• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Corona Vaccination News

Pfizer To Seek Us Approval For Covid Vaccine For Children Under 5
୬ ମାସରୁ ୪ ବର୍ଷର ଶିଶୁଙ୍କ ପାଇଁ ଆସିପାରେ କରୋନା ଟିକା; ଅନୁମତି ଲୋଡିଲେ ଫାଇଜର ଓ ବାୟୋଏନ୍‌ଟେକ୍‌

ପାଞ୍ଚ ବର୍ଷରୁ ସାନ ପିଲାଙ୍କୁ ଖୁବଶୀଘ୍ର କରୋନା ଟିକା ପ୍ରଦାନ କରାଯିବ । ପିଲାଙ୍କୁ ଟିକା ଦେବା କ୍ଷେତ୍ରରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିବାକୁ ଫାଇଜର ଓ ବାୟୋଏନ୍‌ଟେକ୍‌ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ପାଖରେ ଆବେଦନ କରିଛନ୍ତି ।

vaccine
'ତୁରନ୍ତ ୧୫ ଲକ୍ଷ କୋଭିସିଲ୍ଡ ଡୋଜ୍ ଦିଅ'

ଭୁବନେଶ୍ୱର: ଆଉ ୧୫ ଲକ୍ଷ କୋଭିସିଲ୍ଡ ଡୋଜ୍ ଯୋଗାଇ ଦିଅ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ଏସିଏସ୍‌। ରାଜ୍ୟରେ ମହଜୁଦ କରୋନା ଟିକା ସମ୍ପର୍କରେ କହିଛନ୍ତି ଯେ ଏପ୍ରିଲ ୫ ସକାଳ ୮ଟା ସୁଦ୍ଧା ମହଜୁଦ ଥିବା ଟିକା ନେଇ ଜଣାଇଥିଲେ। କୋଭିସିଲ୍ଡ ୬,୦୨, ୪୩୦ ଡୋଜ୍ ଓ କୋଭାକ୍ସିନ ୧,୪୮, ୫୫୦ ଡୋଜ ଅଛି। ରାଜ୍ୟରେ ମୋଟ ୭, ୫୦, ୯୮୦ ଡୋଜ୍ ଟିକା ମହଜୁଦ ରହିଛି। ରାଜ୍ୟରେ ଦୈନିକ ୨ ଲକ୍ଷରୁ […]

vaccination
ଟିକା ନେବାକୁ ମନା କରୁଛନ୍ତି ଡଙ୍ଗାରିଆ କନ୍ଧ

ପୁଣି ନିରାଶ ପ୍ରଶାସନ, ବୁଝାଇବାରେ ଅସଫଳ ହେଲେ ପ୍ରଶାସନିକ ଅଧିକାରୀ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ଅଞ୍ଚଳର ପାରସାଲିରେ ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କୁ କୋଭିଡ୍‌-୧୯ ଟିକା କରଣ କରିବାର ଥିଲା। କିନ୍ତୁ କେହି ହେଲେ ଆସିଲେନାହିଁ ଟିକା କରଣ କେନ୍ଦ୍ରକୁ।

Corona-Tika
କାଲିଠୁ ଟିକା ନେବେ ୪୫ ବର୍ଷରୁ ଅଧିକ ବୟସ୍କ ଲୋକ; ବିପଦ ଥିବା ବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ କରାଯିବ । ତେବେ ଏହି ଗଣ ଟିକାକରଣରେ ଅଧିକ ବିପଦ ଥିବା ବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖାଯାଇଛି । ଏମାନେ ହେଲେ ସାହି ଦୋକାନୀ, ଆମିଷ ବ୍ୟବସାୟୀ, ଅଟୋ ଏବଂ ବସ୍ ଡ୍ରାଇଭର, ସ୍କୁଲ ଓ କଲେଜ୍ ଶିକ୍ଷକ-ଶିକ୍ଷୟିତ୍ରୀ, ସେଲୁନ୍ ଦୋକାନୀ ଏବଂ କର୍ମଚାରୀ, ସୁରକ୍ଷାକର୍ମୀ, ରେଷ୍ଟୁରାଣ୍ଟ କର୍ମଚାରୀ, ମନ୍ଦିର, ଚର୍ଚ୍ଚ […]

vaccine
ଏଣିକି ଘରୋଇ ହସ୍ପିଟାଲରେ ହେବନି ଟିକାକରଣ, ଯାହା ଷ୍ଟକ୍‌ ଅଛି ଫେରାଇବାକୁ ନିର୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଏଣିକି ଘରୋଇ ହସ୍ପିଟାଲରେ ହେବନି ଟିକାକରଣ । ରାଜ୍ୟ ସରକାର ଏନେଇ ନିଷ୍ପତି ନେଇଛନ୍ତି । ଘରୋଇ ହସ୍ପିଟାଲ ଗୁଡ଼ିକରେ ସରକାରୀ ପ୍ରକ୍ରିୟାରେ ଚାଲିଥିବା ଟିକାକରଣକୁ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି । ଏନେଇ ସବୁ ଜିଲ୍ଲାପାଳ, ପୌର…

jp nadda
ଟିକାକରଣକୁ ନେଇ ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରିବାକୁ ଉଦ୍ୟମ ହେଉଛି : ଜେପି ନଡ୍ଡା

  ବିଭ୍ରାନ୍ତ କରୁଛନ୍ତି ବିରୋଧୀ: ନଡ୍ଡା ଟିକାକରଣକୁ ଭଣ୍ଡୁର କରିବାକୁ ବିରୋଧୀଙ୍କ ଉଦ୍ୟମ ପ୍ରଥମେ ଲକଡାଉନକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ ଲକଡାଉନ ପ୍ରତ୍ୟାହାର ହେଲା ପରେ ମଧ୍ୟ ବିରୋଧ ଜାରି ଟିକାର ଟେଷ୍ଟିଂକୁ ନେଇ ପ୍ରଶ୍ନ ଉଠାଇଥିଲା କଂଗ୍ରେସ ଲୋକଙ୍କ…

bjp
ଟିକାଦାନ କ୍ଷେତ୍ରରେ ପକ୍ଷପାତିତା ଅଭିଯୋଗ କଲା ବିଜେପି

ଟିକାକରଣକୁ ନେଇ ଥମିବାରେ ନା ନେଉ ନାହିଁ ରାଜନୀତି। ସୂଚନା ଅନୁସାରେ, ୧୮ ରୁ ୪୪ ବର୍ଷିୟ ବ୍ୟକ୍ତିଙ୍କୁ ଟିକାଦାନ କ୍ଷେତ୍ରରେ ପକ୍ଷପାତିତା ଅଭିଯୋଗ ଆସିଛି

Tika
ଟିକାକୁ ନେଇ ନୂଆ ନିୟମ ଜାରି କଲା କେନ୍ଦ୍ର

ସମସ୍ତଙ୍କୁ ମାଗଣା ଟିକା ଘୋଷଣାର ଦିନକ ପରେ ଆସିଲା ଟିକାକରଣ ନେଇ କେନ୍ଦ୍ରର ପରିବର୍ତ୍ତିତ ଗାଇଡ୍ଲାଇନ୍ସ। ଯେଉଁଥିରେ ଟିକା ଅପଚୟ କଲେ ଯୋଗାଣ ପ୍ରଭାବିତ ହେବା ଏବଂ ଅନ୍ସାଇଟ୍ ରେଜିଷ୍ଟ୍ରେସନ୍ ଉପରେ ରହିଛି ଫୋକସ୍

vaccine
ଦୁଇ ଡୋଜ୍ କରୋନା ଟିକା ନେଇଥିଲେ ଏହିସବୁ ଜିନିଷ ଉପରେ ମିଳିବ ୫% ଡିସ୍‌କାଉଣ୍ଟ୍‌

ବ୍ରହ୍ମପୁର: କରୋନା ଟିକାକରଣ ପାଇଁ ନିଆରା ସଚେତନତା। ଦୁଇ ଡୋଜ୍ କରୋନା ଟିକା ନେଇଥିବା ବ୍ୟକ୍ତି ଗ୍ରୋସରୀ, କପଡ଼ା କିମ୍ବା ହୋଟେଲ୍‌ରୁ ଖାଇବା ଅର୍ଡର କଲେ ସେମାନଙ୍କୁ ୫% ଡିସ୍‌କାଉଣ୍ଟ୍‌ ମିଳିବ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ଏହି ନିଆରା ସଚେତନତା ଦେଖିବାକୁ…

vaccaine
୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଟିକାର ଅଭାବ

ଭୁବନେଶ୍ୱର: ରାଜଧାନୀରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଟିକାର ଅଭାବ ରହିଛି। ଆଜି ଏହାକୁ ସ୍ୱୀକାର କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂ। ସେ କହିଛନ୍ତି, ଆମ ପାଖରେ ଯଥେଷ୍ଟ ଟିକା ନାହିଁ ଯେଉଁମାନେ ମେ…

vaccine
ଖୁବ ଶୀଘ୍ର ଆସିବ ଆଉ ଏକ ସ୍ୱଦେଶୀ ଟିକା

ନୂଆଦିଲ୍ଲୀ: କରୋନାକୁ ଦେଶ ମାତ ଦେବା ପାଇଁ ଆବଶ୍ୟକ ଭାକ୍ସିନ। ହେଲେ ଦେଶରେ ପର୍ଯ୍ୟପ୍ତ ପରିମାଣର ଭାକ୍ସିନ ନ ଥିବାବେଳେ  ଦେଶରେ ସମସ୍ତଙ୍କୁ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି। ଆସୁଛି ଆଉ ଏକ ସ୍ୱଦେଶୀ…

sc
ଟିକା ସଂପର୍କରେ କେନ୍ଦ୍ର ସରକାରଙ୍କୁ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ଟିକା ସଂପର୍କରେ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ। ଟିକା ପରିଚାଳନା ସଂପର୍କରେ ଜାଣିବାକୁ ନିଜ ଆଡୁ ସୁପ୍ରିମକୋର୍ଟ ଉଦ୍ୟମ କରିଛନ୍ତି। ସମସ୍ତ ୩ଟି ଟିକାର ସଂପୂର୍ଣ୍ଣ କ୍ରୟ ଇତିହାସ ଜାଣିବାକୁ କୋର୍ଟ ଚାହିଁଛନ୍ତି। କେଉଁ ଟିକା କେତେ କିଣାଯାଇଛି…

corona vaccine
ଦୁଇଟି ଭିନ୍ନ ପ୍ରକାରର କୋଭିଡ-୧୯ ଟିକା ନେବା ସୁରକ୍ଷିତ କି? ଦେଶରେ ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀକୁ ମାତ୍ ଦେବାକୁ ଦେଶରେ ଜୋରସୋରରେ ଚାଲିଛି ଟିକା ଉତ୍ପାଦନ ଓ ଟିକାକକରଣ ଅଭିଯାନ । ଏବେ ୩ଟି ଟିକା ପ୍ରଚଳନ ଥିବା ବେଳେ, ଆଗକୁ ଆ ହୁରି ଅନେକ ପ୍ରକାର ନୂଆ ଟିକା ଏହି ଅଭିଯାନରେ ସାମିଲ…

corona vaccine
ଏଣିକି ଦିନକୁ କୋଟିଏ ଲୋକଙ୍କର ହେବ ଟିକାକରଣ, ଚାଲିଛି ଜୋରଦାର ପ୍ରସ୍ତୁତି..

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ଟିକା ପାଇଁ ହାହାକାର ପଡ଼ିଛି । ସମସ୍ତେ ଟିକା ନେବା ପାଇଁ ବ୍ୟଗ୍ରତାର ସହ ଅପେକ୍ଷାରେ ଅଛନ୍ତି । ହେଲେ ଟିକା ଅଭାବ ରହିଛି । ଅନେକ ରାଜ୍ୟରେ ଟିକା ଅଭାବକୁ ଦୃଷ୍ଟିରେ ରଖି…