• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Corona

CORONA
ଲଗାତର ଦ୍ୱିତୀୟ ଦିନ ପାଇଁ ଦେଶରେ ୧୨ ହଜାର ପାର୍ କରିଛି ଦୈନିକ ସଂକ୍ରମଣ

ଦେଶରେ ଚିହ୍ନଟ ନୂଆ କରୋନା ରୋଗୀଙ୍କ ମଧ୍ୟରୁ କେବଳ ୪ ହଜାର ୨୫୫ ଜଣ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି, ଯାହାକି ଫେବ୍ରୁଆରୀ ୧୨ ପରେ ରାଜ୍ୟର ଦୈନିକ ସର୍ବାଧିକ ।

Niranjan Mishra
ଓଡ଼ିଶାରେ କରୋନା ଭୟ ନାହିଁ, ତଥାପି ସତର୍କ ରହିବାକୁ ପରାମର୍ଶ

ଯେଉଁଠି କ୍ଲଷ୍ଟର ଆଉଟବ୍ରେକ ହେଉଛି, କଣ୍ଟାକ୍ଟ ଟ୍ରେସିଂ ସହ ଆଇସୋଲେଟ କରି ଟ୍ରିଟ୍‌ମେଣ୍ଟ କରିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Warning After Huge Increase In Covid Cases
କରୋନା ମାଡୁଛି: ସବୁ ରାଜ୍ୟକୁ ଚେତାଇ ଦେଲା କେନ୍ଦ୍ର, 4T ଉପରେ ଗୁରୁତ୍ୱ

ସମସ୍ତ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ଲେଖିଲେ ଚିଠି

Corona
ପୁଣି ଡରେଇଲାଣି ମହାମାରୀ କରୋନା

ଦିନକରେ ଦେଶରେ ସଂକ୍ରମଣ ୪୦ ପ୍ରତିଶତ ବୃଦ୍ଧି । ଗୋଟିଏ ଦିନରେ ୭ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା।

Corona
ଦେଶରେ ସକ୍ରିୟ ହେଉଛି ମହାମାରୀ ! ଦିନକରେ ୭ ହଜାରରୁ ଅଧିକ ସଂକ୍ରମିତ, ୮ ମୃତ

ବିଶେଷଜ୍ଞଙ୍କ ମତରେ ଗୋଟିଏ ଦୁଇଟି ସ୍ଥାନରେ ଏଭଳି ସଂଖ୍ୟା ବଢିବ । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ, ଟୀକାକରଣ ଏବଂ କୋଭିଡ୍ ନିୟମ ମାନିଲେ ହିଁ ସମ୍ଭାବ୍ୟ ଚତୁର୍ଥ ଲହରକୁ ଏଡାଇ ଦିଆଯାଇପାରିବ ।

Mask
ପୁଣି ଡରାଇଲାଣି କରୋନା ! ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କଲା DGCA

ମାସ୍କ ବାଧ୍ୟତାମୂଳକ । ନିୟମ ଉଲ୍ଲଂଘନ କଲେ ନୋ ଫ୍ଲାଏ ଲିଷ୍ଟରେ ରଖାଯିବାକୁ ନିଷ୍ପତ୍ତି ।

Covid 19
ବଢ଼ୁଛି କରୋନା ସଂକ୍ରମଣ, ଦିନକରେ ୪,୫୧୮ ନୂଆ ପଜିଟିଭ୍‌ ଚିହ୍ନଟ

ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ୍ । କରୋନାକୁ ନେଇ ପୁଣି ବଢ଼ିଲା ଚିନ୍ତା । ମେ’ ପ୍ରଥମ ସପ୍ତାହ ପରେ ଦୈନିକ ସଂକ୍ରମଣ ହାର ଖସି ଖସି ଆସୁଥିଲାବେଳେ ଜୁନ୍ ମାସ ଆରମ୍ଭରୁ ପୁଣି ବଢ଼ି ଚାଲିଲା ଗ୍ରାଫ୍ ।

Coronavirus LIVE Updates: India Logs 4,270 Covid Cases, 15 Related Deaths
ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ୍, ବଢ଼ିଲା ଚିନ୍ତା

ମାର୍ଚ୍ଚ ୯ ପରେ, ଅର୍ଥାତ୍ ପ୍ରାୟ ୩ ମାସ ଭିତରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ୩୪ ଦିନ ପରେ ଦେଶର ଡେଲି ପଜିଟିଭିଟି ରେଟ୍ ୧ ପ୍ରତିଶତ ଉପରକୁ ଯାଇଛି । 

Corbevax
୨୫୦ ଟଙ୍କାକୁ ଖସିଲା କୋର୍ବେଭାକ୍ସ ଟିକା

୧୨ରୁ ୧୭ ବର୍ଷ କିଶୋରଙ୍କୁ ଏହି ଟିକା ଦିଆଯାଉଛି ।

Covid 19
ଖୁସି ଖବର ! ୫ରୁ ୧୨ ବର୍ଷ ବର୍ଗଙ୍କ ପାଇଁ କୋଭିଡ୍ ଟିକାକୁ ଅନୁମତି ଦେଲା DCGI

ହାଇଦ୍ରାବାଦ୍‌ସ୍ଥିତ ବାୟୋଲୋଜିକାଲ-ଇ କମ୍ପାନିର କୋର୍ବେଭାକ୍ସ ଟିକାକୁ ୫ରୁ ୧୨ ବର୍ଷ ବୟସର ପିଲାଙ୍କ ବ୍ୟବହାର ପାଇଁ DCGI ଅନୁମତି ଦେଇଛି ।

Corona
ନୂଆ ରୂପରେ ଫେରୁଛି କି କରୋନା ? ପୁଣି ଡରାଇଲାଣି, ଦିନକରେ ୨ ହଜାର ଆକ୍ରାନ୍ତ

ଯଦି ସଂକ୍ରମଣ ବଢ଼େ, ତେବେ ଜିଲ୍ଲା ସ୍ତରରେ କଣ୍ଟିନ୍‌ଜେନ୍‌ସି ଆକ୍ସନ ପ୍ଲାନ ବା ଜରୁରୀକାଳୀନ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ରଖିବାକୁ ମଧ୍ୟ ପରାମର୍ଶ ଦେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ।

Delhi Covid 19 Cases
୧୫ ଦିନ ଭିତରେ ୫ ଗୁଣା ବଢିଗଲା ଦିଲ୍ଲୀରେ କୋଭିଡ୍ ସଂକ୍ରମଣ ହାର

୨୦ ତାରିଖରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ NDMA ପକ୍ଷରୁ ବସିବ ବୈଠକ

Corona XE
XE ଭ୍ୟାରିଆଣ୍ଟକୁ ନେଇ ନାହିଁ ଭୟ ! ଆସିବନି ଚତୁର୍ଥ ଲହର, କିନ୍ତୁ ଦେଖାଯିବ ଏହି ସବୁ ଲକ୍ଷଣ

XE ଭ୍ୟାରିଆଣ୍ଟ୍ ଦେଶରେ ଚତୁର୍ଥ ଲହର ଆଣିବ ନାହିଁ ବୋଲି ସେ ଆଶ୍ୱସ୍ତ କରିଛନ୍ତି । ବର୍ତ୍ତମାନ ସବୁଠାରୁ ଅଧିକ ସଂକ୍ରାମକ କୁହାଯାଉଥିବା ଓମିକ୍ରନ୍‌ର BA-2 ଭ୍ୟାରିଆଣ୍ଟ ଠାରୁ XE ଭ୍ୟାରିଆଣ୍ଟ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।

assembly odisha
କରୋନା କଟକଣା ଭିତରେ ୨୫ରୁ ବିଧାନସଭା ଅଧିବେଶନ

୩୦ ତାରିଖରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

COVISHIELD
ପୁଣି କରୋନା କଲାଣି ଉତ୍ପାତ ! କୋଭିସିଲ୍ଡ ଦ୍ୱିତୀୟ ଡୋଜ୍ ପାଇଁ ଅବଧି ହ୍ରାସ କରିବାକୁ ସୁପାରିସ

ଇସ୍ରାଏଲରେ ଦୁଇ କିଶୋର ବୟସ୍କ ଯାତ୍ରୀଙ୍କ ଠାରେ ଏହି ନୂଆ ଭ୍ୟାରିଆଣ୍ଟ ଠାବ ହେବା ପରେ ବଢିଛି ଚିନ୍ତା । କୋଭିଡର ଏହି ନୂଆ ଭ୍ୟାରିଆଣ୍ଟରେ ଓମିକ୍ରନର ଦୁଇଟି ସବ୍ ଭ୍ୟାରିଆଣ୍ଟ BA.1 ଏବଂ BA.2 ରହିଛି ।

Covid Test
ଭାରତକୁ ଖୁବଶୀଘ୍ର ଆସିବ ଚତୁର୍ଥ ଲହର !

ବ୍ରିଟେନ୍‌ରେ ବି ପୁଣି ବେକାବୁ ହେବାରେ ଲାଗିଛି କରୋନା।

Covavax
ପୁଣି ଆସିଲା ଆଉ ଏକ ଖୁସି ଖବର, କରୋନା ଟିକା କୋଭୋଭାକ୍ସକୁ ମିଳିଲା ଅନୁମତି

୫ରୁ ୧୨ ବର୍ଷର ଶିଶୁଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତ ହେଲା କର୍ବେଭାକ୍ସ ଟିକା । ପିଲାଙ୍କୁ ଏହି ଟିକା ଦେବାକୁ ଡିସିଜିଆଇର ଅନୁମତି ଲୋଡ଼ିଛି କର୍ବେଭାକ୍ସ ଟିକା ପ୍ରସ୍ତୁତକାରୀ କମ୍ପାନୀ ବାୟୋଲୋଜିକାଲ୍ ଇ’ । ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଲୋଡ଼ିଛି ଏହି କମ୍ପାନୀ । 

Corbevax
ଖୁବ୍‌ଶୀଘ୍ର ବଜାରକୁ ଆସିବ ୫ରୁ ୧୨ ବର୍ଷର ପିଲାଙ୍କ ପାଇଁ କୋର୍ବେଭାକ୍ସ ଟିକା

ପିଲାଙ୍କୁ ଏହି ଟିକା ଦେବାକୁ ଡିସିଜିଆଇର ଅନୁମତି ଲୋଡ଼ିଛି କର୍ବେଭାକ୍ସ ଟିକା ପ୍ରସ୍ତୁତକାରୀ କମ୍ପାନୀ । ବାୟୋଲୋଜିକାଲ୍ ଇ’ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଲୋଡ଼ିଛି ଏହି କମ୍ପାନୀ ।

Corona Vaccine Corbevax
ଚତୁର୍ଥ ଲହର ଭୟ ଭିତରେ ଆସିଲା ଖୁସି ଖବର, କରୋନା ଟିକା କୋର୍ବେଭାକ୍ସକୁ ମିଳିଲା ଅନୁମତି

ମିଳିଥିବା ସୂଚନା ଅନୁଯାୟୀ କରୋନା ଟିକା କୋର୍ବେଭାକ୍ସକୁ ଡିସିଜିଆଇ ପକ୍ଷରୁ ଅନୁମତି ମିଳିସାରିଛି । ବାୟୋଲୋଜିକାଲ-ଇ’ର ଟିକା କୋର୍ବେଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇସାରିଛି ।

Covid Guidelines
ଆସିଲା ନୂଆ ଗାଇଡ୍‌ଲାଇନ୍‌, ଫେବ୍ରୁଆରୀରେ ଲାଗିଲା କଟକଣା

ନଦୀ ଘାଟ, ସମୁଦ୍ର ତଟରେ ଗହଳି କରି ମାଘ ସପ୍ତମୀ ବୁଡ଼ ପକାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଅନ୍ୟପଟେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସରସ୍ୱତୀ ପୂଜାକୁ ଅନୁମତି ଦିଆଯାଇଛି ।

Narendra Modi
ପ୍ରଥମ ମନ୍ କି ବାତ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

୨୦ ଦିନରେ ୧ କୋଟି ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି । ଦେଶରେ କରୋନା ସଂକ୍ରମଣ କମୁଛି, ଏହା ସକରାତ୍ମକ ସଙ୍କେତ । ସମସ୍ତେ ସୁରକ୍ଷିତ ରହୁନ୍ତୁ, ଆର୍ଥିକ ଗତିବିଧି ଜାରି ରହୁ । 

Coronavirus
ଦିନକରେ ଦେଶରେ ଅଢ଼େଇ ଲକ୍ଷ, ରାଜ୍ୟରେ ସାଢ଼େ ୪ ହଜାର ନୂଆ ଆକ୍ରାନ୍ତ ! ମୃତ୍ୟୁ ୮୭୧

ଓଡ଼ିଶାରେ ଗୋଟିଏ ଦିନରେ ଆଉ ୧୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଅଡିଟ୍ ପ୍ରୋସେସ୍‌ରେ ଆଉ ୧୫ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ମିଳିଛି ।

Corona - NeoCov
କରୋନା ପରେ ଡରାଇଲାଣି ନିଓକୋଭ୍‌ ଭାଇରସ୍‌ ! ୩ ଜଣରେ ନେଇପାରେ ଜଣଙ୍କ ଜୀବନ

କରୋନା, ଡେଲ୍ଟା, ଓମିକ୍ରନ୍ । ୨ ବର୍ଷ ହେଲା କରୋନା ଭୂତାଣୁ ବାରମ୍ବାର ଲହର ଆଣୁଥିବା ବେଳେ, ଏମିତି ନୂଆ ନୂଆ ନାଁକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଏସବୁ ଆତଙ୍କ ବି ଖେଳାଇଛି ।

Will open school in Odisha
କୋଭିଡ୍ କଟକଣା ଭିତରେ ସ୍କୁଲ୍ ଖୋଲିବା ନେଇ ଦେଖାଦେଇଛି ସମ୍ଭାବନା

କିଭଳି ସ୍କୁଲ୍‌ ଖୋଲାଯିବ ସେ ସଂପର୍କରେ ମତାମତ ଦେବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ୍ ମାଣ୍ଡଭୀୟ ନ୍ୟାସ୍‌ନାଲ୍‌ ଏକ୍ସପର୍ଟ ଗ୍ରୁପ୍‌କୁ କହିଛନ୍ତି ।