେ ହିଂସା ଦେଖାଦେଇଛି। ଏହାରି ଭିତରେ ଦୁନିଆ ପାଇଁ ଦେଖାଦେଇଛି ଆଉ ଏକ ଭୟ। ବୈଜ୍ଞାନିକମାନେ ୪୮,୫୦୦ ବର୍ଷର ପୁରୁଣା ଜାମ୍ବି ଭାଇରସ୍‌କୁ ପୁନର୍ଜୀବିତ କରିଛନ୍ତି।

corona
ମସ୍ତିଷ୍କ ଉପରେ କୁପ୍ରଭାବ ପକାଉଛି କରୋନା ! ଭଲ ହେବା ପରେ ବି . . .

ମସ୍ତିଷ୍କର ଫ୍ରୋଣ୍ଟାଲ ଲୋବ୍ ଓ ବ୍ରେନ୍ ଷ୍ଟେମ୍ ଅଧିକ ପ୍ରଭାବିତ ହେବା ଆଶଙ୍କା

Covid cases on rise in China again
ପୁଣି ଚୀନକୁ ଫେରିଲା କରୋନା, ହେଲା ଲକ୍‌ଡାଉନ୍‌...

କିଛି ଦିନର ବ୍ୟବଧାନ ପରେ ଚୀନକୁ ପୁଣି ଫେରିଛି କରୋନା। ଫଳରେ ଚୀନର ସବୁଠୁ ବଡ଼ ଜିଲ୍ଲା ବାଇୟୁନ୍‌ରେ ଲକ୍‌ଡାଉନ୍ କଟକଣା ଲାଗିଛି।

Boston University Created Artificial Covid-19 Virus In laboratory
ପୁଣି ସାରା ବିଶ୍ୱରେ କରୋନା ବ୍ୟାପିବା ଆଶଙ୍କା ! ସବୁଠୁ ଘାତକ ଭାଇରସ୍‌ ପ୍ରସ୍ତୁତ କଲେ ବୈଜ୍ଞାନିକ

ବୋଷ୍ଟନ ୟୁନିଭର୍ସିଟିର ଲ୍ୟାବ୍‌ ପକ୍ଷରୁ କୃତ୍ରିମ ଉପାୟରେ ଏମିତି ଏକ କୋଭିଡ୍-୧୯ ଭାଇରସ୍ ତିଆରି କରାଯାଇଛି, ଯାହାକି କରୋନାର ସବୁ ପ୍ରଜାତି ତଥା ଭାରିଆଣ୍ଟଠୁ ବି ଅଧିକ ଘାତକ।

Deadly langya henipavirus spread in china from rats
ଚାଇନାରେ ପୁଣି ନୂଆ ଭାଇରସ୍; ବ୍ୟାପିବ କି ବିଶ୍ୱକୁ!

କରୋନା ଭାଇରସ୍‌ର ଭୟ ଯାଇ ନଥିବା ବେଳେ ଚାଇନାରୁ ପୁଣି ଆସିଲାଣି ନୂଆ ଭାଇରସ୍। ଲୋକଙ୍କ ପାଖରେ ମୁଣ୍ଡବିନ୍ଧା, କାଶ, ଭୋକ କମିବା, ଶରୀରରେ ଯନ୍ତ୍ରଣା ଏବଂ ବାନ୍ତି ଭଳି ଲକ୍ଷଣ ଦେଖାଦେଇଛି। ଏହା ବ୍ୟତୀତ ଶ୍ୱେତ ରକ୍ତ କଣିକା ଓ ପ୍ଲାଲେଟ୍ କମିଯିବା ଭଳି ଦେଖାଯାଉଛି। କେତେକ କ୍ଷେତ୍ରରେ ଲିଭର୍ ଏବଂ କିଡ୍‌ନୀ ସମସ୍ୟା ମଧ୍ୟ ଦେଖାଯାଇଛି।

Corona Increased In Delhi
ଟେନ୍‌ସନ୍‌ ବଢ଼ାଉଛି କରୋନା, ଦିନକରେ ୨ ହଜାର ଉପରେ ଆକ୍ରାନ୍ତ

ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତା ବଢ଼ିଛି। ଶୁକ୍ରବାର ଦିନ ଦିଲ୍ଲୀରେ ୨,୪୧୯  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

41 school students test Covid positive in Odisha
ଗୋଟିଏ ସ୍କୁଲ୍‌ରୁ ୪୧ କୋଭିଡ୍‌ ପଜିଟିଭ ଚିହ୍ନଟ

ରାୟଗଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୧ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି..

Coronavirus study finds smoking increases risk of death from covid
ଧୂମ୍ରପାନ କରୁଥିବା ବ୍ୟକ୍ତି ସାବଧାନ! କୋଭିଡ୍ ସଂକ୍ରମଣ ନେଇ ଆସିଲା ଏମିତି ତଥ୍ୟ

ଆପଣ ବି କରୁଛନ୍ତି କି ଅଧିକ ଧୂମ୍ରପାନ। ତେବେ ହୋଇଯାଆନ୍ତୁ ସଚେତନ। ଏକ ଅନୁସନ୍ଧାନ ଦେଇଛି ବିପଦ୍ଜନକ ସୂଚନା। ପଢନ୍ତୁ…

Again Daily Covid-19 Count Breaches 1000 Mark In Odisha
ଓଡ଼ିଶାରେ ପୁଣି ହଜାରେ ଟପିଲା ଦୈନିକ କରୋନା ସଂକ୍ରମଣ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍ ୪୪୧ ରହିଛି। 

Corona Cases In Odisha
ରାଜ୍ୟରେ ପଜିଟିଭିଟି ହାର ଦେଖି ସ୍କୁଲ୍‌, କଲେଜ ବନ୍ଦ ନିଷ୍ପତ୍ତି

ଦେଶର ଅନ୍ୟ ସ୍ଥାନରେ ମଧ୍ୟ ସଂକ୍ରମଣ ବଢୁଛି । ପୂର୍ବରୁ ମଧ୍ୟ ଅନ୍ୟ ରାଜ୍ୟ ଗୁଡ଼ିକରେ ଯେବେ ବଢ଼ିଥାଏ, ତାର କିଛି ଦିନ ବ୍ୟବଧାନରେ ଓଡିଶାରେ ବଢିବା ଆରମ୍ଭ ହୁଏ । ତେଣୁ ଥରେ ବଢିବା ଆରମ୍ଭ ହେଲେ କିଛି ଦିନ ନିଶ୍ଚିତ ଭାବରେ ବଢିବ ।

Face Masks Mandatory In Sambalpur
ରାଜ୍ୟରେ ବଢ଼ୁଛି ସଂକ୍ରମଣ, ନୂଆ ଗାଇଡଲାଇନ ଜାରି: ଏହି ସହରରେ ମାସ୍କ ବାଧ୍ୟତାମୂଳକ

ରାଜ୍ୟରେ ବଢି ଚାଲିଥିବା କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱର ପରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ନୂଆ କୋଭିଡ଼ ଗାଇଡଲାଇନ ଜାରି କରାଯାଇଛି।ଏପରିକି ଯେଉଁମାନେ କୌଣସି କାମରେ ବାହାରୁ ସମ୍ବଲପୁର ଆସୁଛନ୍ତି ସେମାନେ ମଧ୍ୟ ମାସ୍କ ପିନ୍ଧିବେ। 

Odisha once again sees sharp rise in COVID cases
ହଠାତ୍‌ ବଢ଼ିଲା କୋଭିଡ୍‌ ସଂକ୍ରମଣ, ଓଡ଼ିଶାରେ ଏକାଥରକେ ୭୦୦ ଉପରେ ଆକ୍ରାନ୍ତ ଚିହ୍ନଟ

ଗତ କିଛି ଦିନ ହେଲା ଜାରି ରହିଥିବା ୫ ଶହ ଟ୍ରେଣ୍ଡକୁ ଡେଇଁ ଗତକାଲି ସିଧା ସାଢ଼େ ୭ ଶହ ପାଖାପାଖି ପହଞ୍ଚିଛି ଦୈନିକ ସଂକ୍ରମଣ ସଂଖ୍ୟା।

Free Covid BoosterJabs From July 15
ଜୁଲାଇ ୧୫ରୁ ମାଗଣା ବୁଷ୍ଟର ଡୋଜ୍‌

୧୮ରୁ ୫୯ ବୟସ ବର୍ଗଙ୍କୁ ଜୁଲାଇ ୧୫ରୁ ମାଗଣାରେ କରୋନା ପ୍ରିକସନ୍ ଡୋଜ୍ ଦିଆଯିବ। ୭୫ ଦିନିଆ ସ୍ପେଶାଲ ଡ୍ରାଇଭ୍ କରି ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି।

Coronavirus
ଚିନ୍ତା ବଢ଼ାଉଛି କରୋନା, ରାଜ୍ୟରେ ଆଜି ବି ୫ ଶହ ଉପରେ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ  ଆଜି ବି କରୋନା ସଂକ୍ରମଣ ୫ ଶହ ଉପରେ। ୨୪ ଘଣ୍ଟାରେ ଆଉ ୫୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Bhubaneswar Back In Red Zone
ବଢ଼ିଲା କୋଭିଡ୍‌ ସଂକ୍ରମଣ, ରେଡ୍‌ ଜୋନ୍‌କୁ ଫେରିଲା ଭୁବନେଶ୍ୱର

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱର ପୁଣି ରେଡ୍‌ ଜୋନ୍‌କୁ ଫେରିଛି। ରେଡ୍ ଜୋନ୍‌କୁ ଫେରିବା ପରେ ଭୁବନେଶ୍ୱର ମେୟର କଡ଼ା ତାଗିଦ୍ କରିଛନ୍ତି। 

27 COVID positive cases detected from college in Cuttack Niali
ଗୋଟିଏ କଲେଜରୁ ୨୭ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ, ୭ ଦିନ ପାଇଁ ସବୁ କ୍ଲାସ୍‌ ବାତିଲ୍‌

କଟକ ଅଡ଼ଶପୁରର ଏକ କଲେଜରୁ ୨୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଛାତ୍ର ଓ ବାକି ୨୬ ଜଣ ଛାତ୍ରୀ ରହିଛନ୍ତି। 

Odisha sees highest single-day spike in Covid19 cases
ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୪୨୮ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ଆକ୍ରାନ୍ତ ସଂଖ୍ୟା...

Odisha's daily COVID19 tally crosses 400 mark
ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା, ବଢ଼ିଲା ସଂକ୍ରମଣ

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 

Odisha sees highest single-day spike in Covid19 cases
ରାଜ୍ୟରେ ୩୦୦ ଟପିଲା ଦୈନିକ ସଂକ୍ରମଣ ସଂଖ୍ୟା

ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ...୨୪ ଘଣ୍ଟାରେ ଆଉ ୩୪୬ ଆକ୍ରାନ୍ତ ଚିହ୍ନଟ...

COVID-19 Vaccines for Children 6 Months
୬ ମାସର ଶିଶୁ ନେବେ କୋଭିଡ୍‌ ଟିକା

ଆମେରିକାରେ ୬ ମାସର ଶିଶୁଙ୍କୁ ଦିଆଯିବ କରୋନା ଟିକା। ୟୁଏସ୍ ଫୁଡ୍ ଓ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ପକ୍ଷରୁ ଏନେଇ ଦୁଇଟି କମ୍ପାନୀକୁ ଜରୁରୀ ଅନୁମୋଦନ ମିଳିଛି।