• translate

Tag: Corona Latest News

vlcsnap-error961
କରୋନା ଉଜାଡ଼ି ଦେଲା ସଂସାର, ଅନାଥ ହୋଇଗଲେ କୁନି କୁନି ପିଲା...

ଭଦ୍ରକ: ସୁନା ସଂସାର, ଆଉ ହସଖେଳ ଭରା ପରିବାକୁ ଚୁରମାର କରିଦେଇଛି ମହାମାରୀ କରୋନା । ଦଇବ ଏଭଳି କ୍ରୁର ହସ ହସିଛି ଯେ ଭଲମନ୍ଦ ବୁଝିବା ଆଗରୁ ଅସରନ୍ତି ଦୁଃଖ ଆଉ ଦୁର୍ଦ୍ଦଶାକୁ ଠେଲି ହୋଇଯାଇଛି । ଅନେକ ଶିଶୁଙ୍କ…

bijay mohapatra
‘ଆଗାମୀ ଦଶ ଦିନ ଭିତରେ କରୋନା ସଂକ୍ରମଣ ହାର ଆହୁରି କମିବ’

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ। ଆଗାମୀ ସପ୍ତାହ କିମ୍ବା ଦଶ ଦିନ ଭିତରେ ଏହା ଆହୁରି କମିଯିବ ବୋଲି ଟ୍ରେଣ୍ଡ ଦର୍ଶାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯେହେତୁ ୬୦ ପ୍ରତିଶତ ଲୋକ ଏବେ ମଧ୍ୟ ଗୁରୁତର…

Corona-warrior
ସଠିକ୍ ସମୟରେ ଚିକିତ୍ସା କଲେ କିଛି କରିପାରିବ ନାହିଁ କରୋନା

କରୋନା କେଉଁଠି ପୁରା ପରିବାରକୁ ଉଜାଡ଼ି ଦେଉଛି, ତ ଆଉ କେଉଁଠି ଦୃଢ଼ ମନୋବଳ ନେଇ ପରିବାରର ସମସ୍ତେ ଆକ୍ରାନ୍ତ ହେଲା ପରେ ବି ହରାଇଛନ୍ତି ମହାମାରୀକୁ।

EXjQ3H-WAAAniMw
ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩ ଜଣଙ୍କ ମଧ୍ୟରୁ ୨ ଜଣ ହୋମ୍ କ୍ୱାରେଣ୍ଟିନରେ ଥିଲେ ଓ ଆଉ ଗୋଟିଏ ଲୋକାଲ କେସ୍। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଚିହ୍ନଟ ୩ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୨୭ ବର୍ଷୀୟ ଯୁବକ ଏୟାରପୋର୍ଟ ପାଖ ଭୀମପୁର ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ ୩୬ ବର୍ଷୀୟ ଯୁବକ କଳିଙ୍ଗ ଷ୍ଟୁଡିଓ ପାଖ ଭରତପୁର ଅଞ୍ଚଳର।ଉଭୟଙ୍କର ଦିଲ୍ଲୀ […]

police
୨୪ ଘଣ୍ଟାରେ ୯୧ ପୋଲିସ କର୍ମୀ କରୋନା ପଜିଟିଭ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ପୋଲିସ ନିଜର ପରିବାରକୁ ଛାଡି ରାସ୍ତାରେ ଡ୍ୟୁଟି କରୁଛନ୍ତି। ଖରା ବର୍ଷାକୁ ଖାତିର ନକରି ଲୋକମାନଙ୍କର ନିରନ୍ତର ସେବା କରୁଛନ୍ତି। ଏହି ସମୟରେ ମହାରାଷ୍ଟ୍ରରେ କରୋନା ଭାଇରସରେ ଅଧିକ ପ୍ରଭାବିତ ହେଉଛନ୍ତି ପୋଲସ କର୍ମଚାରୀ। ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୯୧ ଜଣ ପୋଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ର ସରକାରଙ୍କ […]